Odisha Patrika

ମହିଳା ସଂରକ୍ଷଣ ପ୍ରସଙ୍ଗ ବିଗାଡ଼ିବ କି ଢେଙ୍କାନାଳ-ଅନୁଗୁଳ ରାଜନୀତି ଅଙ୍କ

ଭୁବନେଶ୍ୱର : ନିକଟରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ  ଗୃହୀତ ହୋଇଛି । ସେଣ୍ଟ୍ରାଲ୍ ଭିସ୍ତାର ନୂତନ ସଂସଦ ଭବନ ଏଥି ପାଇଁ ସ୍ମରଣୀୟ ରହିବ । କାରଣ ଏହା ପ୍ରଥମ ବିଧେୟକ । ଏହାର ପ୍ରଭାବ ନିଶ୍ଚୟ ସୁଦୂରପ୍ରସାରୀ ହେବ।  ଏହି କ୍ରମରେ  ରାଜ୍ୟ ବିଧାନସଭା ପ୍ରମିଳା ମଲ୍ଲିକ ରୂପେ ଜଣେ ମହିଳା ବାଚସ୍ପତି ମଧ୍ୟ ପାଇଛି। ଅନ୍ୟମାନେ ଦୌଡ଼ରେ ରହିଥିଲେ ମାତ୍ର ମହିଳା ମହିଳା ସଂରକ୍ଷଣ  ପ୍ରସଙ୍ଗ ପାଇଁ ଶ୍ରୀମତା  ମଲ୍ଲିକଙ୍କୁ…

Read More

Asian Games 2023 ; ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ହାତେଇଲେ ଭାରତୀୟ ମହିଳା …

ଏସିଆନ୍ ଗେମ୍ସ ୨୦୨୩ର ମହିଳା କ୍ରିକେଟ ଇଭେଣ୍ଟର ସ୍ୱର୍ଣ୍ଣ ପଦକ ମ୍ୟାଚରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ମାତ୍ର ୧୧୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ବୋଲରଙ୍କ ଭଲ  ପ୍ରଦର୍ଶନ ଆଧାରରେ ଭାରତ ଶ୍ରୀଲଙ୍କାକୁ ୨୦ ଓଭରରେ ୯୭ ରନରେ ଅଟକାଇ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି ।18…

Read More

ଏଆଇସିସି ବୁଝିଲାଣି, ପିସିସି ଜାଣିଶୁଣି ଅବୁଝା……କେବେ ମାଗିବେ ଭୁଲ୍

ଭୁବନେଶ୍ୱର : ପଛୁଆବର୍ଗଙ୍କ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ଅତୀତରେ ଯାହା କରିବାର ଥିଲା। ତାହା କରିପାରିନାହିଁ। ଏଥିପାଇଁ ଶତ ପ୍ରତିଶତ ଅନୁତପ୍ତ। ଏହି କାରଣରୁ ସମସ୍ତଙ୍କୁ କଂଗ୍ରେସ କ୍ଷମା ମାଗୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଆଗାମୀ ଦିନରେ କଂଗ୍ରେସ ସମର୍ଥନରେ ସରକାର ଆସିଲେ ଜାତିଭିତ୍ତିକ ଜନଗଣନା କରାଯିବ। ସଂଖ୍ୟା ଯାହାର ଯେତେ ଭାଗ ପାଇବେ ସେମାନେ ସେତେ ନ୍ୟାୟରେ ପଛୁଆବର୍ଗ ଏବଂ ସଂଖ୍ୟାଲଘୁଙ୍କୁ ସଂରକ୍ଷଣ ଦିଆଯିବ ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀଙ୍କ…

Read More

କେମିତି ଆବେଦନ କରିବେ Credit Card ଜାଣନ୍ତୁ …

କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିବା ସମୟରେ ଏଥି ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନ ଉପରେ ନିର୍ଭର କରିଥାଏ । କିନ୍ତୁ ସାଧାରଣତଃ ଆପଣ ଆବଶ୍ୟକିୟ କାଗଜ ପତ୍ର ପ୍ରସ୍ତୁତ ରଖିବା ଉଚିତ୍ | ପରିଚୟ ପତ୍ର ଭାବରେ ଆପଣଙ୍କ ପାଖରେ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ କିମ୍ବା ଭୋଟର ପରିଚୟ ପତ୍ର ଆବଶ୍ୟକ ପଡିପାରେ  । ବ୍ୟାଙ୍କ  ଅନୁଯାୟୀ, ଠିକଣା ପ୍ରମାଣ ପାଇଁ ବିଦ୍ୟୁତ ବିଲ୍,…

Read More

Asian Games 2023 ; ଏସୀୟ କ୍ରୀଡାରେ ପଦକ ଜିତିବାରେ କ’ଣ ରହିଛି ଭାରତର ରେକର୍ଡ ଏବଂ କେଉଁ ବିଭାଗ ଉପରେ ରହିଛି ପଦକ ଜିତିବାର ଆଶା ଜାଣନ୍ତୁ …

୧୯ତମ ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୨୩ ବା ଆଜି ଠାରୁ ଚୀନର ହାଙ୍ଗଜୋ ସହରରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ, ଯାହା ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ଏଥର ଏସୀୟ କ୍ରୀଡ଼ାପାଇଁ ଭାରତ ସର୍ବବୃହତ ଦଳ ପଠାଇଛି, ଯେଉଁଥିରେ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ମୋଟ ୬୫୫ ଆଥଲେଟ୍ । ଏହି କାରଣରୁ ଭାତର ଏଥର ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି।୧୯୫୧ରେ ଏସିଆନ୍ ଗେମ୍ସ ଆରମ୍ଭ ହେବା ପରଠାରୁ ଭାରତ ସମସ୍ତ ଏସୀୟ କ୍ରୀଡ଼ାରେ…

Read More

ODI WORLD CUP 2023; ଦିନିକିଆ ବିଶ୍ବକପରେ ହେବ ଟଙ୍କାର ବର୍ଷା , ହାରିବା ଦଳ ମାନଙ୍କୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା…

୨୦୨୩ ଦିନିକିଆ ବିଶ୍ବକପର ଆରମ୍ଭ ୫ ଅକ୍ଚୋବରରେ ଭାରତରେ ହେବାକୁ ଯାଉଛି । ତେବେ ଭାରତ ବିଶ୍ବକପ୍ ପାଇଁ ସଜାଇ ହେଉଥିବା ବେଳେ ଏହାରି ଭିତରେ ଆନ୍ତଃଜାତୀୟ କ୍ରିକେଟ ପରିଷଦ (ଆଇସିସି )ବିଶ୍ବକପ ବିଜେତା ଓ ଉପ ବିଜେତା ପାଇଁ ରାଶି ଘୋଷଣା କରିଛନ୍ତି । ବିଜେତା ଦଳ ପାଇଁ ୪ ମିଳିୟନ ଆମେରିକିୟ ମୁଦ୍ରା ରଖିଥିବା ବେଳେ ଉପ ବିଜେତା (ରନର୍ସ ଅପ୍) ପାଇଁ ୨ ମିଳିୟନ ଡଲାର ଘୋଷଣା ହୋଇଛି । ସେହିପରି ଯଦି…

Read More

କେଉଁ ୪ଟି ପ୍ରସଙ୍ଗରେ ସୌମ୍ୟ ରଞ୍ଜନ- ଅମିତ ଶାହା କରିଲେ ଆଲୋଚନା…

ଭୁବନେଶ୍ୱର : ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହେବା ପରେ ଗତ ୧୮ ତାରିଖ ଦିନ ଅମିତ ଶାହାଙ୍କୁ ଭେଟିଥିବା ଆଲୋଚନା ହେଉଛି। ହେଲେ ଏହି ଭେଟଘାଟ କେତେ ଫଳପ୍ରଦ ହେବ, ତାହା ସମୟ କହିବ। ନିର୍ବାଚନ ଆସନ୍ନ ହୋଇଥିବାରୁ ଉଭୟଙ୍କ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଏକ ଚର୍ଚ୍ଚା ଜୋର ଧରିଛି। ଯେ ଉଭୟଙ୍କ ମଧ୍ୟରେ କେଉଁ କଥାକୁ ନେଇ ଆଲୋଚନା ହୋଇଥିବ। ଅମିତ ଶାହା ନିଶ୍ଚୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର କେତେ…

Read More

ପଟ୍ଟନାୟକ ପରିବାର ବିବାଦ : ବଦଳିବେ କି ଆଡଭୋକେଟ୍ ଜେନେରାଲ !!!

ଭୁବନେଶ୍ୱର : ସ୍ୱାଧୀନତା ପରେ ରାଜ୍ୟକୁ ଦୁଇ ପଟ୍ଟନାୟକ ପରିବାର ପ୍ରାୟ ୪୫ ବର୍ଷ ଓଡ଼ିଶାକୁ ଶାସନ କରିଲେଣି। ଏହା ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ବର୍ଷ ପୂରଣ କରିସାରିଲେଣି। ପୂର୍ବରୁ ବିଜୁ ପଟ୍ଟନାୟକ ୭ ବର୍ଷ ୧୨୧ ଦିନ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରାୟ ୧୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ବିଜୁ ପଟ୍ଟନାୟକ ପ୍ରଥମେ ହିଁ କେନ୍ଦୁଝର ପଟ୍ଟନାୟକ ପରିବାରକୁ ଖଣି ଲିଜ୍ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହା ପରେ ଜାନକୀ…

Read More

ସ୍ୱର ବଦଳାଇଲାଣି କଂଗ୍ରେସ, ବହୁଜନ ସମାଜ ନିକଟତର ହେବାକୁ ଚେଷ୍ଟା..ସୋନିଆ ଦେଲେ ସଙ୍କେତ

ନୂଆଦିଲ୍ଲୀ : ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ମଣ୍ଡଳ କମିଶନ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହି ସୁପାରିସ୍ କଂଗ୍ରେସ ବହୁମତରେ ଥିବା ସତ୍ତ୍ୱେ ଲାଗୁ କରିପାରି ନ ଥିଲା। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଏହି ସୁପାରିଶ୍ ଲାଗୁ କରିପାରି ନ ଥିଲେ। ମାତ୍ର ମେଣ୍ଟରେ ଥିବା ଭି.ପି ସିଂଙ୍କ ସରକାର ଏହି ସୁପାରିଶକୁ ଲାଗୁ କରିଥିଲା। କଂଗ୍ରେସ ଏହାକୁ ବିଧିବଦ୍ଧ ଭାବେ ପି.ଭି ନରସିଂହ ରାଓଙ୍କ କାର୍ଯ୍ୟକାଳରେ ଲାଗୁ କରିଥିଲା। ମାତ୍ର ଏହାକୁ…

Read More

ଆସିଲା CRICKET WORLD CUP 2023 ଗୀତ , ଝୁମିଲେ କ୍ରୀଡ଼ା ପ୍ରେମୀ

ମୁମ୍ବାଇ : ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ୍ ୨୦୨୩ କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ଆଇସିସି ଏକ ବଡ଼ ଉପହାର ଦେଇଛି। ଆନ୍ତର୍ଜତୀୟ କ୍ରିକେଟ୍ ପରିଷଦ ଏହି ମେଗା ଟୁର୍ନାମେଣ୍ଟର ଥିମ୍ ଗୀତ ଆଜି ଲଞ୍ଚ କରିଛି | ଏହି ମଜାଳିଆ ଗୀତର ନାମ ଦିଲ୍ ଜଶନ୍ ବୋଲେ ରଖାଯାଇଛି। ଯେଉଁଥିରେ ପ୍ରୀତମ୍ ସଂଗୀତ ପ୍ରଦାନ କରିବା ସହ ରଣବୀର ସିଂଙ୍କ ନାଚ ଗୀତକୁ ଆହୁରି ରୋମାଞ୍ଚ ପ୍ରଦାନ କରିଛି। ଦିନିକିଆ ବିଶ୍ୱକପ୍ ୨୦୨୩…

Read More