ବିଚାରବ୍ୟବସ୍ଥା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଆଇନା ଦେଖାଇଲେ ରାଷ୍ଟ୍ରପତି ମହୋଦୟା

ନୂଆଦିଲ୍ଲୀ : କିଛି ମାସ ପୂର୍ବରୁ ବିନା ବିଚାରରେ ଜେଲ୍ ଭୋଗୁଥିବା କଏଦୀ ଏବଂ ସେମାନଙ୍କ ପରିବାର ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କିଛିଦିନ ପରେ ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଷ୍ଟ୍ରପତି ମହୋଦୟା ନିଜର ଅଭିବ୍ୟକ୍ତି ଜାରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ପରିଦର୍ଶକମାନଙ୍କ ଏକ ସମ୍ମିଳନୀରେ ଭାଷଣ ଦେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ନିଜର ବକ୍ତବ୍ୟ…

Read More

ଚଳିତ ସପ୍ତାହରେ ବର୍ଷାର ପରିମାଣ ବଢିବ

ଭୁବନେଶ୍ୱର : ରାଜ୍ୟରେ ମୌସୁମୀର ଆଗମନ ହୋଇଥିଲେ ବି ଏହା ଦୁର୍ବଳ ରହିଛି ମୌସୁମୀ ଦୁର୍ବଳ ରହିଥିବା କାରଣରୁ ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହା ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ  ସୋମବାର ପ୍ରକାଶ ପାଇଥିବା ଏକ ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି। ପରିବେଶରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ରହିଥିବାରୁ ଏବଂ ୮୦…

Read More

ହ୍ରାସ ପାଇବ ଗ୍ରାମୀଣ-ସହର ଭିତ୍ତିଭୂମି ପାର୍ଥକ୍ୟ, ନୂତନ ଯୋଜନା ଆଣିଲେ ଓଡ଼ିଶା ସରକାର

ଭୁବନେଶ୍ୱର: ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରାଯିବ। ସହର ଓ ଗ୍ରାମାଞ୍ଚଳରେ ଥିବା ତାରତମ୍ୟକୁ ହ୍ରାସ କରି ସମସ୍ତ ନାଗରିକମାନଙ୍କୁ ସହରୀ ଭିତ୍ତିଭୂମି ଏବଂ ସେବା  ଯୋଗାଇବ ଦିଆଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି” କୁ ଅନୁମୋଦନ କରିଛନ୍ତି। ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଉଭା ହୋଇଛି ।…

Read More

ନରେନ୍ଦ୍ର-ନବୀନଙ୍କ ଏହି ପ୍ରସଙ୍ଗରେ ଏକାଠି , ନାହିଁ ନିୟମିତ ପରିସଂଖ୍ୟନ, କରିଚାଲିଛନ୍ତି ଯୋଜନା….

ଭୁବନେଶ୍ୱର : ଦେଶ ତଥା ରାଜ୍ୟର ପ୍ରସ୍ତୁତ ହେଉଥିବା ସମସ୍ତ ନୀତି ନିର୍ଦ୍ଦିଷ୍ଟ ପରିସଂଖ୍ୟନ ଉପରେ ପର୍ଯ୍ୟବେସିତ। ଏହି ପରିସଂଖ୍ୟନ ନିୟମିତ ଭାବେ ବଦଳୁ ଥାଏ। ତେଣୁ ଭବିଷ୍ୟତର ଯୋଜନା ପ୍ରଣୟନ ଓ ରୂପାୟନ ପାଇଁ ପରିସଂଖ୍ୟନର ସାମ୍ପ୍ରତିକ  ସ୍ଥିତି ଜାଣିବା ଦରକାର । ମାତ୍ର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମକୁ ଅଣଦେଖା  କରୁଥିବା ଲକ୍ଷ୍ୟ କରାଯାଉଛି। କରୋନା ମହାମାରୀ କାରଣରୁ ଜନଗଣନା- ୨୦୨୧  ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। କେନ୍ଦ୍ର ସରକାରଙ୍କ…

Read More

ଉତ୍ତରକାଶୀରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପୂଜାର୍ଚ୍ଚନା ସୁଚାରୁରୂପେ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଆଢୁଆଳ ଅବସ୍ଥାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ ଉକ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୁଚାରୁରୂପେ ହେବା ସହ ମନ୍ଦିର ସୌନ୍ଦର୍ଯ୍ୟକରଣ ହେବ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ମନ୍ଦିର…

Read More

ପରିବା ଦରବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସର ନିଆରା ପ୍ରତିବାଦ

ଭୁବନେଶ୍ୱର : ଛାତ୍ର କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ରବିବାର ସୁଲଭ ମୂଲ୍ୟରେ ପରିବା ବିକି ନିଆରା ଢଙ୍ଗରେ ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସାରୁ କିଲୋ ୩୦ ଟଙ୍କା ପ୍ରଭୃତି ପୋଟଳ, ଲଙ୍କା ଏବଂ ଅନ୍ୟାନ୍ୟ…

Read More

କଂଗ୍ରେସ ଉଠାଉଥିବା ପ୍ରସଙ୍ଗ ବିଜେପିକୁ ଫାଇଦା ଦେବ….ରାଷ୍ଟ୍ରୀୟ ନେତୃତ୍ୱକୁ ରିପୋର୍ଟ ଦେଲା ନିର୍ବାଚନୀ ସର୍ଭେକ୍ଷଣ ସଂସ୍ଥା….

ଭୁବନେଶ୍ୱର : ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହେଉଥିବେ। ମାତ୍ର ଏକଥା ସତ। ରାଜ୍ୟ କଂଗ୍ରେସର ନିଷ୍କ୍ରିୟତା ଓ ରଣନୀତି ଚୟନ ରାଜ୍ୟ ବିଜେପିକୁ ଫାଇଦାରେ ରଖିବ। ଏକଥା ଆମେ କହୁନାହୁଁ। କେନ୍ଦ୍ରୀୟ ବିଜେପି ପାଇଁ କାମ କରୁଥିବା ନିର୍ବାଚନୀ ସର୍ଭେ ସଂସ୍ଥା ବରାହ ଆନାଲିଟିକ୍ ପକ୍ଷରୁ କୁହାଯାଇଛି। ଓଡ଼ିଶା ସମ୍ପର୍କିତ ଏକ ରିପୋର୍ଟ ନିକଟରେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱକୁ ପ୍ରଦାନ କରାଯାଇଛି। ରାଜ୍ୟ କଂଗ୍ରେସର କୌଣସି ରାଜନୈତିକ କାର୍ଯ୍ୟକ୍ରମ ବିଜେପିକୁ ଅଡୁଆ ହେବ ନାହିଁ। ବରଂ ସବୁ…

Read More

ବିଭିନ୍ନ ବର୍ଗର କଳାକାରଙ୍କ ପାରିଶ୍ରମିକ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ଓଡ଼ିଶା ସରକାର ବିଭିନ୍ନ ସମୟରେ ଏକାଧିକ ପଦକ୍ଷେପ ନେଇ ଆସିଛନ୍ତି।  ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା  ତଥା ରାଜ୍ୟସ୍ତରୀୟ ଲୋକ କଳା କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ,  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି । ଶନିବାର କଳାକାର ମାନଙ୍କୁ…

Read More

ଏଥର ୩ ଘଣ୍ଟା ପୂର୍ବରୁ ମିଳିବ ବର୍ଷା – ବଜ୍ରପାତର ସୂଚନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍‌ ୱେଦ୍‌ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍‌ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସ୍‌ଆର୍‌ସିଙ୍କୁ ଚିଠି ଲେଖିଛି। ଏହି ରାଡାର ବସିବା…

Read More

ନିଜର ନୁହେଁ, ମୁଖ୍ୟମନ୍ତ୍ରୀ ଏବଂ ସଫଳ ଯୋଜନାର ରିଲ୍ସ କର

ଭୁବନେଶ୍ୱର : ଓଡ଼ିଶା ରାଜନୀତି ନବୀନ ବାବୁଙ୍କ ଚାରିପଟେ ବୁଲୁଛି। ତାଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ହିଁ ଦଳକୁ ବିଜୟୀ କରୁଛି। ତେଣୁ ତାଙ୍କ ଯୋଜନା ଏବଂ ରାଜନୈତିକ ପଥ ସମସ୍ତେ ଅନୁସରଣ କରିବା ଉଚିତ। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। କମ୍ ସମୟରେ ଭିଡିଓ କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କ ନିକକୁ ବାର୍ତ୍ତା ପହଞ୍ଚାଯାଇପାରିବ। ରିଲ୍ସ କରାଯାଉ ହେଲେ ଆତ୍ମ ପ୍ରଚାର ନ ହେଉ। ସରକାରୀ ଯୋଜନା ଓ ବିରୋଧିଙ୍କୁ ଆକ୍ରମଣ କରାଯାଉ। କେତେକ ଯୁବ କର୍ମୀମାନେ…

Read More