ଜମୁଛି ରାଜନୈତିକ ର‍୍ୟାଲି ରାଜନୀତି.. ମୋଦି…ନବୀନ..ରାହୁଳ… କାହା କାର୍ଯ୍ୟକ୍ରମ ଥିଲା କେମିତି….?

ଭୁବନେଶ୍ୱର : ସାଧାରଣ ନିର୍ବାଚନ-୨୦୨୪ ସରିବାର ବର୍ଷେ ପୂରିଲାଣି। ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଶାସକ ବିଜେପି ଏକାଧିକ ଥର ତାହାର ଶକ୍ତି ପ୍ରଦର୍ଶନ କରିସାରିଛି। ଅନୁରୂପ ଭାବେ ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଛି। କଂଗ୍ରେସ ମଧ୍ୟ ଏକାଧିକ ଥର ରାଜରାସ୍ତାକୁ ଓହ୍ଲାଇଲାଣି। ତେବେ କାହାର କାର୍ଯ୍ୟକ୍ରମ କିପରି, ତାହାକୁ ନେଇ ସାଧାରଣରେ ବିଭିନ୍ନ ମତ ପ୍ରକାଶ ପାଉଛି। ପ୍ରଥମେ ବିଜେପି କଥା ଆଲୋଚନା କରାଯାଉ। ବିଜେପି…

Read More

ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ: ସିଂହଦ୍ୱାର ସମ୍ମୁଖରେ ତିନି ଠାକୁର । ଗତକାଲି ସୁନବେଶ ସରିବା ପରେ ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି ।ରଥଯାତ୍ରାରେ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା । ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ…

Read More

ଇନ୍ଦିରା ଗାନ୍ଧୀଙ୍କୁ କାହିଁକି ଜୟ ପ୍ରକାଶ ବୁଝେଇ ପାରିଲେନି ?

ନୂଆଦିଲ୍ଲୀ : (ବିଜୟ ସାହୁ)-ନେହରୁ ଓ ଜୟ ପ୍ରକାଶ ପରିବାର ଗୋଟିଏ ପରିବାର କହିଲେ ଭୁଲ ହେବ ନାହିଁ । ଜୟ ପ୍ରକାଶ ନେହେରୁଙ୍କୁ ବଡ଼ ଭାଇ ଭାବରେ ବିଚାର କରୁଥିଲେ , ତାଙ୍କର ପତ୍ନୀ ପ୍ରଭାବତୀ ଦେବୀ ନେହେରୁଙ୍କ ପତ୍ନୀ କମଳା ନେହରୁଙ୍କୁ ନିଜର ବଡ଼ ଭଉଣୀ ଭାବରେ ବିଚାର କରୁଥିଲେ ।ସେଇ ଦୃଷ୍ଟିରୁ ଦେଖିଲେ ଇନ୍ଦିରା ଗାନ୍ଧୀ ହେଉଛନ୍ତି ଜୟପ୍ରକାଶଙ୍କ ଝିଆରୀ । ଜୟ ପ୍ରକାଶ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଇନ୍ଦୁ ବୋଲି ଡାକୁଥିଲେ…

Read More

ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀର ମଙ୍ଗଳାଘାଟଠାରେ ଆୟୋଜିତ ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତିଯେ ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପଦ୍ମଵିଭୂଷଣ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ସୂଚନା ଯୋଗ୍ୟଯେ ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ…

Read More

କ’ଣ ପାଇଁ ପ୍ରଥମ ବିଶ୍ୱଯୁଦ୍ଧରେ ଆମେରିକା ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା?

ନ୍ୟୁୟର୍କ : (ବିଜୟ ସାହୁ)-ଏବେ ବି ବୁର୍ଜୁଆ ବୁଦ୍ଧିଜୀବୀଙ୍କ ବିତର୍କର ଅନ୍ତ ହେଇନାହିଁ କାହିଁକି ଆମେରିକା ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବା ଶେଷ ପର୍ଯ୍ୟାୟରେ ମିତ୍ର ଶକ୍ତି ସାମ୍ମୁଖ୍ୟରେ ଯୋଗଦେଲା । ରାଷ୍ଟ୍ରପତି Woodrow Wilson ଯୁଦ୍ଧରୁ ଦୂରେଇ ରହିବାକୁ ଚାହୁଁଥିଲେ ।ସେ ଏହି ଯୁଦ୍ଧକୁ ଇଉରୋପର ରକ୍ତସ୍ନାତ ଯୁଦ୍ଧ ଭାବରେ ଅଭିହିତ କରି ସେଥିରେ ଗା-ଧୋଇବାକୁ ଚାହୁଁ ନଥିଲେ । ୧୯୧୪, ଅଗଷ୍ଟ ୧୯ ରେ ରାଷ୍ଟ୍ରପତି ଔପଚାରିକ ଭାବରେ ଘୋଷଣା କରିଥିଲେ –” The…

Read More

ସଂସ୍କାର ଆଣି ଉଦାହରଣ ସୃଷ୍ଟି କରନ୍ତୁ ଗଜପତି ଦିବ୍ୟସିଂହ ଦେବ

(ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଚିଠି, ଆତ୍ମ ସମ୍ମାନ ଓ ମାନବିକତାର ଉଦାହରଣ ସୃଷ୍ଟି କରନ୍ତୁ ) ପୁରୀ-(୩/୭): ମାନବୀୟ ଦୃଷ୍ଟିକୋଣରୁ ଗଜପତି ଉଦାହରଣ ସୃଷ୍ଟି କରନ୍ତୁ l ଏନେଇ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ପୁରୀ ଗଜପତି ଦିବ୍ୟ ସିଂହ ଦେବଙ୍କୁ ଚିଠି ଲେଖା ଯାଇଛି l ଅଭିଯାନ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ବ୍ୟବସ୍ଥାରେ ଗଜପତି ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ସେବକ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି। ଛେରା-ପହଁରା କରିବା…

Read More

ମହିଳା ଏବଂ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟାଙ୍କ୍ ଓ ଥାନା ପରିସର ସଫେଇ ନିମନ୍ତେ ଜାମିନ୍ ସର୍ତ୍ତାବଳୀ:ଏହି ମନୋମୁଖୀ ତଥା ମର୍ଯ୍ୟାଦାହାନୀ ସର୍ତ୍ତାବଳୀ ବିରୋଧରେ ଓଡିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲା ସେସନ୍ସ କୋର୍ଟ ଦ୍ୱାରା ମନମୁଖୀ ତଥା ଅସମ୍ମାନଜନକ ଜାମିନ ସର୍ତ୍ତାବଳୀ ବିରୋଧରେ ରାଜ୍ୟର ବିଭନ୍ନ ଆଇନଜୀବୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓଡିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କୀୟ ବିବରଣୀରୁ ପ୍ରକାଶ ଯେ,(୧) ଜଣେ ମହିଳା ଶ୍ରୀମତୀ ମନୋଜ୍ଞାନା ପଟ୍ଟନାୟକ, କଟକର ଲିଙ୍କ ରୋଡ୍ ଶାଖାର ଏକ ଘରୋଇ ବ୍ୟାଙ୍କ( ICICI )ରୁ ଋଣ ନେଇଥିଲେ ଏବଂ ସେ…

Read More

ମୁଖ୍ୟଧାରା ଗଣମାଧ୍ୟମ ଦିନକୁ ଦିନ କ୍ଷତି କାରକ ହେଉଛି

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କିଛି ବନ୍ଧୁ କୁହନ୍ତି ମୁଁ ସମଗ୍ର ଦେଶର ମିଡିଆକୁ ସମାଲୋଚନା କରିବା ଅପେକ୍ଷା ଓଡ଼ିଶା ମିଡ଼ିଆକୁ ବେଶ ସମାଲୋଚନା କରୁଛି । ସେ ମାନେ ଭାବନ୍ତି ଜାତୀୟ ମିଡ଼ିଆ ଯେତେ ଖରାପ ହୋଇଛି, ଓଡ଼ିଶା ମିଡ଼ିଆ ସେ ଅବସ୍ଥାକୁ ଆସିନାହିଁ । ମୁଁ ଏଥିରେ ସହମତ ନୁହେଁ । ଅବଶ୍ୟ ଜାତୀୟ ମିଡ଼ିଆ ଭଳି ଓଡ଼ିଶାରେ କାଁ ଭାଁ କୌଣସି ମିଡ଼ିଆ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛନ୍ତି । କିନ୍ତୁ…

Read More

ସବୁରି ଉପରେ ଇତିହାସ : ଆତ୍ମ ଅଧିକାର ଗଣତନ୍ତ୍ରର ପୂଜାରୀ ସ୍ବେଚ୍ଛାଚାରୀ ହେଲା କାହିଁକି ?

ନ୍ୟୁୟର୍କ : (ବିଜୟ ସାହୁ)- ଦିନ ଥିଲା ଆମେରିକା ମଧ୍ୟ ପ୍ରାଚ୍ୟ ଜଗତର ପ୍ରିୟ ଓ ବିଶ୍ୱସ୍ତ ବନ୍ଧୁ ଥିଲା । ସେମାନେ ଆମେରିକାକୁ ପୂର୍ଣ ମାତ୍ରାରେ ଶ୍ରଦ୍ଧା କରୁଥିଲେ । କିନ୍ତୁ ଆଜି କାହିଁକି ମଧ୍ୟପ୍ରାଚ୍ୟ ଘୃଣା କରୁଛି ଓ ଆମେରିକା ମଧ୍ୟପ୍ରାଚ୍ୟକୁ ମଧ୍ୟ ଘୃଣା କରୁଛି ? ଏକଥା ବୁଝିବାକୁ ହେଲେ ପ୍ରାୟ ୨୦୦ ବର୍ଷ ତଳର ଆମେରିକା – ଆରବ ଜଗତର ସମ୍ପର୍କର ଇତିହାସକୁ ଐତିହାସିକ ପୃଷ୍ଠଭୂମିରେ ଭୂମିରେ ବିଚାର ଜରୁରୀ। ପ୍ରଥମ…

Read More

ରଥଯାତ୍ରା ବିଶେଷ: ଗଜପତି ମହାରାଜା ଓ କଳାପାଣିର କାହାଣୀ

ପୁରୀ : (ବିଜୟ କୁମାର ପଣ୍ଡା)-୧୮୭୮ ମସିହାରେ ଗଜପତି ମହାରାଜ ଦିବ୍ୟସିଂହଦେବ(ପ୍ରଥମ)ଙ୍କୁ କଳାପାଣି ଦଣ୍ଡାଦେଶ କରନ୍ତି ଇଂରେଜ ସରକାର। ନିଜ ୯ ଜଣ ଅନୁଗତଙ୍କ ସହ ତାଙ୍କୁ ଦଣ୍ଡ ମିଳିଥାଏ। ବାସ୍ତବରେ ପିତୃହୀନ ହୋଇଯିବା ପରେ ସଂଯୋଗକୁ ଦିବ୍ୟସିଂହ ଦେବଙ୍କୁ ସିଂହାସନ ଆରୋହଣ କରିବାକୁ ପଡ଼ିଥିଲା। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମୃତ ଗଜପତିଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଏହି ସିଂହାସନରେ ନୂଆ ଗଜପତିଙ୍କ ଅଭିଷେକ ହେବାପରେ ଯାଇ ଠାକୁରଙ୍କ ନୀତି ହୁଏ। ଏହି କ୍ରମରେ ଅଳ୍ପ ବୟସରୁ…

Read More