ବଦଳି ପାରେ ଟିମ୍ ଇଣ୍ଡିଆର ଉପଅଧିନାୟକ ପଦ; ବାହାରର ରାସ୍ତା ଦେଖିବେ ପାଣ୍ଡ୍ୟା

ଭୁବନେଶ୍ଵର;୩୦ ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ଆଉ କିଛି ସମୟ ପରେ ଟିମ ଇଣ୍ଡିଆର ୧୭ ଜଣିଆ ଦଳ ଘୋଷଣା କରାଯିବ । ସେହିପରି ଏବେର ପରିସ୍ଥିତିକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା ସୁନିଶ୍ଚିତ। ଦଳର ଉପଅଧିନାୟକ ପଦରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଚଇଣ୍ଡିଜରେ ଟି -୨୦ ସିରିଜ ହାରିବା ପରେ ତାଙ୍କର ଏହି ପଦ ବିପଦରେ ପଡିଛି ।ଏହି ପଦ ଏବେ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜରେ…

Read More

୩ଟି ସ୍ୱର୍ଣ୍ଣ ପଦକ ସହ ଭାରତୀୟ ମହିଳା ରଚିଲେ ଇତିହାସ

ନୂଆଦିଲ୍ଲୀ :  ଜୁନିୟର ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଭାରତ ଇତିହାସ ରଚିଛି। ଜୁନିୟର ବିଶ୍ୱ ଚାମ୍ପିଅନସିପ୍ ଜିତିବାରେ ପ୍ରିୟା ମଲିକ୍ ଭାରତର ଦ୍ୱିତୀୟ ମହିଳା ରେସଲର ଭାବେ ବିବେଚିତ ହୋଇଛନ୍ତି। ସେହିପରି ଅନ୍ୟପକ୍ଷରେ ଭେଟେରାନ ରେସଲର ଅନ୍ତିମ ପଂଘଲ ଅଣ୍ଡର -୨୦ ଟାଇଟଲ ଜିତିବାରେ ସଫଳ ହେଇ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଭାରତର ବିଜୟ ପରେ ଭେଟେରାନ ରେସଲର ସାକ୍ସି ମଲିକ ମଧ୍ୟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ।ସାକ୍ସି ମଲିକ ଅନ୍ତିମ୍…

Read More

ଷ୍ଟାର ସ୍ପୋର୍ଟସ କି ସୋନି ନୁହେଁ ଏହି ଚ୍ୟାନେଲରେ ଆଜି ଦେଖିପାରିବେ ଖେଳ

ମୁମ୍ବାଇ : ଜସପ୍ରୀତ ବୁମରା ପ୍ରାୟ ୧୧ ମାସ ପଡ଼ିଆରୁ ଦୂରରେ ରହିବା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।  ଯେତେବେଳେ ସେ ଆୟର୍ଲାଣ୍ଡ  ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ତାଙ୍କର ଫର୍ମ ଏବଂ ଫିଟନେସ୍ ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିବ| ବୁମରାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଯୁବ ତାରକାମାନଙ୍କ ସହ ଏହି ସିରିଜ ଖେଳିବା ପାଇଁ ଆୟର୍ଲାଣ୍ଡ ଗସ୍ତ କରିଛନ୍ତି । ସେହିପରି ଆୟର୍ଲାଣ୍ଡକୁ ଛୋଟ ପ୍ରତିପକ୍ଷ…

Read More

ଶାସ୍ତ୍ରୀଙ୍କ ମନ୍ତବ୍ୟରେ ସୂର୍ଯ୍ୟ ଓ ଶ୍ରେୟସଙ୍କ ଠାରୁ ଭଲ ଏହି ଖେଳାଳି

ଭୁବନେଶ୍ଵର;ଦିନିକିଆ ବିଶ୍ବକପ୍ ପାଇଁ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ଆହତ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଭାରତୀୟ ଦଳର ୪ ନମ୍ବର ସ୍ଥାନ ପାଇଁ ଶ୍ରେୟସ ଆୟର ଏବଂ ସୂର୍ଯ୍ୟ କୁମାରଙ୍କଠାରୁ ତିଲକ ଭର୍ମା ଏହି ଦୈଡରେ ଆଗରେ ରଖିଛନ୍ତି । ୧୫ ଦିନ ପୂର୍ବରୁ ୨୦୨୩ ବିଶ୍ବକପରେ ତିଲକ ଭର୍ମାଙ୍କୁ ସ୍ଥାନ ଦିଆଯିବା ନେଇ କେହି ଚିନ୍ତା…

Read More

୨୦୨୪ ଟି-୨୦ ବିଶ୍ବକପର ତାରିଖ ହେଲା ଘୋଷଣା

ଭୁବନେଶ୍ବର; ଟି-୨୦ ବିଶ୍ବକପର ନବମ ସଂସ୍କରଣ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ତେବେ ଏଥିପାଇଁ ତାରିଖ ଘୋଷଣା କରାଯାଇଛି । ଇଏସପିଏନର ରିପୋର୍ଟ ମୁତାବକ ଏହି ମେଗା ଇଭେଣ୍ଟର ଆରମ୍ଭ ୨୦୨୪ ଏପ୍ରିଲ ୪ରୁ ୩୦ ଭିତରେ କରାଯିବ । ତେବେ ଟି-୨୦ ବିଶ୍ବକପର ପ୍ବର୍ବ ସଂସ୍କରଣ ଅକ୍ଟୋବରରେ ଆୟୋଜିତ କରାଯାଇଥିଲା । ରିପୋର୍ଟ ଅନୁସାରେ ଏହି ସପ୍ତାହରେ ଆଇସିସି ପ୍ୟାନେଲର ଏକ ଟିମ୍ ଆମେରିକା ଗସ୍ତ କରି ସେଠି ପାଞ୍ଚଟି ସ୍ଥାନ ମନୋନୀତ କରିଛିନ୍ତି…

Read More

ବିଶ୍ବକପ୍ କାର୍ଯ୍ୟସୂଚୀରେ ହେବ ପରିବର୍ତ୍ତନ : ପଡିଆରେ ଦର୍ଶକଙ୍କୁ ମାଗଣାରେ ମିଳିବ ଏହି ଜିନିଷ ….

ଅକ୍ଟୋବର ଓ ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନିଶ୍ଟିତ କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କରିଛନ୍ତି। ଶାହା କହିଛନ୍ତି ଯେ ଦିନିକିଆ ବିଶ୍ୱକପରେ ସାମିଲ ଥିବା ତିନି ଦେଶର ଆଇସିସି ସଦସ୍ୟ ବିଶ୍ୱକପର କାର୍ଯ୍ୟସୂଚୀରେ ସନ୍ତୁଷ୍ଟ ନାହାନ୍ତି । ଏହି କାରଣରୁ, ଏଥିରେ ପରିବର୍ତ୍ତନ କରାଯିବ | ଜୟ ଶାହାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଅହମଦାବାଦରେ 15 ତାରିଖରେ ହେବାକୁ ଥିବା ଭାରତ…

Read More

ଭାରତ – ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ କ’ଣ ରହିବ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ ଜାଣନ୍ତୁ …

ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ତାର ବିଶ୍ବକପ କ୍ୟାମ୍ପେନ ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ କରିବାକୁ ଯାଉଛି ।ତେବେ ବର୍ତମାନ ସ୍ତିତିରେ ଭାରତୀୟ ଦଳରେ କିଛି ସିନିୟର ଖେଳାଳିଙ୍କ ଆହତ କାରଣରୁ ଏହି ମ୍ୟାଚରେ ଦଳ କିଛି ନୂଆ ଚେହାରା ସହ ପଡିଆକୁ ଓହ୍ଲାଇବ । ଏହି ଶୃଙ୍ଖଳା ଜରିଆରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ତାର ବ୍ୟାକପ ଖେଳାଳି ମାନଙ୍କୁ ବାଛିବ । ସେହିପରି ସୂର୍ଯ୍ୟକୁମାର…

Read More

ବାରବାଟୀକୁ କାହିଁକି ମିଳିଲାନି ମ୍ୟାଚ୍ ଜାଣନ୍ତୁ …….

ଭୁବନେଶ୍ବର; ଗତକାଲି ବିସିସିଆଇ ଦ୍ବାରା ଘୋଷଣା କରାଯାଇଥିବା ୨୦୨୩-୨୪  ଘରୋଇ ସୂଚୀରେ ବାରବାଟିର ନାଁ ନାହିଁ । ଯେଉଁଠି ପଡୋଶୀ ରାଜ୍ୟ ମାନଙ୍କୁ ଲଗାତର ମ୍ୟାଚ୍ ମିଳୁଥିବା ବେଳେ ବାରବାଟୀ ପାଇଁ ଗୋଟେବି ହେଲେ ମ୍ୟାଚ ମିଳୁ ନାହିଁ। ପୂର୍ବରୁ ଦିନିକିଆ ବିଶ୍ବକପ ଖେଳସୂଚୀରେ ମଧ୍ୟ ବାରବାଟିର ନାଁ ନଥିଲା । ପୁଣି ଏବେ ଘରୋଇ ସୂଚୀରେ ନାଁ ନଥିବା କାରଣରୁ ଓଡ଼ିଶାର କ୍ରୀକେଟ୍ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଏଥର ଭାରତୀୟ ଦଳ ଘରୋଇ…

Read More

ବିଶ୍ବକପରେ ବଦଳି ପାରେ ଭାରତ-ପାକିସ୍ତାନର ମ୍ୟାଚ୍ ତାରିଖ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ଏଥର ଭାରତରେ ୫ ଅକ୍ଟୋବରରୁ ଆୟୋଜିତ ହେବାକୁ ଯାଉଛି । ତେବେ ପୂର୍ବରୁ ଖେଳସୂଚୀ ମୁତାବକ ୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଅକ୍ଟୋବର ୧୫ରେ ନବରାତ୍ରୀର ପ୍ରଥମ ଦିନ ପଡୁଥିବାରୁ ଚଳିତ ବିଶ୍ବକପର ଖେଳ ସୂଚୀକୁ ବଦଳା ଯାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ନବରାତ୍ରୀ ମହୋତ୍ସବ କାରଣରୁ ଖେଳ ତାରିଖ ପରିବର୍ତ୍ତନ କରିବା ଲାଗି ସୁରକ୍ଷା…

Read More

ସିରିଜ୍ ଜିତିବାରେ ସଫଳ , କିନ୍ତୁ ଆଇସିସି ଟ୍ରଫି ଆଣିବାରେ ବିଫଳ

ଭୁବନେଶ୍ବର; କୁଇନ୍ସ ପାର୍କ ଓଭାଲରେ ଚାଲିଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ଗତକାଲି ବର୍ଷା କାରଣରୁ ଡ୍ର ହୋଇଯାଇଛି । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ୧-୦ ରେ ଆଗରେ ରହି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ବିଜୟ ସହ କରିଛି । ଗତ ମାସରେ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ଭରତ ଅଷ୍ଟ୍ରେଲିଆ ଠାରୁ ୨୦୯ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ…

Read More