SIR ବିବାଦ : ଗୃହ ଯୁଦ୍ଧ ମୁହାଁ ବିହାର BIHAR

ପାଟନା : (ବିଜୟ ସାହୁ)- ନିର୍ବାଚନ କମିଶନ 1 ଅଗଷ୍ଟରେ ବିହାର ଭୋଟର ତାଲିକା ପ୍ରକାଶ କରିବା ପରେ ଯେଉଁ ତଥ୍ୟ ଦେଇଛନ୍ତି  ସେଥିରୁ ଜଣା ପଡ଼ିଲା ଯେ ସମୁଦାୟ ପୂର୍ବରୁ ରେଜିଷ୍ଟ୍ରୀ ଭୁକ୍ତ ଭୋଟର 7.93 କୋଟି ମଧ୍ୟରୁ 65 ଲକ୍ଷ ଭୋଟରଙ୍କୁ ବାଦ ଦେଇ 7.24 କୋଟି ଭୋଟରଙ୍କୁ ଡ୍ରାଫ୍ଟ ତାଲିକାରେ ରଖିଛନ୍ତି । 65 ଲକ୍ଷ ଭୋଟରଙ୍କ ମଧ୍ୟରୁ 22.3 ଲକ୍ଷ ହେଉଛନ୍ତି ମୃତ ଭୋଟର ଓ 36.3 ଲକ୍ଷ ଭୋଟର ଅନ୍ୟତ୍ର…

Read More

ଭାରତରେ କ୍ରିକେଟ ଆଉ ଚେସକୁ ନେଇ ଏକ ଆଲେଖ୍ୟ

ଭୁବନେଶ୍ୱର : (ରବି ନାରାୟଣ ସେନାପତି) – ଚେସ ଏବେ ଏକ ଆନ୍ଦୋଳନ ଭାବେ ଦେଖାଯାଇଛି। ଜଣେ କିଶୋର ଏବେ ବିଶ୍ବ ଚମ୍ପିୟାନ ହୋଇଥିବା ବେଳେ ଆଉ ଜଣେ କିଶୋରୀ ଏବେ ବିଶ୍ବ କପ ବିଜେତା। କ୍ରିକେଟ ଏ ଦେଶର ସବୁଠୁ ଲୋକପ୍ରିୟ ଖେଳ ହୋଇପାରେ କିନ୍ତୁ ଯାହା ଜଣାପଡେ ପ୍ରତି ଦିନ ଅଧିକ ଚେସ୍ ଖେଳାଳି ଇଣ୍ଟରନେଟରେ ଚେସ୍ ଖେଳୁଛନ୍ତି। କ୍ରିକେଟ ତ ନେଟରେ ଖେଳି ହେବ ନାହିଁ। କ୍ରିକେଟରେ ତିନୋଟି ଫର୍ମାଟ। ଚେସ ରେ…

Read More

ଶାସନ ଚଳାଇବା ପାଇଁ ପ୍ରତିବଦ୍ଧତା ଦରକାର

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କେତେକ କୁହନ୍ତି ବର୍ତ୍ତମାନ ରାଜ୍ୟ ସରକାରରେ ଯେଉଁମାନେ ମନ୍ତ୍ରୀ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । କେତେକ ପ୍ରଥମ ଥର ବିଧାୟକ ହୋଇଛନ୍ତି । ଏପରିକି ନିଜ ହାତରେ ଅର୍ଥ ଓ ଗୃହ ଭଳି ଗୁରୁତ୍ତ୍ୱପୂର୍ଣ ବିଭାଗ ରଖିଥିବା ମୂଖ୍ୟମନ୍ତ୍ରୀ ବି ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ତେଣୁ ପ୍ରଶାସନିକ ଅଭିଜ୍ଞତା ନଥିବାରୁ କାମ ଯେମିତି ହେବା କଥା ତାହା ହେଉ…

Read More

ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : (କେନ୍ଦ୍ର ସରକାରଙ୍କ ସହଯୋଗରେ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଜରିଆରେ ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ) ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ…

Read More

ବାଲେଶ୍ୱର ପରେ ଏବେ ବଳଙ୍ଗା , ନିଆଁଧାସରେ ପୁଣି ଜଣେ ଛାତ୍ରୀ

ଭୁବନେଶ୍ୱର : ଏପର୍ଯ୍ୟନ୍ତ ସୌମ୍ୟାଶ୍ରୀ ଘଟଣା ମନରୁ ଲିଭି ନାହିଁ । ପୁଣି ଏକ ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ନିମାପଡ଼ା ବଳଙ୍ଗାର ଜଣେ ଯୁକ୍ତ ୨ ଛାତ୍ରୀ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ୩ଜଣ ଯୁବକ ତାଙ୍କୁ ଅଟକାଇ ତାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ବର୍ତ୍ତମାନ ପୀଡିତା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୀଡିତା ଏମ୍ସରେ ପହଞ୍ଚିବା ପରେ ତାଙ୍କ ଶରରୀର ୭୦…

Read More

ଫେରିଲେ ନବୀନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ପହଁଞ୍ଚିଛନ୍ତି। କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସର ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି । ଗତ ଜୁନ୍ ୨୦ ରେ ନବୀନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଏହି ୨୧ ଦିନ ହେଉଛି ନବୀନଙ୍କ ରାଜ୍ୟ ରାଜଧାନୀରୁ ଦୂରରେ ରହିବାର ସବୁଠାରୁ ଲମ୍ବା ସମୟ। ଉପାଧ୍ୟକ୍ଷ…

Read More

ଜମୁଛି ରାଜନୈତିକ ର‍୍ୟାଲି ରାଜନୀତି.. ମୋଦି…ନବୀନ..ରାହୁଳ… କାହା କାର୍ଯ୍ୟକ୍ରମ ଥିଲା କେମିତି….?

ଭୁବନେଶ୍ୱର : ସାଧାରଣ ନିର୍ବାଚନ-୨୦୨୪ ସରିବାର ବର୍ଷେ ପୂରିଲାଣି। ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଶାସକ ବିଜେପି ଏକାଧିକ ଥର ତାହାର ଶକ୍ତି ପ୍ରଦର୍ଶନ କରିସାରିଛି। ଅନୁରୂପ ଭାବେ ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଛି। କଂଗ୍ରେସ ମଧ୍ୟ ଏକାଧିକ ଥର ରାଜରାସ୍ତାକୁ ଓହ୍ଲାଇଲାଣି। ତେବେ କାହାର କାର୍ଯ୍ୟକ୍ରମ କିପରି, ତାହାକୁ ନେଇ ସାଧାରଣରେ ବିଭିନ୍ନ ମତ ପ୍ରକାଶ ପାଉଛି। ପ୍ରଥମେ ବିଜେପି କଥା ଆଲୋଚନା କରାଯାଉ। ବିଜେପି…

Read More

ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ: ସିଂହଦ୍ୱାର ସମ୍ମୁଖରେ ତିନି ଠାକୁର । ଗତକାଲି ସୁନବେଶ ସରିବା ପରେ ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି ।ରଥଯାତ୍ରାରେ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା । ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ…

Read More

ଇନ୍ଦିରା ଗାନ୍ଧୀଙ୍କୁ କାହିଁକି ଜୟ ପ୍ରକାଶ ବୁଝେଇ ପାରିଲେନି ?

ନୂଆଦିଲ୍ଲୀ : (ବିଜୟ ସାହୁ)-ନେହରୁ ଓ ଜୟ ପ୍ରକାଶ ପରିବାର ଗୋଟିଏ ପରିବାର କହିଲେ ଭୁଲ ହେବ ନାହିଁ । ଜୟ ପ୍ରକାଶ ନେହେରୁଙ୍କୁ ବଡ଼ ଭାଇ ଭାବରେ ବିଚାର କରୁଥିଲେ , ତାଙ୍କର ପତ୍ନୀ ପ୍ରଭାବତୀ ଦେବୀ ନେହେରୁଙ୍କ ପତ୍ନୀ କମଳା ନେହରୁଙ୍କୁ ନିଜର ବଡ଼ ଭଉଣୀ ଭାବରେ ବିଚାର କରୁଥିଲେ ।ସେଇ ଦୃଷ୍ଟିରୁ ଦେଖିଲେ ଇନ୍ଦିରା ଗାନ୍ଧୀ ହେଉଛନ୍ତି ଜୟପ୍ରକାଶଙ୍କ ଝିଆରୀ । ଜୟ ପ୍ରକାଶ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଇନ୍ଦୁ ବୋଲି ଡାକୁଥିଲେ…

Read More

ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀର ମଙ୍ଗଳାଘାଟଠାରେ ଆୟୋଜିତ ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତିଯେ ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପଦ୍ମଵିଭୂଷଣ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ସୂଚନା ଯୋଗ୍ୟଯେ ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ…

Read More