ଦେଶରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ଏହା ୧୨,୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ଟିଭ୍ କେସ୍‌ ୬୭,୫୫୬ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୪,୪୮,୮୧,୮୭୭ ପହଞ୍ଚିଛି। ଦେଶରେ ଦିନକରେ ୪୨ ଜଣଙ୍କର ଜୀବନ ନେଇଛି କରୋନା। କେବଳ କେରଳରେ ପୁନଃ ଗଣନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…

Read More

ଆଇନଜୀଵୀ ବେଶରେ ଆସି ମହିଳାଙ୍କୁ ଗୁଳି ମାଡ଼

ନୂଆଦିଲ୍ଲୀ,୨୧/୪(ବ୍ୟୁରୋ): ଆଇନଜୀଵୀ ବେଶରେ ଆସିଥିବା ଜଣେ ଦୁର୍ବୃତ୍ତ ଶୁକ୍ରବାର ସକାଳେ ଦିଲ୍ଲୀ ସାକେତ୍‌ ଜିଲ୍ଲା ଅଦାଲତ ପରିସରରେ ଗୁଳି ଚଳାଇବାରୁ ଜଣେ ମହିଳା ଓ ଜଣେ ଓକିଲ ଆହତ ହୋଇଥିବା ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ‘ଡିସିପି ସାଉଥ୍‌’ ଚନ୍ଦନ ଚୌଧୁରୀ କହିଛନ୍ତି ଯେ, ଗୁଳିକାଣ୍ଡ ଘଟଣାରେ ଜଣେ ମହିଳା ଓ ଜଣେ ଓକିଲଙ୍କ ସମେତ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଜଣକ ହେଉଛନ୍ତି ୪୦ ବର୍ଷୀୟ ଏମ୍‌. ରାଧା ।…

Read More

ଓଡ଼ିଆ ଯବାନ ଦେବାଶିଷଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକ

ଭୁବନେଶ୍ବର : ଜମ୍ମୁ କାଶ୍ମୀରର ପୁଂଜରେ ଆତଙ୍କବାଦୀ ବିରୋଧୀ ଅପରେସନରେ ସାମିଲ ଥିବା ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଛନ୍ତି। ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ଫଳରେ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ଅଛନ୍ତି। ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ। ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ…

Read More

ପୁରୀରୁ ଫେରାର ଗୁଡ୍ଡୁ ମୁସଲିମ

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ଅତିକ ଅହମଦଙ୍କର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ ପୁରୀରେ ଲୁଚିଥିଲା। ଅତିକଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମର ଏନକାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିବା ଗୁଡୁ ମୁସଲିମର ଶେଷ ଠିକଣା ପୁରୀ ଠାରେ ଠାବ କରାଯାଇଥିଲା। ସେ ବିଭିନ୍ନ ରାଜ୍ୟରେ ଲୁଚିବା ପରେ ଶେଷରେ ପୁରୀରେ ଆଶ୍ରୟ ନେଇଥିଵା ପ୍ରାଥମିକ ଭାବେ ଦାବି କରାଯାଇଛି l ତେବେ ତା’କୁ ଟ୍ରାକ୍‌ କରି ୟୁପି ଏସଟିଏଫ ପୁରୀରେ ପହଞ୍ଚିଲା ବେଳକୁ ସେ ଫେରାର…

Read More

ଜନସଂଖ୍ୟାରେ ଭାରତ ପ୍ରଥମ

ନୂଆଦିଲ୍ଲୀ; ସାରା ପୃଥିବୀରେ ଭାରତ ଜନବହୁଳ ରାଷ୍ଟ୍ର ହୋଇସାରିଛି । ବହୁତ ଦିନ ଧରି ଏହି ତାଲିକାରେ ଚୀନ ନିଜର ପ୍ରଥମ ସ୍ଥାନ ବଜାୟ ରଖିଥିଲା । କିନ୍ତୁ ଏବେ ଚୀନକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି । ଏହାସହ ଚୀନଠାରୁ ୨.୯ ନିୟୁତ ଅଧିକ ଜନସଂଖ୍ୟାରେ ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ବୋଲି ‘ୟୁନାଇଟେଡ୍‌ ନେସନ୍‌ସ୍‌ ପପୁଲେସନ୍‌…

Read More

ବିଲକିସ ଵାନୋ ପ୍ରସଙ୍ଗ : ଗୁଜରାଟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ଭୁବନେଶ୍ୱର,୧୯/୪( ବ୍ୟୁରୋ): ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦିନକ ପୂର୍ବରୁ ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଶୁଣାଣି ‌କରିଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି ‌। କୋର୍ଟ ପ୍ରଶ୍ନ କରିଛନ୍ତି ଯେ, ଆଜି ବିଲକିସଙ୍କ ସହିତ ଏପରି ଘଟିଛି, ଆସନ୍ତାକାଲି ଆଉ କାହା ସହିତ ହୋଇପାରେ। ଜଷ୍ଟିସ କେଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ଖଣ୍ଡପୀଠ ଏହି ମାମଲାର…

Read More

ବିଜେପି ଯିବା ଖବର ଗଣମାଧ୍ୟମର ଗୁଜବ : ଏନସିପି ନେତା ଅଜିତ ପାଓ୍ୱାର

ମୁମ୍ବାଇ; ଦୁଇ ଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଛନ୍ତି ଓ ଆଗାମୀ ଦିନରେ ଏନସିପିରେ ହିଁ ରହିବେ। ଗଣମାଧ୍ୟମ କେତେକ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିକାଶ ଅଗାଡ଼ି କୌଣସି ପ୍ରକାରର ବିବାଦ ନାହିଁ। ସେ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ।…

Read More

ଇଂଲଣ୍ଡରେ ସମ୍ବଲପୁରୀ ଶାଢ଼ିର ଚର୍ଚ୍ଚା

ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍‌ରେ ସମ୍ବଲପୁରୀ ଶାଢ଼ିକୁ ନେଇ ଚର୍ଚ୍ଚା। ଓଡ଼ିଆ ଝିଅ ୪୧ବର୍ଷୀୟା ମଧୁସ୍ମିତା ଜେନା ଦାସ ମାଞ୍ଚେଷ୍ଟର ମାରାଥନ୍‌ରେ ଅଂଶଗ୍ରହଣ କରିଥିଲା ।ଏହି ମାରାଥନରେ ସେ ଏକ ସମ୍ବଲପୁର ଶାଢି ପିନ୍ଧି ୪୨ କିଲୋମିଟରର ଦୂରତାକ ୪ ଘଣ୍ଟା ୫୦.ମିନିଟ୍ ସମୟ ନେଇ ଶେଷ କରିଥିଲେ। ତେବେ ଏହି ଶାଢ଼ି ତାଙ୍କ ପାଇଁ ଏକ ସ୍ମାରକୀ ଥିଲା ବୋଲି ମଧୁସ୍ମିତା କହିଛନ୍ତି । ମାରାଥନ ଦୌଡ଼ିବା ଏକ କଠିନ କାର୍ଯ୍ୟ ତା ପୁଣି…

Read More

ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ:କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହା ସ୍ପଷ୍ଟ କରିଦେଇଛନ୍ତି ।ନିକଟର ହୋଇଥିବା ବଜେଟ୍‍ ଅଧିବେଶନର ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଠାକୁର ଏହା କହିଛନ୍ତି । ବିଜେଡି ସାଂସଦ ମମତା ମୋହାନ୍ତ ଓଡିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୧୮ମସିହାରେ ମଣିପୁରର ଇମ୍ଫାଲ ଠାରେ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏହି ବିଶ୍ୱବିଦ୍ୟାଳୟରେ ଓଡିଶା ସମେତ ବିଭିନ୍ନ ରାଜ୍ୟ ଓ…

Read More

କାହାଣୀ ଗୁଳିରେ ଆରମ୍ଭ, ଗୁଳିରେ ଶେଷ

ଉତ୍ତରପ୍ରଦେଶର,୧୭/୪; ଉତ୍ତରପ୍ରଦେଶର ଡନ୍‌ ବ୍ରଦର୍ସ ଅତିକ ଅହମଦ ଓ ଅଶରଫଙ୍କୁ ଶନିବାର ରାତିରେ ସୁରକ୍ଷା ବଳୟ ମଧ୍ୟରେ ପୁଲିସ୍‌ ମେଡିକାଲ ଚେକଅପ୍‌ ପାଇଁ ନେଉଥିବା ବେଳେ ଉଭୟଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଅତିକ ଅହମଦ ଓ ତା’ ଭାଇ ଅଶରଫ ଟଳି ପଡ଼ିଥିଲେ। ଗତକାଲି ରାତିରେ ଉଭୟଙ୍କୁ କବର ଦିଆଯାଇଥିବା ବେଳେ ଆଜି ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି।ସବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅତିକ…

Read More