ରାଣୀ ମୁଖାର୍ଜୀ: ସନ୍ଦେହରୁ ସଫଳତା ପର୍ଯ୍ୟନ୍ତ ଏକ ପ୍ରେରଣାଦାୟକ ଯାତ୍ରା

ଭୁବନେଶ୍ୱର :(ହରେକୃଷ୍ଣ ଦାସ )-“ମା, ତୁମେ ସିରିୟସ୍ କି? ତୁମେ ପାଗଳ ହୋଇଗଲା କି?” — ଏହି ପ୍ରଶ୍ନ ଥିଲା ଏକ କିଶୋରୀ ରାଣୀ ମୁଖାର୍ଜୀଙ୍କର, ଯେତେବେଳେ ସେ ମାତ୍ର 15–16 ବର୍ଷରେ ଥିଲେ। ସେତେବେଳେ ତାଙ୍କୁ ଏକ ଚଳଚ୍ଚିତ୍ରରେ ଅଭିନୟ ପ୍ରସ୍ତାବ ମିଳିଥିଲା, କିନ୍ତୁ ରାଣୀ ନିଜକୁ ସେହି ଜଗତ ପାଇଁ ଯୋଗ୍ୟ ଭାବିନଥିଲେ।ରାଣୀ ଶିକ୍ଷାରେ ଦକ୍ଷ ଥିଲେ ଏବଂ ଜଣେ ଇଣ୍ଟେରିଅର ଡିଜାଇନର ହେବା ତାଙ୍କ ସ୍ୱପ୍ନ ଥିଲା। କିନ୍ତୁ ପରିବାରର ଆର୍ଥିକ ସମସ୍ୟା…

Read More

Biju legacy : ସେ କାଳ ଖଣ୍ଡରେ ଏମାନଙ୍କ ଚେର ନଥିଲା…..

ଭୁବନେଶ୍ୱର :(ବିଜୟ ସାହୁ)-ସତୁରୀ ଦଶକ ଥିଲା ବିଶ୍ଵବ୍ୟାପୀ ଛାତ୍ର ଆନ୍ଦୋଳନର ଏକ ଐତିହାସିକ କାଳଖଣ୍ଡ । ଏବଂ ଏହା ମଧ୍ୟ ଥିଲା କଂଗ୍ରେସ ଭିତରେ ବିଦ୍ରୋହର କାଳଖଣ୍ଡ ।ଏହି ପ୍ରେକ୍ଷାପଟରେ ଓଡ଼ିଶା ଛାତ୍ର ରାଜନୀତିର କିଛି ଘଟଣାକୁ ଅତୀତାବଲୋକନ କରିବି ।ଘଟଣାଗୁଡିକ ପ୍ରାସଙ୍ଗିକତା କ୍ରମେ ଆଗ ପଛ ହେଇ ପାରେ ।ମୁଁ ପୂର୍ବରୁ କିଛି ପୋଷ୍ଟରେ ଖ୍ରୀଷ୍ଟ କଲେଜର ଛାତ୍ର ପଦୀପ୍ତ ପଣ୍ଡା ରେଭେନ୍ସା କଲେଜ ନିକଟରେ ସହୀଦ ହେବା ଓ ବାମପନ୍ଥୀ  ବିଚାରକ କବି ସଚ୍ଚି…

Read More

ବିବାହର ଅର୍ଥ ନୀରବ ସମ୍ମତି ନୁହେଁ

ଭୁବନେଶ୍ୱର :(ଡା ଇପ୍‌ସିତା ପ୍ରଧାନ )- ୨୦୧୭ର ଗୋଟିଏ ଶୀତୁଆ ସକାଳ, ଛତିଶଗଡ଼ର ଏକ ହସ୍ପିଟାଲ ବେଡ୍‌ରେ ଜଣେ ମହିଳା ମୃତ୍ୟୁଶଯ୍ୟାରେ ଥାଇ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ତାଙ୍କ ସହ ହୋଇଥିବା ଧର୍ଷଣ ଏବଂ ଅପରାଧୀକୁ ନେଇ ନିଜର ବୟାନ ରେକର୍ଡ କରିଥିଲେ। ବୟାନ ଅନୁସାରେ ତାଙ୍କ ସହ ଏପରି ବର୍ବର କାଣ୍ଡ ଘଟାଇଥିବା ଅପରାଧୀ ଆଉ କେହି ନୁହେଁ ବରଂ ତାଙ୍କ ସ୍ବାମୀ ହିଁ ଥିଲେ – ଜୋରଜବରଦସ୍ତ ଗୋଟିଏ ଅପ୍ରାକୃତିକ ଯୌନକ୍ରିୟା ଦ୍ବାରା ତାଙ୍କ ଶରୀର…

Read More

ନେପାଳ ନିର୍ବାଚନ : ଆମ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

କାଠମାଣ୍ଡୁ :(ବିଜୟ ସାହୁ )-ବିଗତ 25 ବର୍ଷ ଧରି ନେପାଳ ସମାଜ ବହୁ ଘଟଣା ଦ୍ଵାରା ଉଥଲ ପୁଥଲ ହେଇ ଚାଲିଛି । (1996-2006 ) ମାଓବାଦୀ ବିଦ୍ରୋହ, 2001ର ନେପାଳ ରାଜ ପ୍ରାସାଦ ଗଣ ସଂହାର ଏବଂ 2015 ରେ ରାଜା ଜ୍ଞାନେନ୍ଦ୍ରଙ୍କ ରାଜପାଲେସ କ୍ୟୁପ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ପ୍ରତ୍ୟେକ ଘଟଣା ନାଗରିକ ସମାଜ ଓ ସରକାରମାନଙ୍କ ଭିତରେ ଅସ୍ଥିରତା ସୃଷ୍ଟି କରିଛି ଓ କୂଟନୈତିକ ସମ୍ପର୍କ ନିଷ୍ପତ୍ତି କ୍ଷେତ୍ରରେ ଦୁର୍ବଳତା ସୃଷ୍ଟି…

Read More

Narendra Modi in Israel ଏ ଗସ୍ତରୁ କ’ଣ ମିଳିବ?

ନୂଆଦିଲ୍ଲୀ :(ବିଜୟ ସାହୁ )-ଇଂରାଜୀରେ Ostrich ବୋଲି ଏକ ଶବ୍ଦ ଅଛି , ଏହାକୁ ଓଟପକ୍ଷୀ କୁହାଯାଏ ।ଏହା ଦେଖିବାକୁ ଓଟ ଭଳି ,କିନ୍ତୁ ଓଟ ନୁହେଁ ,ପକ୍ଷୀ । ଏହି ଶବ୍ଦ ସହ Diplomacy ଯୋଡିଲେ Ostrich Diplomocy କୁହାଯାଏ , ଅର୍ଥାତ ଓଟପକ୍ଷୀ କୂଟନୀତି । ଯାହାକି ଵିଶେଷ୍ୟ ବାକ୍ୟା-ଅଂଶ । ଓଟପକ୍ଷୀ କୂଟନୀତିକୁ ନାସ୍ତିସୂଚକ ରୂପକ ଭାବରେ ବ୍ୟବହାର କରା ଯାଇଥାଏ, କାରଣ ଓଟପକ୍ଷୀ ଯେମିତି ବିଭିନ୍ନ ଶିକାରୀଙ୍କ ଆଡୁ ବିପଦ ଦେଖିଲେ…

Read More

Anshupa lake Tourism ପର୍ଯ୍ୟଟକଙ୍କ ତିକ୍ତ ଅନୁଭୂତି

ଅଂଶୁପା :(ଇପ୍ସିତା ପ୍ରଧାନ )- ଗତ ୨୨ ତାରିଖରେ ପିକ୍‌ନିକ୍ ଉଦ୍ଦେଶ୍ୟରେ ଅ°ଶୁପା ହ୍ରଦ ଯାଇଥିଲୁ। ଭୋଜି ପାଇଁ ସେଠି ପିଣ୍ଡିରେ ବ୍ୟବସ୍ଥା ରହିଛି। କିନ୍ତୁ ସେଠି ଏତେ ଅବ୍ୟବସ୍ଥା ଦେଖି ମନ ନିଶ୍ଚୟ ଉଣା ହେଲା। ଟିକେଟ୍ କାଉଣ୍ଟର ପାଖରେ ହିଁ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ରହିଛି। ଯେହେତୁ ପିକ୍‌ନିକ୍ ଉଦ୍ଦେଶ୍ୟରେ ଯାଇଥିଲୁ ତେଣୁ ପିଣ୍ଡି ସହ ଉଦ୍ୟାନ ପ୍ରବେଶ ଟିକଟ ଏକାଥରେ ଆଗୁଆ କରାଯାଇଥାଏ। ପହଞ୍ଚିବା ପରେ ଯେତେବେଳେ ଆମେ ଶୌଚାଳୟ ବ୍ୟବହାର…

Read More

ଶିକ୍ଷା ଓ ସରକାରୀ ନିୟନ୍ତ୍ରଣ :ସେଦିନ ଓ ଆଜି ଜ୍ଞାନ ଓ ବିଜ୍ଞାପନ

ନୂଆଦିଲ୍ଲୀ :(ବିଜୟ ସାହୁ )-ମୋଦୀ ସରକାର Make in India ମାଧ୍ୟମରେ1947 ସୁଦ୍ଧା ବିଶ୍ୱରେ AI ରେ ତୃତୀୟ ମହାଶକ୍ତି ହେବା ଲକ୍ଷ୍ୟ ରଖି ଦିଲ୍ଲୀ ପ୍ରଗତି ମଇଦାନରେ ଯେଉଁ 5 ଦିନିଆ AI ମହାକୁମ୍ଭ ଆୟୋଜନ କରିଛନ୍ତି ତାହା ସମ୍ପର୍କରେ ଦେଶ ସାରା ଚର୍ଚ୍ଚା ଏତେ ହେଲାଣି ଯେ ଆଉ ଅଧିକ ଚର୍ଚ୍ଚା କରି ପାଠକଙ୍କୁ ବିରକ୍ତ କରିବା ଅନୁଚିତ । କୃତ୍ରିମ ବୁଦ୍ଧିମତା ହେଉଛି କମ୍ପୁଟର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏକ ଶାଖା…

Read More

Epstein File ହରଦୀପ ପୁରୀଙ୍କ Birthday & ପ୍ରଧାନମନ୍ତ୍ରୀ Narendra ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ :(ବିଜୟ ସାହୁ )-ଯେତେବେଳେ ପ୍ରଧାନମନ୍ତ୍ରୀ EpiStinePuRee ଙ୍କୁ Happy Birthday କଲେ ସେତେବେଳେ ଭାବିଲି ପ୍ରଧାନମନ୍ତ୍ରୀ ଯେତେବେଳେ ବିରୋଧୀ ପକ୍ଷଙ୍କୁ ତାଙ୍କର ଦୁଇଟି ସୁନିର୍ବାଚିତ ଶବ୍ଦରେ ଉତ୍ତର ସ୍ପଷ୍ଟ କରିଦେଲେ ଯେ ମନ୍ତ୍ରୀ EpiStinePuree ରାଷ୍ଟ୍ର ହିତରେ ହିଁ ମାତ୍ର 4 ଥର ଜେଫ୍ରି ସହ ସାକ୍ଷାତ କରିଛନ୍ତି ସେତେବେଳେ ମୁଁ ମଧ୍ୟ ଜେଫ୍ରି ଓ ତାଙ୍କ ବନ୍ଧୁ ବାନ୍ଧବୀମାନଙ୍କ  Positive ଦିଗଗୁଡିକ ସମ୍ପର୍କରେ ଜାଣିବା ପାଇଁ ଉଦ୍ବେଳିତ ହେଇ ଉଠିଲି । ଅତଏବ କିଛି…

Read More

ନୂଆଦିଲ୍ଲୀ :(ବିଜୟ ସାହୁ )-ବିଏନପି ନେତା ତାରିକ ରେହମାନ ଙ୍କ ଶପଥ ଗ୍ରହଣ ପୂର୍ବରୁ ଆମ ଭାରତୀୟ ମିଡ଼ିଆ ଓ କିଛି ବୁଦ୍ଧିଜୀବୀ ସେମାନଙ୍କ ଭବିଷ୍ୟତ ଜାତୀୟତା ( Nationhood) ସମ୍ଭାବନା ବ୍ୟାଖ୍ୟା କରିବା ଆରମ୍ଭ କରି ଦେଲୁଣି । ଅତୀତରେ ଶେଖ ହସିନାଙ୍କ ପ୍ରେମରେ ପଡି ଯେଉଁ ଭୁଲ କରିଥିଲୁ ସେଥିରୁ କିଛି ଶିଖିବାକୁ ଆଦୌ ପ୍ରସ୍ତୁତ ନୁହେଁ । କାରଣ ଶେଖ ହସିନା ଭାରତର “Trusted Friend” ଥିଲେ । କିନ୍ତୁ “Russia Trusted…

Read More

Real Issues & Media : ଆପଣଙ୍କ ମାନଙ୍କ ଉପକାର ହିଁ ଏମାନଙ୍କ Agenda

ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ )-ଓଡିଶାରେ ସବୁ ରାଜନୈତିକ ଦଳ କୁହନ୍ତି ଆମେ ଅନ୍ୟମାନଙ୍କ ଠାରୁ ଅଲଗା । ସମସ୍ତେ ରାଜ୍ୟର ଉନ୍ନତି କଥା କହୁଛନ୍ତି, କିନ୍ତୁ କରୁଛନ୍ତି, କିମ୍ବା କରୁଛନ୍ତି ବୋଲି ଘୋଷଣା କରୁଛନ୍ତି,  ସେହି ଏକା କଥା, ଯାହା ଆଜି ପର୍ଯ୍ୟନ୍ତ ହେଇ ଆସୁଛି । ବିଜେଡି ୨୪ ବର୍ଷ ପର୍ଯ୍ୟନ୍ତ ଯାହା କରି ଆସୁଥିଲା, ଆଶା  କରିବା ସ୍ବାଭାବିକ ଥିଲା, ନୂଆ ସରକାର ତା ଠାରୁ ଭିନ୍ନ କିଛି କରିବ । କିନ୍ତୁ ଭିନ୍ନ…

Read More