Odisha Patrika

କେଉଁ ଅଫିସରଙ୍କ କଥାରେ ରଜନୀକାନ୍ତ ସିଂଙ୍କୁ ଦେବାକୁ ପଡିଲା ଇସ୍ତଫା….

ଅନୁଗୋଳ : ଦୁଇ ଦିନ ତଳେ ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ଖବର ରାଜଧାନୀ ଭୁବନେଶ୍ୱର, ଅନୁଗୋଳ ଏବଂ ବଅଁରପାଳ ଚର୍ଚ୍ଚା ହେଉଥିଲା। ବୁଧବାର ମଧ୍ୟାହ୍ନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଗଣମାଧ୍ୟମ ବାର୍ତ୍ତା ସବୁ କିଛି ସ୍ପଷ୍ଟ କରିଦେଲା। ଉପ ବାଚସ୍ପତି ରଜନୀକାନ୍ତ ସିଂ ନିଜ ପଦରୁ ଇସ୍ତଫା ଦେଇଥିବା ଶ୍ରୀମତା ମଲ୍ଲିକ ସୂଚନା ଦେଇଥିଲେ। ରଜନୀଙ୍କ ଇସ୍ତଫା ପରେ ସେ ସଂଗଠନରେ ସକ୍ରିୟ ହେବେ ବୋଲି କୁହାଯାଉଛି। ମାତ୍ର ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ…

Read More

ଗିରଫ ହେଲେ ଟୁଟୁ ନାୟକ, ମନୋଜଙ୍କ ନାଁ ପୋଷ୍ଟର ଚିରା ଅଭିଯୋଗ

ଭୁବନେଶ୍ୱର :  ଇଟିଭି ଭାରତର ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି। ଶନିବାର ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଦେବସ୍ମିତାଙ୍କ ଏତଲା ଆଧାରରେ ଗିରଫ କରାଯାଇଛି।  ଏହି ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଜୋନ୍‌-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ  ପୁଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ…

Read More

ଆପଣଙ୍କ ହ୍ୱାଟ୍ସଅପ୍ ବନ୍ଦ ହୋଇ ଯାଇଛି କି… କାହିଁକି ଜାଣନ୍ତୁ……

ମୁମ୍ବାଇ – ସାରା ପୃଥିବୀ ବହୁଳ ବ୍ୟବହୃତ ହେଉଥିବା ବାର୍ତ୍ତା ଆଦାନ ପ୍ରଦାନ ଆପ୍‌ ହେଉଛି ହ୍ବାଟ୍‌ସଆପ୍‌। କିଛିମାସ ହେବ ମନକୁ ମନ କେତେ ବ୍ୟବହାରକାରୀଙ୍କ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି। ଏହା ହ୍ୱାଟ୍ସଅପ୍ ପକ୍ଷରୁ କରାଯାଇଛି।  ଗତ ସେପ୍ଟେମ୍ବର ମାସରେ ଭାରତରେ ପ୍ରାୟ ୭୧.୧ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଥିବା ଜଣାଯାଇଛି। ଏହି ଆକାୁଣ୍ଟ ଗୁଡିକୁ ଦୁଇଟି ନିୟମ ଆଧାରରେ ବ୍ୟାନ କରାଯାଇଥିବା ଜଣାପଡିଛି।  ସାଧାରଣତଃ ଭାରତୀୟମାନଙ୍କ ଚିହ୍ନଟ ସେମାନଙ୍କ ନମ୍ବର +୯୧ରୁ ହୋଇଥାଏ। ସେପ୍ଟେମ୍ବର…

Read More

ପାଣ୍ଡିଆନଙ୍କୁ ପ୍ରଶଂସା କରିବାରେ କୌଣସି ସୁଯୋଗ ହାତଛଡା କଲେନି ବିଜେପି ଏମପି ବସନ୍ତ ପଣ୍ଡା

ଭୁବନେଶ୍ୱର :ଶ୍ରଦ୍ଧା, ସଦିଚ୍ଛା, ସହଯୋଗ, ସମର୍ଥନ ଏବଂ ଆଶୀର୍ବାଦ କାମନା କରୁଛି। ନବୀନ ଓଡ଼ିଶା ତଥା ଫାଇବ-ଟିର  ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କ ପ୍ରଚେଷ୍ଟାରେ କଳାହାଣ୍ଡିର ବହୁତ ବିକାଶ ହୋଇଛି। ଏକଥା କଳାହାଣ୍ଡି ବିଜେଡିର କୌଣସି ନେତା କହି ନାହାନ୍ତି। ଏକଥା କହିଛନ୍ତି ଗତ ସାଧାରଣ ନିର୍ବାଚନ ସମୟରେ ବିଜେପିର ସଭାପତି ରହିଥିବା ବସନ୍ତ ପଣ୍ଡା। ତାହା ପୁଣି ଲକ୍ଷ ଲକ୍ଷ କଳାହାଣ୍ଡିବାସୀଙ୍କ ସମ୍ମୁଖରେ , ଯାହାକୁ ନେଇ ପଶ୍ଚିମ ଓଡ଼ିଶା ବିଜେପି ରାଜନୀତିରେ…

Read More

କାହିଁକି ଲୋଡା ପଡିଲେ ସଞ୍ଜୟ, କେଉଁ ତିନି ଅଫିସର ସଞ୍ଜୟଙ୍କ ସପକ୍ଷରେ ବାଢିଥିଲେ ଯୁକ୍ତି….

ଭୁବନେଶ୍ୱର : ଦୀର୍ଘଦିନର ବ୍ୟବଧାନ ପରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ତୃତୀୟ ମହଲା ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିଛି। ଏହା କୌଣସି ବଡ଼ ଦାୟିତ୍ୱ ନ ହେଲେ ବି ସାମ୍ପ୍ରତିକ ସ୍ଥିତିରେ ଯଥେଷ୍ଟ ରାଜନୈତିକ ଗୁରୁତ୍ୱ ମନେ କରୁଛି। ବିଜେପି ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସକ୍ରିୟ ଥିବା ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।…

Read More

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କିଏ ଜିତିଛି ଅଧିକ ଥର , ଏବଂ ଜାଣନ୍ତୁ କ’ଣ ରହିଛି ପିଚ୍ ରିପୋର୍ଟ…

ଭାରତ ତର ପରବର୍ତ୍ତୀ ମ୍ୟାଚ ଶ୍ରୀଲଙ୍କ ସହ ଖେଳିବାକୁ ଯାଉଛି ।  ତେବେ ଭାରତ ଏହି ପ୍ରତିଯୋଗିତାରେ ଟେବୁଲର ଶୀର୍ଷରେ ରହିଥିବା ବେଳେ ବିପକ୍ଷ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ରହିଛି । ତେବେ ଯଦି ଏହି ଦୁଇଦେଶର  ଦିନିକିଆ ବିଶ୍ବକପ୍‌ ଇତିହାସ ଦେଖାଯାଏ ତେବେ ମୋଟ  ୯ ଥର ଭେଟାଭେଟି ହୋଇଛନ୍ତି ।ସେଥିମଧ୍ୟରୁ ଭାରତ ୪ ଥର ବିଜୟ ଲାଭ କରିଥିବା ବେଳେ ଶ୍ରୀଲଙ୍କା ମଧ୍ୟ ସମାନ ଥର ଜିତିଛି  । ଗୋଟିଏ ମୁକାବିଲାରୁ ଫଳ ବାହାରି…

Read More

ସାରା ଦେଶର ଖାଉଟିଙ୍କ ଚିନ୍ତା ବଢାଉଛି ପିଆଜ , ଜାଣନ୍ତୁ ଭୁବନେଶ୍ବରରେ କ’ଣ ରହଛି ଏହାର ଦାମ୍ …

ପିଆଜ ବଜାରରେ ଲାଗିଛି ନିଆଁ । ଗତ କିଛି ଦିନି ହେବ ପିଆଜ  ଦରକୁ ନେଇ ଏବେ ସାରା ଦେଶରେ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି ।ତେବେ ଦେଶର କେତେକ ସହରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଥିବା ବେଳେ ଆଜି ଭୁବନେଶ୍ବରରେର ପିଆଜ ଦର ୮୦ ଚଙ୍କାରେ ପହଁଚିଛି । ଏହି ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏମିତି  ପିଆଜର ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି  । କିନ୍ତୁ ଆଗାମୀ…

Read More

ବଦଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..ନୂଆ ମୁଖ୍ୟମନ୍ତ୍ରୀ କିଏ ?

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ଡାକିଛି।  କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯିବାର ଯୋଜନା କରାଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଜେରା ହେବା ସହ ହାଜତକୁ ଯାଇ ସାରିଛନ୍ତି। ଅରିବନ୍ଦଙ୍କ ଗିରଫଦାରୀ ନେଇ ଗତକାଲି ଆପ୍ ନେତ୍ରୀ ଆତିଶ୍ ଏବଂ ବୁଧବାର ରାଜ୍ୟସଭା ଏମପି ରାଘବ…

Read More

ବିରୋଧୀ ନେତା, ମନ୍ତ୍ରୀଙ୍କ ଫୋନ୍ ସମ୍ପର୍କିତ ସବୁ ଖବର ରଖୁଛନ୍ତି କେନ୍ଦ୍ର ସରକାର

କଂଗ୍ରେସ ସାଂସଦ ଶଶି ଥରୁର, ପୱନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚାର୍ତୁବେଦୀଙ୍କ ସମେତ ଅନେକ ବିରୋଧୀଦଳର ସାଂସଦ ଫୋନ ହ୍ୟାକ ହେଉଥିବା ଅଭିଯୋଗ ଆଣିଛନ୍ତି।ଏହି ନେତାମାନେ ଦାବି କରି କହିଛନ୍ତି କି, ‘ନିଜେ ଆପଲ କମ୍ପାନି ଏଭଳି ମ୍ୟାସେଜ ପଠାଇ ଫୋନ ହ୍ୟାକି କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି।’ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ଏହି ଘଟଣାକୁ ନେଇ କହିଛନ୍ତି, ‘ଆପଲରୁ ସେ ଏକ ଆଲର୍ଟ ମେସେଜ ଏବଂ ଇମେଲ୍ ପାଇଛନ୍ତି।…

Read More

ବିରାଟ କୋହଲିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ କ’ଣ ହୋଇଛି ଯୋଜନା ଜାଣନ୍ତୁ …

ନଭେମ୍ବର ୫ ରେ ଭାରତର ପୂର୍ବତନ ଅଧିନାୟକ ବା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଜନ୍ମଦିନ  । ସେହିଦିନ କୋଲକାତାର ଇଡେନ ଗାର୍ଡେନରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ବେଙ୍ଗଲ କ୍ରିକେଟ  ଆସୋସିଏସନ୍ ପକ୍ଷରୁ   ପୂରା ପ୍ରସ୍ତୁତି କରାଯାଇଛି।  ବାସ୍ତବରେ ନଭେମ୍ବର ୫ ତାରିଖରେ ଷ୍ଟାଡିୟମରେ ବିରାଟ କୋହଲିଙ୍କ ମାସ୍କରେ ପ୍ରାୟ ୭୦ ହଜାର ପ୍ରଶଂସକଙ୍କୁ ଦେଖିବାକୁ ମିଳିବ। । ବିରାଟ କୋହଲିଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ…

Read More