ବିଦେଶ ପ୍ରତିଯୋଗିତା ପାଇଁ ଯାତ୍ରା କରୁଥିବା କ୍ରୀଡାବିତ୍ ଓ କର୍ମକର୍ତ୍ତାଙ୍କ ଦୈନିକ ଖର୍ଚ୍ଚ ୬୬% କୁ ବୃଦ୍ଧି

ଭୁବନେଶ୍ଵର;  ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ଵାରା ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହବା ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି ।ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ସମୂହଙ୍କ ସହାୟତା ଯୋଜନା ଅଧୀନରେ କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ ।ନୂତନ ସଂଶୋଧିତ ମାନଦଣ୍ଡ ଅନୁଯାୟୀ,…

Read More

ରୁଟଙ୍କ ଶତକ ବଳରେ ୩୯୩/୮ ଇଂଲଣ୍ଡର ପାଳି ଘୋଷିତ

ବର୍ମିଂହାମ୍‌: ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ବିଜେତା ହେବା ପରେ ଅଷ୍ଟ୍ରେଲିଆର ଆସେସ୍‌ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଏହି ଐତିହାସିକ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ପ୍ରଥମ ଦିନରେ ୩୯୩/୮ ରେ ପାଳି ଘୋଷଣା କରିଛି। ଜୋ ରୁଟ୍‌ ୩୦ତମ ଶତକ ଅଜର୍ନ କରି ୧୧୮* ରନ୍‌ରେ ଅପରାଜିତ ରହିଥିଲେ। ୨୦୧୫ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ…

Read More

ଭଲ ହେଲେଣି ରିଷଭ ପନ୍ତ

ଭୁବନେଶ୍ୱର : ୨୦୨୨ ମସିହା ଡିସେମ୍ବର ମାସରେ କାର୍‌ ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତ୍‌ ଆହତ ହେଇଥିଲେ। ଏହି କାରଣରୁ ସେ ଆଇପିଏଲ ଏବଂ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ୍  ରେ ଖେଳି ପାରିନାହାନ୍ତି। ମାତ୍ର ପନ୍ତ ଏବେ ସୁସ୍ଛ ହେବାରେ ଲାଗିଛନ୍ତି। ତେଣୁ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି। ନିକଟରେ ଭିଡିଓ ସୋସିଆଲ୍‌ ମିଡିଆରେ ପନ୍ତ୍‌ ପୋଷ୍ଟ କରି ପ୍ରଶଂସକଙ୍କୁ ତାଙ୍କ ସୁସ୍ଥତାର ଅଗ୍ରଗତି ନେଇ ସୂଚନା…

Read More

ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କଲା

ଚେନ୍ନାଇ: ଭାରତର ଚେନ୍ନାଇରେ ଆରମ୍ଭ ହୋଇଥିବା ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏକ୍ସପ୍ରେସ୍‌ ଆଭିନ୍ୟୁ ମଲ୍‌ରେ ଖେଳାଯାଉଥିବା ବିଶ୍ବକପ୍‌ର ଗ୍ରୁପ୍‌ ବି’ରେ ଦ୍ବିତୀୟ ସିଡ୍‌ ଭାରତ ୪-୦ରେ ହଂକଂକୁ ପରାସ୍ତ କରିଛି। ଘରୋଇ ଦଳ ପାଇଁ ୭୨ ମାନ୍ୟତାପ୍ରାପ୍ତ ଅଭୟ ସିଂହ ୭-୨, ୭-୩, ୭-୬ରେ ଛୁଙ୍ଗ୍‌ ୟତ୍‌ ଲଙ୍ଗ୍‌କୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଛନ୍ତି।ସେହିପରି ଜ୍ୟୋତ୍ସ୍ନା ଚିନାପ୍ପା ୭-୧, ୭-୫, ୭-୨ରେ ଫୁଙ୍ଗ୍‌ ହେଲିଙ୍କୁ, ତୃତୀୟ ମ୍ୟାଚ୍‌ରେ ସୌରଭ ଘୋଷାଲ ୫-୭,…

Read More

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ‘ବିସିସିଆଇ’

ନୂଆଦିଲ୍ଲୀ :   ବିଶ୍ବ ଟେଷ୍ଚ ଚାମ୍ପିୟାନସିପ ଫାଇନାଲରେ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ବୋଲି  ଗତକାଲି ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଯେଉଁଥିରେ ଟୋଟାଲ 10ଟି ମ୍ୟାଚ୍ ରହିଛି । ସେଥିମଧ୍ୟରୁ 2ଟି ଟେଷ୍ଟ ଥିବାବେଳେ 3ଟି ଦିନିକିଆ ଓ 5ଟି ଟି-20 ରହିଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଡୋମିନିକାର ୱିଣ୍ଡସୋର ଷ୍ଟାଡିୟମରେ 12 ଜୁଲାଇରେ ଆରମ୍ଭ ହେବାକୁ ଥିବାବେଳେ । 20 ଜୁଲାଇରେ ଦ୍ବିତୀୟଟି ମ୍ୟାଚ୍…

Read More

ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ ୨୦୨୩

ଭୁବନେଶ୍ଵର; ଏସିଆ କପ୍ କେଉଁ ଦେଶରେ ଖେଳା ଯିବ ତାକୁ ନେଇ ବହୁ ଦିନ ହେବ ଚର୍ଚ୍ଚା ଲାଗିରହିଥିଲା। କିନ୍ତୁ ଏବେ ଏହାର ସମାଧାନ ଘଟିଛି। ଏକ ରିପୋର୍ଟ ମୁତାବକ ୨୦୨୩ ଏସିଆ କପ୍ ଏଥର ପାକିସ୍ତାନ ଓ ଶ୍ରୀଲଂକାରେ ଖେଳାଯିବ। ସେହିପରି ପାକିସ୍ତାନ ଦ୍ବାରା ପ୍ରସ୍ତୁତ ହାଇବ୍ରିଡ ମଡେଲକୁ ଆହୁରି ଉନ୍ନତ ମାନର ତିଆରି କରାଯିବା ନେଇ (ଏସିସି) ପକ୍ଷରୁ ୧୩ ତାରିଖରେ ଘୋଷଣା କରାଯାଇପାରେ। ‘ପିଟିଆଇ ‘ ରିପୋର୍ଟ ଅନୁସାରେ ଭାରତର କୌଣସି ମ୍ୟାଚ୍…

Read More

ଡବଲ୍ୟୁଟିସି ଫାଇନାଲ; ଭାରତକୁ ହରାଇ ଅଷ୍ଟ୍ରେଲିଆ ଟେଷ୍ଟରେ ବିଶ୍ଵ ବିଜେତା

ଲଣ୍ଡନ;ପୁଣି ଏକ ବଡ ଫାଇନାଲରେ ହାରିଲା ଭାରତ। ଲଗାତାର ଦିତୀୟ ଥର ପାଇଁ ଭାରତର ଡବଲ୍ୟୁଟିଶି ଟାଇଟଲ ଆଶା ଧୂଳିସାତ ହୋଇଛି। ଇଂଲଣ୍ଡର ଓଭାଲରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଛି। ଯାହା ଫଳର ୧୦ ବର୍ଷ ପରେ ଭରତର ସ୍ଵପନ୍ ସ୍ବପ୍ନରେ ରହି ଯାଇଛି। ଦ୍ୱିତୀୟ ପାଳିରେ ୪୪୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ମାତ୍ର ୨୩୪ ରନରେ ତାର ସମସ୍ତ ୱିକେଟ୍ ହରାଇଛି।…

Read More

ଭାରତକୁ ସାହା କୋହଲି , ରାହାନେ ଯୋଡ଼ି

ଲଣ୍ଡନ୍‌ : ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍ ଫାଇନାଲ୍ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଭାରତ ସମ୍ମୁଖରେ ୪୪୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ। ଚତୁର୍ଥ ଦିନର ‌ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ରେ ୧୬୪ ରନ୍‌ ସଂଗ୍ରହ କରି ନେଇଥିବାରୁ ମ୍ୟାଚ୍ ରୋମାଞ୍ଚକ ମୁହାଁ ‌ହୋଇଛି। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ଅତୁଟ ଚତୁର୍ଥ ୱିକେଟ୍‌ରେ ୭୧* ରନ୍‌ ଯୋଡ଼ି ଭାରତକୁ ମ୍ୟାଚରେ ଏବେବି ଜୀବିତ ରଖିଛନ୍ତି । ଚତୁର୍ଥ ଦିନ ଷ୍ଟମ୍ପ୍ସ…

Read More

ବିଶ୍ବକପ ଓ ଏସିଆ କପରେ ଭାରତ ମ୍ୟାଚକୁ ମାଗଣାରେ ଦେଖାଇବ ହଟଷ୍ଟାର

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର।ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍‌ ଲାଇଭ୍‌ ଷ୍ଟ୍ରମିଂ ଯୋଗାଇଦେବ ୱାଲ୍ଟ ଡିଜନି ସହଯୋଗୀ କମ୍ପାନି ହଟ୍‌ଷ୍ଟାର୍‌। ଆଇପିଏଲ୍‌ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏବେ ‌ହଟଷ୍ଟାର୍‌ କହୁଛି ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍‌କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଆଇପିଏଲ୍‌ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜିଓ ସ‌ିନେମା…

Read More

ଡ଼ବଲ୍ୟୁଟିସି ଫାଇନାଲ; ଅଷ୍ଟ୍ରେଲିଆ ୨୯୬ ରନରେ ଆଗୁଆ

ଲଣ୍ଡନ : ଓଭାଲରେ ଖେଳାଯାଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ଫାଇନାଲ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି। ଟ୍ରାଭିସ ହେଡ ଓ ଷ୍ଟିଭେନ ସ୍ମିଥଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍‌‌ କରିଥିଲା। ଆଉ ଏହାର ଯବାବରେ ଭାରତ ଭଲ ପଦର୍ଶନ କରିପାରିନାହିଁ। ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି । କେବଳ ଅଜିଙ୍କ୍ୟା ରହାନେ (୮୯) ଓ ସାର୍ଦୁଲ ଠାକୁର (୫୧) ଭଲ ପଦର୍ଶନ କରି…

Read More