ପାରାଦୀପରୁ କାହାକୁ ମିଳିବ ବିଜେଡ଼ି ଟିକେଟ…?

ଭୁବନେଶ୍ୱର;ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳମାନଙ୍କ ଟିକେଟ ବଣ୍ଟାକୁ ନେଇ ଅଙ୍କ କସା ଚାଲିଛି । ସେହିପରି ପାରାଦୀପରେ ବିଜେପି ତାର ପ୍ରାର୍ଥୀ ଚୟନ କରିଥିବା ବେଳେ କଂଗ୍ରେସ ଓ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହାଁନ୍ତି । ଗୋଟେପଟେ ବିଧାୟକ ସମ୍ବିତ ରାଉତରାୟ ଭୁବନେଶ୍ବରରେ ଡେରା ପକେଇଥିବା ବେଳେ ଅନ୍ୟପଟେ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ନବୀନ ନିବାସ ଓ ଶଙ୍ଖ ଭବନକୁ ବାରମ୍ବାର ଧାଉଁଛନ୍ତି । ଟିକେଟ ପାଇଁ ପାରାଦୀପ ବିଜେଡିରେ…

Read More

ବିଜେଡ଼ିରେ ଯୋଗଦେଲେ ସିପିଆଇ ନେତା ଅବକାଶ ସାହୁ …

ନିର୍ବାଚନ ଯେତେ ପାଖେଇବାରେ ଲାଗିଛି ନେତା ମାନଙ୍କ ଦଳ ଡିଆଁ ସେତେ ବଢିବାରେ ଲାଗିଛି । ଏହି ଦିଗରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ବୌଦ୍ଧର ବରିଷ୍ଠ ସିପିଆଇ ନେତା ଅବକାଶ ସାହୁ । ୨୦୧୪ ନିର୍ବାଚନରେ ସେ ବୌଦ୍ଧରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ।ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଅବକାଶ ସାହୁ ଏବଂ ତାଙ୍କସହ ଆସିଥିବା ଶତାଧିକ ସିପିଆଇ ଓ କଂଗ୍ରେସ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ…

Read More

ବିଜେଡ଼ିର ସାମିଲ ହେଲେ ଲେଖାଶ୍ରୀ ଓ ଗଣେଶ୍ୱର

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦଳର ପ୍ରାଥମିକ ସଦସ୍ୟ ପଦରୁ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପିର ସେ ଉପସଭାପତି ଥିଲେ । ଲେଖାଶ୍ରୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନିଜର ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେଇ ଥିଲେ l ଏହି ଇସ୍ତଫା ପର୍ବର ଦୁଇ ଘଣ୍ଟା ପରେ ସେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ।ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବା ପରେ ଶ୍ରୀମତୀ ସାମନ୍ତସିଂହାର ମୁଖ୍ୟମନ୍ତ୍ରୀ…

Read More

ସିଜୁମାଳୀ ଅଞ୍ଚଳରେ ଖଣିଖନନ ପ୍ରସଙ୍ଗ-ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ବାସିନ୍ଦାଙ୍କ ଅଧିକାରର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ତଥ୍ୟ-ଅନୁସନ୍ଧାନୀ ଦଳର ଅଭିଯୋଗ

ଭବାନୀପାଟଣା : ୪/୪(ବ୍ୟୁରୋ): ଗତ ୨୦୨୩ ପରଠାରୁ ବେଦାନ୍ତ ଲିମିଟେଡ୍  କମ୍ପାନୀ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣିଖନନ  ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମଞ୍ଜୁର ପାଇଁ ପର୍ଯ୍ୟାୟ କ୍ରମେ ଶୀଘ୍ର ଆଗକୁ ବଢିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ବାଚନୀ ବଣ୍ଡ୍ ର ଖୁଲାସା ଅନୁଯାୟୀ ରାଜନୈତିକ ଦଳଗୁଡିକର ସବୁଠାରୁ ବଡ ଦାତା ଅନୁଷ୍ଠାନ ହେଉଛି ବେଦାନ୍ତ ଲିମିଟେଡ୍, ଯାହା ଭାରତୀୟ ଜନତା ପାର୍ଟିକୁ ୨୩୦.୧୫ କୋଟି, କଂଗ୍ରେସକୁ…

Read More

ଶଙ୍ଖ ଧରିଲେ କୋରାପୁଟ ଓ ନିମାପଡ଼ାର ବହୁ ବିଜେପି ଓ କଂଗ୍ରେସ ନେତା …

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି l ସେହିପରି  କଂଗ୍ରେସ ଛାଡି  ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ l ସେହିପରି ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ ,ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲା, ପର୍ଶୁରାମ ପାଙ୍ଗି, ଦାଶରଥୀ ଖାଲ ବି ସାମିଲ ହୋଇଛନ୍ତିl  ରାମଚନ୍ଦ୍ର ପାଙ୍ଗି କହିଛନ୍ତି ଯେ,ପ୍ରଫୁଲ୍ଲ ପାଙ୍ଗି ମୋ ପୁତୁରା l ମୁଁ ୨୦୧୭-୨୦୧୯ ଯାଏଁ ବିଜେପିର…

Read More

ବିଜେଡ଼ି ଯିବେନି ଜୟଦେବ ଜେନାଙ୍କ ପୁଅ ମନୋଜ

ଭୁବନେଶ୍ୱର: ୪/୪ ; କେତେକ ଗଣମାଧ୍ୟମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ  ମନୋଜ ଜେନା ବିଜେଡ଼ିରେ ଯୋଗଦେବା ନେଇ ଖବର ପ୍ରକାଶିତ ହେବାପରେ ଶ୍ରୀ ମନୋଜ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ଏହି ସମ୍ବାଦ ପରିବେଷଣ ହୋଇଛି ତାହା ଅମୂଳକ, ମିଥ୍ୟା ଓ କପୋଳକଳ୍ପିତ । କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତଥା ବିରୋଧି ରାଜନୈତିକ ଦଳରଏହି କାର୍ଯ୍ୟ ବୋଲି  ମନୋଜ…

Read More

ବିଜେଡିର କଂଗ୍ରେସ ନେତା ପ୍ରେମ ଘାତକ ହୋଇପାରେ..ବିଜେପି ନେଇପାରେ ସିଧାସଳଖ ଫାଇଦା…

ଭୁବନେଶ୍ୱର : ବିଜେଡି ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ନିର୍ବାଚନ ଲଢୁଛି। ହେଲେ ନିଜ ଦଳର ପ୍ରାର୍ଥୀ ଅପେକ୍ଷା କଂଗ୍ରେସ ଦଳର ନେତାଙ୍କୁ ପ୍ରାଧାନ୍ୟ ଦେଉଛି। ଘଟଣାକ୍ରମରେ ବିଗତ ଦଶନ୍ଧିରେ ବିଜେଡି କଂଗ୍ରେସ ନେତାଙ୍କ କ୍ଷମତା ଭୂସ୍ୱର୍ଗ ହୋଇ ଗଲାଣି। ଉଦାହରଣ ଭାବେ ଚଳିତ ବର୍ଷ ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂ ଭୋଇ, ଅଂଶୁମାନ ମହାନ୍ତି, ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ବିଜେଡିରେ ସାମିଲ ହୋଇ ଗଲେଣି। ଏହା ପୂର୍ବରୁ କେ ରାଓ ମଧ୍ୟ ବିଜେଡିରେ ଯୋଗ…

Read More

General Election 2024 : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଓ କଂଗ୍ରେସ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଜାରି ରହିଛି ପ୍ରାର୍ଥୀ ଘୋଷଣା ପର୍ବ। ଏହି କ୍ରମରେ ମଙ୍ଗଳବାର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେପି ୧୧୨ଟି ବିଧାନସଭା ଆସନ, କଂଗ୍ରେସ – ୮ ଲୋକସଭା ଏବଂ ୪୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।  ଏହି କ୍ରମରେ ବିଜେପିରୁ ବିଧାନସଭା ପ୍ରାର୍ଥୀ ଭାବେ ପଦ୍ମପୁର- ଗୋବର୍ଦ୍ଧନ ଭୁଏ, ବିଜେପୁର- ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି।…

Read More

ବିଦ୍ୟାଳୟ ପରେ ସକାଳୁଆ ଖୋଲିବ ଅଙ୍ଗନୱାଡି କେନ୍ଦ୍ର …

ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟସମୟକୁ ସକାଳ ୭ଟା ରୁ ୧୧.୩୦ ଯାଏ ଧାର୍ଯ୍ୟ କରାଯାଇଛି । ଏନେଇ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆର୍‌ଏସ୍ ପ୍ୟାକେଟ…

Read More

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକର ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ଯ ସରକାର…

ରାଜ୍ୟରେ ବଢ଼ି ଚାଳିଛି ଗ୍ରୀଷ୍ମ ପ୍ରବାହ । ଘରୁ ବାହାରିବା ହୋଇପଡିଛି କଷ୍ଟସାଧ୍ୟ । ତାତି ଏବଂ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହୋଇପଡିଛନ୍ତି ଜନସାଧାରଣ । ହନ୍ତସନ୍ତ ହୋଇପଡିଛି ଜୀବନ । ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ତାପମାତ୍ରା ଛୁଇଁଛି ରାଜ୍ୟ । ମାଲକାନଗିରି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏହାର ତାପମାତ୍ରା ୪୧ ଡିଗ୍ରୀରେ ପହଁଚିଛି । ଏହାସହ ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ପହଞ୍ଚିଥିବା ବେଳେ କଟକରେ ମଧ୍ୟ ୩୭.୬…

Read More