ଡ଼ବଲ୍ୟୁଟିସି ଫାଇନାଲ; ଅଷ୍ଟ୍ରେଲିଆ ୨୯୬ ରନରେ ଆଗୁଆ
ଲଣ୍ଡନ : ଓଭାଲରେ ଖେଳାଯାଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ଫାଇନାଲ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି। ଟ୍ରାଭିସ ହେଡ ଓ ଷ୍ଟିଭେନ ସ୍ମିଥଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍ କରିଥିଲା। ଆଉ ଏହାର ଯବାବରେ ଭାରତ ଭଲ ପଦର୍ଶନ କରିପାରିନାହିଁ। ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି । କେବଳ ଅଜିଙ୍କ୍ୟା ରହାନେ (୮୯) ଓ ସାର୍ଦୁଲ ଠାକୁର (୫୧) ଭଲ ପଦର୍ଶନ କରି…
