ଫେଭିକଲ ଭଳି ସୁଦୃଢ ନବୀନ-ନରେନ୍ଦ୍ରଙ୍କ ଅତୁଟ ବନ୍ଧନ, ସମାଲୋଚନା ଭୟରେ ନୀତି ଆୟୋଗ ବୈଠକକୁ ଯାଇ ନ ଥିବା ଚର୍ଚ୍ଚା

ଭୁବନେଶ୍ୱର :  କର୍ନାଟକ ପରି ମଧ୍ୟ ପ୍ରଦେଶରେ ସରକାରୀ ବିରୋଧରେ ହାଓ୍ୱା ରହିଛି। ତେଲେଙ୍ଗାନାରେ ଦଳ ତିନି ନମ୍ବରରେ ରହିବ। ଛତିଶଗଡ଼ରେ ଦଳ ଜିତିବାର ସମ୍ଭାବନା ନାହିଁ। ରାଜସ୍ଥାନରେ କଂଗ୍ରେସ କଳି ଯୋଗୁ ବିଜେପି ଫାଇଦାରେ ରହିବ। ଯଦି ପାଇଲଟ ଗେହେଲଟ ଏକାଠି ହେବେ, ତେବେ ବିଜେପିକୁ ଅଧିକ ପରିଶ୍ରମ କରିବାକୁ ପଡିବ।  ସାଧାରଣ ନିର୍ବାଚନ ପୂର୍ବରୁ ଏମିତି ଯଦି ହୁଏ, ତେବେ ବିଜେପି 80ରୁ 100 ଲୋକସଭା ହରାଇବାର ସମ୍ଭାବନା ରହିଛି। ତେଣୁ ଏନଡିଏ ସରକାର…

Read More

ଇଡି ପ୍ରସଙ୍ଗରେ ତଥାକଥିତ ପ୍ରମୁଖ ଗଣମାଧ୍ୟମ କେଉଁ କଥା ଲୁଚାଇଥାଏ, ଏହାର 7ଟି ଦିଗ ଦର୍ଶାଇ ସମାଲୋଚନା କଲେ ଆପ୍ ପ୍ରବକ୍ତା

ଭୁବନେଶ୍ୱର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ଅଧୀନରେ ମନି ଲଣ୍ଡରିଂ ମାମଲା ବିଷୟରେ ୭ଟି ଜାଣିବା କଥା।  ଯାହା ବର୍ତ୍ତମାନର ଶାସକ ଦଳ ସପକ୍ଷବାଦୀ ତଥାକଥିତ ପ୍ରମୁଖ ଗଣମାଧ୍ୟମ ଯାହା  କେବେ ଆଲୋଚନା କରି ନ ଥାଏ। ମାତ୍ର ଏହାକୁ ଅତି ସୁନ୍ଦର ଭାବେ ଆମ ଆଦମୀ ପାର୍ଟି ପ୍ରବକ୍ତା ତଥା ବୁଦ୍ଧିଜୀବୀ ରଙ୍ଗାଚରଣ ପ୍ରଧାନ ଫେସବୁକ୍ ମାଧ୍ୟମରେ ବୁଝାଇ ଦେଇଛନ୍ତି। ଏହାକୁ 7ଟି ଦିଗ ମାଧ୍ୟମରେ ଶ୍ରୀ ପ୍ରଧାନ ବୁଝାଇ ଦେଇଛନ୍ତି।  ପ୍ରଥମତଃ ସିବିଆଇ…

Read More

ରୂପାନ୍ତରଣ ଚମକକୁ ଫିକା କରିଦେବ କି ସ୍କୁଲ ଡ୍ରପ୍ ଆଉଟ୍

ଭୁବନେଶ୍ୱର:ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ ରୂପାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହା ଦ୍ୱାରା ସ୍କୁଲ ଭିତ୍ତିଭୂମି ସଫଳ ହେଉଛି। ହେଲେ ଏହି ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କୁ କେତେମାତ୍ରାରେ ବାନ୍ଧି ରଖିପାରୁଛି। ଭିତ୍ତିଭୂମି ରୂପାନ୍ତରଣ ଭଳି ଶିକ୍ଷକ ଅଭାବ ମଧ୍ୟ ପୂରଣ ହେବା ଆବଶ୍ୟକ। ନ ହେଲେ ରୂପାନ୍ତରଣର ପ୍ରକୃତ ଲକ୍ଷ୍ୟ ହାସଲ କରିହେବ ନାହିଁ। ନିକଟରେ ରୂପାନ୍ତରଣ ସତ୍ତ୍ୱେ ଓଡ଼ିଶାରେ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ ପାଉ ନ ଥିବା ଜଣାପଡିଛି। ତେଣୁ ରାଜ୍ୟ ସରକାରଙ୍କ ରୂପାନ୍ତରଣ…

Read More

କାହିଁକି ନବୀନଙ୍କ ଉପରେ ଅଧିକ କଠୋର ହୋଇ ପାରୁନାହାନ୍ତି ସୁନୀଲ ବଂଶଲ… ଜାଣନ୍ତୁ… ପଢନ୍ତୁ…

ଭୁବନେଶ୍ୱର : କେନ୍ଦ୍ରରେ ସଂଖ୍ୟାଗରିଷ୍ଠ ସରକାର। ଲୋକସଭାରେ ପୂର୍ଣ୍ଣ ବହୁମତ। ଇସାରା ଦେଲେ ସିବିଆଇ, ଇଡି ଏବଂ ଆୟକର ବିଭାଗ ଲମ୍ଫ ଦେଉଛନ୍ତି। ବିଜେଡିରେ ଅସନ୍ତୋଷ ରହିଛି। କେତେକ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେବାକୁ ଗୋଡ଼ ଟେକି ବସିଛନ୍ତି। ୟୁପି ଭଳି ବିରୋଟ ପ୍ରଦେଶ ଜିତାଇଥିବା ସୁନୀଲ ବଂଶଲ କିନ୍ତୁ ଓଡ଼ିଶାକୁ ନେଇ ଚିନ୍ତାରେ ଅଛନ୍ତି। ସେ ଯେଉଁ ରଣନୀତି ଆପଣାଇବାକୁ ଚାହୁଁଛନ୍ତି। ସେଥିରେ ତାଙ୍କୁ କେନ୍ଦ୍ର ଏବଂ ରାଜ୍ୟର ଆର୍ଥିକ ଶକ୍ତିଶାଳୀ ଥିବା…

Read More

ସୂର୍ଯ୍ୟଙ୍କ ଦିଗପହଣ୍ଡି ଉପରେ ଚନ୍ଦ୍ରଶେଖରଙ୍କ ଆଖି

ବ୍ରହ୍ମପୁର: ଦୀର୍ଘ ତିନି ଦଶନ୍ଧି ଧରି ଗଞ୍ଜାମ ଜିଲା ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିପାରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ଏବେ ଶଯ୍ୟାଶାୟୀ। ପ୍ରଥମେ ମୋହନା ଏବଂ ସୀମା ପୁନଃନିର୍ଦ୍ଧାରଣ ପରେ ଦିଗପହଣ୍ଡି ବିଧାନସଭା ଆସନରୁ ମୋଟ ଛଅ ଥର ବିଧାୟକ ହୋଇଥିବା ‘ଆନ୍ନା’ଙ୍କ କିଏ ହେବ ଉତ୍ତରାଧିକାରୀ, ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିଗପହଣ୍ଡିରେ ବିଜେଡ଼ିର ନେତୃତ୍ବ ହାତେଇବା ପାଇଁ ସୂର୍ଯ୍ୟଙ୍କ ପୁତ୍ର ବିପ୍ଲବ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା…

Read More

ଜାତୀୟ ରାଜନୀତିରେ ଗୁରୁତ୍ୱ ହରାଇବାରେ ଲାଗିଛି ବିଜେଡି

ଭୁବନେଶ୍ୱର(ମତାମତ) : ନୂଆଦିଲ୍ଲୀ ତଥା ଜାତୀୟ ରାଜନୈତିକ ପ୍ରେକ୍ଷାପଟରେ ବିଜେଡ଼ି ନିଜର ଗୁରୁତ୍ୱ ହରାଉଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ ହେବାରେ ଲାଗିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସିବା ପରେ ଏହା ପରଦିନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନବୀନ ପଟ୍ଟନାୟକଙ୍କୁ ଏକ ପ୍ରକାର ଅପଦସ୍ଥ କରିଛି। ସେହିପରି ବନ୍ଦେ ଭାରତ ଟ୍ରେନ୍ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ 3ରୁ 4 ବର୍ଷ ପରେ  ପୁରୀ ବିମାନବନ୍ଦର ଉଦଘାଟନ କରିବାକୁ କହିବା ବିଜେଡିକୁ ଆହୁରି ଛୋଟ କରି ଦେଇଛି।…

Read More

ତୃତୀୟ ମହଲାକୁ ଚ୍ୟାଲେଞ୍ଜ କରିଥିଲେ ଦୀପାଳି-ବିଶାଲ

ଭୁବନେଶ୍ୱର,୧୮।୫ : ଆମ ନବ ଦାସଙ୍କ ପୁଅ, ଝିଅ। ବାପାଙ୍କ ସଙ୍ଗଠନ ଦୁଇ ଦଶନ୍ଧିରୁ ଅଛି। ନିଜ ଦମ୍ , ନିଜ କର୍ମୀ ଏବଂ ନିଜ ଟଙ୍କାରେ ନିର୍ବାଚନ ଜିତିପାରିବୁ। ଦଳ ଝାରସୁଗୁଡ଼ା ନିର୍ବାଚନରେ ବେଶୀ ମୁଣ୍ଡ ନ ପୂରାଉ। ପର୍ଯ୍ୟବେକ୍ଷକ ଆମ ହିସାବରେ କାମ କରନ୍ତୁ। ଆମକୁ ବାଦ୍ ଦେଇ କାମ କରିବା ଦ୍ୱାରା ଆମର ପରୋକ୍ଷରେ କ୍ଷତି ହେବ। ହଁ ପାଠକ ବନ୍ଧୁ ଝାରସୁଗୁଡ଼ା ନିର୍ବାଚନ ଜାରି ରହିଥିବା ସମୟରେ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ…

Read More

ସଞ୍ଜୟଙ୍କୁ ଚେକ୍ ସହ ଗଞ୍ଜାମ ଜିଲ୍ଲା ସମୀକରଣରେ ଦେଖିବାକୁ ମିଳିପାରେ ପରିବର୍ତ୍ତନ

ଭୁବନେଶ୍ୱର,୧୬।୫ :୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ରହିଛି। ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ। ତେଣୁ ଏହାକୁ ନେଇ ବିଚାରବିମର୍ଶ ଜାରି ରହିଛି। ପ୍ରାଥମିକ ଭାବେ ଗଞ୍ଜାମ ଜିଲ୍ଲା ସମୀକରଣକୁ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ବିକ୍ରମ କେଶଶୀ ଆରୁଖଙ୍କୁ ମନ୍ତ୍ରୀ କରିବା ପାଇଁ ଏକ ଆଲୋଚନା ହୋଇଛି। ହେଲେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସେହିପରି ଯୁବ ବିଧାୟିକା…

Read More

କଂଗ୍ରେସର ଝାରସୁଗୁଡ଼ା ବିପର୍ଯ୍ୟୟ, ପ୍ରାର୍ଥୀ ଚୟନ ପୂର୍ବରୁ ଚେତାଇଥିଲେ ଶ୍ରୀକାନ୍ତ, ହେଲେ ଧ୍ୟାନ ଦେଇ ନ ଥିଲା ରାଜ୍ୟ ନେତୃତ୍ୱ

ଭୁବନେଶ୍ୱର,୧୩/୬ : ବିଜେପି ସାରା ଭାରତରେ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ କରି ଜିତୁନି। ନିଜର ହିନ୍ଦୁତ୍ୱ କାର୍ଯ୍ୟସୂଚୀ ସହ ଠିକଣା ସମୟରେ ସାମାଜିକ ସମୀକରଣ ଦେଶରେ ବିଜେପିକୁ ଆଗରେ ରଖିଛି। ଯେଉଁ ଦିନ ଏ ସାମାଜିକ ସମୀକରଣ ବିରୋଧୀ ମାନେ ଏକ ହୋଇ ଭାଙ୍ଗି ଦେବେ, ସେଦିନ ବିଜେପି ରସାତଳକୁ ପଳେଇ ଆସିବ। ଅନୁରୂପ ଭାବେ ଦୁଇ ଦଶନ୍ଧିର ଦୀର୍ଘ କ୍ଷମତା ପରେ ମଧ୍ୟ ନବୀନ ପଟ୍ଟନାୟକ ବିଜୟ ଜାରି ରହିଛି। 2020 ପରଠାରୁ ନବୀନଙ୍କ ଛଦ୍ନବେଶୀ…

Read More

ହ୍ରାସ ପାଉଛି କି ଧର୍ମେନ୍ଦ୍ର ପ୍ରଧାନଙ୍କ କର୍ତ୍ତୃତ୍ୱ, ମହଙ୍ଗା ପଡିବ କି ୨୪ ରାଜନୀତି

ଭୁବନେଶ୍ୱର,୧୩/୬ : ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନ ଏବଂ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଗୋଟିଏରେ ବିଜେପି ଦ୍ୱିତୀୟ ସ୍ଥାନରେ ରହି ପରାଜୟ ହୋଇଛି। ଦ୍ୱିତୀୟଟିରେ କ୍ଷମତାରୁ ଚାଲି ଯାଇଛି। ହେଲେ ଏହି 2ଟି ଘଟଣା ସହ ରାଜ୍ୟ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଆଗାମୀ ଭବିଷ୍ୟତ ଜଡିତ ରହିଛି। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଧର୍ମେନ୍ଦ୍ର ପ୍ରଧାନ କର୍ନାଟକ ଦାୟିତ୍ୱରେ ରହିଥିଲେ ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More