Odisha Patrika

   ଚୌକିରେ ବସି ଭାଇରାଲ ହୋଇଗଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ , ଛିଡା ହୋଇ ଲୋକହସା ହେଲେ ବିଜେଡି ବିଧାୟକ ଓ ନେତା

    ଭୁବନେଶ୍ୱର : ବିଜେଡି ବିଧାୟକ ରୋହିତ ପୂଜାରୀଙ୍କ ସମେତ କିଛି ଦଳୀୟ ନେତାଙ୍କ ଫଟୋ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଟିରେ କୌଣସି ଆପତ୍ତିଜନକ ନୁହେଁ। ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଥଟ୍ଟା କରୁଥିବା ଏକ ନିଦର୍ଶନ। କୌଣସି ଏକ ପ୍ରସଙ୍ଗରେ ଦାବି ପତ୍ର ଦେବା ସମୟରେ ବିଜେଡି ବିଧାୟକ ଏବଂ ନେତାମାନେ ଆଜ୍ଞାଧୀନ ଛାତ୍ର ଭାବେ ଛିଡ଼ା ହୋଇ ଥିବାର ଲକ୍ଷ୍ୟ କରାଯାଇଛି। ସେହିପରି ଅନନ୍ୟା ଦାସ, ଯିଏକି…

Read More

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜୋମାଟୋ କରିବ ଫୁଡ୍ ଡିଲିଭର …

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଭାରତୀୟ ରେଳ ବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ଜରିଆରେ ଟ୍ରେନ୍ ରେ ଆପଣଙ୍କ ପସନ୍ଦର ଖାଦ୍ୟ ପହଞ୍ଚାଇବ। ଏଥିପାଇଁ ଆଇଆରସିଟିସି ଜୋମାଟୋ ସହ ଚୁକ୍ତି କରିଛି। ଆଇଆରସିଟିସି ସହ ଏହି ଚୁକ୍ତି ପରେ ଜୋମାଟୋର ଷ୍ଟକ ବୁଧବାର କାରବାର ଅଧିବେଶନରେ ଏକ ବର୍ଷର ସର୍ବୋଚ୍ଚ ସ୍ତରରେ କାରବାର କରୁଛି । ଷ୍ଟକ ଏକ୍ସଚେଞ୍ଜରେ ଦାଖଲ କରାଯାଇଥିବା ଏକ ନିୟାମକ ଫାଇଲିଂରେ…

Read More

IND vs BAN : ବାଂଲାଦେଶ ବିପକ୍ଷ ମ୍ୟାଚରେ ବଦଳିବକି ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ ? ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ରହିଛି। ଅକ୍ଟୋବର ୧୯ (ଗୁରୁବାର) ଅପରାହ୍ନ ୨ଟାରେ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଚଳିତ ବିଶ୍ବକପ୍ ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୩ଟି ଯାକ ମ୍ୟାଚ୍ ଏକତରଫା ଭାବେ ଜତିବାରେ ସଫଳ ହୋଇଛି । ଏଭଳି ସ୍ଥିତିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ତାର ଦୁଇ ଦ୍ରୁତ ବୋଲର (ବୁମ୍ରା ଓ ସିରାଜ)ଙ୍କ ମଧ୍ୟରୁ…

Read More

ଏହି ବାପ ପୁଅ ଯୋଡ଼ି ଉପରେ ରହିବ ନଜର…….

ଭୁବନେଶ୍ୱର : କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଅନେକ ରାଜନୈତିକ ପରିବାର ପକ୍ଷରୁ ଏକାଧିକ ସଦସ୍ୟ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ଗତଥର ବାପ-ପୁଅ, ବାପ-ଝିଅ, ଦାଦା-ପୁତୁରା ଏବଂ ଭାଇ-ଭାଇ ଯୋଡି ଗୋଟିଏ ଦଳରୁ ଦୁଇଟି ଭିନ୍ନଭିନ୍ନ ଆସନରେ ଲଢିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ପରିବାର ସଫଳ ହୋଇଥିଲେ। ଏହି ମାନେ ହେଉଛନ୍ତି- ନବରଙ୍ଗପୁର ଲୋକସଭାରୁ ରମେଶ ମାଝୀ, ଝରି ଗାଁରୁ ତାଙ୍କ ଭାଇ ପ୍ରକାଶ…

Read More

ଦୈନିକ ୭ ଟଙ୍କା ସଞ୍ଚୟ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା

ଆଜିର ଯୁଗରେ ଅନେକ ନିବେଶ ବିକଳ୍ପ ରହିଛି । ଏମିତି କିଛି ସ୍କିମ୍ ରହିଛି ଯେଉଁଥିରେ କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ଆପଣ ମାନେ ପାଇପାରିବେ । ଆଜି ଆମେ ଏମିତି ଏକ ସ୍କିମ୍ କହିବାକୁ ଯାଉଛୁ ଯାହା କେବଳ ଏକ କପ୍ ଚା’ର ଦାମରେ ଆପଣ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ସଞ୍ଚୟ କରିପାରିବ।  ଏହା ଏକ ସରକାରୀ ଯୋଜନା, ଯାହାକୁ ଅଟଳ ପେନସନ ଯୋଜନା କୁହାଯାଏ । ଅଟଳ ପେନସନ…

Read More

ଆରମ୍ଭ ଯେଉଁଠି, ଶେଷ ବି ସେଇଠି : ଜାତୀୟ କଂଗ୍ରେସରେ ଏନସିପିର ହୋଇପାରେ ସମ୍ମିଶ୍ରଣ

ମୁମ୍ବାଇ : ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏକଦା କଂଗ୍ରେସରୁ ଅଲଗା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପୁଣି କଂଗ୍ରେସ ସହିତ ସମ୍ମିଶ୍ରଣ ହୋଇପାରେ। ଜାରି ରହିଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ଏନସିପିର ଚିହ୍ନ ଘଣ୍ଟାକୁ ବାତିଲ କରି ଦୁଇଟି ପକ୍ଷକୁ ଅଲଗା ଚିହ୍ନ ଦିଆଯିବାର ସମ୍ଭାବନା ରହିଛି। ଗୋଟିଏ ଗୋଷ୍ଠୀ ଅଜିତ ପାଓ୍ୱାର ଏବଂ…

Read More

 ଭୁଲି ଗଲେ କି ମୁଖ୍ୟମନ୍ତ୍ରୀ । ସାମାଜିକ ଓ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ କେବେ ସାର୍ବଜନୀନ କରିବେ !!!

ଭୁବନେଶ୍ୱର : ବିଜୁ ଜନତା ଦଳ। ଓଡ଼ିଶାବାସୀଙ୍କ ବଳ। ସାଢେ ଚାରି କୋଟି ଓଡ଼ିଆ ମୋ ପରିବାର। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ଏହି ସବୁ କେତୋଟି ବାକ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଥାଆନ୍ତି। ହେଲେ ସେହି ପରିବାର ଅଧା ଲୋକଙ୍କ କଥା ନବୀନ ପଟ୍ଟନାୟକ, ତାଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ଭୁଲି ଯାଇଛନ୍ତି। କରୋନା ଆରମ୍ଭ ହେବା ସମୟରେ ବିଧାନସଭାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ଗୃହୀତ କରାଗଲା। ଏହି ସଂକଳ୍ପ…

Read More

World Food Day 2023; ଖାଦ୍ୟ ସୁରକ୍ଷା, ଜୀବନ ରକ୍ଷା,ବିଶ୍ଵ ଖାଦ୍ୟ ଦିବସ ୨୦୨୩

ଆଜି ସମଗ୍ର ବିଶ୍ବରେ ପାଳନ ହେଉଛି ଖାଦ୍ୟ ଦିବସ । ମନୁଷ୍ୟର ମୌଳିକ ଅଧିକାର ତଥା ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ମଧ୍ୟରୁ ଖାଦ୍ୟ ହେଉଛି ଅନ୍ୟତମ । ଯାହା ଜୀବନ ଜିଁଇବାର ମୁଖ୍ୟ ଉତ୍ସ । ଯଦି ଏହି ଖାଦ୍ୟ ପୋଷଣରେ ଭରପୂର ଏବଂ ପୁଷ୍ଟିକର ହୁଏ ତେବେ ତାହା ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ କରିବାରେ ସହାୟକ ହେବ । ଖାଦ୍ୟ ଆମର ଅଧିକାର, କିନ୍ତୁ ଅପଚୟ ଆମର ଅଧିକାର ନୁହେଁ…

Read More

ଲକ୍ଷ ଲକ୍ଷ ଟଙ୍କା ଦେଇ ଭାରତ-ପାକିସ୍ଥାନ ମ୍ୟାଚ୍ ଦେଖିବାକୁ ଆସିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅହମ୍ମଦାବାଦ : ନିକଟରେ  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ-ପାକିସ୍ଥାନ ମ୍ୟାଚରେ ଜଣେ ଜଣେ ଶିଳ୍ପପତି ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମ୍ୟାଚ ଦେଖିବାକୁ ଆସିଥିଲେ। ଏମାନଙ୍କ ମଧ୍ୟରେ ଜେଏସ୍‌ଡବ୍ଲୁର ସଜ୍ଜନ ଏବଂ ପାର୍ଥ ଜିନ୍ଦଲ, ଏସାର ଗ୍ରୁପ୍‌ର ଅଂଶୁମାନ ରୁଇଆ, ଆର୍‌ପି-ସଂଜୀବ ଗୋଏଙ୍କା ଗ୍ରୁପ୍‌ର ସଂଜୀବ ଗୋଏଙ୍କା, ଏମ୍‌ଆର୍‌ଏଫ୍‌ର କେଏମ୍‌ ମାମେନ, ରାହୁଲ ମାମେନ ଏବଂ ଅରୁଣ ମାମେନ ଅନ୍ୟତମ। ଦେଶର ଏକାଧିକ ଛୋଟ ବଡ଼ ଷ୍ଟାର୍ଟଅପ୍‌ ସଂସ୍ଥାର…

Read More

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ଶ୍ରୀ ନବୀନ ଜିନ୍ଦଲଙ୍କ ଆହ୍ବାନ

କଟକ; ଜାନୁଆରୀ ୨୩ ତାରିଖରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଆମେ ଏହି ଦିନକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବା ଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ସ୍ମାରକୀ ଜାତୀୟ ପତାକା ଉତ୍ତୋଳନ ଅବସରରେ ଆହ୍ବାନ ଦେଇଛନ୍ତି । ସେ କହିଥିଲେ ଯେ, “ଅଧିକାଂଶ ଦେଶରେ…

Read More