Odisha Patrika

ସୌମ୍ୟଙ୍କ ପଛରେ ବଜ୍ର ପରି ଛିଡ଼ା ହେବେ ମୋଦି ,ଶାହା ଏବଂ ଅଦାନୀ , ସାହାଯ୍ୟ ପାଇଁ ଆଗେଇ ଆସିବେ ଏକାଧିକ କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି। ଏନେଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଜାତୀୟ ସ୍ତରରେ ନିର୍ବାଚନୀ ରାଜନୀତି ଉପରେ ତୀକ୍ଷ୍ମ ନଜର ରଖୁଥିବା ନିଉଜ୍ ଏରେନା ଇଣ୍ଡିଆ ଏକ ଟୁଇର ପୋଷ୍ଟ ଜରିଆରେ ଏହାକୁ ପୋଷ୍ଟ କରିଛି। ଯାହା ପରେ ଏହି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଶ୍ରୀ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ…

Read More

କେନ୍ଦ୍ରାପଡ଼ା : କଟିସାରିଲାଣି ତିନି ଜଣଙ୍କ ଟିକେଟ୍, ନୂଆ ଚେହେରା ଖୋଜିଲାଣି ବିଜେଡି

ଭୁବନେଶ୍ୱର: ମାସ କେଇଟା ପରେ ସାଧାରଣ ନିର୍ବାଚନ। ଭୋଟ ବେଳ ଯେତିକି ପାଖେଇ ଆସୁଛି, କେନ୍ଦ୍ରାପଡ଼ା ରାଜନୀତି ସେତିକି ଜମୁଛି। ଦୀର୍ଘଦିନ ଧରି ଶାସକ ଦଳ ବିଜେଡିରୁ ଟିକେଟ୍ ଉପରେ ସମସ୍ତଙ୍କ ନଜର ରହିଛି। ଜିଲ୍ଲାର ତିନୋଟି ଆସନର ବିଜେଡି ଟିକେଟ୍ ବଦଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହି ଆସନ ଗୁଡିକ ହେଉଛି- କେନ୍ଦ୍ରାପଡ଼ା(ସଂରକ୍ଷିତ), ରାଜନଗର ଏବଂ ପାଟକୁରା। ତେଣୁ ଏହି ଆସନ ପାଇଁ ନୂଆ ମୁହଁ ତଥା କିଛି ପୁରୁଣା ମୁହଁଙ୍କୁ ନେଇ ବିଚାରବିମର୍ଶ…

Read More

୭ ବର୍ଷ ପରେ ଭାରତ ମାଟିରେ ଖେଳୁଛି ପାକିସ୍ତାନ …

୭ ବର୍ଷ ପରେ ପାକିସ୍ତାନ କ୍ରିକେଟ୍‌ ଦଳ ଭାରତରେ ତାହାର ପ୍ରଥମ ଆନୁଷ୍ଠାନିକ ମ୍ୟାଚ୍‌ ଖେଳିବ। ଶୁକ୍ରବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍ସକୁ ଭେଟିବ ପାକିସ୍ତାନ। ଉଭୟ ଦଳଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ୬ ମ୍ୟାଚ୍‌ରୁ ପାକିସ୍ତାନ ସବୁଥିରେ ବିଜୟ ପାଇଥିଲା। ୱାର୍ମ ଅପ୍‌ ମ୍ୟାଚ୍‌ ବେଳେ ପାକିସ୍ତାନ ଏକାଧିକ ପରୀକ୍ଷାନୀରିକ୍ଷା କରିଥିଲା, କିନ୍ତୁ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଦଳ ତାହାର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଓହ୍ଲାଇବାକୁ ଚାହିଁବ। କାରଣ ଏତେ ବର୍ଷ ପରେ ଭାରତରେ…

Read More

ଗୁଜରାଟରେ ପଡ଼ିଆ ଫାଙ୍କା, ବାରବାଟୀକୁ ମ୍ୟାଚ ମିଳୁନାହିଁ

ଭୁବନେଶ୍ୱର : ଗତକାଲି ଠାରୁ ବିଶ୍ୱକପ୍ କ୍ରିକେଟ୍ ଆରମ୍ଭ ହୋଇଯାଇଛି।  ପ୍ରଥମ ମ୍ୟାଚ୍ ଗତକାଲି ବିଶ୍ବର ସର୍ବବୃହତ୍‌ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଛି। ଯେଉଁ ଷ୍ଟାଡିୟମର ଦର୍ଶକ କ୍ଷମତା ପ୍ରାୟ  ୧ ଲକ୍ଷ ୩୨ ହଜାର।  ମାତ୍ର ଆଶ୍ଚର୍ଯ୍ୟର କଥା କ୍ରିକେଟ୍ ପାଗଳ ଭାରତରେ ଷ୍ଟାଡିୟମ୍ ଫାଙ୍କା ପଡୁଛି। ସମୁଦାୟ ହଜାରେ ଦର୍ଶକଙ୍କୁ ଦେଖିବାକୁ ମିଳୁନାହିଁ।  ବିଭିନ୍ନ ଗଣମାଧ୍ୟମରେ ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି)ର ମହିଳାମୋର୍ଚ୍ଚା ପକ୍ଷରୁ ଉଦ୍‌ଘାଟନୀ ମ୍ୟାଚ୍‌ ପାଇଁ ୪୦…

Read More

ଏବେ ମଧ୍ୟ ବଜାରରେ ରହିଛି ୦.୧୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ …

ବର୍ତ୍ତମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୨୦୦୦ ଟଙ୍କିଆ ନୋଟ୍ | ଯଦି ଆପଣଙ୍କ ପାଖରେ ଏପର୍ଯ୍ୟନ୍ତ ଏହି ନୋଟଗୁଡିକ ରହିଛି, ତେବେ ଏହି ନୋଟ ଗୁଡ଼ିକୁ ବ୍ୟାଙ୍କରେ ଜମା କରିବାର ସୁଯୋଗ ଅଛି | ଯଦି ଆପଣ ଏହି ଦୁଇ ଦିନ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାରେ ବିଫଳ ହୁଅନ୍ତି, ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏହି ଗୋଲାପୀ ନୋଟଗୁଡ଼ିକୁ ମେ…

Read More

ରଙ୍ଗ ବଦଳାଇଦେଲେ କଂଗ୍ରେସ ନେତା ନରସିଂହ ମିଶ୍ର, ସେତେବେଳେ କରୁଥିଲେ ବିରୋଧି, ଏବେ ସପକ୍ଷରେ କହିଲେଣି

ଭୁବନେଶ୍ୱର : ସାରା ଦେଶରେ ମଣ୍ଡଳ କମିସନ ଲାଗୁ ହେବା ପାଇଁ ପ୍ରସ୍ତୁତ ଲାଗି ରହିଥାଏ। ମାତ୍ର ଓଡ଼ିଶା ସରକାର ମଣ୍ଡଳ କମିସନ ସୁପାରିସ୍ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସୁପ୍ରିମକୋର୍ଟରେ ମଣ୍ଡଳ କମିସନ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ନରସିଂହ ମିଶ୍ର ଛିଡ଼ା ହୋଇଥିଲେ। ଏହା ହେଉଛି ନବେ ଦଶକର କଥା। ରାଜ୍ୟରେ ପଛୁଆବର୍ଗଙ୍କୁ ଯେପରି ସଂରକ୍ଷଣରୁ ବଞ୍ଚିତ କରାଯିବ, ସେ ନେଇ ନରସିଂହ ସବୁ ପ୍ରକାର ଚେଷ୍ଟା କରୁଥିଲେ। ଏଥିରେ…

Read More

ଦୁଇ ବର୍ଷରେ ଟିପିଏସ୍ଓଡିଏଲ୍ ନିର୍ମାଣ କରିଛି ୧୯୧୮ ସୁରକ୍ଷା ପାଚେରୀ

• ସର୍ବସାଧାରଣଙ୍କ ସୁରକ୍ଷାକୁ ଟିପିଏସଓଡ଼ିଏଲର ଗୁରୁତ୍ୱ• ସବ-ଷ୍ଟେସନ ଚାରିପଟେ ତିଆରି ହେଉଛି ସୁରକ୍ଷା ପାଚେରୀ ବ୍ରହ୍ମପୁର: ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ(ଡିଏସଏସ)ଗୁଡିକୁ ପାଚେରୀ ଘେରା କରାଯାଇଛି । ସବ-ଷ୍ଟେସନ ଚାରିପଟେ ପାଚେରୀ ନିର୍ମାଣ କରିବା ଦ୍ୱାରା ସ୍ଥାନୀୟ ଲୋକେ ଏବଂ ବୁଲା ଜୀବଜନ୍ତୁ ବିଦ୍ୟୁତଜନିତ ଦୁର୍ଘଟଣାରୁ ବର୍ତ୍ତିପାରିବେ । ଗତ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ କମ୍ପାନୀ…

Read More

ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ଦୁବାଇ ପୁଲିସ୍ ଆଗରେ କଣ କହିଥିଲେ ସ୍ୱାମୀ ବୋନି କପୁର ..

ମୁମ୍ବାଇ : ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ। ୨୪ ଫେବୃଆରୀ, ୨୦୧୮ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଏବେ ବି ବହୁ ଜଣଙ୍କ ପାଇଁ ରହସ୍ୟଜନକ।  ହେଲେ ବହୁ ଦିନ ପରେ ସ୍ତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି ସ୍ୱାମୀ  ବୋନି କପୁର। ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ  ଶ୍ରୀ କପୁର କହିଛନ୍ତି ଯେ,  ଶ୍ରୀଦେବୀ ଠିକଭାବରେ ଖିଆପିଆ କରୁନଥିଲେ। ସେ ବେଳେବେଳେ ଉପାସ ରହୁଥିଲେ। ଏହା ମାଧ୍ୟମରେ ସେ ଭଲ…

Read More

ବିଶ୍ୱକପ୍ କ୍ରିକେଟ୍ ଖେଳ ସହ ଆର୍ଥିକ ଫାଇଦାରେ ରହିବ ଭାରତ, ଜାଣନ୍ତୁ କେତେ କୋଟି ଟଙ୍କା କରିବ ଆୟ ..

ଅହମ୍ମଦାବାଦ : ଆରମ୍ଭ ହୋଇଯାଇଛି ଆଇସିସି ପ୍ରାୟୋଜିତ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତା।  ପ୍ରାୟ ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଆୟୋଜନ ଜାରି ରହିବ।  ସେପଟେ ଖେଳ ଚାଲିବ। ଏପଟେ ଭାରତୀୟ ଅର୍ଥନୀତି ମଧ୍ୟ ଲାଭ କରିବାକୁ ଯାଉଛି।   ନିକଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଏକ ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରିଛି। ବିଶ୍ୱକପ୍ କାରଣରୁ ଭାରତର ଅର୍ଥନୀତି (ଜିଡିପି)କୁ ୨୨,୦୦୦ କୋଟି ଟଙ୍କା ବା ୨.୬୫ ବିଲିୟନ ଡଲାରର  ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।…

Read More

ଧନ୍ଦାମୂଳକ ଶିକ୍ଷାର ଉନ୍ନତି ପାଇଁ ଏକଦିନିଆ କର୍ମଶାଳା

ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାର ଉନ୍ନତି ପାଇଁ “ଇଣ୍ଡସ ଏଡୁଟ୍ରେନ ପ୍ରାଇଭେଟ ଲିମିଟେଡ଼” ପକ୍ଷରୁ ଭୁବନେଶ୍ୱର ରିଜୋନାଲ ସାଇନ୍ସ ସେଣ୍ଟର ଠାରେ ଦିନିକିଆ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିରେ ୧୨୯ଜଣ ଧନ୍ଦାମୂଳକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଭୋକେସନାଲ କୋଡ଼ିନେଟର କୌଶିକ ଉତ୍କଳ ମହାନ୍ତି, ଜ୍ୟୋତି ରଞ୍ଜନ ବିଶ୍ୱାଳ ଏବଂ ସୌନିକ ପଣ୍ଡା ଏହି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ଓସେପା ପକ୍ଷରୁ ଆୟୋଜିତ ହୋଉଥିଲା…

Read More