ଖାଲି ଟ୍ରମ୍ପ ଆଉ ବିଦେଶକୁ ଦୋଷ ଦେଲେ ହେବନି

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )- ମୁଁ ଟ୍ରମ୍ପଙ୍କୁ ଦୋଷ ଦେବି ନାହିଁ କି ଚାଇନାକୁ ଦୋଷ ଦେବି ନାହିଁ । ସେମାନେ ଯାହା କରନ୍ତି ସେମାନଙ୍କ ଦେଶ ସ୍ବାର୍ଥରେ କରନ୍ତି । କିନ୍ତୁ ଆମ ଦେଶର ସରକାର ? ଆମର ଚଳନ୍ତି ସରକାର ଆସିବା ପରଠାରୁ ଆମଦାନୀ ଉପରେ ସର୍ବାଧିକ ତାରିଫ୍ ଲଗାଇଛି । ତଥାପି ଏ ସରକାର ସମୟରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ପ୍ରାୟ ୪୮ ବିଲିଅନ୍ ଡଲାରରୁ ପ୍ରାୟ ୧୦୦…

Read More

ପ୍ରଧାନମନ୍ତ୍ରୀଙ୍କ
ଏଣ୍ଟାୟେର ପଲିଟିକାଲ
ସାଇନ୍ସ ବିବାଦ ଓ ତାଙ୍କ ଡିଗ୍ରୀ

ନୂଆଦିଲ୍ଲୀ : (ବିଜୟ ସାହୁ )- ବିଚିତ୍ର ଦେଶ, ବିଚିତ୍ର ଆଇନ ।ନାଗରିକ 11 ଡକୁମେଣ୍ଟ ନ ଦେଲେ 10 ଥର ଭୋଟ ଦେଇଥିଲେ ବି ନାଁ କଟିଯିବ, କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ତାଙ୍କର ସାର୍ଟିଫିକେଟ ସର୍ବସାଧାରଣରେ ପ୍ରକାଶ କରିବେ ନାହିଁ ।ଆଜି ଦିଲ୍ଲୀ ହାଇକୋର୍ଟର ଜାଣିକିଆ ବେଞ୍ଚ ଜଷ୍ଟିସ ସଚୀନ ଦତ୍ତ ସେଇ ରାୟ ଦେଲେ ।ସାର୍ଟିଫିକେଟର କ୍ରନୋଲୋଜି ଟିକିଏ ବନ୍ଧୁମାନେ ତାଜା ସ୍ମରଣ କରିବା ଉଦ୍ଦେଶ୍ୟରେ ପୋଷ୍ଟ ଟି ଲେଖୁଛି । 2014 ଲୋକସଭା…

Read More

ନିର୍ବାଚନ କମିଶନଙ୍କୁ
ଝଟକା,  ୨୨ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ : (ବିଜୟ ସାହୁ)- ସୁପ୍ରିମକୋର୍ଟ  ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଓ ଜଷ୍ଟିସ ଜୟମାଲା ବାଗ୍ଚିଙ୍କ ପୀଠ ତୃତୀୟ ଦିନର ଶୁଣାଣି ପରେ ଯେଉଁ ଅନ୍ତରୀମ ଆଦେଶ ଦେଇଛନ୍ତି ତାହା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । 6 ଦଫା ଲିଖିତ ନିର୍ଦେଶନାମା ପରବର୍ତ୍ତୀ 22 ତାରିଖ ଶୁଣାଣି ବେଳେ SIR ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ତର୍ଜମା କରିବାକୁ ବାଧ୍ୟ । କାରଣ ସମସ୍ତ ଆବେଦନକାରୀଙ୍କ ମୂଳ ଆବେଦନ ଥିଲା ନିର୍ବାଚନ କମିଶନ ଙ୍କ ସାମ୍ବିଧାନନିକ…

Read More

ଅରୁଣଙ୍କ ବେହାଲ ବର୍ଷାରେ ଭିଜିଲେ ଦର୍ଶକ

ଭୁବନେଶ୍ୱର, ୧୩/୮ : – ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସମ୍ପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବରେ ବର୍ଷୀୟାନ୍ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ l ପ୍ରକାଶକ ବିଜୟ…

Read More

ଭାଷାର ଅଭିଧାନ ଅଛି, ହେଲେ କହିବାକୁ କେହି ଜଣେ ବି ନାହିଁ

କୋରାପୁଟ : (ମାନସ ମଲ୍ଲିକ)-ପ୍ରତି ଜନଜାତିର ଭାଷା ଅଲଗା । ସେମାନଙ୍କ ଭାଷା ସାଧାରଣତଃ କଥିତ ଭାଷା ହୋଇଥିବାରୁ ଏବଂ ଲିପି ନଥିବାରୁ ପ୍ରତିବର୍ଷ ଅନେକ ଭାଷା ଲୋପ ପାଇବାରେ ଲାଗିଛି । ଏମିତି ଲୋପ ପାଇଥିବା ଏକ ଭାଷା ହେଉଛି ଆଣ୍ଡାମାନ୍ ନିକୋବର୍ ଦ୍ବୀପପୂଞ୍ଜରେ ବାସ କରୁଥିବା ଆଦିମ ଅଧିବାସୀ ଗ୍ରେଟ୍ ଆଣ୍ଡାମାନିଜ୍ ଙ୍କ ଭାଷା । ଭାଷାର ନାଁ ‘ଆକା ବୋ’ ।  ଏହି ଭାଷା ଜାଣିଥିବା ଶେଷ ମଣିଷ ଯିଏ ଥିଲେ ତାଙ୍କ…

Read More

ରେଶମ ପୋକ ଆଉ କରୁଣା ସିଲ୍କ

ଭୁବନେଶ୍ୱର: (ଜୟନ୍ତ ସେଠ) :ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତା ସୃଷ୍ଟି କରାଯାଏ, ସେଥିରେ ପ୍ରାୟ 10 ହଜାର ରୁ 15 ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ l ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣି ରେ ପକାଇବା ବେଳେ ପୋକ ସବୁ ମରନ୍ତି l ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା l ଏପରିକି…

Read More

Handloom day Special : ଆଜିର ଦିନରେ ହସ୍ତତନ୍ତ ଓ ହାଇପ….

ବ୍ରହ୍ମପୁର : (ଶ୍ରୀମା ଶଥପଥି)- ବିବାହ, ବ୍ରତ, ଯାନିଯାତ୍ରାରେ ବ୍ରହ୍ମପୁର ପାଟର ଯେଉଁ ଚାହିଦା ଥିଲା ତାହା ବଢ଼ିବା ପରିବର୍ତ୍ତେ କମିଛି । ପାଟରା ମାନଙ୍କର ଏକ ସ୍ୱତନ୍ତ୍ର ସାହି ଥିଲା । ବୋମକେଇ ପାଟକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ସ୍ୱତନ୍ତ୍ର ଏକ ଜାଗା ମଧ୍ୟ ଅଛି । କେବଳ ବ୍ରହ୍ମପୁର ବା ବୋମକେଇ ପାଟ ନୁହଁ ସମ୍ବଲପୁରୀ ଶାଢ଼ୀର ବିଜ୍ଞାପନ ଭଳି କପଡାଗୋଣ୍ଡା, କୋଟପାଡ଼ ଶାଢ଼ୀ, ଖଣ୍ଡୁଆ ଭଳି ବିଭିନ୍ନ ହସ୍ତତନ୍ତର ମଧ୍ୟ…

Read More

ଭାରତରେ ମୂର୍ତ୍ତି ପୂଜା : ଉତ୍ପତ୍ତି ଓ ପରିଣାମ…

ଭୁବନେଶ୍ୱର: (ଅଭିରାମ ମଲ୍ଲିକ) -ବୌଦ୍ଧ ଓ ଜୈନ ସଂପ୍ରଦାୟଗୁଡ଼ିକ ଦ୍ୱାରା ଭାରତବର୍ଷରେ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ମହାତ୍ମା ବୁଦ୍ଧ ଓ ଜୈନ ତୀର୍ଥଙ୍କରମାନଙ୍କ ଦ୍ୱାରା ମୂର୍ତ୍ତିପୂଜାର ସୂତ୍ରପାତ ହୋଇଥିଲା। ପ୍ରାରମ୍ଭରେ ଉକ୍ତ ଦୁଇ ସଂପ୍ରଦାୟ ମୂର୍ତ୍ତିପୂଜକ ନ ଥିଲେ। ମୂର୍ତ୍ତିପୂଜାର ବିକାଶ ପରେ ମଧ୍ୟ ଏହି ମତାବଲମ୍ବୀମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହି ଆସିଅଛି। ବୌଦ୍ଧ-ଜୈନ ମତର ହ୍ରାସ ସମୟରେ ଭାରତରେ ପୌରାଣିକମାନଙ୍କ ଦ୍ଵାରା ଈଶ୍ଵର-ଉପାସନା ପାଇଁ ଦେବଦେବୀଙ୍କ ମୂର୍ତ୍ତି ର କଳ୍ପନା କରାଗଲା। ଶୈବ,…

Read More

ମୁଖ୍ୟମନ୍ତ୍ରୀ ମୋହନ ମାଝୀ VS କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Mohan VS Dharmendra

ଭୁବନେଶ୍ୱର:(ଶ୍ରୀକୁମାର ଶୁକ୍ଲା – ଖଟିରୁ) -ମୋହନ ମାଝିକୁ ବଦନାମ କରି ଧର୍ମେନ୍ଦ୍ର ପ୍ରଧାନ ନିଜେ ମୁଖ୍ୟମନ୍ତ୍ରୀ ହେବ ବୋଲି ତାକୁ କାମ କରେଇ ଦେଉନି। ଏଥର କଲେଜ ନିର୍ବାଚନରେ ଏବିଭିପି ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ଆଜି ଖଟିରେ ଯଦୁ ଭାଇ କହିଲେ।           ଉତ୍ତରରେ ବାବୁଲି ଭାଇ କହିଲେ ନାଚି ନଜାଣି ଅଗଣାର ଦୋଷ ଭଳି  ନିଜେ କିଛି କରିନପାରି ଆଉ ଏଥିପାଇଁ ଧର୍ମେନ୍ଦ୍ରକୁ ଦୋଷ ଦେଲେ କଅଣ ହେବ? ମୋହନ ସରକାର ଯେଉଁ ସବୁ ଘଟଣାରେ…

Read More

ଜେଲ ଯିବାଠୁ ଅଧିକ ଘୃଣ୍ୟ ଥିଲା ମୁଖ୍ୟ ଗଣମାଧ୍ୟମ ଗୁଡିକର ଭୂମିକା…

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)- ଆପତ୍ତି ନାହିଁ ଯେ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍ ପଠା ଯାଇଥିଲା । କାରଣ ରାୟ ପ୍ରକାଶ ପରେ ଦୋଷୀ ପ୍ରମାଣିତ ହୋଇ ସେ ଜେଲ୍ ଯାଇ ନଥିଲେ । ଆପତ୍ତି ନାହିଁ ଯେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଭ୍ରଷ୍ଟାଚାରୀ କହିଥିଲେ । କାରଣ ସେମାନେ ବିରୋଧୀ । ସେମାନେ ଏପରି କରିବେ । କିନ୍ତୁ ମୋର ଆପତ୍ତି ହେଉଛି ସେ ସମୟର ଗଣମାଧ୍ୟମର ବ୍ୟବହାରକୁ ନେଇ ।…

Read More