କାର୍ତ୍ତିକ ମାସ ପାଇଁ ଆମିଷ ବଜାରରେ ନିଆଁ , ମଟନ ୮୦୦ ଟଙ୍କା ଥିବା ବେଳେ, ଇଲସି ଦର ୧୦୦୦
ଆସନ୍ତାକାଲି ପରଠୁ କାର୍ତ୍ତିକ ମାସର ପ୍ରବେଶ ହେତୁ ଆଜି ଆମିଷ ବାଜାରରେ ଦେଖିବାକୁ ମିଳିଛି ଭିଡ଼ । ଆଜି ଶୁକ୍ରବାର ହୋଇଥିବାରୁ ଲୋକମାନେ ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ଆରମ୍ଭ ହେଇଯିବ ହବିସ । ସେଥିପାଇଁ ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ମାଛ ମାଂସ ସହ ଚିଙ୍ଗୁଡି ।ତେବେ ଆଜିର ଏହି ଭିଡକୁ…
