ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ, ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ

ଭୁବନେଶ୍ୱର : ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ …

Read More

ବିଶ୍ୱନାଥ ପଣ୍ଡିତ ଙ୍କ  ସ୍ମୃତିରେ  ହେବ  ଅତ୍ୟାଧୁନିକ  ଲାଇବ୍ରେରୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ  ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର  ପୁରୀ  -ଅନୁଗୁଳ  ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ  ଅତ୍ୟାଧୁନିକ  ପାଠାଗାର ପ୍ରତିଷ୍ଠା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦, ୫୮,୩୧,୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୫-ଟି  ସଚିବ    ଭି  କେ  ପାଣ୍ଡିଆନ୍  ଙ୍କ  କଟକ   ଗସ୍ତ   ସମୟରେ  କଟକ ରେ ସ୍ଵର୍ଗତ  ବିଶ୍ଵନାଥ  ପଣ୍ଡିତ  ଙ୍କ  ସ୍ମୃତି   ରେ  ଏକ   ଅତ୍ୟାଧୁନିକ …

Read More

କଟକ ମହାନଗର ନିଗମ ଅଞ୍ଚଳରେସାର୍ବଜନୀନ ପୂଜା ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ

  ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ  କଟକ ମହାନଗର ନିଗମ ଅଞ୍ଚଳରେ  ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ  ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ…

Read More

ଡିସେମ୍ବର ୩ରେ ପ୍ରକାଶ ପାଇବ ୫ ରାଜ୍ୟର ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ସେମି ଫାଇନାଲ କୁହାଯାଉଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ  ସୋମବାର ନିର୍ବାଚନ କମିସନ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କରି ନିର୍ବାଚନ ତାରିଖ, ନିୟମାବଳୀ ଇତ୍ୟାଦି ଘୋଷଣା କରିଛନ୍ତି। କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ଅନ୍ୟ  ୪ ଟି…

Read More

କେନ୍ଦ୍ରାପଡ଼ା : କଟିସାରିଲାଣି ତିନି ଜଣଙ୍କ ଟିକେଟ୍, ନୂଆ ଚେହେରା ଖୋଜିଲାଣି ବିଜେଡି

ଭୁବନେଶ୍ୱର: ମାସ କେଇଟା ପରେ ସାଧାରଣ ନିର୍ବାଚନ। ଭୋଟ ବେଳ ଯେତିକି ପାଖେଇ ଆସୁଛି, କେନ୍ଦ୍ରାପଡ଼ା ରାଜନୀତି ସେତିକି ଜମୁଛି। ଦୀର୍ଘଦିନ ଧରି ଶାସକ ଦଳ ବିଜେଡିରୁ ଟିକେଟ୍ ଉପରେ ସମସ୍ତଙ୍କ ନଜର ରହିଛି। ଜିଲ୍ଲାର ତିନୋଟି ଆସନର ବିଜେଡି ଟିକେଟ୍ ବଦଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହି ଆସନ ଗୁଡିକ ହେଉଛି- କେନ୍ଦ୍ରାପଡ଼ା(ସଂରକ୍ଷିତ), ରାଜନଗର ଏବଂ ପାଟକୁରା। ତେଣୁ ଏହି ଆସନ ପାଇଁ ନୂଆ ମୁହଁ ତଥା କିଛି ପୁରୁଣା ମୁହଁଙ୍କୁ ନେଇ ବିଚାରବିମର୍ଶ…

Read More

ସୁନା ପୁଅ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଗତକାଲି ଭାରତୀୟ ପୁରୁଷ ହକି ଟିମ୍ ଏସୀୟ କ୍ରୀଡ଼ାରେ ବହୁ ପ୍ରତୀକ୍ଷିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପ୍ରଦର୍ଶ ମଧ୍ୟ ଉଚ୍ଚକୋଟୀର ଥିଲା।  ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତ ରୋହିଦାସଙ୍କ ପାଇଁ  ଦେଢ଼ କୋଟି ଟଙ୍କାର ପୁରସ୍କାର  ରାଶି ଘୋଷଣା କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ତୃଣମୂଳରୁ ଆରମ୍ଭ କରି  ଅନ୍ତର୍ଜାତୀୟ ହକି ଟର୍ଫରେ ଖେଳୁଥିବା ଅମିତ ରୋହିଦାସଙ୍କ…

Read More

ଗୁଜରାଟରେ ପଡ଼ିଆ ଫାଙ୍କା, ବାରବାଟୀକୁ ମ୍ୟାଚ ମିଳୁନାହିଁ

ଭୁବନେଶ୍ୱର : ଗତକାଲି ଠାରୁ ବିଶ୍ୱକପ୍ କ୍ରିକେଟ୍ ଆରମ୍ଭ ହୋଇଯାଇଛି।  ପ୍ରଥମ ମ୍ୟାଚ୍ ଗତକାଲି ବିଶ୍ବର ସର୍ବବୃହତ୍‌ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଛି। ଯେଉଁ ଷ୍ଟାଡିୟମର ଦର୍ଶକ କ୍ଷମତା ପ୍ରାୟ  ୧ ଲକ୍ଷ ୩୨ ହଜାର।  ମାତ୍ର ଆଶ୍ଚର୍ଯ୍ୟର କଥା କ୍ରିକେଟ୍ ପାଗଳ ଭାରତରେ ଷ୍ଟାଡିୟମ୍ ଫାଙ୍କା ପଡୁଛି। ସମୁଦାୟ ହଜାରେ ଦର୍ଶକଙ୍କୁ ଦେଖିବାକୁ ମିଳୁନାହିଁ।  ବିଭିନ୍ନ ଗଣମାଧ୍ୟମରେ ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି)ର ମହିଳାମୋର୍ଚ୍ଚା ପକ୍ଷରୁ ଉଦ୍‌ଘାଟନୀ ମ୍ୟାଚ୍‌ ପାଇଁ ୪୦…

Read More

ରଙ୍ଗ ବଦଳାଇଦେଲେ କଂଗ୍ରେସ ନେତା ନରସିଂହ ମିଶ୍ର, ସେତେବେଳେ କରୁଥିଲେ ବିରୋଧି, ଏବେ ସପକ୍ଷରେ କହିଲେଣି

ଭୁବନେଶ୍ୱର : ସାରା ଦେଶରେ ମଣ୍ଡଳ କମିସନ ଲାଗୁ ହେବା ପାଇଁ ପ୍ରସ୍ତୁତ ଲାଗି ରହିଥାଏ। ମାତ୍ର ଓଡ଼ିଶା ସରକାର ମଣ୍ଡଳ କମିସନ ସୁପାରିସ୍ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସୁପ୍ରିମକୋର୍ଟରେ ମଣ୍ଡଳ କମିସନ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ନରସିଂହ ମିଶ୍ର ଛିଡ଼ା ହୋଇଥିଲେ। ଏହା ହେଉଛି ନବେ ଦଶକର କଥା। ରାଜ୍ୟରେ ପଛୁଆବର୍ଗଙ୍କୁ ଯେପରି ସଂରକ୍ଷଣରୁ ବଞ୍ଚିତ କରାଯିବ, ସେ ନେଇ ନରସିଂହ ସବୁ ପ୍ରକାର ଚେଷ୍ଟା କରୁଥିଲେ। ଏଥିରେ…

Read More

ପଛୁଆବର୍ଗଙ୍କ ଅବସ୍ଥା ଖରାପ, ଘରକୁ ଘରକୁ ବୁଲି ସର୍ଭେ କରିନାହାନ୍ତି ସରକାରୀ କର୍ମଚାରୀ

ଭୁବନେଶ୍ୱର- ପାଇକ ବୀରଙ୍କ ମାଟି ଓଡ଼ିଶା। ଇଂରେଜ ହୁଅନ୍ତୁ ଅନ୍ୟ କୌଣସି ବାହ୍ୟ ଶତ୍ରୁ। ସେମାନଙ୍କୁ ମୁକାବିଲା କରିବା ପାଇଁ ଆଗେଇ ଆସିଥାନ୍ତି ପାଇକ। ପାଇକ କହିଲେ ଚଷା, ଖଣ୍ଡାୟତ, ବିଭିନ୍ନ କୌଳିକ ବୃତ୍ତିଧାରୀ ମେହନତୀ ମଣିଷ, ଦଳିତ ଓ ଆଦିବାସୀ। ଏ ଜଙ୍ଗଲ ପାଇକର, ଜମି ସେମାନଙ୍କର। ମାଟି ତଳେ ଥିବା ରତ୍ନ ଭଣ୍ଡାର ସେମାନଙ୍କର। ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ। ଏକଥା ଆମେ କହୁନାହୁଁ, ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଉଲ୍ଲେଖ…

Read More

ଆଇଆଇଏମସି, ଢେଙ୍କାନାଳର ସମସ୍ୟା ସମ୍ପର୍କରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର,୩ା୧୦: ଭାରତୀୟ ଜନ ସଂଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରିଡା  ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ପୁରାତନ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ  ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର…

Read More