ଲାଗୁ ହେଲା ନୂଆ ତୈଳ ଦର ଜାଣନ୍ତୁ କ’ଣ ରହିଛି ପେଟ୍ରୋଲ ଓ ଡିଜେଲର ମୂଲ୍ୟ
ଆଜି ସମଗ୍ର ଦେଶରେ ପେଟ୍ରେୋଲ ଓ ଡିଜେଲର ନୂଆ ଦର ପ୍ରକାଶ ପାଇଛି । କିନ୍ତୁ ଜାତୀୟ ସ୍ତରରେ ଏଥିରେ ସେମିତି କିଛି ବଡ଼ ପରିବର୍ତ୍ତନ ହେବା ଦେଖିବାକୁ ମିଳିନି । ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପେଟ୍ରୋଲ ଓ ଡିଜେଲର ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୬.୭୬ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୮୯.୬୨ ଟଙ୍କା ରହିଛି। ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି…
