କେନ୍ଦ୍ରୀୟ ବଜେଟ୍ରେ ୫୦୦ କୋଟିର ଏଆଇ ନିବେଶ ଘୋଷଣା ପରବର୍ତୀ ପିଢ଼ିର ଡିଜିଟାଲ୍ ଶୀକ୍ଷଣୀୟ ସମାଧାନ ପାଇଁ ଆଇଏଆଇଏମର୍ ସହଯୋଗିତା ବଢ଼ାଇବ
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ପରେ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭାରତରେ ପ୍ରଥମ ଅନୁଷ୍ଠାନ ଭାବେ ଲର୍ଣ୍ଣିଂ ମ୍ୟାନେଜମେଂଟ ସିଷ୍ଟମ (ଶିକ୍ଷଣୀୟ ପରିଚାଳନା ବ୍ୟବସ୍ଥା) ପାଇଁ ସହଯୋଗିତା ସମ୍ବଲପୁର:ଏଆଇ ସେଂଟର ଅଫ୍ ଏକ୍ସଲେନ୍ସରେ ୫୦୦ କୋଟି ନିବେଶ ଘୋଷଣା ପରେ ଭାରତରେ ମ୍ୟାନେଜମେଂଟ୍ ଶିକ୍ଷାର ଚେହେରା ବଦଳାଇବା ପାଇଁ ଆଇଆଇଏମ୍ ସମ୍ବଲପୁର ଏଆଇ ଦ୍ୱାରା ପରିଚାଳିତ ଡିଜିଟାଲ୍ କେସ୍ ଷ୍ଟଡି ସମାଧାନ ପାଇଁ ବ୍ରେକ୍ ଆଉଟ୍ ଲର୍ଣ୍ଣିଂ ସହ ହାତ ମିଳାଇଛି। ଏହି ସହଯୋଗର ଉଦ୍ଦେଶ୍ୟ ହେଉଛି ଭାରତକୁ ଏକ…
