Odisha Patrika

ପୂର୍ବ ରେଳବାଇ ସହ ଦେଶର ସର୍ବ ବୃହତ ବିଜ୍ଞାପନ ଏବଂ କନସର୍ଜି ସେବା ନେଇ କ୍ରେସାଣ୍ଡା ସଲ୍ୟୁସନ୍ସର ଚୁକ୍ତିନାମା ସ୍ୱାକ୍ଷର

କୋଲକାତା: ଭାରତୀୟ ଟ୍ରେନଗୁଡ଼ିକରେ ବିଜ୍ଞାପନ ଏବଂ କନସର୍ଜି ସେବା ଯୋଗାଇବା ପାଇଁ ଦେଶର ଅଗ୍ରଣୀ ଆଇଟି ସମାଧାନ, ଡିଜିଟାଲ ମିଡିଆ ଏବଂ ଆଇଟି ସକ୍ଷମ ସେବା କମ୍ପାନୀ ‘କ୍ରେସାଣ୍ଡା ସଲ୍ୟୁସନ୍ସ୍’ ଲିମିଟେଡ୍ ପୂର୍ବ ରେଳବାଇ, ରେଳ ମନ୍ତ୍ରଣାଳୟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏନେଇ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଏହି ଚୁକ୍ତିନାମା ଅନୁଯାୟୀ ପୂର୍ବ ରେଳବାଇ ସହ କ୍ରେସାଣ୍ଡା ସଂସ୍ଥା ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହି…

Read More

ଟାଟା  ପାଓ୍ୱାର ସେବାକୁ ନେଇ ଅସନ୍ତୋଷ ଜାହିର କଲେ ବିଜେଡି ବିଧାୟକ ରୁଦ୍ର ମହାରଥି, ମୁଖ୍ୟମନ୍ତ୍ରୀ ଏବଂ ସିଏମଓଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନେଲେ ଟୁଇଟର ସାହାରା

ଭୁବନେଶ୍ୱର : ଟିପିସିଓଡିଏଲ୍ ବିଦ୍ୟୁତ ଯୋଗାଣ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶାସକ ବିଜେଡି ଦଳର ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ଏନେଇ ସେ କ୍ଷୋଭ ପ୍ରକାଶ କରିବା ସହ ଟିପିଡିଓସିଏଲ୍ ପରିଚାଳନା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହି ଘଟଣାରେ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୁଦ୍ରଙ୍କ ନିର୍ବାଚନମଣ୍ଡଳୀ ପିପିଲିର ବହୁ ଅଞ୍ଚଳରେ ଗତକାଲି ଅର୍ଥାତ ୧୧ ସେପ୍ଚେମ୍ବରରେ ସକାଳ ୮ଟାରୁ ସନ୍ଧ୍ୟା ୮ଟା…

Read More

ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଲା ଭାରତ , ଶାର୍ଦୁଲଙ୍କ ସ୍ଥାନରେ ଖେଳିଲେ ଅକ୍ଷର

କଲୋମ୍ବର ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା – ଭାରତ  ଏସିଆ କପର ସୁପର – 4 ର ତୃତୀୟ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ତେବେ ଏହି ମ୍ୟାଚ ପାଇଁ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ତେବେ ଗତକାଲି ମ୍ୟାଚରେ ପାକିସ୍ତାନକୁ 228 ରନର ଏକ ବଡ ବ୍ୟାବଧାନରେ ହରାଇବା ପରେ ଭାରତୀୟ ଦଳର ମନବଳ ଶୁଦୃଢ ରହିଛି । ଦ୍ବିତାୟ ଓଭର ଖେଳ ଶେଷ…

Read More

ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡର ଏହି ଅଞ୍ଚଳର ଅର୍ଥନୀତିକୁ ଅଭିବୃଦ୍ଧି କରିବ: ଫିକି ସଭାପତି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର; ଭାରତ ସରକାରଙ୍କ ଉଦ୍ୟୋଗ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଏବଂ ସାଉଦି ଆରବ ନିବେଶ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଫିକି ଦ୍ୱାରା ଆୟୋଜିତ ଭାରତ-ସାଉଦି ଆରବ ନିବେଶ ଫୋରମରେ ଅଭିଭାଷଣ ଦେଇ ଫିକି ସଭାପତି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଥିଲେ ଯେ, “ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡର ଅର୍ଥନୀତିକୁ ଅଭିବୃଦ୍ଧି କରିବା ସହିତ ନିଯୁକ୍ତି ସୃଷ୍ଟି କରିବା ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବାରେ ପ୍ରମୁଖ…

Read More

UPI ରେ ପେମେଣ୍ଟ କରିବା ହେଲା ଆହୁରି ସହଜ ଜାଣନ୍ତୁ ଏହାର ନୂଆ ଫିଚର୍ ବିଷୟରେ

ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ଚହଳ ସୃଷ୍ଟି କରୁଛି | ଏହାର ଲୋକପ୍ରିୟତା ବଢ଼ୁଥିବାରୁ ଏହାକୁ ଉପଭୋକ୍ତା ଅନୁକୂଳ କରିବା ପାଇଁ କାର୍ଯ୍ୟ କ୍ରମାଗତ ଭାବରେ ଚାଲିଛି | ବର୍ତ୍ତମାନ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏଥିରେ ଏକ ନୂତନ ଫିଚର୍ ଯୋଡିଛି, ଯାହା ବହୁତ ଭଲ ଅଟେ | ହଁ, ୟୁପିଏସ୍ ମାଧ୍ୟମରେ ଭଏସ୍ ମୋଡ୍ ପେମେଣ୍ଟ ବ୍ୟବହାରକାରୀଙ୍କୁ ଦିଆଯାଇଛି, ଅର୍ଥାତ୍…

Read More

ରାଜ୍ୟ ବିଜେପିକୁ ବଳ ଯୋଗାଉଛି ପ୍ରଦେଶ କଂଗ୍ରେସ, ଏଆଇସିସିକୁ ରିପୋର୍ଟ ଦେଲା ବେସରକାରୀ ସର୍ଭେକ୍ଷଣ ସଂସ୍ଥା

ଭୁବନେଶ୍ୱର :ରାଜ୍ୟରେ ବିଜେଡି ନେତୃତ୍ୱାଧିନ ସରକାର ବିରୋଧରେ ଶାସକ ବିରୋଧି ହାଓ୍ୱା  ଜୋର ଧରୁଥିଲା। ମାତ୍ର ଏହି ସମୟରେ କେନ୍ଦ୍ର ରାଜନୀତି ଏବଂ ଖଣି ରାଜସ୍ୱ ସ୍ୱାର୍ଥ କାରଣରୁ ରାଷ୍ଟ୍ରୀୟ ବିଜେପି ପଛଘୁଞ୍ଚା ଦେଲା। ଖାଲି ସେତକ ନୁହେଁ, ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଲେ। ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ତଥା ସିଏମଓର ପ୍ରଭାବଶାଳୀ ଅଧିକାରୀଙ୍କ ସହ ଆଲୋଚନା କଲେ। ଏହା ପରେ ବିଜେପି ରାଜନୈତିକ ମହଲରେ ଲୋକହସା ହେଲା। ମାତ୍ର…

Read More

Teacher Recruitment; ଆସିଲା ବଡ଼ ନିଯୁକ୍ତି । ରାଜ୍ୟରେ ପୂରଣ ହେବ ୨୦ ହଜାର ପ୍ରାଥମିକ ଶିକ୍ଷକଙ୍କ ସ୍ଥାନ ।

ଧୀରେ ଧୀରେ ପାଖେଇ ଆସୁଛି ନିର୍ବାଚନ । ଏହାକୁ ଦୃଷ୍ଟି ଦେଇ ରାଜ୍ୟ ସରକାର ତାଙ୍କ ପୁଟୁଳିରୁ ଗୋଟେ ପରେ ଗୋଟେ ନିଯୁକ୍ତି ମୁଁଆ ବାହାର କରିଚାଲିଛନ୍ତି । ତେବେ ରାଜ୍ୟରେ କିଛି ଦିନ ହେବ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଅନଶନରେ ବସିଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦିଗରେ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ହେବାକୁ…

Read More

ICC men’s player of the month; କିଏ ଜିତିବ ଆଇସିସି ମେନ୍ସ ପ୍ଲେୟର ଅଫ୍ ଦି ମନ୍ଥ ପୁରସ୍କାର ; ଭରତୀୟ ଦଳରେ କେଉଁ ଖେଳାଳି ରହିଛନ୍ତି ଏହି ଦୌଡ଼ରେ ଜାଣନ୍ତୁ…

ଆଇସିସି ମେନ୍ସ ପ୍ଲେୟର ଅଫ୍ ଦି ମନ୍ଥ ପୁରସ୍କାର ପାଇଁ ପାକିସ୍ତାନର ଅଧିନାୟକ ବାବର ଆଜମ, ଶାଦାବ ଖାନ ଏବଂ ନିକଲେସ ପୁରନଙ୍କୁ ମନୋନୀତ କରାଯାଇଛି । ଏସିଆ କପରେ ବାବର ନେପାଳ ବିପକ୍ଷରେ ୧୫୧ ରନର ଏକ ବିଶାଳ ପାରି ଖେଳିଥିଲେ । ଏହା ସହିତ ବାବର ଦିନିକିଆରେ ସବୁଠୁ କମ୍ ମ୍ୟାଚରେ ୧୯ଟି ଶତକ ସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର ହସିମ୍ ଆମଲାଙ୍କୁ ପଛରେ ପକାଇଛନ୍ତି । ସେହିପରି ଏହି ଦୌଡରେ ପାକିସ୍ତାନର…

Read More

G-20 submit; ଜି – ୨୦ ହେଲା ଜି – ୨୧ ଜଣାନ୍ତୁ କେଉଁ ଦେଶକୁ ମିଳିଲା ସଦସ୍ୟ ହେବାର ସୁଯୋଗ…

ଗ୍ରୁପ ଅଫ୍ ୨୦ ନେସନ୍ ବା ଜି –୨୦ ରାଷ୍ଟ୍ର ଗୋଷ୍ଠିର ସଦସ୍ୟ ସଂଖ୍ୟା ୨୧ବ କୁ ବୃଦ୍ଧି ପାଇଛି । ଆଜି ଏଥିରେ ଆଫ୍ରିକାନ ୟୁନିୟନ୍ସକୁ ସ୍ଥାୟୀ ସଦସ୍ୟ ମିଳିଛି ଯାହା ଫଳରେ ଏହି ଦେଶକୁ ୟୁରୋପୀୟ ସଂଘ ତୁଲ୍ୟ ମର୍ଯ୍ୟଦା ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ଏହି ଦେଶକୁ ସଦସ୍ୟତା ପ୍ରଦାନ କରିବା ପାଇଁ ଜି-୨୦ ସମ୍ମିଳନୀ ଆୟୋଜକ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନୀ ଏ…

Read More

ପ୍ରଥମ ବାଜି ଜିତିଲା ଇଣ୍ଡିଆ ମେଣ୍ଟ, ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇ ଆଣିଲେ ଅଖିଲେଶ, ସୋରେନ

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ଆସିଛି। ଉତ୍ତରାଖଣ୍ଡର ବାଗେଶ୍ୱର, ଉତ୍ତରପ୍ରଦେଶର ଘୋସି, କେରଳର ପୁଥୁପଲ୍ଲି, ପଶ୍ଚିମବଙ୍ଗର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରି ଏବଂ ତ୍ରିପୁରାର ଧାନପୁର ଓ ବକ୍ସନଗର ଆସନରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନ‌ରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଛି। ଆଜି ଗଣତି ଆରମ୍ଭ ହେବାପରେ ପ୍ରଥମେ ତ୍ରିପୁରାର ୨ଟି ଆସନ…

Read More