ଚିନ୍ତାରେ ବିଜେଡି-ପୂର୍ବ ନିର୍ବାଚନ ଅପେକ୍ଷା ନିଜକୁ ଦୁର୍ବଳ ମନେ କରୁଛନ୍ତି ଦଳ ପରିଚାଳକ
ଭୁବନେଶ୍ୱର : ରାଜନୀତି ଶତ ସମ୍ଭାବନାର ତୀର୍ଥକ୍ଷେତ୍ର। ଏହି ଉକ୍ତିଟି ଗତକାଲିର ନିର୍ବାଚନ ଫଳାଫଳ ପରେ ପୁଣି ପ୍ରମାଣିତ ହୋଇଛି। ନିର୍ବାଚନ ପୂର୍ବର ଅଙ୍କ କଷା, ନିର୍ବାଚନ ସମୟର ରଣନୀତି ଏବଂ ଭୋଟ ଗଣତି ଆକାଶ ପାତାଳ ଫରକ ହୋଇପାରେ। ଦୀର୍ଘଦିନ ଧରି ରହିଥିବା ଏକ ମତକୁ ଆସନ୍ନା ନିର୍ବାଚନ ପରିବେଶରେ କଠିନ ପରିଶ୍ରମ ଓ ଉପଯୁକ୍ତ ରଣନୀତି ଦ୍ୱାରା ବଦଳାଇ ଦିଆଯାଇପାରେ। ରାଜସ୍ଥାନ ଓ ତେଲେଙ୍ଗାନାର ଫଳାଫଳ ସାଧାରଣ ଭାବେ ଦୃଶ୍ୟମାନ ହେଉଛି। ହେଲେ ଛତିଶଗଡ଼ର…
