Virat Kohli Record ; କୋହଲି ଆଉ ଏକ ବିରାଟ ରେକର୍ଡରୁ ମାତ୍ର ୬ ରନ ପଛରେ , ସେପଟେ କ୍ଲିନ୍ ସୁଇପ ଲକ୍ଷରେ ଟିମ୍ ଇଣ୍ଡିଆ …

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ବୁଧବାର ବେଙ୍ଗାଲୁରୁରେ ଖେଳାଯିବ। ଏହି ମ୍ୟାଚରେ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିପାରନ୍ତି। କୋହଲିଙ୍କ ପାଖରେ ଟି -୨୦ ରେ ୧୨ ହଜାର ରନ୍ ପୂରଣ କରିବାର ସୁଯୋଗ ରହିଛି | ଏଥିପାଇଁ ତାଙ୍କୁ ମାତ୍ର ଆଉ ୬ ରନର ଆବଶ୍ୟକତା ରହିଛି | ଟି -୨୦ କ୍ରିକେଟରେ ସର୍ବାଧିକ ରନ୍ କରିବାର ରେକର୍ଡ କ୍ରିସ୍…

Read More

ଦୀପ୍ତି ଶର୍ମା ଓ ପାଟ୍ କମିନ୍ସି ହେଲେ ‘ପ୍ଲେୟର ଅଫ ଦି ମନ୍ଥ’

ଡିସେମ୍ବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ‘ପ୍ଲେୟାର ଅଫ୍ ଦି ମନ୍ଥ’ର ଘୋଷଣା କରିଛି। ‘ପୁରୁଷ ଖେଳାଳି ଭାବେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ପ୍ଲେୟର ଅଫ୍ ଦି ମନ୍ଥ’ ଚୟନ କରାଯାଇଛି ।ସେହିପରି , ଭାରତର ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍ ଦି ମନ୍ଥ’ ମନୋନୀତ କରାଯାଇଛି। ଏହା ହେଉଛି ଦୀପ୍ତି ଶର୍ମାଙ୍କର ‘ପ୍ଲେୟାର ଅଫ୍ ଦି ମନ୍ଥ’ର ପ୍ରଥମ ଟାଇଟଲ୍ | ଡିସେମ୍ବରରେ ଉଭୟ ଖେଳାଳି ସେମାନଙ୍କର ଉତ୍କୃଷ୍ଟ…

Read More

ଟି -୨୦ ବିଶ୍ବକପରେ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଶିବମ ଦୁବେ ଜାଣନ୍ତୁ କିପରି …

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ଭାରତ ଜିତିସାରିବା ପରେ ଶିବମ ଦୁବେଙ୍କୁ ନେଇ ଚର୍ଚ୍ଚ ଯୋର ଧରିଛି । ଏହି ମ୍ୟାଚରେ ସିବମ ୫ ଚଉକା ଏବଂ ୨ ଛକା ସହାୟତାରେ ୬୦ ରନର ଚମତ୍କାର ପାଳି ଖେଳି ଦଳକୁ ବିଜୟ ଦେଇଥିଲେ । ସେହିପରି ବୋଲିଂରେ ମଧ୍ୟ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ । ତେବେ ତାଙ୍କର ଏହି ଅଲରାଉଣ୍ଡ ପ୍ରଦର୍ଶନକୁ ଦେଖି କ୍ରିଡ଼ା ବିଶେଷଜ୍ଞ ତାଙ୍କୁ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବାର…

Read More

ବାପା ଚାହୁଁଥିଲେ ପୁଅ ହେଉ ସୈନିକ କିନ୍ତୁ ପୁଅ ହୋଇଗଲା କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି…

ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତ ଦଳ ଘୋଷଣା କରିଛି । ଶାର୍ଦୁଲ, ଶାମି, ଇଶାନଙ୍କୁ ଦଳ ବାହାରେ ରଖିଥିବା ବେଳେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଧ୍ରୁଭ ଜୁରେଲଙ୍କ ଉପରେ ଦଳ ଦେଖାଇଛି ଭରସା | ଘରୋଇ ମ୍ୟାଚ୍‌ରେ ଧ୍ରୁବଙ୍କ ଭଲ ରେକର୍ଡ ରହିଛି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି | ୨୩ ବର୍ଷିୟ ଏହି ଖେଳାଳି…

Read More

IND Vs AFG; ଭାରତ ଓ ଆଫଗାନିସ୍ତାନ ଟି -୨୦ ମ୍ୟାଚକୁ ଟିଭିରେ କିପରି ମାଗଣାରେ ଦେଖିବେ ଜାଣନ୍ତୁ …

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ବା (ଜାନୁଆରୀ ୧୧) ମୋହାଲିର ଆଇଏସ୍ ବିନ୍ଦ୍ରା ପିସିଏ ଷ୍ଟାଡିୟମରେ ଖେଳାଯିବ।୨୦୨୪ ଟି -୨୦ ବିଶ୍ୱକପ ପୂର୍ବରୁ ଏହା ଟିମ୍ ଇଣ୍ଡିଆର ଶେଷ ଟି -୨୦ ସିରିଜ୍ | କ୍ରିକେଟ୍ ପ୍ରଶଂସକମାନେ ଏହି ସିରିଜ୍ ମାଗଣାରେ ଉପଭୋଗ କରିପାରିବେ | ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମସ୍ତ ତିନୋଟି ଟି -୨୦ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭:୦୦…

Read More

Happy birthday Rahul Dravid; ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ନାମରେ ରହିଛି ଏମିତି ରେକର୍ଡ଼ ଯାହା ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହିଁ

ଆଜି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ବା ଦ ୱାଲ୍ ନାମରେ ପରିଚିତ ଲାଭ କରିଥିବା ରାହୁଲ ଦ୍ରାବିଡଙ୍କ ୫୧ ତମ ଜନ୍ମଦିନ। ରାହୁଲ ଦ୍ରାବିଡ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତାଙ୍କର ନାମ ରହିଥିଲା । ସେ ତାଙ୍କ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ | ସମଗ୍ର ଦେଶ ତାଙ୍କୁ ‘ୱାଲ୍’ ନାମରେ ଜାଣିଛି । ତେବେ ଦ୍ରାବିଡ ପ୍ରାୟ ୧୨ ବର୍ଷ ପୂର୍ବେ ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ,…

Read More

୫୮ତମ କ୍ରିକେଟର ଭାବେ ସାମିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର : ଜାଣନ୍ତୁ ପ୍ରଥମେ କାହାକୁ ମିଳିଥିଲା ଏହି ପୁରସ୍କାର …

ଭାରତୀୟ କ୍ରିକେଟର ମହମ୍ମଦ ସାମି ୫୮ତମ କ୍ରିକେଟର ଭାବେ ଅର୍ଜୁନ ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଆଜି (ଜାନୁଆରୀ ୯) ତାଙ୍କୁ ଖେଳର ଏହି ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। କ୍ରିକେଟ ଦୁନିଆରେ ସଲିମ୍ ଦୁରାନୀ ଙ୍କୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ମିଳିଥିଲା । ଶେଷ ଥର ପାଇଁ ଶିଖର ଧାୱନ ଏହି ପୁରସ୍କାର ପାଇଥିଲେ। ୨୦୨୧ରେ ଶିଖରଙ୍କୁ ଏହି ସମ୍ମାନ…

Read More

ଟିମ୍ ଇଣ୍ଡିଆର ନୂଆ ଓପନର୍ ହେବେ କି କିଙ୍ଗ୍ କୋହଲି ? ଜାଣନ୍ତୁ କ’ଣ କହୁଛି ପରିସଂଖ୍ୟାନ…

ପ୍ରାୟ ୧୪ ମାସ ପରେ ବିରାଟ କୋହଲି ଭାରତର ଟି-୨୦ ଦଳକୁ ଫେରିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ବିରାଟ କୋହଲିଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ମଧ୍ୟରେ ଶୃଙ୍ଖଳାର ପ୍ରଥମ ଟି-୨୦ ମ୍ୟାଚ୍ ଜାନୁଆରି ୧୧ତାରିଖରେ ଖେଳାଯିବ। କିନ୍ତୁ ପ୍ରଶ୍ନ ଉଠୁଛି ଏହି ସିରିଜରେ ବିରାଟ କୋହଲି କେଉଁ ନମ୍ବରରେ ବ୍ୟାଟିଂ କରିବେ? ବିରାଟ କୋହଲିଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଆସିବ କି?…

Read More

IND Vs SA 2nd Test ; ଅଷ୍ଟ୍ରେଲିଆ , ଇଂଲଣ୍ଡ ପରେ ଦକ୍ଷିଣ ଆଫ୍ରିକାରେ ବୋଲିଂର ଯାଦୁ ଦେଖାଇଲେ ମହମ୍ମଦ ସିରାଜ …

ମହମ୍ମଦ ସିରାଜ  ଦକ୍ଷିଣ ଆଫ୍ରିକାକୁ ନିଜ ଘରେ ଧୂଳି ଚଟାଇଛନ୍ତି । ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ସିରାଜଙ୍କ  ୬ଟି ୱିକେଟ୍ ବଳରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ନିଜ ଘରୋଇ ମାଟିରେ ପ୍ରଥମ ଇନିଂସରେ ୫୫ ରନରେ ରୋକିବାରେ ସଫଳ ହୋଇଛି ।  ସିରାଜଙ୍କ ବିଦେଶରେ ଏମିତି ପ୍ରଦର୍ଶନ ପ୍ରଥମ ନୁହେଁ। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ନିଜ ବୋଲିଂର ଯାଦୁ ଦେଖାଇସାରିଛନ୍ତି ।  ଏହା ପୂର୍ବରୁ ସିରାଜ…

Read More

ଆଇସିସି କାହିଁକି କାଟିଲା ଟିମ ଇଣ୍ଡିଆର ପଏଣ୍ଟ ଜାଣନ୍ତୁ …

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ୩୨ ରନ୍ ଓ ଗୋଟିଏ ଇନିଂସରେ ପରାସ୍ତ କରିଛି। ଏହି ମ୍ୟାଚରେ ପରାଜୟ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଛି, କିନ୍ତୁ ଏବେ ହଠାତ୍ ଶ୍ରେଷ୍ଠ ୫ରୁ ବାଦ୍ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍…

Read More