ବିଗ୍‌ ବଜାର କିଣିବା ଦୌଡ଼ରେ ୪୯ କଂପାନି: ଅମ୍ବାନି, ଆଦାନିଙ୍କ କଂପାନି ବି ସାମିଲ

ନୂଆଦିଲ୍ଲୀ: ରିଟେଲ୍‌ ଜଗତରେ ବିପ୍ଳବ ଆଣିଥିବା ବିଗ୍‌ ବଜାର ବିକ୍ରି ହେବାକୁ ଯାଉଛି। ଋଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଦେବାଳିଆ ହୋଇପଡ଼ିଥିବା ଏହି ସଂସ୍ଥାକୁ କିଣିବା ଲାଗି ୪୯ଟି ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସେହି ତାଲିକାରେ ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ଅଧୀନରେ ପରିଚାଳିତ ହେଉଥିବା ସଂସ୍ଥା ନାମ ରହିଛି। ଜିନ୍ଦଲ ପାୱାର ଲିମିଟେଡ୍‌, ସେଞ୍ଚୁରି କପର, ଗ୍ରିନ୍‌ଟେକ୍ ୱାର୍ଲଡ୍‌ୱାଇଡ୍‌, ହର୍ଷବର୍ଧନ ରେଡ୍ଡି, ଜେ ସି ଫ୍ଲାୱାର୍ସ ଆସେଟ୍ ରିକନଷ୍ଟ୍ରକ୍ସନ, ପିନାକଲ୍ ଏୟାର, ୟୁନିଭର୍ସାଲ୍…

Read More

ମିସୋ ବାବଦରେ ଜାଣିଛନ୍ତି କି ଏସବୁ ସିକ୍ରେଟ କଥା!

ନୂଆଦିଲ୍ଲୀ: ଦେଶରେ ଷ୍ଟାର୍ଟଅପ୍ ସଂସ୍କୃତି ଦ୍ରୁତ ଗତିରେ ବଢୁଛି ଏବଂ ଅନେକ ଯୁବ ଉଦ୍ୟୋଗୀ ଏହି କ୍ଷେତ୍ରରେ ପାଦ ଥାପୁଛନ୍ତି | ଏହି ଯୁବ ଉଦ୍ୟୋଗୀମାନଙ୍କୁ କେବଳ ଦେଶରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଫଣ୍ଡିଙ୍ଗ ମିଳୁଛି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟାର୍ଟଅପ ବାବଦରେ କହିବୁ ଯାହାର ବ୍ୟବହାର ଏବେ ଦିନକୁ ଦିନ ବଢିଚାଲିଛି | ଅନ୍ୟ ସପିଙ୍ଗ ପ୍ଲାଟଫର୍ମ ଅପେକ୍ଷା କମ ମୂଲ୍ୟରେ ସାମଗ୍ରୀ ଯୋଗାଉଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଏହାର…

Read More