ସିରିଜ୍ ଜିତିବାରେ ସଫଳ , କିନ୍ତୁ ଆଇସିସି ଟ୍ରଫି ଆଣିବାରେ ବିଫଳ

ଭୁବନେଶ୍ବର; କୁଇନ୍ସ ପାର୍କ ଓଭାଲରେ ଚାଲିଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ଗତକାଲି ବର୍ଷା କାରଣରୁ ଡ୍ର ହୋଇଯାଇଛି । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ୧-୦ ରେ ଆଗରେ ରହି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ବିଜୟ ସହ କରିଛି । ଗତ ମାସରେ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ଭରତ ଅଷ୍ଟ୍ରେଲିଆ ଠାରୁ ୨୦୯ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ…

Read More

କୋଚ୍ ହେଲେ କ୍ୱିତୋଭାଙ୍କ ଜୀବନସାଥି , ଖୁସି ଜାହିର କରି ସାମାଜିକ ଗଣମାଧ୍ୟମରେ କ’ଣ ଲେଖିଲେ ପଢନ୍ତୁ..

ଚେକ୍ ରିପ୍ଲବିକ :  ଚେକ୍ ରିପବ୍ଲିକ୍‌ର ‌ଟେନିସ୍ ରାଣୀ ତଥା ଦୁଇଥର ଓ୍ୱିମ୍ବଲଡ଼ନ ବିଜୟିନୀ ପେଟ୍ରା କ୍ୱିତୋଭାଙ୍କୁ କିଏ ବା ନ ଜାଣେ। ଦୀର୍ଘଦିନ ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଟେନିସ୍ ଖେଳକୁ ନେଇ ନୁହେଁ। ତାଙ୍କ ଜୀବନସାଥିଙ୍କୁ ନେଇ ସେ ଏବେ ଚର୍ଚ୍ଚାରେ। କ୍ୱିତୋଭାଙ୍କ ଜୀବନରେ ତାଙ୍କ କୋଚ୍  ଜିରି ଭାନେକ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଟେନିସ୍ ପଡ଼ିଆରେ ପେଟ୍ରାଙ୍କୁ ବିଶ୍ୱ ବିଜୟିନୀ କରିଥିବା  ଭାନେକ ଜୀବନ ଲଢେଇରେ ମଧ୍ୟ…

Read More

କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ଆସେସ୍ ଜାଣନ୍ତୁ ….

ଭୁବନେଶ୍ବର; ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ୍ ସିରିଜର ଚତୁର୍ଥ ମ୍ୟାଚ ଡ୍ର ହୋଇଯାଇଛି । ଏହା ସହିତ ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାକୁ ନିଜ ନାମରେ କରିଛି । କାରଣ ଯଦି ଇଂଲଣ୍ଡ ଶେଷ ମ୍ୟାଚରେ ବିଜୟ ହାସଲ କରେ ତେବେ ସିତିଜ ୨-୨ ରେ ଡ୍ର ରହିବ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ପୂର୍ବ ଆସେସରେ ଅଷ୍ଟ୍ରେଲିଆ ୪-୦ ରେ ଇଂଲଣ୍ଡ ଉପରେ ବିଜୟ ହାସଲ କରିଥିଲା । ତେବେ ଅଷ୍ଟ୍ରେଲିଆ…

Read More

କାଲି ବିଶ୍ୱ ଦେଖିବ ଭାରତ-ପାକିସ୍ଥାନ ମ୍ୟାଚ୍

କଲମ୍ବୋ : ଶ୍ରୀଲଙ୍କାରେ ଚାଲିଥିବା ଏମର୍ଜିଂ ଏସିଆ କପ୍ ଫାଇନାଲରେ ଭାରତ- ଏ ଫାଇନାଲରେ ପ୍ରବେଶ କରିସାରିଛି  । ବାଂଲାଦେଶ- ଏ କୁ ୫୧ ରନରେ ପରାସ୍ତ କରି ଫାଇନାଲ ପାଇଁ ଟିକେଟ କାଟିଛି । ସେହିପରି ଅନ୍ୟପଟେ ପାକିସ୍ତାନ ଏ ଆୟୋଜକ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତେବେ ଆସନ୍ତାକାଲି ଏହି ଦୁଇ ଚିର ପ୍ରଦିଦ୍ବନ୍ଦି ଫାଇନାଲମରେ ମୁହାଁ-ମୁହିଁ ହେବାକୁ ଯାଉଛନ୍ତି । ଆମେ ଯଦି ୧୦ ବର୍ଷ ତଳକୁ ଫେରିଯିବା ତେବେ…

Read More

ଭାରତ ପାଖରେ ରହିଛି ଫିଫା ବିଶ୍ୱକପ 2026 ଖେଳିବାର ସୁବର୍ଣ୍ଣ ସୁଯୋଗ

କୋଲକାତା : ଫିଫା ବିଶ୍ଵକପରେ ଭାରତୀୟ ଫୁଟବଲ ଦଳକୁ ଦେଖିବା ପାଇଁ ଦେଶବାସୀମାନଙ୍କ ମନରେ ଉତ୍କଣ୍ଠା ରହିଛି। ହେଲେ ତାହା ଦୀର୍ଘବର୍ଷ ହେବ ପୂରଣ ହୋଇପାରୁନାହିଁ। ମାତ୍ର ଭାରତୀୟ ଫୁଟବଲ ଦଳର ସାମ୍ପ୍ରତିକ ସ୍ଥିତି ଏବଂ ଉତ୍ଥାନ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏମିତିକି ପରବର୍ତ୍ତୀ ଫିଫା ବିଶ୍ୱକପ୍-୨୦୨୬ରେ ଭାରତ ଅଂଶଗ୍ରହଣ କରିପାରିବା ସୁଯୋଗ ରହିଛି। ଗତ  ଶୁକ୍ରବାର ଭାରତୀୟ ପୁରୁଷ ଫୁଟବଲ ଦଳ ୨୦୧୮ ପରେ ପ୍ରଥମଥର ପାଇଁ ପିଫା…

Read More

ଆୟାରଲ୍ୟାଣ୍ଡ ସିରିଜ ପାଇଁ କିଏ ହେବ ଅଧିନାୟକ ଜାଣନ୍ତୁ …..

ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସିରିଜରେ ଭାରତର ବର୍ତ୍ତମାନର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇପାରେ । ଆଗକୁ ଏସିଆ କପ୍ ଓ ବିଶ୍ବକପ୍ ଆସୁଥିବାରୁ ଏହି ଦୁଇ ପ୍ରତିଭାବାନ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ବିସିସିଆଇ । ଯଦି ଏମିତି କିଛି ପଦକ୍ଷେପ ବିସିସିଆଇ ନେଉଛି, ତେବେ ପୂର୍ବରୁ ସ୍ଥିରୀକୃତ ହୋଇଥିବା ସିରିଜଗୁଡିକରେ ଭାରତୀୟ ଦଳର ଅଧିନାୟକ…

Read More

ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ପଡିଲେ ବଜରଙ୍ଗ ଓ ଭିନେଶ

ଦିଲ୍ଲୀ:ଭାରତୀୟ କୁସ୍ତିର ବିବାଦୀୟ ସମୟ ଜାରି ରହିଛି। ଆଗାମୀ ଏସୀୟ କ୍ରୀଡାରେ କୁସ୍ତି ଦଳର ଅଂଶଗ୍ରହଣକୁ ନେଇ ଖେଳାଳି ମାନେ ଏବେ ବି ଅନିଶ୍ଚିତତା ଭିତରେ ରହିଛନ୍ତି । ତେବେ ଏହା ଭିତରେ ଭାରତୀୟ ଅଲମ୍ପିକ ଆସୋସିଏସନର ଆଡ଼ହକ୍ କମିଟି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗାଟଙ୍କୁ ସଂଘ ଦ୍ୱାରା ଏସିୟାନ ଗେମ୍ସ ଟ୍ରାଏଲରୁ  ବାଦ୍ ଦିଆଯାଇଛି। । ଯାହା ଫଳରେ…

Read More

ଭାରତ – ୱିଣ୍ଡିଜ ଖେଳିବେ ୧୦୦ତମ ଟେଷ୍ଟ ମ୍ୟାଚ୍ , କିନ୍ତୁ ଆଉ କ’ଣ ରହିଛି ଏହି ମ୍ୟାଚର ବିଶେଷତ୍ବ ଜାଣନ୍ତୁ …..

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ବା ଶେଷ ଟେଷ୍ଟ ଖେଳାଯିବ । ତେବେ ଏହି ମ୍ୟାଚ୍ ଆଜି ଦୁଇ ଦେଶ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି । କାରଣ ଦୁଇ ଦେଶ ଆଜି ତାର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ । ୭୫ ବର୍ଷ ପୂର୍ବେ ବା ୧୯୪୮ମସିହାରେ ଏହି ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଦୀର୍ଘ ୭୫ ବର୍ଷ…

Read More

ଏହି ଦିନ ହେବ ଏସିଆ କପରେ ଇଂଣ୍ଡିଆ – ପାକିସ୍ତାନ ମହାମୁକାବିଲା ଜାଣନ୍ତୁ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ । ତେବେ ଖେଳସୂଚୀ ଅନୁସାରେ ଏଥର ଆୟୋଜକ ପାକିସ୍ଥାନ ୩୦ ଅଗଷ୍ଟରେ ଏସିଆ କପର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ । ଏପରି ପରିସ୍ଥିତିରେ ଯଦି ଭାରତ ଓ ପାକିସ୍ଥାନ ଭଲ ପ୍ରଦର୍ଶନ କରନ୍ତି ତେବେ ପୁଣି ୧୦ତାରିଖରେ ଏହି ଚିର ପ୍ରତିଦ୍ବନ୍ଦିଙ୍କୁ ସାମ୍ନାସାମ୍ନି ହେବାର ଦେଖିବାକୁ ମିଳିବ । ଏନେଇ କ୍ରିକ୍ଇନଫୋ ୱେବ୍ ସାଇଟରୁ ଏହି ସୂଚନା ମିଳିଛି…

Read More

ଦିନିକିଆ ବିଶ୍ବକପରୁ ୨୭ ଖେଳାଳି କାହିଁକି ପଡିବେ ବାଦ୍ ଜାଣନ୍ତୁ …..

ଟିମ ଇଣ୍ଡିଆ ଦିନିକିଆ ବିଶ୍ବକପ ପ୍ରସ୍ତୁତିରେ ବ୍ୟସ୍ତ ଅଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨୭ ଜୁଲାଇରୁ ଆରମ୍ଭ ହେଉଛି । ଏହା ପୂର୍ବରୁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ୱେଷ୍ଟଇଣ୍ଡିଜରେ ମଧ୍ୟ ପହଞ୍ଚିଛନ୍ତି। ସେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ୨୦ ଜଣ ଖେଳାଳିଙ୍କୁ ମନୋନିତ କରିବେ। ୨୦୧୧ ମସିହା ପରଠାରୁ ଭାରତ କୌଣସି ବିଶ୍ବକପ୍ ଜିତି ପାରିନାହିଁ ।…

Read More