UGC Regulation Row : Supreme Court ଟିପ୍ପଣୀ ପରେ କ’ଣ ହେବ?

ନୂଆଦିଲ୍ଲୀ : (ବିଜୟ ସାହୁ)-Promotion of Equity in Higher Education Regulation ,2026 କାର୍ଯ୍ୟକାରୀ ଘୋଷଣା ହେବା ପରେ ଉଚ୍ଚବର୍ଣ ସବର୍ଣ୍ଣ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ବିତର୍କ ଆରମ୍ଭ ହେଉଛି ।ଏହି ମାର୍ଗଦର୍ଶିକା ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା ହେଇ ନଥିବାରୁ ଉତ୍ତର ଭାରତ ରେ ବିଶେଷ ଭାବରେ ପ୍ରତିକ୍ରିୟା ସୃଷ୍ଟି ହେଉଛି । ହୁଏତ ଭିପି ସରକାର ଅମଳରେ ମଣ୍ଡଳ କମିଶନ ସୁପାରିଶ ଆଂଶିକ ଭାବରେ ଲାଗୁବେଳେ ଯେମିତି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଇଥିଲା…

Read More

THAR କିଣି – ସଜେଇ ବନ ବିଭାଗ ହଟହଟା

ଭୁବନେଶ୍ୱର : (ଶୁଭେନ୍ଦୁ ମଲ୍ଲିକ)-ବିଶ୍ଵସ୍ତ ସୂଚନା ଅନୁଯାୟୀ ବନ ବିଭାଗ ଯେଉଁ ଥର୍🚙 ଗାଡ଼ି କିଣା ହେଇଥିଲା l👉 ଯାହାର AG ଅଡିଟ ହେବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ  I👉 AG ଅଫିସ ସେଇ ମାମଲା ଯାଞ୍ଚ କରିବା ବେଳେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଜଳ ଜଳ ଦେଖା ଗଲାଣି❗ ସମସ୍ତେ ଭାବିଥିଲେ ସେଇ ଥର୍ 🚙 ସବୁ CAMPA ଫଣ୍ଡ ରୁ କିଣା ଯାଇଛି ….👉 ହେଲେ ସେଇ ଗାଡ଼ି ଗୁଡ଼ିକ …

Read More

ହେଡଗେୱାରଙ୍କ ଚର୍ଚ୍ଚିତ
ବିଶ୍ୱାସଘାତକତା, Caravan magazine ରେ ଆସିଲା ରିପୋର୍ଟ

ହେଡଗେୱାର କିପରି ସୁଭାଷ ବୋଷ ଏବଂ ତାଙ୍କ ନିଜସ୍ୱ ସମର୍ଥକଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଥିଲେ ??? ନୂଆଦିଲ୍ଲୀ :(ମୂଳ ଲେଖା – ଧିରେନ କେ ଝା/ଅନୁବାଦ- ନରେନ୍ଦ୍ର ମହାନ୍ତି)- ମହାଲେଖାଗାର ( ଆର୍କାଇଭାଲ୍) ରେକର୍ଡରୁ ଜଣାପଡ଼େ ଯେ ଆର୍.ଏସ୍.ଏସ୍ ର ସରସଂଘଚାଳକ କେଶବ ବଳିରାମ ହେଡଗେୱାରଙ୍କ ର ଗୋପାଳ ମୁକୁନ୍ଦ ହୁଦ୍ଦାରଙ୍କ ପ୍ରତି ଏକ ବିଶେଷ ସ୍ନେହ ଥିଲା। କିନ୍ତୁ ୧୯୩୯ ବୈଠକରେ ହୁଦ୍ଦାର ଯେଉଁ ଭାଷା କହିଥିଲେ ତାହା ହେଡଗେୱାରଙ୍କ ସାଂଗଠନିକ…

Read More

Mark Tully ଭାରତୀୟଙ୍କ ବିଶ୍ୱ ସ୍ୱର

ନୂଆଦିଲ୍ଲୀ :(ନରେନ୍ଦ୍ର ମହାନ୍ତି)-ସାର୍ ମାର୍କ ଟୁଲି ୨୪ ଅକ୍ଟୋବର ୧୯୩୫ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୯୦ ବର୍ଷ ବୟସରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ହୋଇଯାଇଛି। କଲିକତାରେ ଜନ୍ମିତ ବ୍ରିଟିଶ–ଭାରତୀୟ ସାମ୍ବାଦିକ ମାର୍କ ଟୁଲି ସକ୍ରିୟ ସାମ୍ବାଦିକତାରୁ ଅବସର ନେବା ପୂର୍ବରୁ ଭାରତୀୟ ଉପମହାଦେଶରେ ଗୋଟିଏ କିମ୍ବଦନ୍ତୀ ସମ ଚରିତ୍ର ପାଲଟି ଯାଇଥିଲେ। ପାଦ୍ରୀ ଭାବରେ ଯୋଗ ଦେବାକୁ ଥିବା ଟୁଲି ୧୯୬୪ ମସିହାରେ ବିବିସିରେ ଯୋଗ ଦେଇ ପ୍ରାୟ ତିନି ଦଶନ୍ଧି ଧରି କାମ କରିଥିଲେ…

Read More

UGCର ନୂଆ ନିୟମ ଓ ଭାଲଚନ୍ଦ୍ରଙ୍କ ଦୃଷ୍ଟିଭଙ୍ଗୀ

ଭୁବନେଶ୍ୱର : (ଭାଲଚନ୍ଦ୍ର ଷଡ଼ଙ୍ଗୀ)-ୟୁଜିସିର ନୂଆ ନିୟମାବଳୀ ଶିକ୍ଷାୟତନରେ କେବଳ ଜାତିଗତ ନୁହେଁ ବରଂ ଧର୍ମ, ଜାତି, ଭାଷା, ଲିଙ୍ଗ, ଆଞ୍ଚଳିକତା ଓ ଶାରୀରିକ ଅକ୍ଷମତା ଉପରେ ଆଧାରିତ ସମସ୍ତ ପ୍ରକାରର ବିଦ୍ଵେଷ ବିରୁଦ୍ଧରେ ଉଦ୍ଦିଷ୍ଟ । ଅତଏବ କେବଳ ଉଚ୍ଚ ଜାତିର ଲୋକଙ୍କୁ ହିଁ ବିଦ୍ଵେଷକାରୀ ବୋଲି ଦର୍ଶାଇ ଏହି ନିୟମ ଅଣାଯାଇଛି ବୋଲି ଯାହା ପ୍ରଚାର କରାଯାଉଛି, ତାହା ଭିତ୍ତିହୀନ ଓ ଉଦ୍ଦେଶ୍ୟ ମୂଳକ ଅଟେ । ଯଦି ଜଣେ ଏସସି ଛାତ୍ର ଆଉ…

Read More

ଏମିତି ବି ଯୋଡ଼ି ହୁଏ…

ଭୁବନେଶ୍ୱର : (ଲିଜାରାଣୀ ନାୟକ)-ଉପରେ ହସ ହସ ଚେହେରା, କିନ୍ତୁ ପଛରେ ଏମାନଙ୍କ ଭୟଙ୍କର ରୂପ। ଦୁଇଜଣ ଯାକ ହେଉଛନ୍ତି ହତ୍ୟା ଅଭିଯୋଗରେ ଜେଲରେ ସଜା କାଟୁଥିବା ଅପରାଧୀ। ଏବେ ଏହି ଦୁଇ କଏଦୀ ପ୍ରିୟା ସେଠ୍ ଏବଂ ହନୁମାନ ପ୍ରସାଦଙ୍କ ଜେଲ୍ ଭିତରେ ପ୍ରେମ ଓ ପୋଲିସର ସୁରକ୍ଷା ବଳୟ ଭିତରେ ବିବାହକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା।#ପ୍ରିୟା ୨୦୧୮ ମସିହାରେ ନିଜ ପ୍ରେମିକ ଦୀକ୍ଷାନ୍ତ କାମରାର ଋଣ ଶୁଝିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଥିଲେ।ଡେଟିଂ…

Read More

ଡୋଭାସ ସମ୍ମିଳନୀ ସେଦିନ ରୁ ଏଯାବତ

ନୂଆଦିଲ୍ଲୀ : (ବିଜୟ ସାହୁ)- ଏକଥା ଠିକ World Economic Forum ର ଜନ୍ମଦାତା ଜଣେ ଜର୍ମାନୀ ଇଞ୍ଜିନିୟର କ୍ଲାଉଜ ଶୋଆବ ( Klaus Schwab ) ଓ 1971 ମସିହା ଜାନୁଆରୀ 24 ରେ ସୁଇଜରଲାଣ୍ଡର ପର୍ବତ ଶୀତନିବାସରେ ଗୋଟିଏ ବେସରକାରୀ ଥିଙ୍କ ଟ୍ୟାଙ୍କ କ୍ଲବ ଭାବରେ ପ୍ରତିଷ୍ଠା କରିଥିଲେ । ଏହାର ଘୋଷିତ ନୀତି ଥିଲା ବାଣିଜ୍ୟ, ରାଜନୀତି, ଏକାଡେମୀ ଓ ଅନ୍ୟାନ୍ୟ ନେତାମାନଙ୍କୁ ପେଇଙ୍ଗ ଗେଷ୍ଟ ଭାବରେ ନିମନ୍ତ୍ରଣ କରି ବିଶ୍ୱ, ଆଞ୍ଚଳିକ…

Read More

ଭୁବନେଶ୍ୱର : (ବିଜୟ ସାହୁ)-ବର୍ତ୍ତମାନ ଆମ ଓଡ଼ିଶାରେ ଯେମିତି ରାଜନୀତିରେ ଘମାସନ ଚାଲିଛି ତାର ଶ୍ରେୟ ଆମେ ମିଡ଼ିଆକୁ ଦେବା ଉଚିତ । ଏବଂ ଏହାର ସମସ୍ତ ଶ୍ରେୟ ଡ ହରେକୃଷ୍ଣ ମହତାବ ପାଇବା ପାଇଁ ଯୋଗ୍ୟ ।ମୁଁ କିଛି କଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆତ୍ମଜୀବନୀରୁ ଉଲ୍ଲେଖ କରିବି । ଅବଶ୍ୟ ମୋ ଭାଷାରେ । ବନ୍ଧୁମାନେ ଫାଙ୍କ ସୂତାଗୁଡିକୁ ଯୋଡ଼ି ଦେବେ । 1964-65 ବେଳେ ଆମେରିକାର ୱାଲକଟ ନାମକ ଜଣେ…

Read More

Jharkhand Reporter – Redefining Digital Journalism in Jharkhand

Bhubaneswar :In an era where sensationalism, paid narratives, and commercial pressure often dominate the media landscape, Jharkhand Reporter has established itself as a trustworthy and independent digital news platform for the people of Jharkhand. Founded in 2017, Jharkhand Reporter was created with a clear mission—to collect, verify, and publish important news and ground reports from…

Read More

USA : ଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀ

New Delhi: (ବିଜୟ ସାହୁ)-ସବୁ ବେଳେ ଡ୍ରଗ ଖାଇ ଝୁଲୁ ଥିବା ଡୋନାଲଡ଼ ଟ୍ରମ୍ପ ଭେନଜୁଲାର ଲୋକପ୍ରିୟ ରାଷ୍ଟ୍ରପତି ନିକୋଲାସ ମାଦୁରା ଓ ତାଙ୍କ ପତ୍ନୀଙ୍କୁ ଯେଭଳି ସେନା ପଠେଇ ଟେକି ନେଲା ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ । କୌଣସି ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ଏଭଳି ଗୁଣ୍ଡା ଦେଖି ଛନ୍ତି କି ନାହିଁ କହିବା ମୁସ୍କିଲ ।ଟ୍ରମ୍ପର ଅଭିଯୋଗ ଭେନଜୁଲା କୋକେନ୍ ବିକୁଛି, ତେଣୁ ଟେକି ଆଣିଲି ଓ ଆମେରିକାରେ ବିଚାର କରିବି…

Read More