
ମୁମ୍ବାଇ ପ୍ରଶଂସକଙ୍କ ପାଇଁ ଖୁସି ଖବର , ରୋହିତଙ୍କୁ ମିଳିପାରେ ପୁଣି ଅଧିନାୟକ ପଦ …
ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ଠିକ୍ ହେଉନାହିଁ। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟ ଉପରେ ନିରାଶ ହୋଇଛନ୍ତି। ଏବେ ଦଳର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯାହା ଅନୁସାରେ ହାର୍ଦ୍ଦିକଙ୍କ ପାଇଁ ଆଇପିଏଲ ୨୦୨୪ରେ ଖେଳିବା କଷ୍ଟକର । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଅପଡେଟ୍ ଆସିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି ଯେ ରୋହିତ ଶର୍ମା…