ବିଜେଡିର ନିଦ ହଜାଇ ଦେଉଛି ବୁଥ ବାହୁଡ଼ା ମତ

ଭୁବନେଶ୍ୱର- ସାଧାରଣ ନିର୍ବାଚନ ନ ସୁରୁଣୁ ଜାତୀୟ ଗଣମାଧ୍ୟମ ଗୁଡ଼ିକର ବୁଥ୍ ବାହୁଡ଼ା ମତ ବିଜେଡି ଶିବିରକୁ ଚିନ୍ତାଗ୍ରସ୍ତ କରାଇଛି। ପୂର୍ବଭଳି ଚଳିତ ଥର ଲୋକସଭାରେ ବିଜେପି ଭଲ କରିବ ବୋଲି ପ୍ରାୟ ସମସ୍ତ ଗଣମାଧ୍ୟମ ଆକଳନ କରିଛନ୍ତି। ମାତ୍ର ଜାତୀୟ ଗଣମାଧ୍ୟମ ଗୁଡ଼ିକ ବିଜେଡିର ବିଧାନସଭା ଆସନ ନେଇ ଏତେଟା ଦେଖାଇ ନ ଥାନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ବିଧାନସଭା ନେଇ ଏକ ଚକିତ କରିଲା ଭଳି ବୁଥ୍ ବାହୁଡ଼ା ମତ ଆସିଛି। ଇଣ୍ଡିଆ…

Read More

ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି: ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ବୋଲି ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ଘନଘନ ଟାର୍ଗେଟ୍‌ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏନଆଇକୁ (ANI)  ସାକ୍ଷାତକାର ଦେଇ ଅନେକ କଥାର ଖୁଲାସା କରିଛନ୍ତି ନବୀନ। ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ…

Read More

ପୁରୀ ବାଣ ବିସ୍ପୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି

ନରେନ୍ଦ୍ର ପୁଷ୍କରିଣୀରେ ଚାପଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାବତ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ଚିକିତ୍ସା ଅବହେଳାରୁ ଜଣେ ୧୫ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରେ ଅନେକ ଆହତ କଟକ ଏସସିବି ଓ ଭୁବନେଶ୍ୱରର ୩ଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି…

Read More

ଶେଷ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶାରେ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି…

ଜୁନ୍ ୧ ରେ ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଲୋକେ ନିଜର ନେତା ବାଛିବେ । ସେଥିପାଇଁ ପ୍ରମୁଖ ୩ ଦଳ ଜୋରସୋର ରେ ପ୍ରସ୍ତୁତିରେ ଲାଗିଛନ୍ତି। ଓଡ଼ିଶାରେ ଶେଷ ବାଜି ଖେଳିବା ପାଇଁ ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ବାରିପଦାରେ କ୍ୟାମ୍ପେନ୍ କରିବେ। ପ୍ରଧାମନ୍ତ୍ରୀଙ୍କ ପ୍ରଥମେ ବାରିପଦାରେ ନିର୍ବାଚନୀ ସଭାକୁ ସମ୍ବୋଧିତ…

Read More

ବଢିବ ଖରା, ପୁଣି କଲବଲ କରିବ ତାତି

ପୁଣି କଲବଲ କରିବ ତାତି ! ଆଗାମୀ ଦୁଇ ତିନି ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ଗୁଳୁଗୁଳି ସ୍ଥିତି ରହିବ ଏବଂ ତାପମାତ୍ରା ବି ବୃଦ୍ଧି ପାଇବ। ୨୯ ଏବଂ ୩୦ ତାରିଖରେ ୪ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ତାତି ବଢିବା ନେଇ ସୂଚନା‌ ମିଳିଛି। ୩୦ ରୁ…

Read More

ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ପୁଣି କହିଲେ ପ୍ରଧାନମନ୍ତ୍ରୀ ମୋଦି…

ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ସରକାର ଗଠନ କରିବା ନେଇ ପୁଣି କହିଛନ୍ତି । ସେ କହିଛନ୍ତି ଭାରତର ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ। କିନ୍ତୁ ଏବେ ବି ଓଡ଼ିଶା ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୨୫ ବର୍ଷ ଭିତରେ ଏଠାରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ। ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ବନ୍ଧନରୁ ମୁକ୍ତ ହେଲେ…

Read More

ଜୁନ୍ ପହିଲାରେ କେରଳ ଛୁଇଁବ ମୌସୁମୀ…

ଏଥର ଶୀଘ୍ର ଆସିବ  ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ପହିଲା ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁପାରେ। ସେପଟେ କାଲିଠୁ ରାଜ୍ୟରେ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମାଲ’…

Read More

ଓଡ଼ିଶା ଗସ୍ତରେ ବିଶ୍ୱଶର୍ମା,୮ ସ୍ଥାନରେ କରିବେ ପ୍ରଚାର…

ଭୁବନେଶ୍ଵର: ଶେଷ ପର୍ଯ୍ୟାୟ ନିର୍ବାଚନରେ ଯୋର ଲଗେଇବା ପାଇଁ ରାଜ୍ୟରେ ହେବିୱେଟ ନେତାଙ୍କ ଗହଳ ଚହଳ ଲାଗିଛି  ।ପ୍ରାୟ ୯୦ ପ୍ରତିଶତ ମତଦାନ ଶେଷ ହୋଇଥିବା ବେଳେ ଆଉ ମାତ୍ର ୧୦ ପ୍ରତିଶତ ଭୋଟ ଜୁନ ୧ ରେ  ଗ୍ରହଣ କରାଯିବ । ସେଥିପାଇଁ ମୈଦାନରେ  ନେତା ଏବଂ ତାଙ୍କ ପାଇଁ କ୍ୟାମ୍ପେନର ମଙ୍ଗ ଧରିଛନ୍ତି ଷ୍ଟାର୍‌ ପ୍ରଚାରକ। ଓଡିଶାରେ ବିଜେପିର ଟପ୍ କେନ୍ଦ୍ରୀୟ ନେତା ଡେରା ଦେଇଥିବା ବେଳେ  ଆଜିଠୁ ପୁଣିଥରେ ଦୁଇ ଦିନିଆ ଓଡିଶା…

Read More

୧୦୫ ବିଧାନସଭା ପାଇଁ ମତଗ୍ରହଣ ସରିଥିବା ବେଳ ଆଉ ୧୦ ଭାଗ ଆସନରେ ଭୋଟ ରହିଲା ବାକି ….

ଭୁବନେଶ୍ୱର : ଓଡିଶାରେ ଏଯାବତ୍‍ ୧୫ଟି ଲୋକସଭା ସମେତ ୧୦୫ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ ସରିଥିବାବେଳେ ଉଭୟ ବିଜେପି ଓ ବିଜେଡି ଏହି ଆସନଗୁଡିକରେ ବିପୁଳ ବିଜୟ ହାସଲ କରିବେ ବୋଲି ଦାବି କରୁଛନ୍ତି । ରାଜ୍ୟରେ ଆଉ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନପାଇଁ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଆଗାମୀ ଜୁନ୍‍ ପହିଲାରେ ହେବ । ସାରା ଦେଶରେ ୫୪୩ଟି ଲୋକସଭା ଆସନ ମଧ୍ୟରୁ ଆଜି ସୁଦ୍ଧା ୪୮୬ଟିରେ ଅର୍ଥାତ୍‍ ପାଖପାଖି…

Read More

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବାଜିରେ ଲାଗିଛି ଟାଣୁଆ ନେତାଙ୍କ ଭାଗ୍ୟ…

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ଟାଣୁଆ ନେତାଙ୍କ ଭାଗ୍ୟ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ…

Read More