ନିଶାଡ଼ିକୁ ଜଣା ନ ଥାଏ କେତେ ନିଶା ତାକୁ ଚଢ଼ିଛି..

ଭୁବନେଶ୍ୱର : ୧ /୪ – ଅଫିମ ନିଶା ପ୍ରବଳ । ଯିଏ ଖାଏ ସେ ଜାଣେନି। ତାକୁ ଏହା ସାଧାରଣ ଲାଗେ । କିନ୍ତୁ ଯିଏ ଅଫିମିଆକୁ ଦେଖେ ସେ ଜାଣିପାରେ କେତେ ନିଶା ଚଢିଛି। ବହୁ ଦିନ ପୂର୍ବେ ଆମ ଗାଁରେ ଜଣେ ଅଫିମିଆ ଥିଲେ । ସବୁ ଦିନ ଦୁଇ ଟେଳା ନ ପକାଇଲେ ସେ ଶାନ୍ତିରେ ରହି ପାରୁନଥିଲେ। ସକାଳେ ଥରେ । ସନ୍ଧ୍ୟାରେ ଥରେ । ମୁଁ ସେତେବେଳେ ଜନ୍ମ…

Read More

ମୋଦୀଙ୍କ “ଉତ୍କଳ” ବନାମ ମାଝିଙ୍କ “ଓଡ଼ିଶା”: କାହାର ନାମକରଣ ସଠିକ୍?

ଭୁବନେଶ୍ୱର,୧ / ୪ : ଆଜି ଏପ୍ରିଲ୍ ୧, ୨୦୨୫—ଓଡ଼ିଶାର ଜନ୍ମଦିନ ପାଳନ ଅବସରରେ ଏକ ନୂଆ ଝଡ଼ ଉଠିଛି। ଏହି ଦିନଟିକୁ “ଉତ୍କଳ ଦିବସ” କିମ୍ବା “ଓଡ଼ିଶା ଦିବସ” ଭାବେ ନାମିତ କରିବା ନେଇ ରାଜ୍ୟ ଓ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ତୀକ୍ଷ୍ଣ ମତାନ୍ତର ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ନେତାମାନଙ୍କ ବିଭିନ୍ନ ବୟାନ ଏହି ବିତର୍କକୁ ଆହୁରି ଜଟିଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Read More

ପାଣ୍ଡିଆନ, ଓଡ଼ିଶା ଶାସନ ଓ ନୂଆ ସରକାରଙ୍କୁ ନେଇ ନିଆରା Facebook ବିତର୍କ

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କୁ ଭିଲିଆନ ଚିତ୍ରଣ କରି ବିଜେପି ଗତ ନିର୍ବାଚନ ଲଢ଼ି ବିଜୟ ହୋଇଥିଲା l ହେଲେ କିଛି ଦିନ ପରେ ନୂତନ ସରକାର ବର୍ଷେ ପୂରଣ କରିବେ l ମାତ୍ର ଇତି ମଧ୍ୟରେ ପାଣ୍ଡିଆନଙ୍କ ବିରୋଧରେ କୌଣସି ମାମଲା, ଅଭିଯୋଗ ହୋଇ ନାହିଁ l କାର୍ଯ୍ୟାନୁଷ୍ଠାନ ତ ଦୂରର କଥା l ଓଡ଼ିଶାରେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଆଜି ବି ପ୍ରାସଙ୍ଗିକ l ଏହାକୁ ନେଇ ରଙ୍ଗାଚରଣ ପ୍ରଧାନ ଓ ବିଶ୍ୱରାଜ ନାୟକଙ୍କ…

Read More

ଅନ୍ଧାରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଧାନସଭା…. ଠିକ୍ ତଥ୍ୟ ଦେଉ ନାହାନ୍ତି ଜିଲ୍ଲାପାଳ

କଟକ/ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଶାସନ ଚାଲି ଯାଇଛି, ମୋହନ ମାଝୀଙ୍କ ଶାସନ ଆସିଛି କିନ୍ତୁ ଅଫିସରରାଜ ସେମିତି ଜାରି ରହିଛି l ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାନତାର ସୁଯୋଗ ନେଇ ଏବେବି ପାଣ୍ଡିଆନଙ୍କ ସ୍ଳିପର ସେଲର କିଛି ଅଧିକାରୀ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଏହା ଆମର ମନଗଢା କାହାଣୀ ନୁହେଁ । ହସ୍ତଗତ ହୋଇଥିବା ଦୁଇଟି ଦସ୍ତାବିଜ ଏହାକୁ ଦର୍ଶାଉଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସ ୧୯ ତାରିଖରେ…

Read More

ଟ୍ରମ୍ପଙ୍କ ନୀତି ଦେଖି ମନେ ପଡିଲେ ବିଜୁ ବାବୁ ଓ ତାଙ୍କ ସ୍ବପ୍ନ

ଭୁବନେଶ୍ୱର : (ବିଜୟ ସାହୁ )- ସେଦିନ ବିଜୁ ବାବୁ ଦ୍ଵିତୀୟ ପାରିରେ ବିଶାଳ ବିଧାୟକଙ୍କୁ ଜିତେଇ ମୁଖ୍ୟମନ୍ତ୍ରୀ ହେଇଥାନ୍ତି । ପ୍ରଥମେ ନିଜେ କେବଳ ଶପଥ ନେଇ ମୁଖ୍ୟମନ୍ତ୍ରୀ ଚେମ୍ବର ରେ ବସିଥାନ୍ତି । ଖୁବ ଚିନ୍ତିତ ଥାଆନ୍ତି । ମୁଁ ଓ ଏସ ୟୁ ସି ଆଇର ପୂର୍ବତନ ବିଧାୟକ କମ୍ରେଡ଼ ଶମ୍ଭୁନାଥ ନାୟକ ତାଙ୍କ ଚେମ୍ବରକୁ ଗଲୁ, ଏକ ବିଶେଷ ଦରଖାସ୍ତ ନେଇ ।ଦରଖାସ୍ତକୁ APPROVED କରି ପ୍ରାଇଭେଟ ସେକ୍ରେଟାରୀ ଙ୍କୁ ପଠେଇ…

Read More

ମାତୃ ସ୍ନେହ ଛବି ଦେଖାଇ କ’ଣ ଲୁଚେଇବାକୁ ଚାହୁଁଚି ସରକାର

ନୂଆଦିଲ୍ଲୀ/ ପ୍ରୟାଗରାଜ : (ପ୍ରଶାନ୍ତ କୁମାର ରଣସିଂହ) -: କଳ୍ପନା କରନ୍ତୁ ସରକାର କେତେ ଚତୁର, ଏହି ଫଟୋଟି ମହିଳା ଏବଂ ଶିଶୁର NIKON ର 70/250 ଲେନ୍ସ କ୍ୟାମେରା ଉପରେ ଧ୍ୟାନକେନ୍ଦ୍ରୀତ କରି ନିଆଯାଇଥିଲା, ତାପରେ ଏହା ଭକ୍ତଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବରେ ପୋଷ୍ଟ କରାଯାଇଥିଲା | ମୋତେ କୁହନ୍ତୁ ତ 6 ଲକ୍ଷ ଟଙ୍କା ମୂଲ୍ୟର କ୍ୟାମେରା ଜରିଆରେ ହାଲୁକା ହସ ସହିତ କିପରି ଏହି ଫଟୋ ନିଆଯାଇଛି, ଏହି ସରକାର କେତେ…

Read More

‘କୃଷି ବଜେଟରେ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲା ଯାଇଛି ‘

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )କୃଷି ବିଭାଗ ମାନେ କ’ଣ କେବଳ ଧାନ ପାଇଁ ୮୦୦ ଟଙ୍କା ବୋନସ ଦେବା ? କୃଷି ବିଭାଗ ପାଇଁ କଣ ଆଉ କିଛି ଖର୍ଚ୍ଚ ନାହିଁ! ଚାଲନ୍ତୁ ଦେଖିବା, ଦୁଇ ବର୍ଷ ହେଲା ଧାନ ବୋନସକୁ ବାଦ୍ ଦେଇ ମୋହନ ସରକାର କୃଷି ବିଭାଗ ପାଇଁ କେତେ ଟଙ୍କା ବଜେଟରେ ବରାଦ କରୁଛନ୍ତି। ୨୦୨୪-୨୫ ପାଇଁ ପୂର୍ବ ସରକାର କୃଷି ବିଭାଗ ପାଇଁ ୨୮୯୪୪ କୋଟି ଟଙ୍କା ବରାଦ କରିଥିଲେ।…

Read More

ଆପଣ ମାନେ ବହୁତ ବୋକା ହେଲେଣି, ଏବେ ତ ବୁଝନ୍ତୁ….

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )-ଏମିତି ନୁହେଁ ଯେ ମନମୋହନ ସିଂହ ପୁରାପୁରି ଜଣେ ମହାନ୍ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ଶାସନ ସମୟରେ କିଛି ଖରାପ ନଥିଲା। ସେ ସମୟରେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ଓ ମିଡ଼ିଆ ସେ ଆନ୍ଦୋଳନକୁ ସମର୍ଥନ କରିଥିଲା। ଏହା କ଼ଂଗ୍ରେସ କିମ୍ବା ମନମୋହନ ସିଂହଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ନଥିଲା। ଏହା ସ୍ବାଭାବିକ ଥିଲା। ଏମିତି ନୁହେଁ ଯେ ଭାରତରେ ଆଗରୁ କେବେ ଆନ୍ଦୋଳନ ହୋଇ ନଥିଲା ଓ…

Read More

Off line ରୁ Ticket କିଣି Online ରେ ଚାଲିଛି ବେପାର

କଟକ/ଭୁବନେଶ୍ୱର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ କେତେକ ବ୍ୟକ୍ତି off line ମାଧ୍ୟମରେ ଟିକେଟ କିଣି Online ବିକ୍ରି କରିବାରେ ଲାଗିଛନ୍ତି l ବୁଧବାର ଅପରାହ୍ନରୁ ଏହି ବେପାର ବଢ଼ି ଯାଇଛି l କିଏ olx ତ କିଏ face book ପେଜର ସାହାରା ନେଇଛି l କିଣା ମୂଲ୍ୟରୁ ଟିକେଟ ମୂଲ୍ୟ ପାଞ୍ଚ ଗୁଣକୁ ବୃଦ୍ଧି ପାଇଛି l ଏହି ଖବର ଶେଷରେ ଏମିତି କିଛି ଟିକେଟ ବିକ୍ରି ସୂତ୍ରର…

Read More

ବିଶ୍ୱ ବଜାରରେ ଆରମ୍ଭ ହୋଇଗଲା କି ଏ.ଆଇ ଯୁଦ୍ଧ ଆରମ୍ଭ -AI War begins

ଭୁବନେଶ୍ୱର: (ମାନସ ମଲ୍ଲିକ) – ଯାହା ଆଶଙ୍କା କରା ଯାଉଥିଲା ଠିକ୍ ସେୟା ହେଲା । ଆମ ଦେଶର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଫିସଗୁଡ଼ିକରେ Chatgpt ଆଉ DeepSeek ସମେତ ଅନ୍ୟ କେତେକ generative AIର ବ୍ୟବହାରକୁ ନିଷେଧ କରାଯାଇଛି । ଆଗକୁ ଅନ୍ୟ ସରକାରୀ ମନ୍ତ୍ରଣାଳୟରେ ହୁଏତ ନିଷେଧ କରାଯାଇପାରେ । ରୋଚକ କଥା ହେଲା ଏବେ Chatgpt ର ପ୍ରତିଷ୍ଠାତା ସାମ୍ ଅଲଟମ୍ୟାନ ଭାରତ ଗସ୍ତରେ ଆସିଛନ୍ତି ଆଉ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ…

Read More