Fantastic…. Awesome…. Excellent….
Many More ବଢିଆ ହେଇଛି ବରବଧୂ..

ଭୁବନେଶ୍ୱର :(ଜୟନ୍ତ ସେଠ )-ଯେତେ ଲେଖିଲେ ଵି ଶବ୍ଦ କମ ପଡ଼ିବ lଏ ସବୁ କେବଳ ଫାଷ୍ଟ ଡେ ରେ ଦେଖିଥିବା ନୂଆ ଓଡ଼ିଆ ସିନେମା ବର ବଧୂ ପାଇଁ ଉଦ୍ଧିଷ୍ଟ l କାହାଣୀ ଓଡ଼ିଆ, କିନ୍ତୁ ନିର୍ମାଣ ଶୈଳୀ ମୁମ୍ବାଇ ମାର୍କା l କ୍ୟାମେରା ଚାଳନା, ଏଡିଟିଂ, ଶବ୍ଦ ସଂଯୋଜନା, ବିଜିଏମ ସବୁ ଦିଗରୁ ସିନେମା ଟି ସମ୍ପୂର୍ଣ୍ଣ/ପରିପୂର୍ଣ୍ଣ l ହେବନି କେମିତି, ଅଧିକାଂଶ ଟେକନିସିଆନ ତ ମୁମ୍ବାଇର l ତେବେ ଆମ ଓଡ଼ିଆ ଵି…

Read More

Diversity in Judiciary ସାମାଜିକ ବିବିଧତାକୁ ଆପଣାଇ ପାରୁନି ଆମ ନ୍ୟାୟ ବ୍ୟବସ୍ଥା

ଭୁବନେଶ୍ୱର :(ନରେନ୍ଦ୍ର ମହାନ୍ତି)-କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବୁଧବାର ଦିନ ରାଜ୍ୟସଭା ସାଂସଦ ପି. ୱିଲସନଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ନିଯୁକ୍ତ ହୋଇଥିବା ବିଚାରପତିଙ୍କ ମଧ୍ୟରୁ ପ୍ରାୟ ତିନି-ଚତୁର୍ଥାଂଶ ଉଚ୍ଚ ଜାତିର ବୋଲି ସଂସଦରେ ସୂଚନା ଦେଇଛି। ସରକାରଙ୍କ ଦ୍ୱାରା ସେୟାର କରାଯାଇଥିବା ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତ ୫୯୩ ଜଣ ବିଚାରପତିଙ୍କ ମଧ୍ୟରୁ ୧୫୭ ଜଣ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ…

Read More

Dizitally arrested
& Done ହେଇଗଲେ କି ଆମ ମୁଖିଆ

ନୂଆଦିଲ୍ଲୀ : (ବିଜୟ ସାହୁ)- କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟେକି ଟେକି ବେହୋସ ହେଲା,ତେଣୁ ତୁମ୍ଭମାନଙ୍କର ଅବଗତି ନିମନ୍ତେ ନିମ୍ନରେ କିଛି ସୂଚନା ପ୍ରଦାନ କରୁଛି ।ଅନ୍ଧଭକ୍ତ ଚାଙ୍ଗୁମଙ୍ଗୁ ମାନ୍ୟବରଗଣଆମେରିକା ଭାରତରୁ ରପ୍ତାନୀ ହେଉଥିବା ବସ୍ତୁ ଓ ସାମଗ୍ରୀ ଉପରେ ଟାରିଫ 50% ରୁ 18% ହ୍ରାସ କରି ନାହିଁ । ଓଲଟି ଅଧିକ ପରିମାଣରେ ଟାରିଫ ଲାଗୁ କରିଛି ।ଉଦାହରଣ ସ୍ୱରୂପ ଟ୍ରମ୍ପଙ୍କ ଦ୍ଵିତୀୟ ପାଳିରେ 2025 ପୂର୍ବରୁ ଆମେରିକା WTO ନିୟମ ଅନୁଯାୟୀ…

Read More

Economy ଅଭିଜିତ ବାନାର୍ଜୀଙ୍କର ଭାରତ ପାଇଁ ସତର୍କବାଣୀ — ଏବଂ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ

ଭବାନୀପାଟଣା : (ଅନୁବାଦ -ଶୈଳେନ୍ଦ୍ର ରାଜ )-ଆଜି ଭାରତ ଦୁନିଆ ପାଇଁ “ରହସ୍ୟ” ହେଉଛି ଏହିକାରଣରୁ ନୁହେଁ ଯେ ଦେଶ ବହୁତ ଜଟିଳ, ବରଂ ଏହିକାରଣରୁ ଯେ ସରକାରୀ ଦାବିଗୁଡ଼ିକ ଭୂମିସ୍ତରର ସତ୍ୟତା ସହିତ ମେଳ ଖାଉନାହିଁ।• ଉଚ୍ଚ GDP ବୃଦ୍ଧିକୁ ଢାଲ କରି ବେରୋଜଗାରି, ଖରାପ ଶିକ୍ଷା ପ୍ରଣାଳୀ ଓ ବଢୁଥିବା ଅସମାନତା ପରି ମୁଖ୍ୟ ସମସ୍ୟାଗୁଡ଼ିକୁ ଅନଦେଖା କରାଯାଉଛି।• ପାରଦର୍ଶିତାକୁ ଜାଣିଶୁଣି ଦୁର୍ବଳ କରାଯାଇଛି। ଯେତେବେଳେ ସରକାରୀ ଆଙ୍କଡ଼ା ଉପରେ ପ୍ରଶ୍ନ ଉଠେ ଓ…

Read More

କେନ୍ଦ୍ରୀୟ ବଜେଟ୍ ମହିଳା ମାନଙ୍କ ପାଇଁଁ ସମ୍ପୂର୍ଣ୍ଣ- ନିରାଶାଜନକ

ଭୁବନେଶ୍ୱର – ସମାଜର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚିତ ହେଉଥିବା ମହିଳାମାନଙ୍କ ପାଇଁ ଏହି ବଜେଟ୍ ଅତ୍ୟନ୍ତ ନିରାଶାଜନକ। ପୂର୍ବ ବଜେଟ୍ ଗୁଡ଼ିକ ପରି ଏହି ବଜେଟରେ ମଧ୍ୟ ମହିଳାମାନଙ୍କର ପ୍ରକୃତ ଆବଶ୍ୟକତା ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି। ବଜେଟ୍ ବ୍ୟବସ୍ଥାରେ ସାମାଜିକ ନ୍ୟାୟ, ଲିଙ୍ଗଗତ ସମାନତା ଏବଂ ସମାଜର ନିଷ୍ପେସିତ ବର୍ଗର ପ୍ରକୃତ ସମସ୍ୟାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି।  ସମାଜର ସମସ୍ତ ବର୍ଗର ମହିଳା ମାନଙ୍କର କଲ୍ୟାଣ, ସାମାଜିକ ନିରାପତ୍ତା, ଆର୍ଥିକ ସୁରକ୍ଷା …

Read More

କେନ୍ଦ୍ର ବଜେଟ୍ ୨୦୨୬-୨୭: ସରକାରୀ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ହାତକୁ ଟେକିଦେବାର ଏକ ପ୍ରତାରଣାପୂର୍ଣ୍ଣ ନକ୍ସା – ଏଆଇଡିଏସଓ

ଭୁବନେଶ୍ୱର :  ଏଆଇଡିଏସଓ କେନ୍ଦ୍ରୀୟ କାଉନସିଲ୍‌ର ସାଧାରଣ ସମ୍ପାଦକ ଶିବାଶିଷ ପ୍ରହରାଜ କେନ୍ଦ୍ର ବଜେଟ୍ – ୨୦୨୬ ଉପରେ ନିମ୍ନଲିଖିତ ବିବୃତ୍ତି ଜାରି କରିଛନ୍ତି lଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏଆଇଡିଏସଓ) ପୁଞ୍ଜିପତିଙ୍କ ସପକ୍ଷବାଦୀ ଏବଂ ଶ୍ରମିକ ବିରୋଧୀ କେନ୍ଦ୍ର ବଜେଟ୍ ୨୦୨୬-୨୭ କୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛି। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ଏହା ଏକ ପ୍ରତାରଣାପୂର୍ଣ୍ଣ ନକ୍ସା ବୋଲି ସଂଗଠନ ଏହାକୁ ନିନ୍ଦା କରିଛି। “ଆଧୁନିକୀକରଣ” ନାମରେ…

Read More

ବିକାଶ ହଜିଛି କେନ୍ଦୁଝରରେ… ସରକାର ଖୋଜନ୍ତି Conclave ରେ…

କେନ୍ଦୁଝର : ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ। ତା’ରି ଭିତରେ ପାହାଡ ତଳେ , ବଣ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ – ଘୁଙ୍ଗି। ଆଦିମ ଜନଜାତି ଜୁଆଙ୍ଗ ଲୋକଙ୍କ ବସତି। ମୋଟ ପରିବାର ସଂଖ୍ୟା ଛତିଶ ହେବ। ଏଇଠୁ ଆସିଛନ୍ତି ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏଇମାନଙ୍କ ବିଧାୟକ।   ଏଠି ସମସ୍ତେ ଗରିବୀର ଧାର୍ଯ୍ୟ ସୀମା ରେଖା ତଳେ। ତଳେ ଅର୍ଥ କାହିଁ କେଉଁ ତଳେ । ତେନ୍ଦୁଲକର କମିଟିର ମତ…

Read More

UNION BUDGET 2026  ନୂଆ ବୋତଲ – ହେଲେ ନାହିଁ ପୁରୁଣା ମଦ

ଭୁବନେଶ୍ୱର: (ବିଜୟ ସାହୁ)-ଏହି ବର୍ଷ ବଜେଟରେ କିଏ ଖୁସୀ କିଏ ଅଖୁସୀ ଖୋଜିଲେ କେବଳ କିଛି ମିଡ଼ିଆ ଲୋକଙ୍କୁ ଛାଡିଲେ ଆଉ କେହି ମିଳୁ ନାହାନ୍ତି । ପାୱାର ପାର୍ଟିର ଲୋକେ ବି ସେମିତି ଖୁସୀ ମାନାଉ ନାହାନ୍ତି ।ସାଧାରଣତଃ ପୂର୍ବରୁ ବଜତ ଆଗତ ବେଳେ କର୍ପୋରେଟ ଜଗତ ଖୁସୀ ହେଇଥାନ୍ତି,ମୋଦୀ ଭକ୍ତ ମଧ୍ୟବିତ୍ତ ଗୋଷ୍ଟିର ଲୋକେ କିଛି ଖୁସୀ ହେଇଥାନ୍ତି । କିନ୍ତୁ ଏଥର ଅର୍ଥମନ୍ତ୍ରୀ ବଜତର ପ୍ରଥମ ଭାଗର ସାହିତ୍ୟ ପଢିଲା ବେଳେ ଯେତେବେଳେ…

Read More

2026 UGC Guide lines:
ଉଚ୍ଚଶିକ୍ଷା ସଂସ୍ଥାନ
ସମତା ପ୍ରସାର ଦିଗ ନିର୍ଦେଶିକା
ଓ ମଣିଷ କୁକୁରକୁ କାମୁଡ଼ିବା ଉଦାହରଣ

ନୂଆଦିଲ୍ଲୀ : (ବିଜୟ ସାହୁ)-ଗତ 13 ତାରିଖରେ ପ୍ରୋକ୍ତ ଆଇନକୁ ସରକାର ବିଜ୍ଞପ୍ତିରେ ପ୍ରକାଶ କରିବା ମାତ୍ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏଭଳି ବିଚଳିତ ହେଇ ପଡିଲେ ଯେ ଗତକାଲି ଏହାକୁ “ବିଗତ 75ବର୍ଷ ଭିତରେ ଜାତି ବିହୀନ ସମାଜ ଗଠନର ସୁଫଳଗୁଡିକୁ ” ସେ ଆଖିବନ୍ଦ କରି ପାରିଲେ ନାହିଁ ଏବେ ତୁରନ୍ତ ବିନା ଶୁଣାଣିରେ ଅଚଳ କରିଦେଲେ ।ଏହି ଦିଗ ନିର୍ଦେଶିକାର ଜନ୍ମ ଓ ମୃତ୍ୟୁ  ଏତେ କ୍ଷଣସ୍ଥାୟୀ ହେଇଗଲା ଯାହା ଭାରତର ନ୍ୟାୟିକ…

Read More

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପୁଲିଙ୍ଗ ପଦର ଗ୍ରାମବାସୀ ଓ ଖଣ୍ଡୁଆଳ ମାଳି ଜନ ଆନ୍ଦୋଳନ କମିଟି

ଥୁଆମୁଳ ରାମପୁର,୩୦/୦୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ୱର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ ହକ ଏବଂ ଜଙ୍ଗଲ ଜମି ପଟା ଦାବିରେ ଶୁକ୍ରବାର ଥୁଆମୁଳ ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କୁର୍କୁଟି ମୌଜାରେ ଥିବା ପ୍ରାୟ ୪୨ ଏକର ଜମିକୁ ବିନା ଗ୍ରାମସଭାରେ ‘ଇଡକୋ’ କମ୍ପାନୀକୁ ହସ୍ତାନ୍ତର କରାଯିବା ନେଇ ହେଉଥିବା ଚକ୍ରାନ୍ତକୁ ଗ୍ରାମବାସୀ ଓ ଆନ୍ଦୋଳନକାରୀ କମିଟି…

Read More