ସିବିଆଇର ନିର୍ଦ୍ଦେଶକ ହେଲେ ଆଇପିଏସ ପ୍ରବୀଣ ସୁଦ

ନୂଆଦିଲ୍ଲୀ:ପ୍ରବୀଣ ସୁଦ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି l ୧୯୮୬ ବ୍ୟାଚର ଏହି ଅଧିକାରୀ କର୍ଣ୍ଣାଟକ ପୁଲିସ ମହା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ l ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଆରମ୍ଭ ହୋଇଥିବା ‌ଦୌଡ଼ରେ ପ୍ରବୀଣ ସୁଦଙ୍କ ନାଁ ଆଗରେ ରହିଥିଲା। ଗତ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ…

Read More

କର୍ନାଟକ ବାଜି ଜିତିଲା କଂଗ୍ରେସ , ପୂର୍ଣ୍ଣ ବହୁମତରେ କରିବ ସରକାର

ଭୁବନେଶ୍ୱର,୧୩/୬ : ମୋତେ 90 ଥର କଂଗ୍ରେସ ଗାଲି ଦେଇଛି। କଂଗ୍ରେସ ମୁସଲମାନମାନଙ୍କୁ ତୁଷ୍ଟୀକରଣ କରୁଛି। ବଜରଙ୍ଗବାଲୀଙ୍କ ଅପମାନ କରୁଛି। ହିନ୍ଦୁମାନଙ୍କୁ ଏକାଠି ହେବାର ସମୟ ଆସିଛି। ଭୋଟରମାନେ ଭୋଟ ଦେଲା ବେଳେ ବଜରଙ୍ଗବାଲୀଙ୍କୁ ସ୍ମରଣ କରନ୍ତୁ। ଏହିପରି ଭାବେ ନାଟକୀୟ ଢଙ୍ଗରେ ନରେନ୍ଦ୍ର ମୋଦି କର୍ଣ୍ଣାଟକ ଜିତିବା ପାଇଁ ପ୍ରଚାର କରିଥିଲେ। ୱନିଜର ସବୁ ସରକାରୀ କାର୍ଯ୍ୟକ୍ରମକୁ ପଠରେ ପକାଇ ମାତ୍ର ୧୦ ଦିନରେ ୧୭ ରାଲି ଏବଂ ୫ ଟି ବଡ ରୋଡ୍ ସୋ’…

Read More

ପୁଣି ଗିରଫ ହେବେ ଇମରାନ୍ ଖାନ୍

ନୂଆଦିଲ୍ଲୀ; ଗତ ମଙ୍ଗଳବାର ଇମ୍ରାନଙ୍କୁ ଇସଲାମାବାଦ କୋର୍ଟ ପରିସରରୁ ପାକିସ୍ତାନ ରେଂଜର୍ସଙ୍କ ଦ୍ବାରା ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଧକ୍କା ମାରି ଏକ ଭ୍ୟାନ୍‌ରେ ବସାଯାଇଥିଲା। ୯୦-୧୦୦ ଜଣ ପାକ୍‌ ରେଂଜର୍ସ କୋର୍ଟ ପରିସରରେ ପଶି ଇମ୍ରାନଙ୍କୁ ଗିରଫ କରିବା ବିଷୟକୁ ସୁପ୍ରିମ୍‌କୋର୍ଟ ଗମ୍ଭୀରତାର ସହ ଗ୍ରହଣ କରି ତାଙ୍କ  ଗିରଫଦାରିକୁ ବେଆଇନ ଘୋଷଣା କରି ତାଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଇମ୍ରାନ ଆଜି ଇସ୍‌ଲାମାବାଦ ହାଇକୋର୍ଟରେ ପହଞ୍ଚିଯାଇଛନ୍ତି। ଯେଉଁଠାରେ…

Read More

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି। ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ପାସ୍‌ ହାର ରହିଛି । ସେହିପରି ଝିଅଙ୍କ ପାସ୍ ହାର- ୯୪.୨୫% ରହିଥିବାବେଳେ ପୁଅଙ୍କ ପାସ୍ ହାର ୯୨.୨୭% ରହିଛି । ପିଲାମାନେ cbseresults.nic.inରେ ରେଜଲ୍ଟ ପାଇପାରିବେ ।ଓଡିଶାରେ ଗତବର୍ଷ ତୁଳନାରେ ୬.୪୮% ରେଜଲ୍ଟ ହ୍ରାସ ପାଇଛି…

Read More

ସିବିଏସ୍‌ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ; ଚଳିତ ବର୍ଷ ପାସ୍‌ ହାର ୮୭.୩୩%

ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ର (ସିବିଏସ୍‌ଇ) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୭.୩୩% ହୋଇଥିବା କଥା ‘ସିବିଏସ୍‌ଇ’ ପକ୍ଷରୁ ଜଣାପଡିଛି । ଏହି ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ୬.୦୧% ଅଧିକ ରଖିଛନ୍ତି। କିନ୍ତୁ, ଗତବର୍ଷ ତୁଳନାରେ  ଉଭୟ ପୁଅ ଓ ଝିଅମାନଙ୍କ ପାସ୍‌ ହାର କମ୍‌ ହୋଇଛି। ଗତବର୍ଷ ୯୧.୨୫% ଛାତ୍ର ପାସ୍‌ କରିଥିବା ବ‌େଳେ ଚଳିତ…

Read More

ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ପାକିସ୍ତାନ ସୁପ୍ରିମକୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ,କ୍ରିକେଟର ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା  ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକିସ୍ତାନ ସୁପ୍ରିମକୋର୍ଟ। ପାକିସ୍ତାନର ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଶୁଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଥିଲା । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଗୁରୁବାର ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ବେଆଇନ…

Read More

୨୦୨୭ ସୁଦ୍ଧା ଦେଶରେ ଚାଲିବନି ଡିଜେଲ ଗାଡି

ନୂଆଦିଲ୍ଲୀ : ଆଗାମୀ ୪ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୭ ସୁଦ୍ଧା ଦେଶରେ ଚାଲୁଥିବା ସମସ୍ତ ଡିଜେଲ ଗାଡି ବନ୍ଦ ହୋଇଯିବ। ଏଗୁଡିକୁ ବନ୍ଦ କରିବାର ଆବଶ୍ୟକତା ରହିଛି। ଏହା ବଦଳରେ ଲୋକଙ୍କୁ ବିଦ୍ୟୁତ ଓ ଗ୍ୟାସ ଦ୍ୱାରା ଚାଲୁଥିବା ଗାଡି ଉପରେ ଗୁରୁତ୍ବ ଦେବା ଆବଶ୍ୟକ।ତା ରହିଛି ବୋଲି  ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଏକ କମିଟି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଏହି କମିଟି ସହରର ଜନସଂଖ୍ୟା ଆଧାରରେ ଡିଜେଲ ଗାଡି ଉପରେ…

Read More

ଇସଲାମବାଦ୍ ହାଇକୋର୍ଟ ବାହାରୁ ଇମ୍ରାନ ଖାନ୍ ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ  ଇମ୍ରାନ ଖାନ୍‌ ଗିରଫ ହୋଇଛନ୍ତି। ପାରାମିଲେଟାରି ଫୋର୍ସ ଦ୍ବାରା ଇସଲାମାବାଦ ହାଇକୋର୍ଟ ବାହାରୁ ତାଙ୍କୁ ପାକ ରେଞ୍ଜର୍ସ ଗିରଫ କରିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ଓକିଲ ଇମ୍ରାନଙ୍କ ଗିରଫ  ହେବା ନେଇ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ପିଟିଆଇ ନେତା ମୁସରାଟ ଖେମା ଏକ ଭିଡିଓ ମାଧ୍ୟମରେ  କହିଛନ୍ତି ଯେ ସେମାନେ ଇମ୍ରାନ ଖାନଙ୍କୁ ମାଡ ମାରିବା ସହ ଗିରଫ କରାଯାଇଛି। ଇମ୍ରାନ ଗିରଫ ହେବା ପରେ ଏହି…

Read More

କେରଳ ଡଙ୍ଗାବୁଡି ଘଟଣାରେ ୨୧ ଜଣଙ୍କ ମୃତ୍ୟୁ, ମୃତକ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମଲପ୍ପୁରମ: କେରଳ ମଲପ୍ପୁରମରେ ଅଘଟଣ। ଡ଼ଙ୍ଗା ଓଲଟି ୨୧ଜଣଙ୍କର ମୃତ୍ୟୁ ହୋଇଛି। ମଲପ୍ପୁର ଜିଲ୍ଲା ତନୁର ନିକଟରେ ଏକ ପର୍ଯ୍ୟଟକ ଡ଼ଙ୍ଗା ଓଲଟିପଡ଼ିବାରୁ ୨୧ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା। ସକାଳୁ ମଧ୍ୟ ପାଣିରେ ଚାଲିଛି ଜୀବନ ଖୋଜା। ଆଜି କେରଳର ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଘଟଣାସ୍ଥଳ ପରିଦର୍ଶନ କରିବେ। ସେପଟେ ଆଜି କେରଳରେ ସବୁ ସରକାରୀ କାର୍ଯ୍ୟ ରଦ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Read More

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁ ସେନାର ଲଢୁଆ ବିମାନ ମିଗ୍-୨୧

ନୂଆଦିଲ୍ଲୀ : ମାସକ ଭିତରେ ଦ୍ବିତୀୟ ଥର ପାଇଁ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡରେ ବାୟୁସେନାର ମିଗ୍ – ୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ବାୟୁସେନାର ଫାଇଟର ଜେଟ୍‌ ମିଗ୍‌-୨୧ ଏକ ଘର ଉପରେ ଖସି ପଡିଛି। ବିମାନ ଖସିବା ଯୋଗୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କିନ୍ତୁ ଏହି ଦୁର୍ଘଟଣାରେ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି। ୪ ଦିନ ପୂର୍ବରୁ…

Read More