ଶୁଭ୍ରାଶୁଂଙ୍କ ପାଇଁ ବଡ଼ ଦଳ ହେଲା କି କାଳ ?
ଭୁବନେଶ୍ବର : ଚଳିତ ବର୍ଷ ଆଇପିଏଲ ସିଜିନ୍ ସମାପ୍ତ ହୋଇଛି । କିଛି ନୂଆ ଚେହେରା ଭଲ ପଦର୍ଶନ କରି ପ୍ରଶଂସା ସାଉଁଠୁଛନ୍ତି । ସେ ଗୁଜୁରାଟର ବି ସାଇ ସୁଦର୍ଶନ ହୁଅନ୍ତୁ ଅବା ମୁମ୍ବାଇ ଇଣ୍ଡିଆନ୍ସର ଆକାଶ ମଧୱାଲ ସମସ୍ତଙ୍କୁ ଆଇପିଏଲ ପରିଚୟ ଦେଇଛି । କିନ୍ତୁ ଦଃଖର ବିଷୟ ଯେ ଓଡିଆ ପୁଅ ଶୁଭ୍ରାଶୁଂଙ୍କୁ ଏଥର ମଧ୍ୟ ନିଜ ବ୍ୟାଟିଂ କୌଷଳ ଦେଖାଇବାକୁ ସୁଯୋଗ ମିଳି ନାହିଁ । ଦୁଇ ଦୁଇ ଥର ଚେନ୍ନାଇ…
