National Sports Day ; ଆଜି ଜାତୀୟ କ୍ରୀଡା ଦିବସ , ହକିର ଯାଦୁକର ଧ୍ୟାନ ସିଂ ରୁ କେମିତି ହେଲେ ଧ୍ୟାନଚାନ୍ଦ ଜାଣନ୍ତୁ …
ଆଜି ଜାତୀୟ କ୍ରୀଡା ଦିବସ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । କ୍ରିକେଟରେ ଡନ୍ ବ୍ରାଡମ୍ୟାନ୍ ଏବଂ ଫୁଟବଲରେ ପେଲେଙ୍କ ଭଳି ଧାନଚାନ୍ଦ ହକିରେ ସମାନ ସ୍ଥିତି ହାସଲ କରିଛନ୍ତି । ଅଗଷ୍ଟ ୨୯, ୧୯୦୫ ରେ ଆହ୍ଲାବାଦରେ ଜନ୍ମ ହୋଇଥିବା ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଦେଶରେ କ୍ରୀଡା ଦିବସ ପାଳନ କରାଯାଏ । ତେବେ ଆସନ୍ତୁ ଭାରତର…
