Bank of Baroda: ବ୍ୟାଙ୍କ ଅଫ ବରୋଦାର ନୂଆ ଏଫଡି ପ୍ଲାନ ଯାହା ଆପଣଙ୍କୁ ଅଧିକ ସୁଧ ଦେବ
ବ୍ୟାଙ୍କ ଅଫ ବରୋଦାର ପକ୍ଷରୁ କିଛି ସମୟ ପାଇଁ ଏକ ପିକ୍ସ ଡିପୋଜିଟ ଲଞ୍ଚ କରାଯାଇଛି । ଏହି ଏଫଡିରେ ୨ କୋଟିରୁ କମ୍ ବିନିଯୋଗ ଗ୍ରହଣ କରାଯିବ । ବ୍ୟାଙ୍କର ଏଫଡି ପ୍ରଦାନ କରୁଥିବା ସର୍ବୋଚ୍ଚ ସୁଧ ମଧ୍ୟରୁ ଏହା ଅନ୍ୟତମ । ସୂଚନା ଅନୁଯାୟୀ, ଏହି ନୂତନ ଏଫଡିରେ ବିନିଯୋଗ ଜାନୁୟାରୀ ୧୫, ୨୦୨୪ ରୁ ଆରମ୍ଭ ହୋଇସାରିଛି।
ଏହି ଯୋଜନନାର ନାମ ବବ୍ ୩୬୦ ରଖାଯାଇଛି |ଏଥିରେ ସାଧାରଣ ନିବେଶକମାନଙ୍କୁ ୭.୧୦ ପ୍ରତିଶତ ଏବଂ ବରିଷ୍ଠ ନିବେଶକମାନଙ୍କୁ ୭.୬୦ ପ୍ରତିଶତ ସୁଧ ଦିଆଯାଉଛି |
ବ୍ୟାଙ୍କ ଅଫ୍ ବାରୋଡାର ଏହି ସ୍କିମରେ ଯେକୌଣସି ଗ୍ରାହକ ବିନିଯୋଗ କରିପାରିବେ | ସର୍ବନିମ୍ନ ୧୦୦୦ ଟଙ୍କା ସହିତ ଏଥିରେ ବିନିଯୋଗ ଆରମ୍ଭ ହୋଇଥାଏ |
