Odisha Patrika

ଏସିଆନ୍ ପାରା ଗେମ୍ସରେ ଭଗତଙ୍କୁ ସ୍ବର୍ଣ୍ଣ ପଦକ …

ହାଙ୍ଗ୍‌ଝୌ: ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ’ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତଥା ଓଡି଼ଆ ପୁଅ ପ୍ରମୋଦ ଭଗତ ଭାରତ ପାଇଁ  ୨୧ତମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।  ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ଏକ ସଙ୍ଘର୍ସ ପୂର୍ଣ୍ଣ ସେଟ୍  ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ପରାସ୍ତ କରି   ସ୍ବର୍ଣ୍ଣ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି, ନିତେଶ କୁମାର ମଧ୍ୟ…

Read More

ଆଇଏଏସ୍ ଅଦଳବଦଳକୁ ଅପେକ୍ଷା, ନୂଆ ଭୂମିକାରେ ଆସିପାରନ୍ତି ଭିନିଲକ୍ରିଷ୍ଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କ ସ୍ଥାନ କିଏ ନେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏକାଧିକ ଦାବିଦାର ରହିଛନ୍ତି। ହେଲେ ପା୍ୱାର କରିଡର ଚର୍ଚ୍ଚା ଅନୁଯାୟୀ ଏହି ଭୂମିକା ଆପାତତଃ ଭିନିଲ୍ କ୍ରିଷ୍ଣାଙ୍କୁ ପ୍ରଦାନ କରାଯିବ। ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ପୂର୍ବ ପ୍ରସ୍ତୁତି ଏବଂ ଭିନିଲଙ୍କ ଭୂମିକା…

Read More

ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ  କଣ କହିଲେ ଜୟରାମ ରମେଶ, ଅମର ପଟ୍ଟନାୟକ ଓ ସୁଜିତ୍ କୁମାର

ଭୁବନେଶ୍ୱର :  ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ଭି.କେ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ନେଇ ରାଜନୈତିକ ମହଲରେ ବିଭିନ୍ନ ବୟାନ ବାଜି ଆରମ୍ଭ ହୋଇଛି। ରାଜ୍ୟସ୍ତରରୁ ଆରମ୍ଭ କରି ଜାତୀୟସ୍ତରୀୟ ବିଭିନ୍ନ ନେତା ଏନେଇ ମତ ରଖିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ। ସେ ନବୀନଙ୍କୁ ବହୁତ ଭଲ ଭାବରେ ସାହାଯ୍ୟ କରିଛନ୍ତି। ଛାୟା ରହୁଥିବା ବ୍ୟକ୍ତି ସାମନାକୁ…

Read More

ବିକ୍ରମ ପଣ୍ଡାଙ୍କ ଆସନ ହେବ ପରିବର୍ତ୍ତନ, ଗଞ୍ଜାମ ଏହି ଆସନରୁ ଲଢିପାରନ୍ତି ପାଣ୍ଡିଆନ୍

ଭୁବନେଶ୍ୱର :  ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ସମୟରେ ଜିଲ୍ଲା ପାଇଁ ସେବହୁତ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ତାଙ୍କର ସବୁ ନିର୍ବାଚନମଣ୍ଡଳୀରେ ପ୍ରଶଂସକ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ସେ ବୁଲି ଦେଖିଛନ୍ତି।  ତେଣୁ ସେ ଗଞ୍ଜାମର ଯେ କୌଣସି ଆସନରୁ ବିଜେଡି ଟିକେଟରୁ ଜିତିଯିବାର ସମ୍ଭାବନା ରହିଛି। ସେ ଆସିବେ କି ନ ଆସିବେ, ତାହା ଭିନ୍ନ କଥା। ମାତ୍ର ଟିକେଟ୍ ଦଳର ହାଇକମାଣ୍ଡ ନବୀନ…

Read More

ପାଣ୍ଡିଆନଙ୍କ ଅବସର ପରେ କେଉଁ ସବୁ ବିକଳ୍ପ ନେଇ ଜାରି ରହିଛି ଚର୍ଚ୍ଚା

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ତୁଲାଇ ଆସୁଥିବା ଭି.କେ ପାଣ୍ଡିଆନ୍ ବର୍ତ୍ତମାନ ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଦିନକ ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସେବା ଚାକିରୀରୁ ଅବସର ଗ୍ରହଣ କରିବା ଘଟଣା ସାର୍ବଜନୀନ ହୋଇଛି। ଏହି ଖବରକୁ ମାତ୍ର ଚବିଶି ଘଣ୍ଟା ନ ପୁରୁଣୁ ଭି.କେ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ସହ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ଏଣିକି କେନ୍ଦ୍ର ସରକାରଙ୍କ ପ୍ରଶାସନିକ…

Read More

ଅନୁଗୋଳ ବିଜେଡି ଟିକେଟ୍ ନେଇ ନିଶ୍ଚିତ ନୁହଁନ୍ତି  ଉପ-ବାଚସ୍ପତି ରଜନୀକାନ୍ତ ସିଂ , ସାରା ସହରରେ ଗୋଟିଏ ଚର୍ଚ୍ଚା … ଏଥର କିଏ… ମଣ୍ଟୁ ,ମୁନା ନା ମହେଶ ???

ଭୁବନେଶ୍ୱର :  ବିଜେଡ଼ି ଆରମ୍ଭ ହେବା ଦିନ ଠାରୁ ଅନୁଗୋଳ ବିଧାନସଭା କ୍ଷେତ୍ରଟି ଶାସକ ଦଳର ଗଡ଼ ହୋଇ ରହିଛି। ବିଜେଡିର ଗଡ଼ ଅପେକ୍ଷା ଏହା ସ୍ଥାନୀୟ ସିଂହ ପରିବାରର ହସ୍ତ ମୁଦି ମାହାଲା ବୋଲି କୁହାଯାଇପାରେ । ୨୦୦୦ ମସିହାରୁ ଆଜି ଯାଏ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନରେ ବିଜେଡ଼ି ବାଜିମାତ କରିଛି । ୨୦୦୦ ମସିହାରେ ଅଦୈତ୍ୟ ପ୍ରସାଦ ସିଂହ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ଏହା ପୂର୍ବରୁ…

Read More

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା,ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍ …

 ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର ପ୍ରଡକ୍ଟିଭିଟି ବୋନସ ଦେବାକୁ ଘୋଷଣା କରାଯାଇଛି । ତେବେ ଏଥିପାଇଁ ସରକାରଙ୍କୁ ୧୯୬୯ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ।ସରକାରଙ୍କ ଏହି ନିଷ୍ପତି ଦ୍ୱାରା ୧୧ ଲକ୍ଷ ୭ ହଜାର ୩୪୦ କର୍ମଚାରୀ ଉପକୃତ ହେବେ । ସରକାରଙ୍କ ଏହି…

Read More

IND vs BAN ; ଭାରତ ବନାମ ବାଂଲାଦେଶର ହେଡ୍ ଟୁ ହେଡ୍ ରେକର୍ଡ…

ଚଳିତ ଦିନିକିଆ ବିଶ୍ବକପରେ ଭାରତ ଆଜି ବାଂଲାଦେଶକୁ ପୁଣେର ଏମସିଏ ଷ୍ଟାଡିୟମରେ ଭେଟି ବାକୁ ଯାଉଛି । ଭାରତ ତାର ୩ଟି ମ୍ୟାଚରୁ ୩ଟି ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ତାନରେ ରହିଛି । ସେହିପରି ଅନ୍ୟପକ୍ଷରେ ବାଂଲାଦେଶ ଏହି ବିଶ୍ବକପରେ ୩ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିବାରେ ସଫଳ ହୋଇଛି । ତେବେ ଯଦି ଏହି ଦୁଇ ଦଳଙ୍କ ଦିନିକିଆ ବିଶ୍ବକପରେ ରେକର୍ଡ ଉପରେ ନଜର ଦିଆଯିବ ତେବେ ଭାରତ ମୋଟ ବାଂଲାଦେଶ ବିପକ୍ଷରେ ୪ଥର…

Read More

ପ୍ରଥମ ଓଡ଼ିଆ ଭାବେ ଯୋଗ ଦେଲେ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ୍ ଜୋନାଲ ସଂଯୋଜକ ଅମ୍ରିତ ମିଶ୍ର

 ମୁମ୍ବାଇ : ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆନ୍ତର୍ଜାତିକ ଯୁବ ସମାବେଶ ୧୬ ରୁ ୧୮ ଅକ୍ଟୋବର ୨୦୨୩ ତିନି ଦିନ ବ୍ୟାପି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବିଶ୍ୱର ୪୮ ଟି ଦେଶର ୧୩୮ ଜଣ ଯୁବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ମହା ସମ୍ମିଳନୀରେ ପ୍ରଥମ ଓଡ଼ିଆ ଭାବରେ ଅଲଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନ/ପୂର୍ବତଟ ରେଲୱେ ଶ୍ରମିକ ୟୁନିଅନର ଜୋନାଲ ଯୁବ ସଂଯୋଜକ ତଥା ପୁରୀ ନିବାସୀ  ଅମ୍ରିତ ମିଶ୍ର ଭାରତକୁ ପ୍ରତିନିଧିତ୍ୱ କରିଥିଲେ…

Read More

୩ ବହୁଳ ଦୁର୍ନୀତିଗ୍ରସ୍ତ ବହି ପଢି ପୋଷ୍ଟ କଲେ ଅରବିନ୍ଦ ପାଢୀ, ଲୋକସେବା ଭବନରେ ବଢିଲା ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର :  ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ ଶଙ୍କର ପାଣ୍ଡେଙ୍କ ଚର୍ଚ୍ଚିଚ ବହି ‘ଥ୍ରୀ ମୋଷ୍ଟ କରଫ୍ଟ’ । ଶ୍ରୀ ପାଣ୍ଡେ ନିଜେ ପ୍ରଶାସନିକ ଅଧିକାରୀ ଥିବା ସମୟରେ ଖାଲି ଦୁର୍ନୀତିଖୋର ନେତା ନୁହଁନ୍ତି, କେତେକ ଲୋଭୀ ଅମଲାଙ୍କ ସହ ମଧ୍ୟ ଲଢିବାକୁ ପଡ଼ିଥିଲା। ଏହି ସବୁ ଲଢେଇରେ ତାଙ୍କର ଯାତ୍ରାକୁ ନେଇ ଉପରୋକ୍ତ ପୁସ୍ତକଟି ସେ ରଚନା କରିଛନ୍ତି। ଯାହାକୁ ନେଇ ବେଶ୍ ଉତ୍ସାହିତ ହୋଇ ଓଡ଼ିଆ କ୍ୟାଡ଼କ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢୀ ଉଲ୍ଲେଖ…

Read More