ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି କିଏ ହେବ ?…ପୁରୁଣା ଆଶାୟୀଙ୍କ ସହ ଯୋଡି ହେଲେ ନୂଆ ଚେହେରା…..

ଭୁବନେଶ୍ୱର : ନିର୍ବାଚନୀ ସଫଳତା ପରେ ସଭାପତିରୁ ଅବ୍ୟାହତି ନେବେ ମନମୋହନ ! କିଛି ଦିନ ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଏହା ପରେ ପୂର୍ଣ୍ଣକାଳୀନ ଛଅ ବର୍ଷ ପାଇଁ ରାଜ୍ୟସଭା । ହେଲେ ଏଠି ପ୍ରଶ୍ନ,  ମନମୋହନଙ୍କ ପରେ କିଏ ହେବ ସଭାପତି ? ହୋଇଯାଇଛି କି ଅଙ୍କ କଷା?  ନିଷ୍ପତ୍ତି ନେଇ ସାରିଛି କି ଆରଏସଏସ? ସମ୍ମତି ଦେଇ ସାରିଛନ୍ତି କି ଓଡ଼ିଶାରେ ପୁଞ୍ଜି ନିବେଶ କରିଥିବା ଶିଳ୍ପପତି। ନାଗପୁର ଅନୁମୋଦନ ପରେ ଦିଲ୍ଲୀ…

Read More

ଯାତ୍ରା ଦୁନିଆ କଥା: କମିଟି, ରେକର୍ଡ ଡାନ୍ସ ଓ ଆମେ

ଭୁବନେଶ୍ୱର: (ହର ପ୍ରସାଦ ବାରିକ)- ଯାତ୍ରା ଯେତେବେଳେ ତୀବ୍ର ବ୍ୟବସାୟିକ ପ୍ରତିଯୋଗିତାକୁ ସାମ୍ନା କଲା, ସେତେବେଳେ ଧୀରେ ଧୀରେ କମିଟିର ଅକ୍ତିଆରକୁ ଚାଲିଗଲା | କମିଟି ଖୋଜିଲା କାହା ରେକର୍ଡ ଡ୍ୟାନ୍ସ ଭଲ, ମାଲିକ ତତ୍ପର ହେଲେ | ଟିପିଟିପି ବର୍ଷା ପାଣି ଗୀତ,ମଟର ଲାଗି ପାଣି ପଡିବ ପିଲା ଓଦା ହେବେ | ହିରୋ ବା ହିରୋଇନ ଅସୁସ୍ଥ ନାଟ କେମିତି ହେବ, ଯେତିକି ବ୍ୟସ୍ତ ନୁହେଁ ମଟର ଖରାପ ଟିପି ଟିପି ବର୍ଷା ପାଣି…

Read More

ବଡ଼ଚଣା ରାଜନୀତି : ଅତୀତାବଲୋକନ ଓ ଅମରଙ୍କ ଉପାଖ୍ୟାନ

ଚଣ୍ଡିଖୋଲ: (ବିଜୟ ସାହୁ)- ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ନବକୃଷ୍ଣ ଚୌଧୁରୀ, ଜଗନ୍ନାଥ ଦାସ, ଦୁଃଶାସନ ଜେନା, ଯଦୁମଣି ମଙ୍ଗରାଜ, ଧନଞ୍ଜୟ ଲେଙ୍କା, ମାନଗୋବିନ୍ଦ ସାମଲ , ସୀତାକାନ୍ତ ମହାପାତ୍ର , ଅମର ଶତପଥୀ, ଅମର ନାୟକ ବିଧାୟକ ଭାବରେ ନିର୍ବାଚିତ ହେଇଛନ୍ତି । ସର୍ବାଧିକ ସମୟ ଅମର ପ୍ରସାଦ ଶତପଥୀ ବିଧାୟକ ହେଇଛନ୍ତି ଓ ଥରେ ମନ୍ତ୍ରୀ ହେଇଛନ୍ତି । ସମୁଦାୟ 30 ବର୍ଷ ।ତାଙ୍କର କ୍ଷମତାସୀନ ଦଳ ସହ ରାଜନୀତି ସର୍ବାଧିକ ସମୟ – 25…

Read More

ନୁହନ୍ତି ଯେତେ, ଅମରଙ୍କୁ ମିଡ଼ିଆ ଭାଇ ଦେଖାନ୍ତି ସେତେ

ଭୁବନେଶ୍ୱର: (ମାନବ)-ଓଡ଼ିଶାର ଦୁର୍ଗତି ନେଇ ଯେତେ ରାଜନୈତିକ ଓ ଐତିହାସିକ କାରଣ ଥାଉ ପଛେ, ତଥାକଥିତ ମୁଖ୍ୟ ଗଣମାଧ୍ୟମର କିଛି କମ୍ ଭୂମିକା ନାହି l ବେଆଇନ୍ ଖଣି ଖନନ ହେଉ କି କୋଇଲା ଚୋରି, ଏ ଗୁଡାକ ଖବର ହୁଏନି l ହେଲେ ଯିଏ ଶାଳ ଗଛ କାଟି ଖଣି ଲୁଟେ, ପୁଣି ସିଏ ତାଳ ଗଛ ଲଗାଇ ସରକାରୀ ଅନୁଦାନ ଲୁଟ୍ କରେ l କିଛି ଦିନ ତଳେ ବ୍ଲାକ ମେଲିଙ୍ଗ ପଲିଟିକ୍ସର କଥା…

Read More

ରାଜଭବନରେ ଲାଗିଲାନି ମନ , ମୁଖ୍ୟମନ୍ତ୍ରୀ ଆବାସ ଲାଗି ହେଲେଣି ଉଚ୍ଛନ୍ନ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ଏନେଇ ସେ ରାଷ୍ଟ୍ରପତି ଭବନକୁ ଅବଗତ କରିଛନ୍ତି l ଆନୁଷ୍ଠାନିକ ଭାବେ ଏହି ଘୋଷଣା ହୋଇନାହିଁ l ମାତ୍ର ରାଜଭବନକୁ ଯିବା ଆସିବା କରିଥିବା ଝାଡ଼ଖଣ୍ଡ ନେତାଙ୍କ ସୂତ୍ରରୁ ଏହି ଖବର ମିଳୁଛି l ଏମିତି କି ସେ ଇସ୍ତଫା ଦେଇଥିବା କଥା ଆଲୋଚନା ହେଉଛି। ଏହାକୁ କେହି ଖଣ୍ଡନ ମଧ୍ୟ କରୁନାହାନ୍ତି। ମହାରାଷ୍ଟ୍ର ସହ ଝାଡ଼ଖଣ୍ଡ ନିର୍ବାଚନ ଘୋଷଣା ପରେ…

Read More

ଟାଟା ସାମ୍ରାଜ୍ୟ ଓ ଓଡ଼ିଶାକୁ ନେଇ ଦୁଇଟି ଭିନ୍ନ ଏକ ଦୃଷ୍ଟିପାତ

ଭୁବନେଶ୍ୱର: (ପ୍ରଥମ ସ୍ତମ୍ଭ -ଭାଲଚନ୍ଦ୍ର ଷଡ଼ଙ୍ଗୀ/ ଦ୍ୱିତୀୟ ସ୍ତମ୍ଭ- ବିଜୟ ସାହୁ)-ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଶୋକ ପ୍ରକାଶ କରାଯାଉ, ଠିକ୍ ଅଛି । କିନ୍ତୁ ଶୋକ ପ୍ରକାଶ ନାଁରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଏତେ ଦୂର ମହିମା ମଣ୍ଡନ କରାନଯାଊ, ଯାହା ସେ ବିଲକୁଲ ନଥିଲେ ! ରତନ ଟାଟାଙ୍କ ମୃତ୍ୟୁ ପରେ ମୁଖ୍ୟଧାରାର ମିଡ଼ିଆ ଓ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏଭଳି ପ୍ରତିକ୍ରିୟା ଜଣାଇଛନ୍ତି ସତେ ଯେପରି ସେ ଦେଶ ଓ ଦେଶବାସୀଙ୍କ ପାଇଁ…

Read More

ବିପର୍ଯ୍ୟୟ ଆଣିଛନ୍ତି ହରିୟାଣା କଂଗ୍ରେସ ନେତା

ଚଣ୍ଡୀଗଡ଼: (ପ୍ରଧାନ ରଙ୍ଗା ଚରଣ)-କଂଗ୍ରେସ ୩୯.୩% ଭୋଟ।ବିଜେପି  ୩୯.୯ % ଭୋଟ ।‌ ଅତଏବ ବିଜେପି କଂଗ୍ରେସ ଠାରୁ ୦.୬% ଅଧିକ ଭୋଟ ପାଇଲା । ତେଣୁ ବିଜେପି କଂଗ୍ରେସ ଠାରୁ ୧୧ ଟି ଆସନ ଅଧିକ ପାଇଲା ।‌ ଯଦି ଏଥି ମଧ୍ୟରୁ ୬ଟି ଆସନ କଂଗ୍ରେସ ନେଇ ଯାଇଥାନ୍ତା ତେବେ ଆଜି ସେଠାରେ କଂଗ୍ରେସ ସରକାର ଗଢିଥାନ୍ତା ଆପ୍ ୧.୭% ଭୋଟ ପାଇଛି । ଯେବେ ଠାରୁ ଶୁଶିଲ ଗୁପ୍ତା ହରିଆଣା ଆପ୍ ଦାୟିତ୍ୱ…

Read More

କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଏହି ତିନି ବରିଷ୍ଠ ଆଇପିଏସ୍ ଅଧିକାରୀ…….ଇଏ ରହିବେ ହେଲେ…ସେମାନେ ପଳେଇବେ… ହେଲେ କୁଆଡେ

ଭୁବନେଶ୍ୱର:  ଓଡ଼ିଶାରେ ବିଜେପି ସରକାର କରିବା ପରେ ଏକାଧିକ ପ୍ରଶାସନିକ ନିଷ୍ପତ୍ତି ନେଇଛି। ହେଲେ ଅଧିକାରୀ ସ୍ତରରେ ମଧ୍ୟ ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛି। ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଓ୍ୱାଇ.ବି ଖୁରାନିଆଙ୍କୁ ଦାୟିତ୍ୱ ଦେଇଛି। ଆଡଭୋକେଟ ଜେନେରାଲ ଭାବେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି କରାଯାଇଛି। ଆଇଏଏସ୍ ସ୍ତରରେ ଅଦଳବଦଳ ମଧ୍ୟ ହୋଇଛି। ହେଲେ ହେମନ୍ତ ଶର୍ମା ପୂର୍ବଭଳି ଅଛନ୍ତି। ଏକଦା ବିଜେପି ଶ୍ରୀ ଶର୍ମାଙ୍କ…

Read More

ହରିୟାଣା ନିର୍ବାଚନ ଫଳାଫଳ ପରେ ଧର୍ମେନ୍ଦ୍ରଙ୍କୁ ଅପାରଗ ବୋଲି ପ୍ରମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି…ପଣ୍ଡା, ସାମଲ, ଷଡଙ୍ଗୀ ଗୋଷ୍ଠୀ…..ମୁରୁକି ହସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର:  ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନ କେନ୍ଦ୍ରାପଡ଼ା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଦଳୀୟ ନିର୍ବାଚନ ପ୍ରଭାରୀ ଭାବେ ଉତ୍ତର ପ୍ରଦେଶରେ ନିଯୁକ୍ତ ହୋଇଥିଲା। ଏହା ପୂର୍ବରୁ ଜେପି ନଡ୍ଡା ଏବଂ ଅମିତ ଶାହା ଏହି ଦାୟିତ୍ୱରେ ରହିଥିଲେ। ତେଣୁ ଶ୍ରୀ ପଣ୍ଡାଙ୍କ ଗୁରୁତ୍ୱ ବଢିଲା ବୋଲି  ତାଙ୍କ ଟିଭି ଚ୍ୟାନେଲ ଏବଂ ସମର୍ଥକ ମାନେ କହି ବୋଲିଲେ। ଆଗାମୀ ଦିନରେ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ଗୁରୁତ୍ୱ ବଢିବ ବୋଲି ଏକ ଧାରଣା କରାଗଲା। ଏମିତି…

Read More

କଲେଜ – କଲେଜ ଭିତରେ କଳି କରାଇବା ବୋଧେ ହୃଷିକେଶ ପଣ୍ଡାଙ୍କ ଉଦ୍ଦେଶ୍ୟ

କଟକ : ଭୁବନେଶ୍ୱର ବୈଠିକୀ ପରେ ଡକ୍ଟର ହୃଷିକେଶ ପଣ୍ଡାଙ୍କ ଅର୍ଗସ ଟିଭି ସହ ସାମ୍ନାସାମ୍ନି ରେ ଶୁଣିଲି ସେ ଆଉ ଗୋଟିଏ ଏଜେଣ୍ଡା ଆଡେ ମୁହାଁଇଲେଣି  । କଥାଟି ହେଲା ରେଭେନ୍ସା କଲେଜ ଆଗରୁ ପାରଳା କଲେଜ । ରେଭେନ୍ସାଭିଆନମାନେ କେବେ ଏ ଭଳି ପ୍ରଶ୍ନ ଉଠେଇ ନାହାନ୍ତି । କୌଣସି ଅନୁଷ୍ଠାନର ଜନ୍ମ ତାରିଖ ଉଠେଇ ସେଇ ଅନୁଷ୍ଠାନର ଐତିହାସିକ ଐତିହ୍ୟ ଦାବି କରା ଯାଏ ନାହିଁ । ପୃଥିବୀ ସାରା ଓ ଆମ…

Read More