IPL 2024 : ଆଜି ଅହମ୍ମଦାବାଦରେ କଲିକତା ଓ ହାଇଦ୍ରାବାଦ ମଧ୍ୟରେ ଲଢେଇ, ବିଜୟୀ ଦଳ ଖେଳିବ ଫାଇନାଲ …
ଗୁଜୁରାଟ: କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ ଗୁଜୁରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ଯେଉଁ ଟିମ୍ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଆଇପିଏଲ ଚଳିତ ସଂସ୍କରଣରେ ଦୁଇଟି ଯାକ ଟିମ୍ ର ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଭଲ ରହିଛି। ହେଲେ ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ଯିଏ ବାଜି ମାରିବ ସେ ସିଧା ସଳଖ ଫାଇନାଲ ଖେଳିବ । ସେହିପରି ଯେଉଁ…
