ପୋଲିସ ଛାଉଣୀ ମଧ୍ୟରେ ଏସାର ମିନମେଟ୍ କାରଖାନା ସ୍ଥାପନ ଲାଗି ଜନଶୁଣାଣୀ ଆୟୋଜନ

ଲୋକେ କାରଖାନା ପ୍ରତିଷ୍ଠାକୁ ଘୋର ବିରୋଧ କଲେ। କେନ୍ଦୁଝର, (ଦିଲ୍ଲୀପ କୁମାର ସାହୁ): କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଟିକରପଡ଼ା ଓ କାଦଗଡ଼ ଠାରେ ମେସର୍ସ ଏସାର ମୀନମେଟ୍ କମ୍ପାନୀ ଦ୍ଵାରା ବାର୍ଷିକ ୧୪.୩ ନିୟୁତ ଟନ୍ ଉତ୍ପାଦନ କ୍ଷମତା ଥିବା ଏକ ଆଇରନ ଓର ବେନିଫିଏସନ୍ ପ୍ଲାଣ୍ଟ ସ୍ଥାପନ ଲାଗି ଆଜି ମହଦେଈଯୋଡ଼ା ମୌଜାରେ ଜନ ଶୁଣାଣୀ ଅନୁଷ୍ଠିତ ହୋଇଛି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ଜନ ଶୁଣାଣୀ ଅନୁଷ୍ଠିତ ହେବାକୁ…

Read More

ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ଦାନାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌‌। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆଗାମୀ ୭ଦିନରେ କେନ୍ଦ୍ର ସରକାରଙ୍କୁ ବାତ୍ୟା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପଠାଯିବ। କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖରେ ଅର୍ଥ ପହଞ୍ଚାଇବେ ବୋଲି ମନ୍ତ୍ରୀ କହିଛନ୍ତି।ସୂଚନାଯୋଗ୍ୟ, ପ୍ରାଥମିକ ଆକଳନରେ ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା ଜିଲାରେ ୨୩ହଜାର ହେକ୍ଟର…

Read More

ସବୁ ସୁବିଧା ଥିବା ଭୁବନେଶ୍ୱର ଓଡ଼ିଶା ନୁହଁ

ଭଦ୍ରକ:(ଅମିତାଭ ଖିଲାର) – ବାତ୍ୟାକୁ ନେଇ ତାଚ୍ଛଲ୍ୟ କରୁଥିବା ଭୁବନେଶ୍ୱରର ବନ୍ଧୁମାନଙ୍କୁ ଅନୁରୋଧ,’ଦାନା ବାତ୍ୟା’ ଓ ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଭଦ୍ରକ ଜିଲ୍ଲାର କି କ୍ଷତି କରିଚାଲିଛି,ଥରେ ଖବର ରଖନ୍ତୁ।ଯଦି ସେହି ଜିଲ୍ଲାରେ କେହି ସଂପର୍କୀୟ ଥାଆନ୍ତି,ସେମାନଙ୍କଠୁ ବୁଝିକି କିଛି କୁହନ୍ତୁ।ଏବେ ବି ଲଗାଣ ବର୍ଷା ଲାଗିରହିଛି।ଅବସ୍ଥା ସାଂଘାତିକ ଆଡକୁ ଯାଉଛି।କିନ୍ତୁ ଦୁଃଖ ଓ ପରିତାପର ବିଷୟ,ବହୁ ଭୁବନେଶ୍ୱରିଆ ବନ୍ଧୁ ବାତ୍ୟା ‘ଦାନା’ ର ପ୍ରଭାବକୁ ନେଇ ଲଗାତାର ବିଭିନ୍ନ ତାଚ୍ଛଲ୍ୟ କରିବା ସହିତ ଟିଭି…

Read More

ବାତ୍ୟାକୁ ନେଇ ବିତର୍କ, ଦୋଷ କାହାର…. କାହାର ଦୃଷ୍ଟିଭଙ୍ଗୀ କେମିତି

ଭୁବନେଶ୍ୱର: (ପ୍ରଥମ ଭାଗ- ସ୍ମୃତିଲଗ୍ନା ନନ୍ଦ, ଦ୍ୱିତୀୟ ଭାଗ- ବିଶ୍ଵରାଜ ନାୟକ) – ବାତ୍ୟା ଦୁର୍ବଳ ହେଲା ଆଶ୍ବସ୍ତିର କଥା ନା? ଏତେ ବିଚଳିତ କାହିଁକି? ?ଅନ୍ୟର କ୍ଷତି ହେଲେ କଣ ଏମିତି ଖୁସି ମିଳେ ଯାହା ସୁରକ୍ଷାରେ ନଥାଏ? ?କଫି କପ ସହ ଝରକା ବା ବାଲକୋନୀରୁ ଫୋଟୋ ଉଠାଇ ଇନଷ୍ଟା ଷ୍ଟୋରି ରଖିବା ବା ଚିକେନ ପକୋଡା ଧରି ବର୍ଷା ଉପଭୋଗ କରିବା ବାତ୍ୟାର ବାସ୍ତବତା ନୁହଁ ବାତ୍ୟା କଥା ସେ କହୁ ଯିଏ…

Read More

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ‘ଦାନା ‘ ଆଜି ବର୍ଷା ପାଇଁ ୯ ଜିଲ୍ଲାକୁ ରେଡ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ

ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳ ଭାଗ ଛୁଇଁଥିଲା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ଗତକାଲି ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା ସ୍ଥଳ ଭାଗ ଛୁଇଁବା ପରେ ‘ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି।ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି…

Read More

ନେଡିଗୁଡ଼ କହୁଣୀକୁ ବୋହିଗଲା ପରେ ଫାଳେ ବୁଝୁଛି ବିଜେଡି…..ପ୍ରକୃତ ପ୍ରସଙ୍ଗକୁ ଫେରୁଛି

ଭୁବନେଶ୍ୱର-  ସମୟ ଓ ଧୈର୍ଯ୍ୟଠୁ ବଳି ବଡ଼ କେହି ଯୋଦ୍ଧା ନାହାନ୍ତି। ଏକଥା ଇତିହାସରେ ବହୁଥର ବିଭିନ୍ନ ଉଦାହରଣରେ ଉଲ୍ଲେଖ କରାଯାଇଛି। ସମୟ ହିଁ ବଳବାନ , ଏହା ରାଜନୀତିରେ ପ୍ରତି ମୂହୁର୍ତ୍ତରେ ପରିବର୍ତ୍ତିତ ହୋଇଥାଏ। ଓଡ଼ିଶା ରାଜନୀତି ମଧ୍ୟ ଠିକ୍ ସେହିପରି କଡ଼ ଲେଉଟାଇଛି। ଯେଉଁ ସବୁ ପ୍ରସଙ୍ଗ ବିଜେଡି ଅଣଦେଖା କରୁଥିଲା। ସେହି ପ୍ରସଙ୍ଗରେ ଆଜି ପ୍ରଥମେ ହାଜିରା ପକାଉଛି। ଦୁଇଦିନ ତଳେ ସିପିଏମ୍ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

Read More

ବାତ୍ୟା ‘ଦାନା ‘ ପ୍ରଭାବରେ ଆଜି ରାତିରୁ ବଦଳିବ ପାଗ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବରେ ଆଜି ରାତିରୁ ପାଗରେ ପରିବର୍ତ୍ତନ ଦେଖାଦେବ । ଆଜି ଉପକୂଳ ଓଡିଶାରେ ବର୍ଷା ସହ ପବନର ବହିବା ସମ୍ଭାବନା ରହିଛି । କିଛି ସ୍ଥାନରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିପରି ଅକ୍ଟୋବର ୨୪ ତାରିଖରେ ୭ ଜିଲାରେ ପ୍ରବଳ ବର୍ଷିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଜଗତସିଂହପୁର,…

Read More

ବାତ୍ୟା ପ୍ରଭାବରେ ୨୪ ତାରିଖରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବ ବୋଲି ଆଶଙ୍କା କରାଯାଉଛି। ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ୨୪ ତାରିଖ କିମ୍ବା ୨୫ ତାରିଖ ସକାଳୁ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁବ ନେଇ ଆକଳନ କରାଯାଇଛି। ବାତ୍ୟା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆଶଙ୍କା କରାଯାଉଛି।…

Read More

ସ୍ପିନ ଡକ୍ଟରର୍ସ ଅପରେସନ ଟେବୁଲରେ ବୈଜୟନ୍ତ-ଵିଜୟ-ଦିଲ୍ଲୀପ

ସଙ୍ଘମ ଶରଣମ ଗଚ୍ଛାମି ଭୁବନେଶ୍ୱର: (ବିଜୟ ସାହୁ)-ଆସ୍ତେ ଆସ୍ତେ ବିଜେଡି ଆକାଶରୁ ବାଦଲ ଅପସରି ଯାଉଛି । ଡିସେମ୍ବର 26ରେ ବିଜୁ ଜନତା ଦଳର ଅଧୁନା ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରି ବୈଜୟନ୍ତ ପଣ୍ଡା ଦଳର ସଭାପତି ହେବା ପ୍ରାୟ ସୁନିଶ୍ଚିତ ହେଇ ଗଲାଣି ବୋଲି ମିଡ଼ିଆରେ ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚା । 26 ଡିସେମ୍ବରଟି ବିଜୁ ଜନତା ପାର୍ଟି ପାଇଁ ସ୍ମୃତି ଦିବସ । ଏହି ଦିବସରେ ବିଜୁ ପରିବାରର ଦାୟାଦମାନେ ବିଜୁବାବୁଙ୍କ…

Read More

ପାରାଦୀପ ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଦାନା’

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ଆସନ୍ତା ୨୩ ତାରିଖରେ ଏହି ସାମୁଦ୍ରକ ଘୂର୍ଣ୍ଣିଝଡ଼ ସଂପୂର୍ଣ୍ଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମୁହାଁଇବ। ତେବେ ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି ରହିଛି ଏହି ସାମ୍ଭବ୍ୟ ବାତ୍ୟାଟି ପାରାଦୀପରୁ ବାଲେଶ୍ବର ମଧ୍ୟରେ ୨୪ ତାରିଖରେ ଲ୍ୟାଣ୍ଡଫଲ କରିପାରେ। ଅତି ଭୀଷଣ ବାତ୍ୟାର ରୂପ ନେବ ‘ଦାନା’ ସ୍ଥଳଭାଗ ଛୁଇଁବାକୁ…

Read More