Odisha Patrika

ଏଥର ଜମିବ ପୂଜା ବେପାର, ଖର୍ଚ୍ଚ ହେବ ଏତିକି ଟଙ୍କା…

ମୁମ୍ବାଇ : ସରିଛି ବିଶ୍ୱକର୍ମା ପୂଜା ଓ ଗଣେଷ ପୂଜା। ଆଗକୁ ଆସୁଛି ଶାରଦୀୟ ମହାପର୍ବ ଦୁର୍ଗା ପୂଜା। ତା ପରେ ଗଜଲକ୍ଷ୍ମୀ ପୂଜା। ପୁଣି ଆସିବ କିଛିଦିନର ବ୍ୟବଧାନ ପରେ ସରସ୍ୱତୀ ପୂଜା। ହେଲେ ଦଶହରା ପୂଜାର ମଜା ନିଆରା। ଏହି ସମୟରେ ବୁଲାବୁଲି ସାଙ୍ଗକୁ ସବୁ ଜିନିଷର ବିକ୍ରି ବଢିଥାଏ। ବହୁ ସାମଗ୍ରୀର କାରବାର ଆକାଶଛୁଆଁ ହୋଇଥାଏ। ତେଣୁ ଆସୁଥିବା ପାର୍ବଣ ଋତୁରେ ଗ୍ରାହକମାନେ ପୋଷାକପତ୍ରଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍, ଗାଡ଼ି କିଣିବେ।…

Read More

ନୂଆ ଆଞ୍ଚଳିକ ଦଳ ପାଇଁ ବାଟ ଫିଟୁଛି କି !!! ସହଯୋଗୀ ଦଳ ପାଇଁ ୩ ଲୋକସଭା , ୪୨ ବିଧାନସଭା ଆସନ ଛାଡିପାରେ ବିଜେପି

ଭୁବନେଶ୍ୱର : ବିଜେଡ଼ି ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁହଁ ଖୋଲି ଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ଫୋରମ୍ ଜରିଆରେ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ଏଥିସହ ସେ ଜଡିତ ଥିବା ସଂସ୍ଥା ଉପରେ ଚଢଉ ମଧ୍ୟ କରାଯାଇଛି। ମାତ୍ର କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। କେହି କେହି ଏହାକୁ ଝଡ଼ ପୂର୍ବର ନୀରବତା ବୋଲି ମତ ଦେଲେଣି।ବିଜେଡି ପ୍ରାଥମିକ ଭାବେ ବିଜେପି…

Read More

ଆଜି ରାତି ୧୨ଟା ଭିତରେ କରନ୍ତୁ ଆବେଦନ…ନଚେତ ହରାଇବେ ଏହି ସରକାରୀ ଚାକିରୀ…

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତର (ମେଡିକାଲ ଅଫିସର) ପଦବୀ ପାଇଁ ନିଯୁକ୍ତି ପାଇଁ ବିଞପ୍ତି ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ଡାକ୍ତରଖାନା ପାଇଁ ୭ ହଜାର ୨୭୬ ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ମିଳିବ।ଏହି ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନଙ୍କୁ ଓଡ଼ିଶା ମେଡିକାଲ ସର୍ଭିସ (ଗ୍ରୁପ୍-ଏ) ଅନ୍ତର୍ଗତ ନିଯୁକ୍ତି ମିଳିବ।• ଏହି ପଦବୀ ପାଇଁ…

Read More

ପାର୍ବଣ ଋତୁ ପାଇଁ ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍

• ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ସହ ସୁରକ୍ଷା ନିୟମାବଳୀର ଅନୁପାଳନ ନିମନ୍ତେ ପରାମର୍ଶ ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୩ : ଆଗାମୀ ପାର୍ବଣ ଋତୁ ସମୟରେ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ନିମନ୍ତେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ କମ୍ପାନୀ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ଟିପିଏସ୍ଓଡିଏଲ୍ ପାର୍ବଣ ଋତୁର ଆବଶ୍ୟକତାକୁ ଧ୍ୟାନରେ ରଖି ନିର୍ମାଣ ହେବାକୁ ଯାଉଥିବା ଅସ୍ଥାୟୀ ଢାଞ୍ଚା…

Read More

ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ…

Read More

ମମତା ବାନାର୍ଜୀଙ୍କ ସହ ବିଦେଶ ଗସ୍ତରେ ସୌରଭ ଗାଙ୍ଗୁଲି; କ୍ରିକେଟ୍ ପରେ ଏହି କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି ଦାଦା…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗୁରୁବାର ଦିନ ସ୍ପେନର ମାଡ୍ରିଡରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ନିଜେ ଏହା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ସାଲବୋନିରେ ଏକ ଇସ୍ପାତ କାରଖାନା ଆରମ୍ଭ କରି ସୌରଭ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। କ୍ରିକେଟ୍ ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିବା ପରେ ସୌରଭ ଗାଙ୍ଗୁଲି…

Read More

Asia cup 2023; ଏସିଆ କପ୍ ଫାଇନାଲରେ ଭାରତ ପକ୍ଷରୁ ସିଧାସଳଖ ଖେଳିପାରନ୍ତି ଏହି ଅଲରାଉଣ୍ଡର…

ଆସନ୍ତା କାଲି ଶ୍ରୀଲଙ୍କର କଲମ୍ବରେ ଖେଳାଯିବାକୁ ଥିବା ଏସିଆ କପର ଫାଇନାଲ ମ୍ୟାଚ୍ ଭାରତ ଏବଂ ଶ୍ରାଲଙ୍କା ମଧ୍ୟରେ ଆର. ପ୍ରେମାଦାସ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଟ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ ଝଟକା । ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଓ୍ଵାସିଂଟନ ସୁନ୍ଦର ସାମିଲ ହୋଇପାରନ୍ତି। ଅକ୍ଷର ପଟେଲଙ୍କ ବଦଳରେ ୱାଶିଂଟନ ସୁନ୍ଦର ଫାଇନାଲ ଖେଳିପାରନ୍ତି ବୋଲି ଜଣାପଡିଛି । ଏକ ରିପୋର୍ଟ ଅନୁଯାୟୀ ଅକ୍ଷର…

Read More

Asia cup 2023; ଏସିଆ କପରେ ଦ୍ଵିତୀୟ ଥର ପାଇଁ ବାଂଲାଦେଶଠୁ ହାରିଲା ଭାରତ

କଲୋମ୍ୱର ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ ସୁପର ୪ ର ଶେଷ ମ୍ୟାଚରେ ଭାରତକୁ ୬ ରନରେ ପରାସ୍ତ କରିଛି ବିପକ୍ଷ ବାଂଲାଦେଶ। ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତ ବୋଲିଂ ର ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଦଳ ୧୦ ଓଭର୍ ଭିତରେ ତାର ୩ଟି ୱିକେଟ୍ ହରାଇ ସାରିଥିଲା। କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ଦଳର ଅଧିନାୟକ ସକିବୁଲ୍ ହସନ୍ (୮୦) ଓ ହରିଦ୍ଵେଙ୍କ (୫୪)…

Read More

୩ ରାଜ୍ୟସଭା ଆସନ ପାଇଁ ୩୦ ଆଶାୟୀ…ଓଡ଼ିଶାରୁ ଆଉ ଯିବେନି ଅଶ୍ୱିନୀ…ପ୍ରଶାନ୍ତଙ୍କୁ ମିଳିବନି ଦ୍ୱିତୀୟ ସୁଯୋଗ…ଚେଷ୍ଟା ଜାରି ରଖିଛନ୍ତି ଅମର..

ଭୁବନେଶ୍ୱର: ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଛି। କିଏ କେତେବେଳେ କ୍ଷମତାରେ ରହିବ। କିଏ କେତେବେଳେ କ୍ଷମତାରୁ ବିଦା ହୋଇଯିବ, ତାହା ଜାଣିବା କଷ୍ଟକର। ତେଣୁ କୌଣସି ମତେ ଦଳୀୟ ଟିକେଟ୍ ହାସଲ କରିଦେବା ପାଇଁ ସମସ୍ତେ ବ୍ୟାକୁଳ. ବିଧାୟକ ଟିକେଟ୍ ପାଇଁ ଅଧିକ ଲବି ଥିବା ବେଳେ ଦ୍ୱିତୀୟରେ ରାଜ୍ୟସଭା ଆସନ ନେଇ ଜୋରଦାର ଲବି ଆରମ୍ଭ ହୋଇଯାଇଛି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ବିଜେଡ଼ିର ତିନୋଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ତେଣୁ ଏହି…

Read More

୨୦୧୧ ବିଶ୍ୱକପ ଫାଇନାଲରେ ଧୋନିଙ୍କ ଛକା ବାଜିଥିବା ସିଟ୍ ହେବ ନିଲାମ …

ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ସଜେଇ ହେଲାଣି ଭାରତ । ୫ ଅକ୍ଟେବରରୁ ଆରମ୍ଭ ହେବାକୁ ଥିବା ଏହି ମହାକୁମ୍ଭରେ ଏଥର ୧୦ଟି ଦଳ ଭାଗ ନେବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ଏଥର ଭାରତରେ ଖେଳାଯିବାକୁ ଥିବାରୁ ଟିମ୍ ଇଣ୍ଡିଆ ପାଖରେ ଏହାକୁ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଦୀର୍ଘ ୧୨ ବର୍ଷ ପରେ ପୁଣି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଧକ୍ଷତା କରିବାକୁ ଯାଉଛି । ତେବେ ଯଦି ବିଶ୍ବକପ କଥା…

Read More