ଆଇପିଏଲରେ ଆଜି ହାଇଦ୍ରାବାଦ ଓ ବେଙ୍ଗାଲୁରୁ ମୁକାବିଲା…

ଆଜି ଆଇପିଏଲ୍‌ର ୩୦ତମ ଲିଗ୍ ମୁକାବିଲାରେ ଘରୋଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଏଣ୍ଟ ତାଲିକାରେ ଶେଷ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ଏହି ମ୍ୟାଚ୍ ଜରିଆ ବିଜୟର ବାଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ଅନ୍ୟ ପଟେ ସନ୍‌ରାଇଜର୍ସ ବିଜୟଧାରା ଜାରି ରଖୁବା ନେଇ ପ୍ରସ୍ତୁତ ରହିଛି । ସନ୍‌ରା‌ଇଜର୍ସ ଶେଷ ୨ଟି ଲିଗ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିସ ଓ ପଞ୍ଜାବ କିସକୁ…

Read More

ଆଇପିଏଲରେ ଆଜି ଦିଲ୍ଲୀ ଲକ୍ଷ୍ନୌ ମୁକାବିଲା…

ଆଜି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ୨୬ ତମ ମ୍ୟାଚ ଏକାନ ଷ୍ଟାଡିୟମରେ ଖେଳାଯିବ | ରିଶବ ପନ୍ଥଙ୍କ ଦଳ  ଦିଲ୍ଲୀ ପଏଣ୍ଟ ତାଲିକାର ଶେଷରେ ରହିଛି । ଦଳ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ଏକ ଟି ମ୍ୟାଚରେ ଜିତିବାରେ ସଫଳ ହୋଇଛି  | ୪’ଟି ମ୍ୟାଚରେ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ  ତାଲିକାର ତୃତୀୟ ସ୍ଥାନରେ ରହିଛି। ଦଳ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍…

Read More

ଟି – ୨୦ ବିଶ୍ଵକପରୁ ବାଦ୍ ପଡି ପାରନ୍ତି ଏହି ଦୁଇ ନାମୀ ଖେଳାଳି…

ଭୁବନେଶ୍ଵର; ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ମାଟିରେ ଏହି ବର୍ଷ  ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ | ଭାରତୀୟ ଦଳ ଆୟର୍ଲାଣ୍ଡ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଜୁନ୍ 5ରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏଥି ସହିତ ଭାରତୀୟ ଦଳ ଜୁନ୍ ୯ ରେ ପାକିସ୍ତାନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ କ’ଣ ହେବ? କେଉଁ ଖେଳାଳି ଟିମ୍ ଇଣ୍ଡିଆରେ ସ୍ଥାନ ପାଇବେ? ଏପର୍ଯ୍ୟନ୍ତ ସ୍ତିର…

Read More

ଚୁଟି କାଟିବା ପାଇଁ କୋହଲି ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭାରତୀୟ କ୍ରିକେଟ ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିରାଟ କୋହଲି । ଆଜିର ଯୁବପିଢି ତାଙ୍କର ପ୍ରତ୍ୟେକଟି ଜୀବନ ଶୈଳିକୁ ଅନୁସରଣ କରୁଛନ୍ତି ।  ତାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । ସେ ତାଙ୍କ ଖେଳ ବ୍ୟତୀତ ଷ୍ଟାଇଲ ଓ ଲୁକ୍ କୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହୁନ୍ତି । ଖେଳ ସହ କୋହଲି ତାଙ୍କ ଷ୍ଟାଇଲ ପାଇଁ ଅନେକ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ।…

Read More

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଡ଼ି ହେଲେ ସୂର୍ଯ୍ୟ କୁମାର ଯାଦବ…

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି । ୩ ଟି ମ୍ୟାଚ ରୁ ୩ ଟି ରେ ପରାଜିତ ହୋଇ ମୁମ୍ବାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ତେବେ ଏହା ଭିତରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସଙ୍କ ପାଇଁ ଖୁସିଖବର ଆସିଛି । କାରଣ ଆହତ ସମସ୍ୟାରୁ ମୁକୁଳିବା ପରେ ଦଳ ସହ ଯୋଡି ହୋଇଛନ୍ତି ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଭିଡ଼ିଓ ଜାରି କରି କୁହାଯାଇଛି…

Read More

ପ୍ରଥମ ଥର ପାଈଁ ଆଇପିଏଲରେ ଆମ୍ନା ସାମ୍ନା ହେବେ କିଙ୍ଗ କୋହଲି ଓ ମିଚିଲ ଷ୍ଟାର୍କ…

ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯିବ | ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏହାର ଅର୍ଥ ଆଜି ମିଚେଲ ଷ୍ଟାର୍କ ଏବଂ ବିରାଟ କୋହଲି ମୁହାଁମୁହିଁ ହେବେ। ସୂଚନାଯୋଗ୍ୟ ଯେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇଟି କିମ୍ବଦନ୍ତୀ ମୁହାଁମୁହିଁ ହେବ। ବାସ୍ତବରେ ମିଚେଲ ଷ୍ଟାର୍କ ଆଗରୁ ଆଇପିଏଲ ଖେଳିଛନ୍ତି କିନ୍ତୁ ସେ କେବଳ ବିରାଟ କୋହଲିଙ୍କ…

Read More

ଲୋଗୋ ଏବଂ ନାମ ପରିବର୍ତ୍ତନ କରିଥିବା ଆରସିବି କ’ଣ ଏଥର ଭାଗ୍ୟ ପରିବର୍ତ୍ତନ କରିପାରିବ ?

ପୁର୍ବରୁ ଦିଲ୍ଲୀ, ପଞ୍ଜାବ ନାମ ପରିବର୍ତ୍ତନ କରିଥିବା ବେଳେ ଆଇପିଏଲର ୧୭ତମ ସଂସ୍କରଣରେ ଆରସିବି ବା ରୟାଲ ଚାଲେଞ୍ଜର ବାଙ୍ଗାଲୋର ନିଜର ନାମ ପରିବର୍ତ୍ତନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଆରସିବି ସହରର ବର୍ତ୍ତମାନର ନାମକୁ ଦୃଷ୍ଟିରେ ରଖି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ନାମିତ କରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଅଧିନାୟକ ଫାପ୍ ଡୁ ପ୍ଲେସିସ,…

Read More

ପାଣ୍ଡ୍ୟାଙ୍କୁ ଘାରିଛି ପଇସା ନିଶା, ଦେଶ ବଦଳରେ ଆଇପିଏଲକୁ ଦେଉଛନ୍ତି ଅଧିକ ଗୁରୁତ୍ବ

ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ୧୦ଟି  ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି। ଇତିମଧ୍ୟରେ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇ ଆଇପିଏଲ ଖେଳିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି କୁହାଯାଉଛି।ହାର୍ଦ୍ଦିକ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ସ୍ବାସ୍ଥ୍ୟଗତ କାରଣରୁ ଦୂରରେ ଥିଲେ। ୨୦୨୩ ଦିନିକିଆ ବିଶ୍ୱକପ…

Read More

ଚାମ୍ପିୟନ ଟ୍ରଫି ଖେଳିବାକୁ ଯିବ କି ପାକିସ୍ତାନ, ନା ପୁଣି ହାଇବ୍ରିଡ ମଡେଲରେ ଖେଳିବ ଭାରତ…

ଆଇସିସିର ଦ୍ୱିତୀୟ ବୃହତ୍ତମ ଟୁର୍ନାମେଣ୍ଟ  ଚାମ୍ପିଅନ୍ସ ଟ୍ରଫି ଏକ ଦୀର୍ଘ ବ୍ୟବଧାନ ପରେ ଆସନ୍ତା ବର୍ଷ ଖେଳାଯିବ | ତେବେ ଏହାର ସ୍ଥାନ ସମ୍ପର୍କରେ ବିବାଦ ଆରମ୍ଭ ହୋଇସାରିଛି। ବାସ୍ତବରେ, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ | ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ନାହିଁ? ଏହି ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂତନ ଚେୟାରମ୍ୟାନ୍ ମୋହସିନ୍ ନାକଭି ବିସିସିଆଇ ସଚିବ…

Read More

ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ

ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି  । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଅନୁଗୁଳ, ବଡବିଲ, କାସିଆ ଏବଂ ଟେନ୍ସାରେ, କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ପ୍ରାଥମିକତା ଦେବା ପାଇଁ ପ୍ରେରଣା ଯୋଗାଇବା ପାଇଁ…

Read More