ପ୍ରଥମ ଟେଷ୍ଟ ଜିତି ଏହି ସବୁ ରେକର୍ଡ କଲା ଭାରତୀୟ ଟେଷ୍ଟ କ୍ରିକେଟ ଦଳ ଓ ଅଶ୍ୱିନୀ

ଡୋମିନିକା :  ଶୁକ୍ରବାର ରାତିରେ ଆପଣମାନେ ଶୋଇଲା ବେଳକୁ ଭାରତ ତାର ପାଳି ଘୋଷଣା କରିସାରିଥିବ। ମାତ୍ର ଆପଣ ଯେତେବେଳେ ଶନିବାର ସକାଳୁ ଉଠିଥିବେ, ଦେଖିଥିବା ଭାରତ ଏକ ଇନିଂସ ଏବଂ ୧୪୧ ରନ୍ ବ୍ୟବଧାନରେ ଓ୍ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳକୁ ପରାସ୍ତ କରିସାରିଛି। କେବଳ ପରାସ୍ତ କରିନି. ଦେଶ ତଥା ବ୍ୟକ୍ତିଗତ ଭାବେ ଏକାଧିକ କୃତ୍ୱିତ୍ୱ ମଧ୍ୟ ହାସଲ କରିଛି। ଏହା ମଧ୍ୟରେ ରହିଛି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ଅଷ୍ଟମ ଥର ପାଇଁ ଗୋଟିଏ ଟେଷ୍ଟରେ…

Read More

ଗାଭାସ୍କର ନା ସଚିନ, ରୋହିତ ନା କୋହଲି କେହି କରିନାହାନ୍ତି । ଆଜି ହୋଇ ପାରେ ଏହି ରେକର୍ଡ ……

ଡୋମିନିକା : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ୱୀ ଜୟସୱାଲ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏହା ତାଙ୍କର ଭାରତ ପାଇଁ ପ୍ରଥମ ଟେଷ୍ଟ । ଡେବ୍ୟୁରେ ଶତକ ହାସଲ କରିବାରେ ଜୟସୱାଲ ୧୭ ତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ କିର୍ତ୍ତୀମାନ ରଚିଛନ୍ତି । ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ସେ ୧୪୩ ରନ୍ ସ୍କୋର କରି ନଟଆଉଟ ରହିଥିବା ବେଳେ ଆଜି ସେ ବ୍ୟାଟିଂ କରିବାକୁ ପଡିଆକୁ ଆସିଲେ ଅନେକ ବଡ଼ ରେକର୍ଡ ତାଙ୍କ ନଜରରେ ରହିବ…

Read More

କିଏ ଏହି ଖେଳାଳି ଯିଏ କୁମ୍ବଲେ ଓ ହରଭଜନଙ୍କୁ ପଛରେ ପକାଇଲେ ?

ଭାରତ – ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଭାରତ ଶକ୍ତି ପ୍ରଦର୍ଶନ କରିଛି । ଘରୋଇ ୱେଷ୍ଟଇଣ୍ଡିଜ୍ ଦଳକୁ ୧୫୦ ରନ୍ ରେ ରୋକିବା ସହ ପ୍ରଥମ ପାଳିରେ କୌଣଷି ୱିକେଟ୍ ନହରାଇ ୮୦ ରନ୍ ସଂଗ୍ରହ କରିଛି । ସେହିପରି ଏହି ମ୍ୟାଚ୍ ରେ ଅନେକ ରେକର୍ଡ ଭାଙ୍ଗିବାର ମଧ୍ୟ ଦେଖାଦେଇଛି । ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଘଣ୍ଟାରେ…

Read More

କିଏ ଏହି ୩ ଖେଳାଳି ? ଯିଏ ହୋଇପାରନ୍ତି ରୋହିତଙ୍କ ମୁଣ୍ଡବିନ୍ଧାର କାରଣ ….. ଜାଣନ୍ତୁ

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟା ୩୦ ରେ ଖେଳାଯିବ । ଟିମ୍ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ରେଗ୍ ବ୍ରାଥୱାଇଟ୍ ଦଳର ମଙ୍ଗ ସମ୍ଭାଳିବେ । ଭାରତୀୟ ଦଳ ଗତ ୨୧ ବର୍ଷ ଧରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିନାହିଁ। ଏଥର ମଧ୍ୟ ଭାରତୀୟ ଦଳ ବହୁତ ଶକ୍ତିଶାଳୀ ପରିଲିଖିତ ହେଉଛି…

Read More

ଏହି ଦୁଇଟି ଚ୍ୟାନେଲ୍ ମାଗଣାରେ ଦେଖାଇବେ ଭାରତ – ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ । କିପରି ଆସନ୍ତୁ ଜାଣିବା ,,,,,,, 

ଭୁବନେଶ୍ବର: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୨ ଜୁଲାଇ, ବା ଆସନ୍ତାକାଲି ଡୋମିନିକାରେ ଖେଳାଯିବ | ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳର ରେକର୍ଡ କାରିବିଆନ୍ ମାଟିରେ ବହୁତ ଭଲ ରହିଛି । ଏହିପରି ଅନ୍ୟପକ୍ଷରେ ଗତ କିଛିଦିନ ତଳେ ୱେଷ୍ଟଇଣ୍ଡିଜ୍ ୨୦୨୩ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଭାଙ୍ଗି ଯାଇଛି। ତେବେ ଏହି ଶୃଙ୍ଖଳାକୁ ନେଇ ଭାରତୀୟ…

Read More

ଏମାନଙ୍କ ମଧ୍ୟରୁ ଜଣେ କରିବେ ରୋହିତଙ୍କ ସହ ଓପନିଂ…ସେ କିଏ ଜାଣନ୍ତୁ…

ବ୍ରାବାଡୋସ : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ୨ ଟି ଟେଷ୍ଟ ମ୍ୟାଚ୍ ସିରିଜ ଆସନ୍ତା କାଲି ଠାରୁ ୱେଷ୍ଟଇଣ୍ଡିଜରେ ଆରମ୍ଭ ହେବ । ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବାବେଳେ ୱେଷ୍ଟଇଣ୍ଡିଜର ପ୍ରତିନିଧିତ୍ୱ କରିବେ କ୍ରିଗ୍ ବ୍ରାଥୱେଟ୍ । ଭାରତୀୟ ଦଳ ଦୀର୍ଘ ୪ ବର୍ଷ ପରେ ୱେଷ୍ଟଇଣ୍ଡିଜରେ ଲାଲ୍ ବଲ କ୍ରିକେଟ୍ ଖେଳିବାକୁ ଯାଇଛି । ପୂର୍ବ ମାସରେ ୱାଲ୍ଡ ଟେଷ୍ଟ ଚାମ୍ପିୟାନସିପରେ ଅଷ୍ଟ୍ରେଲିଆ ଠାରୁ ମିଳିଥିବା…

Read More

କାନାଡ଼ା ଓପନରେ ଲକ୍ଷ ସେନଙ୍କ ଚମତ୍କାର ପଦର୍ଶନ : ଦ୍ୱିତୀୟ ଭାରତୀୟ ଭାବେ ଟାଇଟଲ୍ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ : କାନାଡା ଓପନରେ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି ଲକ୍ଷ ସେନ୍। ବିଳମ୍ବିତ ରାତିରେ କଲଗରୀରେ ଫାଇନାଲରେ ଲକ୍ଷ ଚୀନ୍‌ର ଅଲ ଇଂଲଣ୍ଡ ଚାମ୍ପିଅନ୍ ଲି ,ଶି ଫାଙ୍ଗଙ୍କୁ ପରାସ୍ତ କରି ଏହି ଟାଇଟେଲ ନିଜ ନାମରେ କରିଛନ୍ତି । ଏକ ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗିତାରେ ଭାରତର ଯୁବ ସଟଲର ୨୧-୧୮ ଏବଂ ୨୨-୨୦ ଏହି ମ୍ୟାଚକୁ ବିପକ୍ଷ ପକ୍ଷରୁ ଛଡେଇ ଆଣିଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ଜାପାନର ଆକାନେ ୟାମାଗୁଚି ଚାମ୍ପିଅନ୍…

Read More

ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇ ଆସେସ୍ ସିରିଜ୍ ଆଶା ଉଜ୍ଜୀବିତ ରଖିଲା ଇଂଲଣ୍ଡ

ଲିଡ୍ସ : ଚଳିତବର୍ଷ ଇଂଲଣ୍ଡରେ ଜାରି ରହିଥିବା ଆସେସ୍ ଟେଷ୍ଟର ତୃତୀୟ ଟେଷ୍ଟର ଚାରିଦିନରେ ଇଂଲିଶ ଟିମ୍ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ହରାଇଦେଇଛି। ଏହା ପରେ ଆସେସ୍ ପରିସଂଖ୍ୟନ 2-1 ହୋଇଛି। ଆଉ ଦୁଇଟି ଚେଷ୍ଟ ଖେଳା ଯିବାକୁ ରହିଥିବାରୁ ରୋମାଞ୍ଚ ଜାରି ରହିଛି। ତେବେ ଚତୁର୍ଥ ଟେଷ୍ଟ ଆସନ୍ତା ୧୯ ତାରିଖରେ ଖେଳାଯିବାକୁ ରହିଛି। ଅଷ୍ଟ୍ରେଲିଆକୁ ଇଂଲଣ୍ଡ ତିନି ଉଇକେଟରେ ହରାଇ ଦେଇଛି। ଇଂଲଣ୍ଡ ପକ୍ଷରୁ ବ୍ୟାଟିଂ କରୁଥିବା ହ୍ୟାରି ବ୍ରୁକ୍ସ୍ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୧୦୦୦…

Read More

ପ୍ରଥମ ଥର ଏସୀୟ କ୍ରୀଡ଼ାରେ ସାମିଲ ହେବ ଭାରତୀୟ କ୍ରିକେଟ୍ ଦଳ

ମୁମ୍ବାଇ: ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍‌ ଦଳର ଅଂଶଗ୍ରହଣକୁ ବିସିସିଆଇ ଆପେକ୍ସ କାଉନସିଲ୍‌ରେ ଅନୁମୋଦନ ମିଳିଛି। ସେପ୍ଟେମ୍ବର ୨୮ ତାରିଖରୁ ଚୀନରେ ଆରମ୍ଭ ହେଉଥିବା ଏହି ଏସୀୟ ମହାକୁମ୍ଭରେ ବିସିସିଆଇର ଦ୍ବିତୀୟ ପୁରୁଷ ଦଳ ଭାଗ ନେବ। କିନ୍ତୁ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେଉଥିବା ମହିଳା ବର୍ଗରେ ଭାରତର ମୁଖ୍ୟ ଦଳ ଏଥିରେ ଅଂଶଗ୍ରହଣ କରିବ। ଏସୀୟ କ୍ରୀଡ଼ା ଇତିହାସରେ କ୍ରିକେଟ୍‌ ତୃତୀୟ ଥର ପାଇଁ ସାମିଲ ହୋଇଛି।…

Read More

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ପୁଣି ତଦନ୍ତର ସାମନା କରିବେ ହକି ତାରକା ବୀରେନ୍ଦ୍ର ଲାକ୍ରା

କଟକ : ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି।  ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଏଣିକି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ହାଇକୋର୍ଟ ନିକଟରେ ଏନେଇ ରାୟ ଦେଇଛନ୍ତି। ସେହିପରି ରାଜ୍ୟ ପୁଲିସ୍ ପ୍ରଶାସନରେ ଥିବା  ଜଣେ ଡିଆଇଜି ପାହ୍ୟାର ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରିବ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଦିଗରୁ ତଦନ୍ତ କରିବା ପରେ…

Read More