ଭାରତୀୟ ଦଳକୁ ଆସିଲେ ଜୟସ୍ୱାଲ ଓ ତିଲକ ବର୍ମା, ବାଦ୍ ପଡିଲେ ରୋହିତ, କୋହଲି

ମୁମ୍ବାଇ : ଖେଳିବେନି ଦିନିକିଆ ଅଧିନାୟର ରୋହିତ ଶର୍ମା। ପଡ଼ିଆକୁ ଓହ୍ଲାଇବେନି ବର୍ତ୍ତମାନର ଶ୍ରେଷ୍ଠ ଦିନିକିଆ ଖେଳାଳି। ରୋହିତ ଓ ବିରାଟଙ୍କ ବିନା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ  ଓହ୍ଲାଇବ ଭାରତୀୟ କ୍ରିକେଟ ଦଳ। ଆଇପିଏଲ ସେନ୍ସସନ୍ ତଥା ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଟି-ଟ୍ୱେଣ୍ଟିଂ ଦଳର ଅଧିନାୟକ ଘୋଷଣା  କରାଯାଇଛି। ବୁଧବାର ରାତିରେ ବିସିସିଆଇ ପକ୍ଷରୁ ସମ୍ପୂର୍ଣ୍ଣ  ଦଳ ଘୋଷଣା କରାଯାଇଛି। ଯଶସ୍ୱୀ ଜୟସ୍ୱାଲ ଓ ତିଲକ ବର୍ମାଙ୍କୁ ପ୍ରଥମ ଥର…

Read More

ଅଗରକରଙ୍କୁ ମିଳିଲା ମୁଖ୍ୟ ଚୟନକର୍ତ୍ତା ଦାୟିତ୍ବ

 ମୁମ୍ବାଇ:  ପୂର୍ବତନ ମିଡିୟମ ପେସ୍ ବୋଲର ତଥା ୨୦୦୭ ଟି -୨୦ ବିଶ୍ବକପର ସଦସ୍ୟ ଥିବା ଅଜିତ୍ ଅଗରକର ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇର କ୍ରିକେଟ୍‌ ପରାମର୍ଶଦାତା ସମିତି ସୁପାରିସକ୍ରମେ ଅଗରକରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଏହାଫଳରେ ନୂତନ ଚୟନ ସମିତିରେ ଅଗରକରଙ୍କ ସହିତ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ ଅଙ୍କୋଲା ଓ ଶ୍ରୀଧରନ୍‌ ଶରତ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଅଗରକର ୨୬ ଟେଷ୍ଟ, ୧୯୧ ଦିନିକିଆ ଓ ୪…

Read More

ଆଜି ସାଫ୍ ଚାମ୍ପିଅନସିପ୍ ଫାଇନାଲ : ଛେତ୍ରିଙ୍କ ଉପରେ ରହିବ ଦେଶର ନଜର

ବେଙ୍ଗାଲୁରୁ:  ଆଜି ଭାରତ ଓ କୁଏତ୍ ମଧ୍ୟରେ ଖେଳାଯିବ ସାଫ୍ ଚାମ୍ପିଅନସିପ୍  2023ର ଫାଇନାଲ । ଲଗାତାର ନବମ ଥର ସାଫ୍‌ ଚାମ୍ପିଅନ୍‌ସିପ୍‌ ବିଜେତା ଲକ୍ଷ୍ୟରେ ଆଜି ବେଙ୍ଗାଲୁରୁର କାନ୍ତୀରବା ଷ୍ଟାଡିୟମକୁ ଓହ୍ଲାଇବ ଭାରତୀୟ ଦଳ । ସେମିଫାଇନାଲ୍‌ରେ ଲେବାନନ୍‌କୁ ୪-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଭାରତ ହରାଇଥିଲା ବେଳେ ବାଂଲାଦେଶକୁ ଅତିରିକ୍ତ ସମୟରେ ୧-୦ ଗୋଲ୍‌ରେ ହରାଇ କୁଏତ୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ଏହାଫଳରେ ପ୍ରତିଯୋଗିତାର ଏହି ସଂସ୍କରଣରେ ଭାରତ ଦ୍ବିତୀୟ ଥର ପାଇଁ କୁଏତ୍‌କୁ ଭେଟିବାକୁ…

Read More

ବିଶ୍ୱକପ୍ ମ୍ୟାଚ ପାଇଲାନି ବାରବାଟୀ, କ୍ଷତି ଭରଣା ପାଇଁ ଚେଷ୍ଟା କରୁଛି ଓସିଏ

କଟକ :  ଓଡ଼ିଶା କ୍ରୀଡ଼ା ରାଜଧାନୀ। ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ବିଶେଷ ସ୍ଥାନ। ହେଲେ କ୍ରିକେଟ ପାଗଳ ଭାରତବର୍ଷରେ ଅଢେଇ ମାସ ପରେ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଦୁଃଖର ବିଶୟ ଅତୀତରେ ଏକାଧିକ ବିଶ୍ୱକପ୍ ମ୍ୟାଚ ଆୟୋଜନ କରିଥିବା କଟକର ବାରବାଟୀ ଷ୍ଟାଡିୟମ ଏଥିରୁ ବଞ୍ଚିତ ହୋଇଛି। ଏହା ରାଜ୍ୟର କ୍ରିକେଟ ପ୍ରେମୀଙ୍କୁ କଷ୍ଟା ଦେଇଛି। ଏନେଇ ବହୁ ପୂର୍ବତନ ରଣଜୀ ଖେଳାଳି ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ଅପରାଗତାକୁ ଦାୟୀ କରିଛନ୍ତି।  ରାଜ୍ୟ…

Read More

ଏଥର ନୂଆ ଜର୍ସି ପିନ୍ଧିବ ଟିମ୍ ଇଣ୍ଡିଆ, ବାଇଜୁସ୍ ସ୍ଥାନ ନେଲା ଡ୍ରିମ୍ ୧୧

ମୁମ୍ବାଇ : ଭାରତୀୟ କ୍ରିକେଟ ବୋର୍ଡ ତଥା ‘ବିସିସିଆଇ’ ‘ଡ୍ରିମ୍‌୧୧’କୁ ଶନିବାର ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ପ୍ରାୟୋଜକ ବୋଲି ଘୋ‌ଷଣା କରିଛି। ଏହା ପୂର୍ବରୁ ବାଇଜୁସ୍ ଟିମ୍ ଇଣ୍ଡିର ପ୍ରାୟୋଜକ ରହିଆସିଥିଲା। ଗତ ମାର୍ଚ୍ଚ ମାସରେ ତାହାର ଅବଧି ସରିଯାଇଛି। ‘ବିସିସିଆଇ’ ସହିତ ତିନି ବର୍ଷ ପାଇଁ ‘ଡ୍ରିମ୍‌୧୧’ ଏହି ରାଜିନାମା ସ୍ୱାକ୍ଷର କରିଥିବା ଜଣାପଡିଛି। ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତଠାରୁ ‘ଟିମ୍‌ ଇଣ୍ଡିଆ’ର ଜର୍ସିରେ ‘ଡ୍ରିମ୍‌୧୧’ ସଙ୍କେତ ଭାବେ ରହିବ…

Read More

ଲର୍ଡ୍ସ ଟେଷ୍ଚରେ ଦ୍ୱିତୀୟ ପରାଜୟ ଆଡକୁ ଯାଉଛି ଇଂଲଣ୍ଡ୍

ଲର୍ଡ୍ସ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୯୧ ରନ୍‌ରେ  ଆଗୁଆ  ନେଇଛି। ଅଷ୍ଟ୍ରେଲିଆର ପ୍ରଥମ ପାଳିର  ୪୧୬ ରନ୍‌ ଜବାବରେ ଘରୋଇ ଇଂଲଣ୍ଡ ଶୁକ୍ରବାର ପ୍ରଥମ ପାଳିରେ  ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୨୫ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା । ଏହା ପରେ ଦ୍ବିତୀୟ ପାଳି ଖେଳୁଥିବା ଅଷ୍ଟ୍ରେଲିଆ ବର୍ଷା ପାଇଁ ତୃତୀୟ ଦିନ ଖେଳ  ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୩୦ ରନ୍‌…

Read More

ଆସନ୍ତା ବିଶ୍ୱକପରେ ଏହି ୪ ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ରହିବ ସାରା ବିଶ୍ୱର ନଜର

ମୁମ୍ବାଇ : ଚଳିତ ବିଶ୍ୱକପ ଭରତରେ ଅକ୍ଟୋବର ୫ରେ ଆରମ୍ଭ ହୋଇ ନଭେମ୍ବର ୧୯ରେ ଶେଷ ହେବ । ଯେହେତୁ ଏଥର ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ତେବେ ପ୍ରଶଂସକ ମାନଙ୍କୁ ଏଥର ଛକ୍କା ଚଉକା ବେଶି ଦେଖିବାକୁ ମିଳିବାର ଅଧିକ ସମ୍ଭାବନା ରହିଛି । ଏହି ବିଶ୍ୱକପରେ ଏମିତି ଚାରି ଜଣ ଖେଳାଳି ରହିବେ ଯାହାଙ୍କୁ ରୋକିବା ବୋଲରଙ୍କ ପକ୍ଷରେ କଷ୍ଟକର ହେବ । ତେବେ ଆସନ୍ତୁ ନଜର ପକାଇବା ସେହି ୪ଜଣ ବିଷ୍ପୋଟକ…

Read More

ଆସନ୍ତୁ ନଜର ପକେଇବା ୨୦୨୩ ବିଶ୍ୱକପ୍ ହେବାକୁ ଥିବା ୫ଟି ବଡ଼ ମ୍ୟାଚ୍ ଉପରେ

ଭାରତ– ପାକିସ୍ଥାନ , ଅହମ୍ମଦାବାଦ, ଅକ୍ଟୋବର ୧୫ ଭାରତ- ପାକିସ୍ଥାନ ମ୍ୟାଚରେ ସବୁବେଳେ ଭରି ରହିଥାଏ ରୋମାଞ୍ଚ । ଦୁଇ ଦେଶର ପ୍ରଶଂସକ ନିଜ ନଜ ଦଳକୁ ସମର୍ଥନ କରିବା ପାଇଁ ଷ୍ଚାଡିୟମରେ ଭିଡ ଲଗାଇଥାନ୍ତି । ଆଉ ଯଦି କିକ୍ରେଟ୍ ବିଶ୍ୱକପ୍ ହୋଲ ଥାଏ ତ କ୍ରୀଡାପ୍ରେମୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥାଏ ଭାରତ ଓ ପାକିସ୍ଥାନ ମ୍ୟାଚ୍ । ତେବେ ଏହାରି ମଧ୍ୟରେ ୨୦୨୩ ଦିନିକିଆ ବିଶ୍ୱକପ୍ ଖେଳସୂଚୀ ପ୍ରକାଶ କରିଛି ବିସିସିଆଇ । ଯେଉଁଥିରେ…

Read More

ଭାରତକୁ ପ୍ରଥମେ ଭେଟିବ ଅଷ୍ଟ୍ରେଲିଆ

ଭୁବନେଶ୍ବର; ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିସିସିଆଇ ବିଶ୍ବକପ ୨୦୨୩ ପାଇଁ କାର୍ଯ୍ୟସୂଚୀ ଘୋଷଣ କରିଛି। ଯେଉଁଥିରେ ଦେଖାଦେଇଛି ବିଶ୍ୱକପର ପ୍ରଥମ ମ୍ୟାଚ୍ ୨୦୧୯ ବିଶ୍ବକପର ବିଜେତା ଇଂଲଣ୍ଡ ଓ ନ୍ୟୁଜଲ୍ୟାଣ୍ଡ ଭିତରେ ଖେଳାଯିବ । ସେହିପରି ତାର ୨ଦିନ ପରେ ବା ୮ ତାରିଖରେ ଚେନ୍ନାଇର ଚେପକରେ ୨ ଥରର ଚମ୍ପିୟାନ ଓ ଏଥର ଆୟୋଜକ ଭାରତ ସହିତ ମ୍ୟାଚ୍ ଖେଳିବ ଚାରି ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ଭାରତ ଏହି ବିଶ୍ବକପରେ…

Read More

୧୨ଟି ସହରରେ ବିଶ୍ୱକପ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ; ସେପଟେ ପାକିସ୍ଥାନକୁ ଆଇସିସିର ଝଟକା

ଭୁବନେଶ୍ବର; ଅକ୍ଚୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବାକୁ ଥିବା ୨୦୨୩ ବିଶ୍ବକପ ଏଥର ଭାରତ ଆୟୋଜନ କରିବାକୁ ଯାଉଛି । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦ, ବେଙ୍ଗାଲୁର, ଚେନ୍ନାଇ, ଦିଲ୍ଲୀ, ଧରମଶାଳା, ଗୌହାଟି, ହାଇଦ୍ରାବାଦ୍, କଲିକତା, ଲକ୍ଷ୍ନୌ, ମୁମ୍ବାଇ, ପୁନେ, ଥିରୁଅନନ୍ତପୂରମ ଆଦି ୧୨ଟି ସହରରେ ବିଶ୍ବକପ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସେହିପରି କଲିକତାର ଇଡେନ ଗାର୍ଡେନ୍ ଓ ମୁମ୍ବାଇର ୱାନଖେଡେରେ ସେମିଫାଇନାଲ ଖେଳାଯିବକୁ ଥିବା…

Read More