ଲାଂଚ ମାମଲାରେ ଏଆରଆଇଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: ୨ଜଣ ମାଟ୍ରିକ୍‌ ପାସ କରିଥିବା ଛାତ୍ରୀଙ୍କ ବିବିଧ ପ୍ରମାଣପତ୍ରର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଲାଂଚ ନେବା ମାମଲାର ବିଚାର କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ହରଡାଫୁଟର ଭାରପ୍ରାପ୍ତ ଏଆରଆଇ ନାରାୟଣ ଗୋଲରୀଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *