୧୨ଟି ସହରରେ ବିଶ୍ୱକପ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ; ସେପଟେ ପାକିସ୍ଥାନକୁ ଆଇସିସିର ଝଟକା
ଭୁବନେଶ୍ବର; ଅକ୍ଚୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବାକୁ ଥିବା ୨୦୨୩ ବିଶ୍ବକପ ଏଥର ଭାରତ ଆୟୋଜନ କରିବାକୁ ଯାଉଛି । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦ, ବେଙ୍ଗାଲୁର, ଚେନ୍ନାଇ, ଦିଲ୍ଲୀ, ଧରମଶାଳା, ଗୌହାଟି, ହାଇଦ୍ରାବାଦ୍, କଲିକତା, ଲକ୍ଷ୍ନୌ, ମୁମ୍ବାଇ, ପୁନେ, ଥିରୁଅନନ୍ତପୂରମ ଆଦି ୧୨ଟି ସହରରେ ବିଶ୍ବକପ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସେହିପରି କଲିକତାର ଇଡେନ ଗାର୍ଡେନ୍ ଓ ମୁମ୍ବାଇର ୱାନଖେଡେରେ ସେମିଫାଇନାଲ ଖେଳାଯିବକୁ ଥିବା…
