ସାନଖେମୁଣ୍ଡି ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ରାଜବାଟିରୁ ଶଙ୍ଖଭବନ ଯାଏଁ ଲମ୍ବିଛି ଅଭିଯୋଗ

ବ୍ରହ୍ମପୁର: ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ  ଗଞ୍ଜାମ ଜିଲାରେ ବିଜେଡ଼ି ସଙ୍ଗଠନ ମଧ୍ୟରେ ଗୋଷ୍ଠୀ କନ୍ଦଳ ସମ୍ପର୍କିତ ଖବର ଅଧିକ ବାହାରକୁ ଆସିଛି। ପ୍ରାୟ ତିନି ବର୍ଷ ତଳୁ ଗୋପାଳପୁର,ଦିଗପହଣ୍ଡିରୁ ଆରମ୍ଭ ହୋଇଥିବା ଏହି ଅସନ୍ତୋଷ ଏବେ ଅନ୍ୟ ଆସନ ଗୁଡିକୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି।  ଗତଥର ବିଜେଡି ଜିଲ୍ଲାର ଅନ୍ୟ ୧୨ଟି ଆସନରେ ବିଜୟୀ ହୋଇଥିଲା। ମାତ୍ର ସାନଖେମୁଣ୍ଡି ଆସନରେ ଦଳ ପରାଜିତ ହୋଇଥିଲା। ଏହା ପରେ ଏହି ନିର୍ବାଚନମଣ୍ଡଳୀକୁ ବିଶେଷ ପ୍ରାଧାନ୍ୟ ଦିଆଗଲା।…

Read More

କାହିଁକି ସୁରଙ୍କ ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ.. ମୋକ୍କିମ୍,ଚିରଞ୍ଜୀବ ଉପରେ କାହିଁକି ନିଲମ୍ବନ…ଜାଣନ୍ତୁ…

ଭୁବନେଶ୍ୱର : ଦଳର ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବିଜେଡି ଓ ବିଜେପିକୁ ସମ୍ମୁଖିନ ହେବାକୁ ସାଧାନ ନାହିଁ। ମାତ୍ର ଏହି ପରିସ୍ଥିତିରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଏଆଇସିସି ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କଂଗ୍ରେସ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ କଟକ-ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକ୍କିମ ଏବଂ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ହେଲେ ସମାନ ପ୍ରସଙ୍ଗରେ ସୁର ରାଉତରାୟଙ୍କ ଦେହରେ…

Read More

ଘରର ବୋଝକୁ କାନ୍ଧରେ ବୋହୁଛି ରୀତା

ଭୁବନେଶ୍ବର; ବୟସ ମାତ୍ରା ୨୨ , ସକାଳୁ କାନ୍ଧରେ ଖାଦ୍ୟ ବ୍ୟାଗ ଧରି ଘର ଘର ବୁଲି ଖାଦ୍ୟ ପହଞ୍ଚାଇବା ହେଉଛି ତାଙ୍କ ପେଶା । ଜୀବନରେ ଅନେକ ସମସ୍ୟା ବାଧା ସୃଷ୍ଟି କରୁଥିଲେ ମଧ୍ୟ ଗୋଟିଏ ଝିଅ ହୋଇ କେବେବି ସେ ହାର ମାନି ନାହାନ୍ତି । ଯେଉଁ ବୟସରେ ପିଲାମାନେ ନିଜ ସାଙ୍ଗ ସାଥୀ ସହ ମେଳି ହୋଇ କଲେଜ ଯାଆନ୍ତି, ସେହି ବୟସରେ ରିତା ଘରର ବୋଝକୁ ନିଜ କାନ୍ଧରେ ବୋହି ନିଜ…

Read More

ଶାହା-ଧର୍ମେନ୍ଦ୍ରଙ୍କ ପସନ୍ଦକୁ ଆସୁନି କମିଟି, ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି କମିଟି ନେଇ ଆସିବ ସ୍ପଷ୍ଟତା

ଭୁବନେଶ୍ୱର – ‘ଆରେ ମୋଦିଜୀ ଫ୍ରାନ୍ସ ପେ, ସର ପେ ରିସଫଲ କା ମାମଲା ହୈ। ତୁମ କମିଟି ବନା ଲିଏ ହୋ..ପର ଆପ୍ରୁଭ ହୋନେ ଭି ଟାଇମ୍ ଲଗେଗା। ନଡ୍ଡାଜୀ କା ତୋ ଠିକ୍ ହୈ..ପର ଶାହାଜୀ ଔର ପ୍ରଧାନଜୀ ହୋଲ୍ଡ କର ଦିଏ ହେଁ। ଇନ୍ତଜାର ତୋ କରନା ପଡେଗା’। ଏହା କୌଣସି ହିନ୍ଦୀ ସିନେମାର ସଂଳାପ ନୁହେଁ.. ଏହା ବିଜେପି ମୁଖ୍ୟାଳୟର ଜଣେ କାର୍ଯ୍ୟକର୍ତ୍ତାଙ୍କ ମୁହଁରେ କୁହାଯାଇଥିବା କଥା। ଯାହା ସେ ଜଣେ…

Read More

ବିଜେପିର ଟିନ୍ତା ବଢାଉଛି ଏହି ରାଜ୍ୟର ନିର୍ବାଚନୀ ସର୍ଭେ, ସବୁ କାଣ୍ଡ ପରେ ବଢୁନି ଆସନ…ବିହାର ଓ ମହାରାଷ୍ଟ୍ରରେ ସିଟ୍ ଆବଣ୍ଟନକୁ ନେଇ ମୁଣ୍ଡ ଟେକିବ ବିବାଦ..

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଲା, ଏନସିପି ଦୁଇ ଭାଗ ହୋଇଗଲା। ବିହାରରେ ନୀତିଶ କୁମାରଙ୍କୁ ଛାଡି ଉପେନ୍ଦ୍ର କୁଶଓ୍ୱା ଏବଂ ଜିତନରାମ ମାଝୀ ଏନଡିଏକୁ ଆସିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ଇଡି ଜେରା କଲା , ମାତ୍ର ଏହାର କୌଣସି ସୁଫଳ ବିଜେପିର ଶୀର୍ଷ ନେତୃତ୍ୱ ଦେଖିବାକୁ ପାଉନାହିଁ। ଦଳ ପକ୍ଷରୁ କରାଯାଇଥିବା ନିଜସ୍ୱ ସର୍ଭେରୁ ଏନେଇ ସ୍ପଷ୍ଟ ସଙ୍କେତ ଆସିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ…

Read More

ଇଡ଼ି ନିର୍ଦ୍ଦେଶକ ପଦ ଦୌଡ଼ରେ ଅଛନ୍ତି କେଉଁ ଓଡ଼ିଆ ଅଧିକାରୀ…ଜାଣନ୍ତୁ

ଭୁବନେଶ୍ୱର  :  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତି ଅଗଷ୍ଟ ପହିଲା ପୂର୍ବରୁ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ଇଡି ନିର୍ଦ୍ଦେଶକ ଥିବା ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ଶେଷରେ ସମାପ୍ତ ହେଉଛି। ତେଣୁ ଏହା ପରେ ଇଡି ନିର୍ଦ୍ଦେଶକ ଭାବେ କିଏ ନିଯୁକ୍ତି ପାଇବେ। ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଏକାଧିକ ବରିଷ୍ଠା ଅଧିକାରୀ ନାଁ ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଓଡ଼ିଆ ଅଫିସର ତଥା ୧୯୮୮…

Read More

ଅଚିହ୍ନା ଶବର ସାଥୀ ମଧୁସ୍ମିତା ; ପାଖାପାଖି ୧୫୦୦ ଶବ କଲେଣି ଦାହ

ଭୁବନେଶ୍ବର ; ଏବେ ଶବକୁ କାନ୍ଧ ଦେଉଛନ୍ତି ମହିଳା । କୁହାଯାଏ ଯେ, ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୋଟିଏ ଶବକୁ କେବଳ ପୁରୁଷ ସମାଜ ହିଁ କାନ୍ଧ ଦେଇପାରିବ । କିନ୍ତୁ ବର୍ତ୍ତମାନ ଏହି ସାମାଜିକ ପ୍ରତିବନ୍ଧକକୁ ପାର କରି ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମଧୁସ୍ମିତା । ଅଚିହ୍ନା ଶବଗୁଡ଼ିକୁ ଉଦ୍ଧାର କରି ତାହାର ସତ୍କାର କରି ସମାଜ ପରିବର୍ତ୍ତନର ମଙ୍ଗ ଧରିଛନ୍ତି ।ଏମିତି ଜଣେ ମହିଳା ହେଉଛନ୍ତି…

Read More

ଏହି ନିର୍ବାଚନମଣ୍ଡଳୀରେ ଏଯାଏଁ ଜିତିନି ବିଜେଡି, ହେଲେ ଚାରି ଥର ଜିତିସାରିଲାଣି ବିଜେପି

ଭୁବନେଶ୍ୱର : ୨୦୦୦, ୨୦୦୪,୨୦୦୯,୨୦୧୪ ଏବଂ ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ଗୁଡ଼ିକରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବର୍ତ୍ତମାନ ବିଜେଡି ରାଜ୍ୟରେ ପ୍ରାୟ ଚାଳିଶି ପ୍ରତିଶତରୁ ଅଧିକ ଭୋଟ ନିଜ ଅକ୍ତିଆରରେ ରଖିଛି। ହେଲେ ରାଜ୍ୟରେ ଏମିତି କିଛି ଆସନ ରହିଛି, ଯେଉଁଠି ବିଜେଡି ଖାତା ଖୋଲିପାରିନି। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଆସନଟି  ପଶ୍ଚିମ ଓଡ଼ିଶାରେ ରହିଛି। ଏଥିସହ ଆସନଟି ଅନୁସୂଚିତ ଜନଜାତି ପାଇଁ ଆରମ୍ଭରୁ ସଂରକ୍ଷିତ ହୋଇଛି।…

Read More

ବିଚାରବ୍ୟବସ୍ଥା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଆଇନା ଦେଖାଇଲେ ରାଷ୍ଟ୍ରପତି ମହୋଦୟା

ନୂଆଦିଲ୍ଲୀ : କିଛି ମାସ ପୂର୍ବରୁ ବିନା ବିଚାରରେ ଜେଲ୍ ଭୋଗୁଥିବା କଏଦୀ ଏବଂ ସେମାନଙ୍କ ପରିବାର ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କିଛିଦିନ ପରେ ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଷ୍ଟ୍ରପତି ମହୋଦୟା ନିଜର ଅଭିବ୍ୟକ୍ତି ଜାରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ପରିଦର୍ଶକମାନଙ୍କ ଏକ ସମ୍ମିଳନୀରେ ଭାଷଣ ଦେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ନିଜର ବକ୍ତବ୍ୟ…

Read More

କାହା ମୁହଁ ଉପରେ ପରିସ୍ରା କରିବା ଅପରାଧ ନୁହେଁ ବୋଲି କହିଲେ ବ୍ରାହ୍ମଣ ସମାଜ ନେତା

ଭୋପାଳ : ଅସୁବିଧାରେ ପଡିଥିଲେ ସମାଜରେ କେହି କାହାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ହେଲେ ମଧ୍ୟପ୍ରଦେଶରେ ଓଲଟା ଘଟଣା ଘଟିଛି। ନିଜ ସମାଜର ଗୋଟିଏ ଲୋକ ଆଦିବାସୀ ଯୁବକ ଉପରେ ଅମାନବୀୟ ଭାବେ ପରିସ୍ରା କରି ଜେଲ୍ ଯିବା ପରେ ତା ସହିତ ସ୍ଥାନୀୟ ବ୍ରାହ୍ମଣ ସମାଜ ଛିଡା ହୋଇଛି। ବେଆଇନ ଭାବେ ନିର୍ମାଣ ହୋଇଥିବା ତା ଘରକୁ ପ୍ରଶାସନ ଭାଙ୍ଗିଦେବା ପରେ ସେହି ଘରକୁ ତୋଳିବା ପାଇଁ ସମାଜ ପକ୍ଷରୁ ଅର୍ଥ ଆଦାୟ କରାଯାଇଛି। …

Read More