ଜାଗା ମିଶନ୍ ଜମି ବଣ୍ଟା ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର :  ରାଜ୍ୟ ସରକାର ଜମି ଦଲାଲଙ୍କୁ ଅନୁକମ୍ପା ,ଗରିବଙ୍କୁ ପ୍ରତାରଣା କରୁଥିବା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଏକ ଅରାଜକତାର ବାତାବରଣ ସୃଷ୍ଟି ହେବା ସହ ଏଠାରେ ସରକାରଙ୍କର କୌଣସି ରୁଲ୍ ଅଫ୍ ଲ (Rule of Law) କାର୍ଯ୍ୟ କରୁନଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ଶ୍ରୀ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ , ଗରିବ ଲୋକଙ୍କ ପାଇଁ ଏଠାରେ କୌଣସି…

Read More

ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ିର ସାଙ୍ଗଠନିକ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ଦୁଇଦିନ ତଳେ ସ୍ଥାନୀୟ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀ ଗୋଷ୍ଠୀ ଖୋଲା ଚ୍ୟାଲେଞ୍ଜ ପ୍ରଦାନ କରିଛନ୍ତି। ଏଥିସହିତ ଏହି ଗୋଷ୍ଠୀ ନିଜ ଶକ୍ତି ପ୍ରଦର୍ଶନ କରିଛି। ବିଧାୟକ ଶ୍ରୀ ଦାସ ନିଜ ସଙ୍ଗଠନ ଠିକ୍  ରଖି ନ ଥିବା ଏକ ବାର୍ତ୍ତା ବିଦ୍ରୋହୀ ମାନେ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ବିଦୁବେନ୍ଦୁ ପାତ୍ର ହଜାର ହଜାର ସମର୍ଥକଙ୍କ ଗହଣରେ…

Read More

ମଦରୁ ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ହରାଇ ସାରିଲେଣି ଓଡ଼ିଶା ସରକାର, ହେଲେ ଦଳୀୟ ଚାନ୍ଦାକୁ କମିନି ପାଉଣା

ଭୁବନେଶ୍ୱର :  ଓଡ଼ିଶାର ବହୁତ ଲୋକ ମଦ ପିଉଛନ୍ତି। ମାତ୍ର ହାତ ଗଣତି କେତେକ ବ୍ୟବସାୟୀ ଏହାର ମାଲିକାନାକୁ ଧରି ବସିଛନ୍ତି। ସେମାନଙ୍କ ପ୍ରଚ୍ଛଦପଟ୍ଟରେ ରାଜନୈତିକ ବଡ଼ପଣ୍ଡା ରହିଛନ୍ତି। ୨୧ ଜିଲ୍ଲାରେ ପ୍ରାୟ ୭୦୦ ମହୁଲି ମଦ ଭାଟି ରହିଛି। ଏହା ମଧ୍ୟରୁ ପଶ୍ଚିମ ଓଡ଼ିଶାରେ କେବଳ ୪୫୦ ଭାଟି ରହିଛି। ଏହି ସମସ୍ତ ଦୋକାନ ପୁରୁଣା ଲାଇସେନ୍ସରେ ଚାଲିଛି। ଏହାକୁ ପ୍ରତିବର୍ଷ ନବୀକରଣ କରାଯାଉଛି। ନୂଆ ଲାଇସେନ୍ସିଂ କରାଯାଉନି। ତେଣୁ ସରକାରଙ୍କୁ ବ୍ୟବସାୟୀ କିଛି ପରିମାଣର…

Read More

‘ସରକାରୀ ନୀତି ହିଁ ମଦ ବ୍ୟବସାୟୀଙ୍କ ଘରୁ ଟଙ୍କା ମିଳିବାର ଅସଲ କାରଣ’

ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ଘରୁ ପ୍ରାୟ ତିନିଶହ କୋଟି ଟଙ୍କା ଜବତ ହୋଇ ସାରିଛି। ହେଲେ ଜଣେ ବ୍ୟବସାୟୀଙ୍କ ପାଖରେ ଏତେ ଟଙ୍କା ଠୁଳ ହେଲା କିପରି। ଏହା ପାଇଁ ଦାୟୀ କିଏ। କେଉଁ ବ୍ୟବସ୍ଥା ଏତେ ସଂଖ୍ୟକ କଳା ଟଙ୍କା ଠୁଳ କରିବାରେ ସହାୟତା କଲା। ସେ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ୍ ଜାରି ରହିଛି। ଏହା ମଧ୍ୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ,…

Read More

ରଣନୀତି ବଦଳାଇବ କି ରାଜ୍ୟ ବିଜେପି, ମଧ୍ୟପ୍ରଦେଶ ଓ ଛତିଶଗଡରୁ ନେଲା ଶିକ୍ଷା

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିମ୍ବା ପ୍ରଚାର କମିଟି ଅଧ୍ୟକ୍ଷ ଘୋଷଣା ନ କରି ନିର୍ବାଚନ ଜିତି ହୁଏ। ସେହିପରି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଥିଲେ ବି ବିଧାୟକ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଜନମତ ଥାଏ। ଉପଯୁକ୍ତ ରଣନୀତି ଦ୍ୱାରା ଏହି ପରିସ୍ଥିତିରେ ନିର୍ବାଚନ ଜିତିହୁଏ। ଯାହା ବିଜେପିର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଜୟରୁ ଜଣାପଡିଛି। ଅନୁରୂପ ଭାବେ ଲୋକପ୍ରିୟ ଥିବା ମାଣିକ ସରକାର ତ୍ରିପୁରାରେ ମଧ୍ୟ ଦୁଇଥର…

Read More

ଆସନ୍ତା ୧୫ ତାରିଖରେ ବିଜେଡି ରାଜନୀତିରେ ହେବ କି ବଡ଼ ଘୋଷଣା , ପାଣ୍ଡିଆନଙ୍କ ପରବର୍ତ୍ତୀ ଦାୟିତ୍ୱ ଉପରେ ରହିବ ନଜର  

ଭୁବନେଶ୍ୱର:  ଭି.କେ ପାଣ୍ଡିଆନ୍। ନବୀନ ଓଡ଼ିଶା ତଥା ଫାଇଟ୍ –ଟି ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ୟକ୍ତି। ନିକଟରେ ପ୍ରଶାସନିକ ସେବା ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ହେଲେ ସେ ସାଧାରଣ ସଦସ୍ୟ ଭାବେ କାର୍ଯ୍ୟ କରିବେ। ନା କୌଣସି ପଦବୀରେ ରହିବେ। ଯଦି ପଦବୀରେ ରହିବେ ତେବେ ଦଳୀୟ ନା ସରକାରରେ। ଦଳରେ ରହିଲେ କାର୍ଯ୍ୟକାରୀ ସଭାପତି ହେବେ ନା ଉପସଭାପତି। ଏନେଇ କଳ୍ପନାଜଳ୍ପନା ଲାଗି…

Read More

ଆଗୁଆ ନିର୍ବାଚନ ନ କରି ପଶ୍ଚାତାପ କରୁଛି ବିଜେଡି , ଶାସକ ବିରୋଧି ଜନମତ ବୃଦ୍ଧି ନେଇ ଚିନ୍ତାରେ ଦଳ

ଭୁବନେଶ୍ୱର:  ବିଜେଡି ବିରୋଧରେ ଜନମତ ଅଛି। ମାତ୍ର ତାହାକୁ ବିରୋଧି ମାନେ ଆୟପଧ କରି ବିଜେଡିକୁ କଡା ଟକ୍କର ଦେଇ ପାରୁନାହାନ୍ତି। ଏପରିକି ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଜେଡି ସହ ସମ୍ପର୍କ ଏହା ପାଇଁ ଦାୟୀ ବୋଲି କୁହାଯାଉଛି। କିଛିମାସ ପୂର୍ବରୁ ବିଜେପି ସପକ୍ଷରେ ଏକ ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ବାର୍ତ୍ତା ତୃଣମୂଳରେ…

Read More

ଭୁବନେଶ୍ୱର , ଉପକଣ୍ଠସ୍ଥ ୩ ଆସନରେ ପ୍ରାର୍ଥୀ ଚୟନ ବିଜେଡ଼ି ପାଇଁ ଆହ୍ୱାନପୂର୍ଣ୍ଣ

ଭୁବନେଶ୍ୱର:  ରାଜନୀତିରେ ନ୍ୟାରେଟିଭ୍ ତଥା ବାର୍ତ୍ତା ଦୁଇ ପ୍ରକାର କରାଯାଇଥାଏ। ପ୍ରଥମତଃ- ରାଜଧାନୀରୁ ରାଜ୍ୟର ଅନ୍ୟ ଅଂଚଳକୁ ବାର୍ତ୍ତା ପ୍ରେରଣ କରାଯାଇଥାଏ। ଅନ୍ୟଟି ରାଜ୍ୟର ଅନ୍ୟ ସ୍ଥାନ ଗୁଡିକର କାର୍ଯ୍ୟକ୍ରମର ପ୍ରଭାବ ରାଜ୍ୟ ମୁଖ୍ୟାଳୟରେ ପଡିଥାଏ। ପ୍ରଥମଟି ଗଣମାଧ୍ୟମ ଦୃଷ୍ଟିରୁ ଅଧିକ ସୁଦୂରପ୍ରସାରୀ ହୋଇଥାଏ। ତେଣୁ ରାଜନୈତିକ ଦଳମାନେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଆନ୍ତି। ରାଜଧାନୀର ଆସନ ଗୁଡିକର ବିଜୟ-ପରାଜୟ ଅନ୍ୟ ଅଞ୍ଚଳରେ ଏକ ଧାରଣା ସୃଷ୍ଟି କରିଥାଏ।…

Read More

ପଶ୍ଚିମ ଓଡ଼ିଶା ବହୁ ବିଧାନସଭା ଆସନରେ ବିଜେଡ଼ିର ଭୋଟ ହ୍ରାସ ପାଉଛି

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ପୁଣି ସରଗରମ ହେବାରେ ଲାଗିଛି। କିଛି ଦିନ ତଳେ ପ୍ରକାଶ ପାଇଥିବା ଛତିଶଗଡ ନିର୍ବାଚନ ଫଳାଫଳ ରାଜ୍ୟ ବିଜେପିକୁ ମନସ୍ତ୍ୱାତ୍ତିକ ଫାଇଦା ପ୍ରଦାନ କରାଯାଇଛି। ଛତିଶଗଡ଼ ବିଜୟ ପରେ ଦଳର ଦୁଇ ବରିଷ୍ଠ ନେତାଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଅନୁମେୟ। ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡିକୁ ହଜମ ହୋଇନାହିଁ କଂଗ୍ରେସର ଛତିଶଗଡ଼ ପରାଜୟ। ତେଣୁ ଦଳ କଂଗ୍ରେସ ସହ ଭିତିରିଆ ମେଣ୍ଟ କରି ପଶ୍ଚିମ ଓଡ଼ିଶାର ଆସନ…

Read More

ବଦଳୁଛି ରାଜ୍ୟ ବିଜେପି ରଣନୀତି, ବୈଜୟନ୍ତଙ୍କ ପ୍ରୟାସ-ବିଜୟଙ୍କ ନିର୍ଣ୍ଣାୟକ ଲଢେଇର ଅୟଃ ଆରମ୍ଭ…

ଭୁବନେଶ୍ୱର- ରାଜନୀତିରେ କେତେବେଳେ କ’ଣ ଘଟିବ, ତାହା ତାତ୍କାଳିକ ପରିସ୍ଥିତି ଉପରେ ନିର୍ଭର କରେ। ଏହି କ୍ରମରେ ଦୁଇ ଦିନ ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି। ସ୍ୱାଭାବିକ ଭାବେ ଏହା ଓଡ଼ିଶା ବିଜେପିର ମନସ୍ତତ୍ତ୍ୱ ଉପରେ ଭଲ ପ୍ରଭାବ ପକାଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେପି ପକ୍ଷରୁ ଗତ ସୋମବାର ବିଜୟ ଶୋଭାଯାତ୍ରା କରାଯାଇଛି। ରାଜଧାନୀରେ ମଧ୍ୟ ଏପରି ଏକ କାର୍ଯ୍ୟକ୍ରମ…

Read More