କୋହଲିଙ୍କ ପାଇଁ କାହିଁକି ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି ଏହି ବିଶ୍ୱକପ୍, ତାଙ୍କ ଉପରେ କାହିଁକି ରହିଛି ସମସ୍ତଙ୍କ ନଜର

ମୁମ୍ବାଇ-  ଆଉ କେଇ ଘଣ୍ଟା ପରେ ସାରା ଦେଶରେ କ୍ରିକେଟ୍ ବିଶ୍ୱକପ୍ ର ବିଗୁଲ ବାଜିବାକୁ ଯାଉଛି। ଏହି କ୍ରୀଡ଼ା ମହାକୁମ୍ଭରେ ପ୍ରଦର୍ଶନ ହିଁ ଖେଳାଳିଙ୍କୁ ଇତିହାସରେ ଅମର କରିଦିଏ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସବୁ ଖେଳାଳିଙ୍କ ଲକ୍ଷ୍ୟ ରହିଥାଏ। ଏହି ମର୍ମରେ ଦେଖିଲେ ସୀମିତ ଓଭର କ୍ରିକେଟରେ ସାମ୍ପ୍ରତିକ ସମୟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ  ବିରାଟ କୋହଲିଙ୍କ  ଉପରେ ସମସ୍ତଙ୍କ ନଜର ରହିବ। ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡ ଠାରୁ ସେ ମାତ୍ର…

Read More

Asian Games 2023 ; ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଆଣିଲେ ଏହି ଦୁଇ ଖେଳାଳି…

ଏସୀୟ କ୍ରୀଡ଼ାରେ ଭାରତ ଖାତାକୁ ଆଉ ଏକ ସ୍ଵର୍ଣ୍ଣ ପଦକ ଆସିଛି। ଏଥର ଟେନିସର ମିକ୍ସ୍ ଡବଲ୍ସ ଇଭେଣ୍ଟରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସଲେଙ୍କ ଯୋଡି ସ୍ୱର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ ତାଇପେଇ ଯୋଡିକୁ ୨-୬, ୬-୩, ୧୦-୪ ରେ ପରାସ୍ତ କରିଛନ୍ତି | ଭାରତୀୟ ଯୋଡି ଫାଇନାଲ ମ୍ୟାଚର ପ୍ରଥମ ସେଟରେ ହାରି ଥିଲେ। ତେବେ ଦ୍ୱିତୀୟ ସେଟରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସଲେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଶେଷରେ…

Read More

ODI WORLD CUP 2023 ; ଅଶ୍ୱିନ ହୋଇପାରନ୍ତି ଟିମ୍ ଇଣ୍ଡିଆର ଟ୍ରମ୍ପକାର୍ଡ ..

ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଷ୍ଟାର ସ୍ପିନର ଆର ଅଶ୍ୱିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନ ନେଇଛନ୍ତି । ପଟେଲ ଆହତ କାରଣରୁ ଦଳଠାରୁ ଦୂରରେ ଥିଲେ। ଏଥି ସହିତ ଅଶ୍ୱିନଙ୍କୁ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ ପାଇଁ ଦଳ ସହିତ ଯୋଡି ହୋଇଥିଲେ । ଯେଉଁଥିରେ ସେ ବଲ ସହିତ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ। ଅକ୍ଷରଙ୍କ ଆଘାତ…

Read More

ODI WORLD CUP 2023 ; କିଏ ଭାଙ୍ଗିବ ସଚିନଙ୍କ ୬୭୩ ରନର ରେକର୍ଡ ଜାଣନ୍ତୁ…

ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ଆରମ୍ଭ ହେବ ବିଶ୍ବ କ୍ରିକେଟର ଲଢେଇ । ବିଶ୍ବର ସର୍ବୋତ୍ତମ ୧୦ଟି ଦେଶ ନିଜକୁ ଶ୍ରେଷ୍ଟ ପ୍ରମାଣିତ କରିବା ପାଇଁ ଏହି ମହାକୁମ୍ଭରେ ଭାଗ ନେବାକୁ ଯାଉଛନ୍ତି । ତେବେ ବିଶ୍ବକପରେ ଏମିତି କିଛି ରେକର୍ଡ ରହିଛି ଯାହା ଚଳିତ ବିଶ୍ବକପରେ ଭାଙ୍ଗିବା ନେଇ ଆଶା କରାଯାଉଛି । ଏହି ରେକର୍ଡ ମଧ୍ୟରୁ ଗୋଟେ କିର୍ତ୍ତିମାନ ଏପରି ରହିଛି ଯାହା ଆଜି ଯାଏ ଭାଙ୍ଗି ନାହିଁ । ସଚିନ…

Read More

Asian Games 2023 ; ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ହାତେଇଲେ ଭାରତୀୟ ମହିଳା …

ଏସିଆନ୍ ଗେମ୍ସ ୨୦୨୩ର ମହିଳା କ୍ରିକେଟ ଇଭେଣ୍ଟର ସ୍ୱର୍ଣ୍ଣ ପଦକ ମ୍ୟାଚରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ମାତ୍ର ୧୧୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ବୋଲରଙ୍କ ଭଲ  ପ୍ରଦର୍ଶନ ଆଧାରରେ ଭାରତ ଶ୍ରୀଲଙ୍କାକୁ ୨୦ ଓଭରରେ ୯୭ ରନରେ ଅଟକାଇ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି ।18…

Read More

Asian Games 2023 ; ଏସୀୟ କ୍ରୀଡାରେ ପଦକ ଜିତିବାରେ କ’ଣ ରହିଛି ଭାରତର ରେକର୍ଡ ଏବଂ କେଉଁ ବିଭାଗ ଉପରେ ରହିଛି ପଦକ ଜିତିବାର ଆଶା ଜାଣନ୍ତୁ …

୧୯ତମ ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୨୩ ବା ଆଜି ଠାରୁ ଚୀନର ହାଙ୍ଗଜୋ ସହରରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ, ଯାହା ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ଏଥର ଏସୀୟ କ୍ରୀଡ଼ାପାଇଁ ଭାରତ ସର୍ବବୃହତ ଦଳ ପଠାଇଛି, ଯେଉଁଥିରେ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ମୋଟ ୬୫୫ ଆଥଲେଟ୍ । ଏହି କାରଣରୁ ଭାତର ଏଥର ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି।୧୯୫୧ରେ ଏସିଆନ୍ ଗେମ୍ସ ଆରମ୍ଭ ହେବା ପରଠାରୁ ଭାରତ ସମସ୍ତ ଏସୀୟ କ୍ରୀଡ଼ାରେ…

Read More

ODI WORLD CUP 2023; ଦିନିକିଆ ବିଶ୍ବକପରେ ହେବ ଟଙ୍କାର ବର୍ଷା , ହାରିବା ଦଳ ମାନଙ୍କୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା…

୨୦୨୩ ଦିନିକିଆ ବିଶ୍ବକପର ଆରମ୍ଭ ୫ ଅକ୍ଚୋବରରେ ଭାରତରେ ହେବାକୁ ଯାଉଛି । ତେବେ ଭାରତ ବିଶ୍ବକପ୍ ପାଇଁ ସଜାଇ ହେଉଥିବା ବେଳେ ଏହାରି ଭିତରେ ଆନ୍ତଃଜାତୀୟ କ୍ରିକେଟ ପରିଷଦ (ଆଇସିସି )ବିଶ୍ବକପ ବିଜେତା ଓ ଉପ ବିଜେତା ପାଇଁ ରାଶି ଘୋଷଣା କରିଛନ୍ତି । ବିଜେତା ଦଳ ପାଇଁ ୪ ମିଳିୟନ ଆମେରିକିୟ ମୁଦ୍ରା ରଖିଥିବା ବେଳେ ଉପ ବିଜେତା (ରନର୍ସ ଅପ୍) ପାଇଁ ୨ ମିଳିୟନ ଡଲାର ଘୋଷଣା ହୋଇଛି । ସେହିପରି ଯଦି…

Read More

ଆସିଲା CRICKET WORLD CUP 2023 ଗୀତ , ଝୁମିଲେ କ୍ରୀଡ଼ା ପ୍ରେମୀ

ମୁମ୍ବାଇ : ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ୍ ୨୦୨୩ କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ଆଇସିସି ଏକ ବଡ଼ ଉପହାର ଦେଇଛି। ଆନ୍ତର୍ଜତୀୟ କ୍ରିକେଟ୍ ପରିଷଦ ଏହି ମେଗା ଟୁର୍ନାମେଣ୍ଟର ଥିମ୍ ଗୀତ ଆଜି ଲଞ୍ଚ କରିଛି | ଏହି ମଜାଳିଆ ଗୀତର ନାମ ଦିଲ୍ ଜଶନ୍ ବୋଲେ ରଖାଯାଇଛି। ଯେଉଁଥିରେ ପ୍ରୀତମ୍ ସଂଗୀତ ପ୍ରଦାନ କରିବା ସହ ରଣବୀର ସିଂଙ୍କ ନାଚ ଗୀତକୁ ଆହୁରି ରୋମାଞ୍ଚ ପ୍ରଦାନ କରିଛି। ଦିନିକିଆ ବିଶ୍ୱକପ୍ ୨୦୨୩…

Read More

ମ୍ୟାଚ୍ ଫିକ୍ସିଂ ଘଟଣାର ମୁଖାଖୋଲିଲା ଆଇସିସି, ଯେଉଁଥିରେ ସାମିଲ୍ ଅଛନ୍ତି ୩ ଭାରତୀୟ

ନୂଆଦିଲ୍ଲୀ : ୨୦୨୧ ମସିହାରେ ୟୁଏଇରେ ଖେଳାଯାଇଥିବା ଏମିରେଟ୍ସ ଟି 10 ଲିଗରେ ଆସିଛି ଦୁର୍ନୀତି ଅଭିଯୋଗ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୩ ଜଣ ଭାରତୀୟଙ୍କ ବ୍ୟତୀତ ୮ ଜଣ ବ୍ୟକ୍ତି ଏବଂ କିଛି ଅଧିକାରୀ ଅଭିଯୋଗ ନାମରେ ଏମିତି କିଛି ଅଭିଯୋଗ ଆଣିଛି। ସେମାନଙ୍କ ମଧ୍ୟରେ ୨ ଜଣ ଦଳର ମାଲିକ ଅଟନ୍ତି। ଏହା ବ୍ୟତୀତ ବାଂଲାଦେଶ ଦଳର ପୂର୍ବତନ ଖେଳାଳି ନାସିର ହୁସେନ୍‌ଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।ଦୁର୍ନୀତି କାର୍ଯ୍ୟକଳାପରେ…

Read More

Asia cup 2023; ଏସିଆ କପ୍ ଫାଇନାଲରେ ଭାରତ ପକ୍ଷରୁ ସିଧାସଳଖ ଖେଳିପାରନ୍ତି ଏହି ଅଲରାଉଣ୍ଡର…

ଆସନ୍ତା କାଲି ଶ୍ରୀଲଙ୍କର କଲମ୍ବରେ ଖେଳାଯିବାକୁ ଥିବା ଏସିଆ କପର ଫାଇନାଲ ମ୍ୟାଚ୍ ଭାରତ ଏବଂ ଶ୍ରାଲଙ୍କା ମଧ୍ୟରେ ଆର. ପ୍ରେମାଦାସ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଟ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ ଝଟକା । ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଓ୍ଵାସିଂଟନ ସୁନ୍ଦର ସାମିଲ ହୋଇପାରନ୍ତି। ଅକ୍ଷର ପଟେଲଙ୍କ ବଦଳରେ ୱାଶିଂଟନ ସୁନ୍ଦର ଫାଇନାଲ ଖେଳିପାରନ୍ତି ବୋଲି ଜଣାପଡିଛି । ଏକ ରିପୋର୍ଟ ଅନୁଯାୟୀ ଅକ୍ଷର…

Read More