୨୦୦୩ରେ ଅଷ୍ଟ୍ରେଲିଆ ଦଳ ଯେମିତି ଥିଲା, ୨୦୨୩ରେ ଭାରତୀୟ ଦଳ ସେମିତି , ଏହା ପଛର କାରଣ ଜାଣନ୍ତୁ …

ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ସେ ୱେଷ୍ଟଇଣ୍ଡିଜ୍ କୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲେ। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏହାର ୮ ବର୍ଷ ପରେ ୨୦୧୧ରେ ଭାରତ ଫାଇନାଲରେ ପହଞ୍ଚିବା ପରେ ଶ୍ରୀଲଙ୍କାକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ ଜିତିଥିଲା। ବିଶ୍ୱକପର ଫାଇନାଲରେ ପୁଣି…

Read More

ପାକିସ୍ତାନ ଦଳର ନେତୃତ୍ୱ ପାଇବା ପରେ ଶାହିନ ଆଫ୍ରିଦି କ’ଣ କହିଲେ ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ଦଳରେ ଅନେକ ବଡ଼ ପରିବର୍ତ୍ତନ ହୋଇଥିଲା। ପ୍ରଥମେ ବୋର୍ଡରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ତା’ପରେ ତିନୋଟି ଫର୍ମାଟରେ ନିୟମିତ ଅଧିନାୟକ ଥିବା ବାବର ଆଜମ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ବାବରଙ୍କ ପରେ ଶାହିନ ଶାହ ଆଫ୍ରିଦିଙ୍କୁ ଟି-୨୦ ର ଅଧିନାୟକ ଏବଂ ଶାନ୍ ମାସୁଦଙ୍କୁ ପାକିସ୍ତାନ ପକ୍ଷରୁ ଲାଲ ବଲର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଅଧିନାୟକ…

Read More

ଖେଳାଳିଙ୍କ ସହ ଦର୍ଶକ ମଧ୍ୟ ରଚିଲେ ଇତିହାସ , ତେବେ ଜାଣନ୍ତୁ କ’ଣ ଏହି ରେକର୍ଡ…

ବିଶ୍ୱକପର ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଏବେ ଭାରତୀୟ ଦଳ ଚଳିତ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଭାରତୀୟ ଦଳ ଅନେକ ରେକର୍ଡ କରିଥିବା ବେଳେ ଏହି ମ୍ୟାଚରେ ଆଉ ଏକ ସ୍ୱତନ୍ତ୍ର ରେକର୍ଡ ରହିଛି, ଯାହାକୁ ନେଇ ବିଶେଷ ଚର୍ଚ୍ଚା ହେଉନାହିଁ । ତେବେ ବିସିସିଆଇ ସମ୍ପାଦକ ଜୟ ଶାହା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ସ୍ୱତନ୍ତ୍ର ରେକର୍ଡ ବିଷୟରେ…

Read More

ଭଗବାନଙ୍କ ରେକର୍ଡକୁ ପଛରେ ପକାଇଲେ କିଙ୍ଗ୍ …

ମୁମ୍ବାଇ; ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ – ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ମେନ ଇନ୍ ବ୍ଲୁ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ସଠିକ୍ ପ୍ରମାଣିତ କରିଛନ୍ତି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଚମତ୍କାର ଲୟରେ ନଜର ଆସିଥିଲେ। ପ୍ରଥମେ ରୋହିତ ଓ ଗିଲ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ, ଯାହାକୁ ପ୍ରଥମେ କୋହଲି ଓ ଗିଲ୍, ପରେ କୋହଲି ଓ…

Read More

ଆସନ୍ତୁ ଜାଣିବା ପ୍ରଥମ ସେମିଫାଇନାଲର ପିଚ୍ ରିପୋର୍ଟ , ଟସ୍ ଜିତି ପ୍ରଥମେ କ’ଣ କରିବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ …

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ପିଚ୍ ର ବ୍ୟବହାର ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।ଏହି ପଡ଼ିଆରେ ବିଶ୍ବକପ୍ ୨୦୨୩ର ପୂର୍ବ ସମସ୍ତ ମ୍ୟାଚ୍ ତୁଳନାରେ ଏହି ପିଚ୍ ଟିକେ ଭିନ୍ନ ଆଚରଣ କରିବ ବୋଲି ଆଶା କରାଯାଉଛି। ଆମେ ଏହା କହୁଛୁ କାରଣ ୱାଙ୍ଖଡେ ପିଚ୍ ରୁ ଅଧିକାଂଶ ଘାସ ହଟାଇ ଦିଆଯାଇଛି। ଏଭଳି ସ୍ଥିତିରେ ଦ୍ବିତୀୟ ଇନିଂସରେ ଦ୍ରୁତ ବୋଲରମାନେ ପିଚ୍ ରୁ ଯେଉଁ…

Read More

 ତିନି ପ୍ରସିଦ୍ଧ ବ୍ୟାଟରଙ୍କୁ ପଛରେ ପକାଇ ଦେଲେ  କେଏଲ୍ ରାହୁଲ

ମୁମ୍ବାଇ : ଭାରତରେ ଜାରି ରହିଥିବା କ୍ରିକେଟ୍ ବିଶ୍ୱକପର ଦିନକ ପରେ ସେମି ଫାଇନାଲ ଭେଟଘାଟ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବ ମ୍ୟାଚ୍ ରେ କେଏଲ ରାହୁଲ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଯାହା କୌଣସି ଭାରତୀୟ ବ୍ୟାଟରଙ୍କ ପାଇଁ ଗୌରବର ବିଷୟ। ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ବିଶାଳ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଶ୍ରେୟସ୍ ଆୟରଙ୍କ ସମେତ କେଏଲ ରାହୁଲ ଦ୍ରୁତତମ ଶତକ ହାସଲ କରିଥିଲେ। ରାହୁଲ ମାତ୍ର ୬୨ ବଲରେ…

Read More

ସେମିଫାଇନାଲରେ ଭରତ ପାଇଁ ଏହି ଦୁଇ ଖେଳାଳି ହୋଇପାରନ୍ତି ଚିନ୍ତାର କାରଣ …

ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୯ଟି ଯାକ ମ୍ୟାଚ୍ ଜିତିଛି। ଦଳ ଏବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବେ। ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍ ରୁ ୫ଟିରେ ବିଜୟୀ ହୋଇଛି। ଲିଗ୍ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ଓ୍ଵିକେଟରେ ପରାସ୍ତ କରିଥିଲା । କିନ୍ତୁ ସେମିଫାଇନାଲରେ କଡ଼ା ଟକ୍କର ହୋଇପାରେ। ଏହି ମ୍ୟାଚ୍ ରେ ଭାରତକୁ ରାଚିନ୍ ରବୀନ୍ଦ୍ର ଓ ଟ୍ରେଣ୍ଟ ବୋଲ୍ଟଙ୍କ ପ୍ରତି ସାବଧାନ ରହିବାକୁ ପଡ଼ିବ। ଏହି ଦୁଇ ଖେଳାଳି…

Read More

ଖୋଖୋ ଖେଳାଳିଙ୍କ ପ୍ରଶିକ୍ଷଣର ଭୂ-ସ୍ୱର୍ଗ ହେବ ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ଖୋଖୋ ଉଚ୍ଚଗୁଣବତ୍ତା କେନ୍ଦ୍ର । ଏଥିଲାଗି ଦୁଇଦିନ ପୂର୍ବରୁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଭାରତ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ବାକ୍ଷର‌ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣାଙ୍କ ସହ ଏଏମ୍‌ଏନ୍‌ଏସ୍‌ର କେଜି କୁବୋତା ଓ ସପର୍ଣ୍ଣା ନନ୍ଦ ଉପସ୍ଥିତ ଥିଲେ। ଚୁକ୍ତି ଅନୁଯାୟୀ…

Read More

ସେମିଫାଇନାଲରେ ଯଦି ବର୍ଷା ହୁଏ ତେବେ କ’ଣ ହେବ ? ଜାଣନ୍ତୁ …

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଚଳିତ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବରରେ ମୁମ୍ବାଇର ୱାନଖେଡେ ଷ୍ଟାଡ଼ିୟମ୍ ନ୍ୟୁଜିଲ୍ୟାଣ୍ଡ ସହ ଖେଳିବ  | ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ ରେ କ୍ରମାଗତ ୮ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି  | ତେବେ ରୋହିତଙ୍କ ଟିମ ନେଦରଲ୍ୟାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ହାରିଗଲେ ମଧ୍ୟ ଏହା ଟେବୁଲରେ ଭାରତର ସ୍ଥିତିକୁ କୌଣସି ପରିବର୍ତ୍ତନ କରିବ ନାହିଁ। ଟୁର୍ନାମେଣ୍ଟର ଫର୍ମାଟ୍ ଅନୁଯାୟୀ ଟେବୁଲ୍ ଟପ୍ ଦଳକୁ…

Read More

ପାଞ୍ଚ ଜଣ ଏମିତି ଅବସର ପ୍ରାପ୍ତ ଖେଳାଳି ଯିଏ ଇଂଲଣ୍ଡର କୋଚ୍ ମ୍ୟାଥୁ ମଟଙ୍କ ସ୍ଥାନ ନେଇପାରନ୍ତି ।

ଚଳିତ ବିଶ୍ବକପରେ ଇଂଲଣ୍ଡର ନୈରାଷ ଜନକ ପ୍ରଦର୍ଶନ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଦଳର କୋଚଙ୍କୁ ବାହାର କରିପାରେ । ପୂର୍ବ ଥରର ବିଶ୍ବବିଜେତା ଏଥର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ପରି ଦେଶଠୁ ପରାଜୟ ବରଣ କରି ବିଶ୍ବକପରୁ ବାଦ୍ ପଡିଛି । ସେହିପରି ଇଂଲଣ୍ଡ ଦଳ ପାକିସ୍ତାନରେ ହେବାକୁ ଥିବା ଚମ୍ପିୟାନ ଟ୍ରଫିରୁ ମଧ୍ୟ ବାଦ୍ ପଡିଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲାକି ଇଂଲଣ୍ଡର କୋଚ୍ ଜାଣିନଥିଲେ ଯେ ଚମ୍ପିୟାନ ଟ୍ରଫି ପାଇଁ ବିଶ୍ବକପରେ ଯୋଗ୍ୟତା…

Read More