Asia cup 2023; ଏସିଆ କପରେ ଦ୍ଵିତୀୟ ଥର ପାଇଁ ବାଂଲାଦେଶଠୁ ହାରିଲା ଭାରତ

କଲୋମ୍ୱର ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ ସୁପର ୪ ର ଶେଷ ମ୍ୟାଚରେ ଭାରତକୁ ୬ ରନରେ ପରାସ୍ତ କରିଛି ବିପକ୍ଷ ବାଂଲାଦେଶ। ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତ ବୋଲିଂ ର ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଦଳ ୧୦ ଓଭର୍ ଭିତରେ ତାର ୩ଟି ୱିକେଟ୍ ହରାଇ ସାରିଥିଲା। କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ଦଳର ଅଧିନାୟକ ସକିବୁଲ୍ ହସନ୍ (୮୦) ଓ ହରିଦ୍ଵେଙ୍କ (୫୪)…

Read More

୨୦୧୧ ବିଶ୍ୱକପ ଫାଇନାଲରେ ଧୋନିଙ୍କ ଛକା ବାଜିଥିବା ସିଟ୍ ହେବ ନିଲାମ …

ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ସଜେଇ ହେଲାଣି ଭାରତ । ୫ ଅକ୍ଟେବରରୁ ଆରମ୍ଭ ହେବାକୁ ଥିବା ଏହି ମହାକୁମ୍ଭରେ ଏଥର ୧୦ଟି ଦଳ ଭାଗ ନେବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ଏଥର ଭାରତରେ ଖେଳାଯିବାକୁ ଥିବାରୁ ଟିମ୍ ଇଣ୍ଡିଆ ପାଖରେ ଏହାକୁ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଦୀର୍ଘ ୧୨ ବର୍ଷ ପରେ ପୁଣି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଧକ୍ଷତା କରିବାକୁ ଯାଉଛି । ତେବେ ଯଦି ବିଶ୍ବକପ କଥା…

Read More

ବିଶ୍ବକପରେ ଅନ୍ୟ ଦଳ ମାନଙ୍କ ପାଇଁ ବିପଦ ଆଣିପାରନ୍ତି ଏହି ଖେଳାଳି …

ଦିନିକିଆ ବିଶ୍ବକପ ପାଇଁ ଆଉ ବାକି ରହିଲା କିଛି ସପ୍ତାହ । ତେବେ ଏହାରି ଭିତରେ ସବୁ ଦଳର ବୋର୍ଡ ଦଳ ମାନଙ୍କ ଅଭ୍ୟାସ ଜାରି ରଖିବା ପାଇଁ ଜଣେ ଅନ୍ୟ ଜଣଙ୍କ ସହ ଶୃଙ୍ଖଳାର ଆୟୋଜନ କରାଯାଉଛି । ଏହି ସମୟରେ ଭାରତୀୟ ଦଳ ସମେତ ପାଞ୍ଚଟି ଦଳ ଏସିଆ କପ ଖେଳୁଥିବା ବେଳେ ଅନ୍ୟ ବିଦେଶୀ ଦଳ ଦ୍ବିପାକ୍ଷିକ ଶୃଙ୍ଖଳାରେ ବ୍ୟସ୍ତ ଅଛନ୍ତି । ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ଏବେ ଇଂଲଣ୍ଡ ଗସ୍ତରେ ୪…

Read More

ବର୍ଷା ହେଲେ ଏସିଆ କପରୁ ବିଦା ହେବ ପାକିସ୍ତାନ, କେମିତି ଜାଣନ୍ତୁ…

ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ସୁପର ୪ ମ୍ୟାଚରେ ଭାରତ ୪୧ ରନରେ ଜିତିଛି। ଏହି ବିଜୟ ସହ ଟିମ୍ ଇଣ୍ଡିଆ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ପାକିସ୍ତାନର ଓ ଶ୍ରୀଲଙ୍କା ଠାରୁ ଜିତିବା ପରେ ସେପ୍ଟେମ୍ବର ୧୫ ରେ ବାଂଲାଦେଶ ବିପକ୍ଷ ସୁପର -୪ ରାଉଣ୍ଡର ଶେଷ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭିତରେ ଫାଇନାଲ ପାଇଁ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ। କାରଣ ଏହି ଦୁଇ ଦଳ ସୁପର…

Read More

Asian Games 2023 ; ଏସୀୟ କ୍ରୀଡାରେ ଉମରାନଙ୍କୁ ମିଳିପାରେ ସ୍ଥାନ କେମିତି ଜାଣନ୍ତୁ …

ଏଥର ଭାରତୀୟ କ୍ରିକେଟ୍ ଦଳର ଉଭୟ ପୁରୁଷ ଏବଂ ମହିଳା ଦଳ ଏସୀୟ ଗେମ୍ସରେ ଭାଗ ନେବାକୁ ଯାଉଛନ୍ତି। ଚାଇନାରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ 19 ସେପ୍ଟେମ୍ବରରୁ ଆରମ୍ଭ ହୋଇ 8 ଅକ୍ଟୋବରରେ ଶେଷ ହେବ | ଏହି ମେଗା ଇଭେଣ୍ଟକୁ ଯିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ଲାଗିଛି ଝଟକା । ଏଥର ଦିନିକିଆ ବିଶ୍ୱକପ ଯୋଗୁଁ, ବିସିସିଆଇ ଏସୀୟ ଗେମ୍ସ ପାଇଁ ଏକ ଯୁବ ଦଳ ଚୟନ କରିଛି |…

Read More

ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଲା ଭାରତ , ଶାର୍ଦୁଲଙ୍କ ସ୍ଥାନରେ ଖେଳିଲେ ଅକ୍ଷର

କଲୋମ୍ବର ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା – ଭାରତ  ଏସିଆ କପର ସୁପର – 4 ର ତୃତୀୟ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ତେବେ ଏହି ମ୍ୟାଚ ପାଇଁ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ତେବେ ଗତକାଲି ମ୍ୟାଚରେ ପାକିସ୍ତାନକୁ 228 ରନର ଏକ ବଡ ବ୍ୟାବଧାନରେ ହରାଇବା ପରେ ଭାରତୀୟ ଦଳର ମନବଳ ଶୁଦୃଢ ରହିଛି । ଦ୍ବିତାୟ ଓଭର ଖେଳ ଶେଷ…

Read More

ICC men’s player of the month; କିଏ ଜିତିବ ଆଇସିସି ମେନ୍ସ ପ୍ଲେୟର ଅଫ୍ ଦି ମନ୍ଥ ପୁରସ୍କାର ; ଭରତୀୟ ଦଳରେ କେଉଁ ଖେଳାଳି ରହିଛନ୍ତି ଏହି ଦୌଡ଼ରେ ଜାଣନ୍ତୁ…

ଆଇସିସି ମେନ୍ସ ପ୍ଲେୟର ଅଫ୍ ଦି ମନ୍ଥ ପୁରସ୍କାର ପାଇଁ ପାକିସ୍ତାନର ଅଧିନାୟକ ବାବର ଆଜମ, ଶାଦାବ ଖାନ ଏବଂ ନିକଲେସ ପୁରନଙ୍କୁ ମନୋନୀତ କରାଯାଇଛି । ଏସିଆ କପରେ ବାବର ନେପାଳ ବିପକ୍ଷରେ ୧୫୧ ରନର ଏକ ବିଶାଳ ପାରି ଖେଳିଥିଲେ । ଏହା ସହିତ ବାବର ଦିନିକିଆରେ ସବୁଠୁ କମ୍ ମ୍ୟାଚରେ ୧୯ଟି ଶତକ ସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର ହସିମ୍ ଆମଲାଙ୍କୁ ପଛରେ ପକାଇଛନ୍ତି । ସେହିପରି ଏହି ଦୌଡରେ ପାକିସ୍ତାନର…

Read More

ASIA CUP 2023 ; ବର୍ଷା ହେଲେ ପାକିସ୍ତାନ ଖେଳିବ ଫାଇନାଲ ସେପଟେ ଜମା ନଖେଳି ଟାଇଟଲ ଦୌଡରୁ ବାଦ୍ ପଡିବ ଶ୍ରୀଲଙ୍କା କେମିତି ଜାଣନ୍ତୁ …

ଚଳିତ ଏସିଆ କପରେ ସୁପର ୪ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ବଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି । ସୁପର- ୪ ର ଆଉ ବାକି ଥିବା ୫ଟି ମ୍ୟାଚ୍ ଶ୍ରୀଲଙ୍କାର କଲୋମ୍ବରେ ଅନୁଷ୍ଚିତ ହେବାର ଯୋଜନା ରହିଛି । କିନ୍ତୁ ସେହି ସ୍ଥାନରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ବର୍ଷାର ଆଶଙ୍କା ଦେଖାଦେଉଛି । ସେହିପରି ୧୦ ସେପ୍ଚେମ୍ବରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମହାମୁକାବିଲା ହେବାକୁ…

Read More

ଧୋନିଙ୍କ ସହିତ କାହିଁକି ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ ଜାଣନ୍ତୁ …

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବରେ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରତି ପ୍ରଶଂସକଙ୍କ କ୍ରେଜ ଆଜି ମଧ୍ୟ କମିନାହିଁ। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନୂତନ ନାମ ଯୋଡ଼ି ହୋଇଯାଇଛି । ଏବେ ଧୋନି ତାଙ୍କ ପରିବାର ସହିତ ଆମେରିକାରେ ଛୁଟି କାଟୁଛନ୍ତି ଏବଂ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଆମେରିକାର…

Read More

କିଙ୍ଗସ୍ କପ୍; ଛେତ୍ରୀଙ୍କ ଅନୁପସ୍ଥିତିରେ ପଡିଆକୁ ଓହ୍ଲାଇବ ଭାରତୀୟ ଫୁଟବଲ୍ ଦଳ

ଆଜି ଭାରତୀୟ ଫୁଟବଲ ଦଳ କିଙ୍ଗସ୍ କପ ଟୁର୍ନାମେଣ୍ଟରେ ଇରାକ ସହ ଖେଳିବା ପାଇଁ ପଡିଆକୁ ଓହ୍ଲାଇବା| ସାଫ୍ ଚାମ୍ପିଅନସିପ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ୍ କପରେ ଚମତ୍କାର ପ୍ରଦର୍ଶନ କରିବା ପରେ ଅଧିନାୟକ ସୁନୀଲ ଛତ୍ରୀଙ୍କ ଅନୁପସ୍ଥିତିରେ କିଙ୍ଗ କପରେ ଭାଗ ନେବା ଭାରତୀୟ ଦଳ | ପୁଅର ଜନ୍ମ ପାଇଁ ସୁନୀଲ ଛେତ୍ରୀ ନିଜ ପରିବାର ସହିତ ସମୟ ବିତାଇବା ପାଇଁ ଏହି ଟୁର୍ନାମେଣ୍ଟରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଇରାକ ଫୁଟବଲ ଦଳର ମାନ୍ୟତା ଭାରତ…

Read More