କାହିଁକି ଲୋଡା ପଡିଲେ ସଞ୍ଜୟ, କେଉଁ ତିନି ଅଫିସର ସଞ୍ଜୟଙ୍କ ସପକ୍ଷରେ ବାଢିଥିଲେ ଯୁକ୍ତି….

ଭୁବନେଶ୍ୱର : ଦୀର୍ଘଦିନର ବ୍ୟବଧାନ ପରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ତୃତୀୟ ମହଲା ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିଛି। ଏହା କୌଣସି ବଡ଼ ଦାୟିତ୍ୱ ନ ହେଲେ ବି ସାମ୍ପ୍ରତିକ ସ୍ଥିତିରେ ଯଥେଷ୍ଟ ରାଜନୈତିକ ଗୁରୁତ୍ୱ ମନେ କରୁଛି। ବିଜେପି ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସକ୍ରିୟ ଥିବା ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।…

Read More

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ ମୁଖ୍ୟମନ୍ତ୍ରୀ ୬୩ଟି ବସ୍‌ ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ, ପଞ୍ଚାୟତରୁ ବ୍ଲକ୍‌କୁ ଚାଲିବ ବସ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆରେ ଏହି ଯୋଜନା…

Read More

ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡ଼ି ହେଲା ବାଲେଶ୍ୱର ଓ ବଲାଙ୍ଗୀର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ- ରାୟଗଡ଼ା ଏବଂ ଝାରସୁଗୁଡ଼ାର ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଷଷ୍ଠ ଦିନରେ ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ…

Read More

ରାଜଭବନରେ ନୂଆ ରାଜ୍ୟପାଳ

ରଘୁବର ଦାସ ଓଡି଼ଷାର ୨୬ ତମ ରାଜ୍ୟପାଳ ଭାବେ ସପଥ ଗ୍ରହଣ କରିଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ  ରାଜଭବନରରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ତାଙ୍କୁ ସପଥ ପାଠ କରାଇଛନ୍ତି  । ଏହି  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବିଧାୟକ ଓ ବିଚାରପତି ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ …

Read More

ରାଜ୍ୟ ସରକାରଙ୍କ ଆୟୋଜନରେ ହବିଶ୍ୟାଳି ଖୁସି

ଭୁବନେଶ୍ୱର : ଦୁଇଦିନ ହେବା କାର୍ତ୍ତିକ ମାସ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ତଳେ  ଆଭାସୀ ମାଧ୍ୟମରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହବିଶ୍ୟାଳି ଏବଂ ସେମାନଙ୍କ ବନ୍ଧୁ ପରିଜନ ବେଶ୍ ପ୍ରଶଂସା କରିଛନ୍ତି। ସାମଗ୍ରିକ ଭାବେ ରାଜ୍ୟ ସରକାର ଉନ୍ନତ ବ୍ୟବସ୍ଥା କରିଥିବାରୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।   ସାରା ରାଜ୍ୟରୁ ଏହି ଅବସରରେ…

Read More

ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର : ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା…

Read More

ଓଡ଼ିଶା କଂଗ୍ରେସକୁ ଗନ୍ଧାଉଛି ଖଡଗେ-ରାହୁଲଙ୍କ କାର୍ଯ୍ୟସୂଚୀ, ଓବିସି,ଏସସି ଏବଂ ମୁସଲିମ୍ ନେତାଙ୍କୁ କରାଯାଉଛି ହତାଦର

ଭୁବନେଶ୍ୱର :   କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ପାଞ୍ଚଟି ରାଜ୍ୟର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ତାଙ୍କ ନିର୍ବାଚନୀ ଭାଷଣକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଲକ୍ଷ୍ୟ କରିବା ଯେ ସେ ଜାତିଭିତ୍ତିକ ଜନଗଣନା ଉପରେ ଜୋର ଦେଉଛନ୍ତି। ଓବିସିମାନଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେଇନାହାନ୍ତି ବୋଲି ଉଲ୍ଲେଖ କରୁଛନ୍ତି। କେନ୍ଦ୍ର ହେଉ କି ରାଜ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଜାତି ଭିତ୍ତିକ ଜନଗଣନା କରିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଉଛନ୍ତି। ନିଜ ଆଚରଣ ସହ…

Read More

ହେଲାଣି ସହମତି, ମୋକ୍କିମ ଏବଂ ଚିରଞ୍ଜୀବଙ୍କ ଉପରୁ ଉଠିବ ନିଲମ୍ବନ

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପାଖେଇ ଆସୁଛି। ସବୁ ସ୍ଥାନରେ ଭଲ ପ୍ରାର୍ଥୀ ମିଳିବା ସମ୍ଭବ ନୁହେଁ। ତେଣୁ ଯେଉଁମାନଙ୍କର କିଛି ଭୋଟ୍ ବ୍ୟାଙ୍କ ରହିଛି। ସେମାନଙ୍କୁ ଶୃଙ୍ଖଳାଗତ ଆଖି ଦେଖାଯାଉ। ମାତ୍ର ଦୀର୍ଘଦିନ ଧରି ନିଲମ୍ବନ କରା ନ ଯାଉ। ଏହା ଦ୍ୱାରା ଦଳର ଭୋଟ ବ୍ୟାଙ୍କ୍ କ୍ଷତିଗ୍ରସ୍ତ ହେବ। ଏହି କ୍ରମରେ କେତେକ ବରିଷ୍ଠ ନେତାଙ୍କୁ ନେଇ ଥିବା ମନୋମାଳିନ୍ୟ ଦୂର ହେବାରେ ଲାଗିଛି। ନିକଟରେ ନିଲମ୍ବିତ ହୋଇଥିବା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ…

Read More

ଭି.କେ ପାଣ୍ଡିଆନଙ୍କ ଭିଆରଏସଙ୍କୁ ଅଟକାଇ ଯାଇପାରିଥାନ୍ତା କି…ହେଲେ କେମିତି…ଜାଣନ୍ତୁ..

ଭୁବନେଶ୍ୱର :   ଗତ ନବମୀ ଦିନ ଠାରୁ ଓଡ଼ିଶାର କୋଣ ଅନୁକୋଣରେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ହିଁ ଚର୍ଚ୍ଚା କରାଯାଉଛି। ସେ ବ୍ୟକ୍ତିଜଣଙ୍କ ହେଉଛନ୍ତି- ଭି.କେ ପାଣ୍ଡିଆନ। ଯିଏ କି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ଉପକ୍ରମ ସଚିବ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ବର୍ତ୍ତମାନ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି ନୂତନ ଭାବେ ସୃଷ୍ଟି ହୋଇଥିବା ଏକ ପଦରେ ଅବସ୍ଥାପିତ ହୋଇଛନ୍ତି। ତଥା ତାଙ୍କର ସ୍ୱେଚ୍ଛାକୃତ ଅବସର…

Read More