ଇନ୍ଦିରା ଗାନ୍ଧୀ ଓ ଶେଖ ହସିନା – ମେଳ ଅଳପ – ଅମେଳ ବହୁତ

ନୂଆଦିଲ୍ଲୀ : (ବିଜୟ ସାହୁ)- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କକନ୍ୟା ଇନ୍ଦିରା ଗାନ୍ଧୀ । ସେମିତି ବଙ୍ଗଳା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମୁଜିବୁର ରହମନଙ୍କ କନ୍ୟା ଶେଖ ହସିନା । ଏହା ହେଲା ଉଭୟଙ୍କ ଭିତରେ ବଡ଼ ମେଳ । କିନ୍ତୁ ବଡ଼ ଅମେଳ ହେଲା ନେହରୁଙ୍କ କନ୍ୟା ପିଲା ଦିନୁ ରାଜନୈତିକ ପରିବେଶରେ ବଢି ଥିଲେ ଓ ନେହେରୁ ପ୍ରଧାନମନ୍ତ୍ରୀ ହେବା ପରେ ବିଶ୍ୱ ନେତା ଓ ବିଶ୍ଵ କୂଟନୀତି ସମ୍ପର୍କରେ ପ୍ରତ୍ୟକ୍ଷ…

Read More

RSS@100 : ହିନ୍ଦୁରାଷ୍ଟ୍ର ବିଚାର ଓ ଇଂରେଜ ମୋହର

ନୂଆଦିଲ୍ଲୀ :(ବିଜୟ ସାହୁ)-ସାବରକର ଓ ଗୋଲୱାକରଙ୍କ ହିନ୍ଦୁ ରାଷ୍ଟ୍ର ଦର୍ଶନ ଇଂରେଜ ଶାସକ ମଧ୍ୟ ଉନବିଂଶ ଶତାବ୍ଦୀରେ ମୋହର ମାରିଥିଲେ । ସେତେବେଳେ ଭାରତରେ ଏହି ଦୁଇ ହିନ୍ଦୁତ୍ୱ ଦାର୍ଶନିକଙ୍କ ପ୍ରଭାବ କେବଳ ତଦାନୀନ୍ତନ କେନ୍ଦ୍ର ପ୍ରୋଭିନ୍ସ ଓ ମହାରାଷ୍ଟ୍ରର ନାଗପୁରର ସୀମିତ ଅଞ୍ଚଳରେ ବ୍ରାହ୍ମଣଙ୍କ ମଧ୍ୟରେ ଥିଲା । ବ୍ରିଟେନର ଜଣେ ରାଜନୀତିଜ୍ଞ ଥିଲେ   ସ୍ତ୍ୟାନଲେ ବାଲଡ଼ୱିନ । ସେ କନଜର୍ଭେଟିଭି ପାର୍ଟିରୁ ପ୍ରଥମ ବିଶ୍ଵଯୁଦ୍ଧ ପରେ ଓ ଗ୍ରେଟ ଡିପ୍ରେସନ ସମୟରେ ତିନି ଥର…

Read More

RSS@100 : ଶଙ୍କର ପ୍ରଜାତିର ବୈଜ୍ଞାନିକ ପ୍ରୟୋଗ

ଭୁବନେଶ୍ୱର : (ବିଜୟ ସାହୁ)-ହିଟଲର ଆତ୍ମଜୀବନୀ Mein Kamph ରୁ ବିଶୁଦ୍ଧ ଆର୍ଯ୍ୟ ସନ୍ତାନ ଜନ୍ମ କଥା ଆମେ ଜାଣିଛେ । ନ ଜାଣିଥିଲେ ଅନ୍ତତଃ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଶତବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଜାଣିବା ଉଚିତ । ପୁସ୍ତକଟି କେବଳ ଜର୍ମାନୀ ଛଡା ସବୁଆଡେ ମିଳୁଛି । ଏହାର ବଡ଼ ଭଲ୍ୟୁମଟି କିଣିଲେ ଭଲ, କାରଣ ଏଥିରେ A Prelude to Genocide ଅଧ୍ୟାୟଗୁଡ଼ିକ ମଧ୍ୟ ରହିଛି ଓ ନାଜୀ ବିଭୀଷିକାର ଫଟୋଚିତ୍ର…

Read More

Bihar 2025 Votes : ପ୍ରଶାନ୍ତ କିଶୋର କାହିଁକି ତେଜସ୍ୱୀଙ୍କ ବିରୋଧରେ ଛିଡା ହେଲେ ନାହିଁ…..

ପାଟନା: (ଅବିନାଶ ମହାପାତ୍ର)-  ବିହାରର ପାଟନାରେ କିଛିଦିନ ତଳେ ବରିଷ୍ଠ ସାମ୍ବାଦିକା ନାଭିକା କୁମାର, ପ୍ରଶାନ୍ତ କିଶୋରଙ୍କୁ ଏକ ସାକ୍ଷାତକାରରେ ପଚାରିଲେ ଦିଲ୍ଲୀର କେଜରୀୱାଲଙ୍କ ପରେ ସାରା ଦେଶରେ ଆପଣଙ୍କର ଜନ ସୁରାଜ ପାର୍ଟି ଦ୍ବିତୀୟ ପଲିଟିକାଲ୍ ଷ୍ଟାର୍ଟ ଅପ୍। ୩ ବର୍ଷରେ ଏହାର ସଫଳତା କେତେ ବୋଲି ଆପଣ ଅନୁଭବ କରୁଛନ୍ତି। ପ୍ରଶାନ୍ତଙ୍କ ଉତ୍ତର ସଫଳତା କିମ୍ବା ବିଫଳତାକୁ ନେଇ ନଥିଲା। ସେ କହିଲେ ଆପଣଙ୍କ ପ୍ରଶ୍ନ ହି ଭୁଲ୍ ଅଛି। ଦେଶରେ ଯଦି ପ୍ରଥମ…

Read More

ସମାନତା – ସାମାଜିକ ନ୍ୟାୟର ପ୍ରତୀକ ଭାରତରତ୍ନ କର୍ପୁରୀ ଠାକୁର ଓ ତାଙ୍କ ନାତୁଣୀ ଜାଗୃତୀଙ୍କର କାହାଣୀ

ପାଟନା : (ଅବିନାଶ ମହାପାତ୍ର)-ବିହାର ରାଜନୀତିରେ ଅନେକ କଥା ଓ କାହାଣୀ ରହିଛି। ଭାରତର ରାଷ୍ଟ୍ରୀୟ ରାଜନୀତିକୁ ଏହା ସବୁବେଳେ ପ୍ରଭାବିତ କରିଛି। ୟୁପି ଓ ବିହାର ଦୁଇଟି ପ୍ରମୁଖ ରାଜ୍ୟ ଭାବେ ୧୨୦ରୁ ଅଧିକ ସାଂସଦଙ୍କୁ ଦିଲ୍ଲୀକୁ ପଠାଉଥିବାରୁ ଏଠାକାର ସ୍ଥାନୀୟ ସମସ୍ୟା ମଧ୍ୟ ଜାତୀୟ ସମସ୍ୟାଭାବେ ଚର୍ଚ୍ଚା ହୁଏ। ଏଥରର OBC ଜାତି ଜନଗଣନା ହେଉ କିମ୍ବା SIR ବିବାଦ। ପୂର୍ବରୁ ୟୁପିଏ ସରକାର ସମୟରେ ଲାଲୁ ଯାଦବଙ୍କ ସମର୍ଥନ ପାଇଁ ଯେମିତି ସରକାର…

Read More

Bihar Election 2025 : ଅଲିନଗରର ସାମାଜିକ ସମୀକରଣ ଓ ବିଜେପିର ମୈଥିଲି ଠାକୁର 

ପାଟନା : (ଅବିନାଶ ମହାପାତ୍ର)-ଆର ମାସରେ ବିହାରର ବିଧାନସଭା ନିର୍ବାଚନ। ସେହିକ୍ରମରେ ଆଜି ବିଜେପି ରାଜ୍ୟରେ ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୨ ଜଣିଆ ତାଲିକାରେ ମୈଥିଲି ଠାକୁରଙ୍କ ନାଁକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା।  ପ୍ରସିଦ୍ଧ ଲୋକଗାୟିକାଙ୍କୁ ଯୁବ ସମାଜର ପ୍ରତିନିଧି ଭାବେ ମିଥିଳାଞ୍ଚଳରୁ ପ୍ରାର୍ଥୀ କରାଯାଇଛି। ମୈଥିଲୀ ଠାକୁରଙ୍କୁ ଦର୍ଭଙ୍ଗା ଜିଲ୍ଲାର ଅଲିନଗର ବିଧାନସଭା କ୍ଷେତ୍ରରୁ ପ୍ରତ୍ୟାଶୀ କରାଯିବା ପରେ ଏଠାକାର ଭୋଟର ଓ ସାଂପ୍ରତିକ ସ୍ଥିତିକୁ ନେଇ ବେଶ୍…

Read More

ବିହାର ରାଜନୀତିରେ ‘X’ ଫ୍ୟାକ୍ଟର ହେବେ କି ପ୍ରଶାନ୍ତ କିଶୋର ?

ପାଟନା :(ଅବିନାଶ ମହାପାତ୍ର)- ଆସନ୍ତା ମାସରେ ବିହାରର ବିଧାନସଭା ନିର୍ବାଚନ। ସେହି କ୍ରମରେ ସବୁଦିନ ବିହାର ରାଜନୀତି ଉପରେ କିଛି ଲେଖିବା କ୍ରମରେ ଆଜି ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ଯାତ୍ରା ଓ ବିହାରରେ ଏବେ ସେ କାହିଁକି ଅଧିକ ଚର୍ଚ୍ଚାରେ ଏହାକୁ ନେଇ ବିଶ୍ଳେଷଣ। ବହୁତ ଲୋକ କହୁଛନ୍ତି ଜାତି ଭିତ୍ତିକ ଭୋଟଦାନ ମଧ୍ୟରେ ପ୍ରଶାନ୍ତଙ୍କ ବିକାଶ, ବେରୋଜଗାର ଓ ପଳାୟନ ଆଦୌ ପ୍ରସଙ୍ଗ ହେବନାହିଁ। ମୁସଲିମ, ଯାଦବ, ଠାକୁର ଓ ବ୍ରାହ୍ମଣଙ୍କୁ ନେଇ…

Read More

ଗାନ୍ଧୀ ବିଚାର ଏକ ଅଲିଭା ଦୀପଶିଖା

ଭୁବନେଶ୍ୱର: (ପ୍ରହଲାଦ କୁମାର ସିଂହ): -‘ମୁଁ ଓ ଅନ୍ୟମାନେ ବିପ୍ଲବୀ ହୋଇପାରୁ; କିନ୍ତୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆମେମାନେ ହେଉଛୁ ମହାତ୍ମା ଗାନ୍ଧୀଙ୍କ ଶିଷ୍ୟ’ – ମହାନ ବିପ୍ଲବୀ ତଥା ଭିଏତନାମର ଦୀର୍ଘବର୍ଷ ଧରି ରାଷ୍ଟ୍ରପତି ଥିବା ହୋ ଚି ମିନ୍‍ଙ୍କର ଏହା ହେଉଛି ଉଦ୍‍ଘୋଷଣା । ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ପ୍ରଭାବରେ ଦେଶ ବିଦେଶର ବହୁ ବ୍ୟକ୍ତି ଆକର୍ଷିତ ହୋଇଛନ୍ତି । ତାଙ୍କ ପଥରେ ଚାଲି ମାର୍ଟିନ୍‍ ଲୁଥର କିଙ୍ଗ୍‍, ନେଲସନ୍‍ ମଣ୍ଡେଲା, ଅଙ୍ଗ…

Read More

ଜାଣନ୍ତୁ… ଏ ମହାନ ବ୍ୟକ୍ତିଙ୍କୁ…….

ଭୁବନେଶ୍ୱର : (ଅପୂର୍ବ ପଣ୍ଡା)-1944 ମସିହା ,ଜୁଲାଇ ମାସ। ଦ୍ବିତୀୟ ବିଶ୍ୱଯୁଦ୍ଧ ଜୋରସୋରରେ ଚାଲିଥାଏ । ବ୍ରିଟିଶ ଶାସକମାନଙ୍କୁ ଠିକ ଜବାବ ଦେବା ପାଈଁ ଏହା ପ୍ରକୃଷ୍ଟ ସମୟ ବୋଲି ବିଚାରନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। Indian National Army ର ଶକ୍ତି ବୃଦ୍ଧି ପାଈଁ ଲାଗିପଡନ୍ତି ନେତାଜୀ। ଭାରତକୁ ବ୍ରିଟିଶମାନଙ୍କ କବଳରୁ ମୁକୁଳେଇବା ପାଇଁ ଅଧିକ ସୈନିକ ଆବଶ୍ୟକ, ଅସ୍ତ୍ରାଶ ଗୋଳବାରୁଦ ସହିତ ଅର୍ଥର ବି ଆବଶ୍ୟକ ପଡେ। ଅର୍ଥ ଯୋଗାଡ଼ ପାଇଁ ନେତାଜୀ…

Read More

ସୋନମ ୱାଙ୍କଚୁକ ଓ ଅନ୍ୟାନ୍ୟ ତଥ୍ୟ

ଲଦାଖ : (ବିଜୟ ସାହୁ)-ଲଦାଖ ଓ ଏହାର ଶାନ୍ତିଦୂତ ବାଙ୍ଗଚୁଙ୍ଗଙ୍କ ଦେଶପ୍ରେମ ପରୀକ୍ଷାର ସମ୍ମୁଖୀନ ହେଇଛନ୍ତି । ସେମାନେ ଚୀନ ଏଜେଣ୍ଟ, ପାକିସ୍ତାନ ଏଜେଣ୍ଟ, ନେପାଳ ଏଜେଣ୍ଟ, ବଙ୍ଗଳା ଦେଶ ଏଜେଣ୍ଟ, ଆମେରିକା ଏଜେଣ୍ଟ ଭାବରେ ଅଭିଯୁକ୍ତ ହେଇ ଜେଲ ଯାଇଛନ୍ତି ।ଏହି ଅଭିଯୋଗ ଦିଲ୍ଲୀ ଦରବାର ଓ ସେମାନଙ୍କ କୋଳ ପୋଷା ମିଡ଼ିଆ ପ୍ରଚାର କରି ଚାଲିଛନ୍ତି । ପୂର୍ବରୁ ଜାମ୍ମୁ କାଶ୍ମୀର ମୁସଲିମମାନେ ଦେଶଦ୍ରୋହୀ ଟୀକା ପିନ୍ଧିଥିଲେ, ଏବେ ପାଳି ଲଦାଖ ବୁଦ୍ଧିଷ୍ଟମାନଙ୍କର   ।…

Read More